Daily Archives

July 4, 2021

ଶିକ୍ଷକ ଓମପ୍ରକାଶ ମିଶ୍ର ପାଇବେ ସର୍ବଭାରତୀୟ ଆଇସିଟି -୨୦୧୮ପୁରସ୍କାର

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଓମପ୍ରକାଶ ମିଶ୍ର ସର୍ବଭାରତୀୟ ଆଇସିଟି-୨୦୧୮ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। କେନ୍ଦ୍ର ଶିକ୍ଷା ବିଭାଗ ଅଧିନରେ ଥିବା ଏନସିଇଆରଟିର ସେଣ୍ଟ୍ରାଲ ଇନିଷ୍ଟିଚ୍ୟୁଟ ଅଫ ଏଜୁକେସନାଲ୍ ଟେକ୍ନୋଲୋଜୀ…
ଅଧିକ ଖବର ଦେଖନ୍ତୁ...

ଆଜି ପଡ଼ିଥା’ନ୍ତା ହାତଗଣ୍ଠି; ବିବାହ ଭାଙ୍ଗିଦେଲା ନଗ୍ନ ଭିଡିଓ, ଯୁବକ ଗିରଫ

ବନ୍ତଳା: ରାତି ପାହିଥିଲେ ପଡ଼ିଥା’ନ୍ତା ହାତଗଣ୍ଠି। ଜୀବନସାଥୀ ସହ ଘର ସଂସାର କରିବାକୁ ଯାଇଥା’ନ୍ତେ ଯୁବତୀ। ତଥାକଥିତ ପ୍ରେମିକର ଖଳବୁଦ୍ଧି ଯୋଗୁଁ ଯୁବତୀଙ୍କ ଏହି ସ୍ବପ୍ନ ଭାଙ୍ଗି ଚୂରମାର୍‌ ହୋଇଯାଇଛି। ଥାନାରେ ଅଭିଯୋଗକ୍ରମେ ତଥାକଥିତ ପ୍ରେମିକକୁ ପୁଲିସ ଗିରଫ କରିଛି।  ପୁଲିସ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ବନପାଳଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ମାଲକାନଗିରି: ମାଲକାନଗିରିର ସଦର ମହକୁମାରେ କାର୍ଯ୍ୟରତ ଜନୈକ ବନପାଳଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହେବା ପରେ ଆଜି ମାଲକାନଗିରି ପୁଲିସ ବନପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ମାଲକାନଗିରି ଆଇଆଇସି ରାମ ପ୍ରସାଦ ନାଗଙ୍କ କହିବା ଅନୁଯାୟୀ ଓର୍କେଲ ଥାନା ଅଂଚଳରେ ଜଣେ…
ଅଧିକ ଖବର ଦେଖନ୍ତୁ...

୮୦୦ ଲିଟର ଦେଶୀ ମଦ ସହିତ ବୋଲେରୋ ଜବତ, ଜଣେ ଗିରଫ 

ଭଦ୍ରକ: ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ ଏବଂ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ଼ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ମିନପା ଜଂଗଲରୁ ୩ ନକ୍ସଲ ଗିରଫ,୨ ନକ୍ସଲ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ମିନପା ଜଂଗଲରେ ପୁଲିସ ୩ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ୨୦୬ କୋବ୍ରା ବାଟାଲିୟନର ଯବାନ ସର୍ଚ୍ଚ ଅପରେସନ ବେଳେ ଦୁର୍ଦାନ୍ତ ନକ୍ସଲ ପଡିଆମି ଭୀମା(୩୪),ବେକୋ ହୁଙ୍ଗା(୨୧) ଏବଂ ଉଣ୍ଡମ…
ଅଧିକ ଖବର ଦେଖନ୍ତୁ...

ମାଓ ସଂଗଠନର ବଡ ଖୁଲାସା; ବର୍ଷକରେ ମଲେଣି ୧୬୦ ମାଓବାଦୀ

ମାଲକାନଗିରି: ମାଓ ସଂଗଠନର ତରଫରୁ ୧୬ ପୃଷ୍ଠା ସମ୍ବଳିତ ପ୍ରେସ ବିବୃତ୍ତି ପ୍ରଦାନ କରାଯାଇଛି। ସଂଗଠନ ଖୁଲାସା କରିଛି ଯେ ଗତ ଏକ ବର୍ଷ ମଧ୍ୟରେ ୧୬୦ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇସାରିଲାଣି। କରୋନାରେ ୧୩ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସ୍ବୀକାର କରିଛି ସଂଗଠନ। ସେହିପରି ମାଓ ନେତା…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତରେ ୩୨ ଗୋରୁ ଓ ୩୬ ମେଣ୍ଢା ମୃତ, ଅଳ୍ପକେ ବର୍ତ୍ତିଲେ ଗୋରୁ ଚରାଳି 

କେନ୍ଦୁଝର: ବାଂଶପାଳ ବ୍ଲକରେ ବଜ୍ରାଘାତ ଘଟି ବିଭିନ୍ନ ସ୍ଥାନରେ ଗୋରୁ ଓ ମେଣ୍ଢା ମୁତ୍ୟୁ ବରଣ କରିଛନ୍ତି। ଆଜି ଦିନ ବେଳା କାଦକଳା ଗ୍ରାମରେ ଆନନ୍ଦ ଦେହୁରୀ ଜଂଗଲରେ ଗାଈ ଚରାଉଥିବା ବେଳେ ଝିପି ଝିପି ବର୍ଷା ହୋଇଥିଲା। ଏହି ସମୟରେ ଗୋରୁପଲ ଏକ ଜାମୁ ଗଛ ମୂଳରେ ଆଶ୍ରୟ ନେଇଥିଲେ। ହଠାତ…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ୭୧ ବର୍ଷୀୟ ବ୍ୟବସାୟୀଙ୍କ ଆକାଉଣ୍ଟ୍‌ରୁ କଟିଗଲା ୪୧ ଲକ୍ଷ ଟଙ୍କା

ମୁମ୍ବାଇ: ଅନ୍‌ଲାଇନ୍‌ ଠକାମୀ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନେକ ଲୋକ ଅନ୍‌ଲାଇନ୍‌ ଠକାମୀର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ନିକଟରେ ମୁମ୍ବାଇର ଜଣେ ୭୧ ବର୍ଷୀୟ ବ୍ୟକ୍ତି ଏହି ଠକାମୀର ଶିକାର ହୋଇ ୪୧ ଲକ୍ଷ ଟଙ୍କା ହରାଇଥିବା ଖବର ହସ୍ତଗତ ହୋଇଛି। ପୀଡ଼ିତ ବ୍ୟକ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...

୨.୨୫ସେକେଣ୍ଡ୍‌ରେ କହିଲେ ୧୯୫ଦେଶର ନାଁ, ବୁକ୍‌ ଅଫ୍‌ ରେକର୍ଡରେ ସ୍ନେହାଲ୍‌

ଅନୁଗୁଳ: ସ୍ନେହାଲଙ୍କ ମୁହଁରେ ବିଶ୍ବର ୧୯୫ଟି ଦେଶର ନାଁ। କେବଳ ଦେଶ କାହିଁକି, ତା’ର ରାଜଧାନୀ ବି ସେ କହି ପାରିଛନ୍ତି। ତାହା ପୁଣି ମାତ୍ର ଦୁଇ ମିନିଟ୍ ୨୫ସେକେଣ୍ଡ୍‌ରେ। ଏଥିପାଇଁ ତାଙ୍କ ନାଁ ଇଣ୍ଟରନ୍ୟାସ୍‌ନାଲ୍ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଆଠବର୍ଷ ବୟସ୍କା ସ୍ନେହାଳି ବରାଳ…
ଅଧିକ ଖବର ଦେଖନ୍ତୁ...

୨୪୫ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆମେରିକାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆମେରିକାର ୨୪୫ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆମେରିକାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଭାରତ ଏବଂ ଆମେରିକା ଜୀବନ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ…
ଅଧିକ ଖବର ଦେଖନ୍ତୁ...