Daily Archives

July 20, 2021

ସ୍ବସ୍ତି ଚିଲିକା ରିସର୍ଟ କର୍ମଚାରୀଙ୍କ ୬ ଲକ୍ଷ ଲୁଟ୍ ଘଟଣା: ୬ ମାସ ପରେ ୩ ଅଭିଯୁକ୍ତ ଗିରଫ

ଖଲ୍ଲିକୋଟ: ଗତବର୍ଷ ଡିସେମ୍ବର ୨୮ ତାରିଖ ସକାଳ ୧୧ଟାରେ ଖଲ୍ଲିକୋଟ ଥାନା ଓଡ଼ିଆ ଆଲପୁରସ୍ଥିତ ସ୍ବସ୍ତି ଚିଲିକା ରିସର୍ଟ କର୍ମଚାରୀ ମାନେ ବାଲୁଗାଁସ୍ଥିତ ଆନ୍ଧ୍ରବ୍ୟାଙ୍କ୍ ଶାଖାକୁ ୬ ଲକ୍ଷ ଟଙ୍କା ଜମା କରିବାକୁ ଯାଉଥିଲେ। କିଛି ଦୁର୍ବୃତ୍ତ କାଳିଜାଇ ଲେବଲ୍‌ କ୍ରସିଂ ପାର୍ଶ୍ବ ମୁକ୍ତେଶ୍ବର…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ସଙ୍ଗଠନରେ ମିଶିଥାନ୍ତେ ୧୪ ଯୁବକ, ଠିକ ସମୟରେ ପହଁଚିଲା ପୁଲିସ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ କରିବାକୁ ଜାମ୍ମୁ କାଶ୍ମୀର ପୁଲିସ ଏବଂ ସେନା ଦିନରାତି କାର୍ଯ୍ୟ କରୁଛନ୍ତି। ଅନ୍ୟପଟେ ପାକିସ୍ତାନରେ ବସିଥିବା ବିଭିନ୍ନ ଆତଙ୍କବାଦୀ ସଂଗଠନର ନେତାମାନେ ଉପତ୍ୟକାରେ ନିଜର ମୂଳଦୁଆକୁ ସୁଦୃଢ କରିବାକୁ ସୋସିଆଲ ମିଡିଆ, ଅର୍ଥ ଲୋଭ…
ଅଧିକ ଖବର ଦେଖନ୍ତୁ...

୨ୟ ଦିନିକିଆ : ଭାରତର ବ୍ୟାଟିଂ ବିପର୍ଯ୍ୟୟ

କଲମ୍ବୋ : ୨ୟ ଦିନିକିଆରେ ୨୭୬ ରନର ପିଛା କରୁଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଅଛି । ଦଳ ୩୦ ତମ ଓଭରରେ ୬ ଓ୍ବିକେଟ ହରାଇ ମାତ୍ର ୧୭୫ ରନ କରିଛି । ସୂର୍ଯ୍ୟକୁମାର ଯାଦବ ୫୩ ରନ, ମନିଷ ପାଣ୍ଡେ ୩୭ ରନ ଓ ଅଧିନାୟକ ଶିଖର ଧଓ୍ବନ ମାତ୍ର ୨୯ ରନ କରି ଆଉଟ ହୋଇଛନ୍ତି । ଟସ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବଜାରକୁ ଆସିବ ଜାଇଡସ କାଡିଲାର ୭ କୋଟି ଡୋଜ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି ଯେ ଟିକାକରଣ ଉପରେ ସରକାରଙ୍କ ସମସ୍ତ ଧ୍ୟାନ ରହିଛି। ଏହି ଦିଗରେ ଅନେକ କାମ ଚାଲିଛି | ଆମ ବୈଜ୍ଞାନିକମାନଙ୍କ ଉପରେ ବିଶ୍ୱାସ କରିବାକୁ ପଡ଼ିବ, ସେମାନଙ୍କୁ ନେଇ ପ୍ରଶ୍ନ ଉଠାଇବାର କୌଣସି ଅର୍ଥ ନାହିଁ | ମଙ୍ଗଳବାର ଦିନ…
ଅଧିକ ଖବର ଦେଖନ୍ତୁ...

ଦିନ ମଜୁରିଆ ଯୁବତୀଙ୍କୁ ଦୁଷ୍କର୍ମ, ବିବାହିତ ପୁରୁଷ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଟାଉନଥାନା ଅଂଚଳର ଜୈନେକା ଦିନ ମଜୁରିଆ ଯୁବତୀଙ୍କୁ ଜଣେ ବିବାହିତ ରାଜମିସ୍ତ୍ରୀ ପ୍ରେମ ସଂପର୍କ ସ୍ଥାପନ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କ୍ରମେ କାଳିଆଗାଁ ନିକଟସ୍ଥ ଫାସୀଗୁଡାର ଅଜୟ ବାଘ ନାମକ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ; ‘ନ୍ୟୁଡ୍ ହୋଇ ଅଡିସନ ଦେବା ପାଇଁ କହିଥିଲେ ରାଜ କୁନ୍ଦ୍ରା’

ମୁମ୍ବାଇ: ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଗତ ସୋମବାର ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଅଶ୍ଳୀଳ ସିନେମା ତିଆରି କରିବା ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ଗତ ଫେବ୍ରୁଆରିର ହୋଇଥିବା ବେଳେ ଗତ ସୋମବାର ୨ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଜୟପୁର: ଗତ ୩ମାସ ହେବ କୋରାପୁଟ ଜିଲ୍ଲା ଜୟପୁର ଟାଉନଥାନା ଅଂଚଳର ଜୈନେକା ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ଲିଙ୍ଗରାଜ ନଗର ଅଂଚଳର ସୁଶିଳ ସୁନା(୨୨)ବୋଲି କହିଛନ୍ତି ମହିଳା ଥାନା ଆଇଆଇସି ମମତା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ ହେଲେ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ

ଭୁବନେଶ୍ବର : ଓଡ଼ିଶାର ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ବରିଷ୍ଠ  ଭାରତୀୟ ବିଦେଶ ସେବା(ଆଇଏଫଏସ୍) ଅଧିକାରୀ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ଭାରତ ସରକାର ନିଯୁକ୍ତ କରିଛନ୍ତି । ଏ ସମ୍ପର୍କରେ ଆଜି ବିଦେଶ ମନ୍ତ୍ରଣାଳୟ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରୁ ୩୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୩୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବ‌ନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୭୫ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୮୨ଜଣ ରହିଛନ୍ତି। …
ଅଧିକ ଖବର ଦେଖନ୍ତୁ...