Daily Archives

September 5, 2021

ଅବକାରୀ ଅଧିକାରୀ ମଦ ମାଫିଆ ମଧୁଚନ୍ଦ୍ରିକା, ଜାଲ୍ କାଗଜପତ୍ରରେ ୩ ଅନସପ୍

ରାୟଗଡ଼ା: ର୍ଦୁନୀତିରେ ବୁଡ଼ିଛି ରାୟଗଡ଼ା ଅବକାରୀ କାର୍ଯ୍ୟାଳୟ। ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଯୋଗୁ ରାଜସ୍ବ ନିଶାରେ ଜାଲ୍ କାଗଜପତ୍ରରେ ଖୋଲି ଚାଲିଛି ମଦ ଦୋକାନ ଓ ଅନସପ୍ (ବାର୍)। ଯାହାର ଖୁଲାସା କରିଛି ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି। ଜାଲ୍ କାଗଜପତ୍ର, ବିନା ପଲ୍ଲୀସଭାରେ…
ଅଧିକ ଖବର ଦେଖନ୍ତୁ...

ନୋହିଲା ସାଧାରଣ କାର୍ଯ୍ୟକର୍ତ୍ତା ବୈଠକ, ବିବାଦରୁ ତିନିଘଣ୍ଟା ବନ୍ଦ ରହିଲା ଶାବର ଶ୍ରୀକ୍ଷେତ୍ର

କୋରାପୁଟ: ଦୀର୍ଘ ୪ ବର୍ଷ ପରେ କୋରାପୁଟ ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟିର ସାଧାରଣ ପରିଷଦ ବୈଠକ ବସିଛି, ହେଲେ ସମସ୍ୟାର ସମାଧାନ ହୋଇପାରିନି। ପୂର୍ବରୁ ପରିଷଦର ସମସ୍ତ ସଭ୍ୟଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ବିଭିନ୍ନ କାରଣକୁ ନେଇ ବିବାଦ ଉଠିଥିଲା। ଏହା ଯୋଗୁଁ ତିନି ଘଣ୍ଟା କାଳ…
ଅଧିକ ଖବର ଦେଖନ୍ତୁ...

ମୂଲ୍ୟବାନ କାଠ ସହ ମିନିଟ୍ରକ୍‌ ଜବତ, ୨ ଗିରଫ

ତୁଷୁରା: ବେଆଇନ ଭାବେ କାଠ ଚାଲାଣ ହେଉଥିବା ସମୟରେ ବନ ବିଭାଗ ଚଢ଼ଉ କରି ବେନାଗୁରା- ଗୁଡ଼ଭେଲା ରାସ୍ତାରେ ଏକ କା‌ଠ‌ବୋଝେଇ ମିନିଟ୍ରକ୍‌କୁ ଜବତ କରିଛି। ଏହି ଘଟଣାରେ ତୁଷରା ଅଞ୍ଚଳର ସାନୁ ମହାରଣା (୨୦ବର୍ଷ) ଓ ବିବେକ ଭୋଇ (୨୧ବର୍ଷ)ଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ ଶନିବାର ରାତି…
ଅଧିକ ଖବର ଦେଖନ୍ତୁ...

ବାଇକ୍ ଆରୋହୀକୁ ଅଟକାଇ ଲୁଟ୍ ଉଦ୍ୟମ, ୨ ଅଟକ

ବରପାଲି: ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ଚାରିବଙ୍ଗଳା ନିକଟସ୍ଥ ତିନକାନି ଛକ୍‌ ଠାରେ ରବିବାର ସନ୍ଧ୍ୟାରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କୁ ଅଟକାଇ ସେମାନଙ୍କ ଠାରୁ ଲୁଟ୍‌ ଉଦ୍ୟମ ହୋଇଛି। ବାଇକ୍‌ ଆରୋହୀ ଦୁଇ ଜଣ ଲୁଟେରା କୈଳାସ ମିଶ୍ର (୩୨)ନାମକ ଜଣେ ଯୁବକ ନିଜଗ୍ରାମ ତିଳେଇମାଲ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନରେ ମିଳିତ ସରକାର ଗଠନ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପାକ୍ ଆଇଏସଆଇର ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ(ଆଇଏସଆଇ)ର ମୁଖ୍ୟ ଜେନେରାଲ ଫୈଜ ହାମିଦ ଆଫଗାନିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଗୁଲବୁଦ୍ଦିନ ହେକମାଟିୟରଙ୍କ ସହ ସାକ୍ଷାତ କରିଛନ୍ତି। ଏନେଇ ଟୋଲୋ ନ୍ୟୁଜ୍ ସୂଚନା ଦେଇଥିବା ବେଳେ ଦୁହେଁ ଆଫଗାନିସ୍ତାନରେ ମିଳିତ ସରକାର ଗଠନ ନେଇ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କୁ ଦେଖି ଭୟଭୀତ ନହୋଇ ସାହସର ସହ ବିମାନ ଉଡ଼ାଇ ପାଇଲଟ ବଞ୍ଚାଇଲେ ହଜାରଲୋକଙ୍କ ଜୀବନ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖରେ କାବୁଲ ଉପରେ ତାଲିବାନ ଦଖଲ କରିବା ପରେ ଆଫଗାନିସ୍ତାନର ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ବିମାନବନ୍ଦର ଅଭିମୁଖେ ଦୌଡ଼ି ଯାଇଥିଲେ। ଯାହାଫଳରେ ଟର୍ମିନାଲରୁ ନେଇ ରନୱେ ପର୍ଯ୍ୟନ୍ତ ହଜାର ଲୋକଙ୍କ ଭିଡ ଜମି ରହିଥିଲା। ଲୋକେ କୌଣସି ପ୍ରକାରେ ସେଠାରୁ ପଳାଇ…
ଅଧିକ ଖବର ଦେଖନ୍ତୁ...

୪ର୍ଥ ଟେଷ୍ଟ: ୨ୟ ପାଳିରେ ଭାରତର ସ୍କୋର ୪୬୬ ରନ୍‌, ଇଂଲଣ୍ଡ ଆଗରେ ୩୬୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଟିମ୍‌ ଇଣ୍ଡିଆ

ଲଣ୍ଡନ: ଓଭାଲ ଟେଷ୍ଟରେ ଭାରତ ଦ୍ୱିତୀୟ ପାଳିରେ ୪୬୬ ରନ୍‌ ସଂଗ୍ରହ କରିଛି। ଚତୁର୍ଥ ଦିନର ଖେଳ ଜାରି ଥିବା ବେଳେ ମ୍ୟାଚ୍‌ରେ ବିଜୟ ପାଇଁ ଭାରତ ଇଂଲଣ୍ଡକୁ ୩୬୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ପ୍ରଥମ ପାଳିରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା…
ଅଧିକ ଖବର ଦେଖନ୍ତୁ...

ଚୋରି ପିକ୍‌ଅପ ଭ୍ୟାନ ଜବତ, ଚାଳକ ଗିରଫ

ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ଆଜି ଗାଡ଼ି ଚୋରି ମାମଲାରେ ଜଣେ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନ ସୁନାଖଳା ଗ୍ରାମର ବିପିନ ଓରଫ ପ୍ରଶାନ୍ତ ପରିମାଣିକ (୩୦)। ପୁଲିସ ବିପିନ ଠାରୁ ଉକ୍ତ ଚୋରି ପିକ୍‌ଅପ ଭ୍ୟାନ…
ଅଧିକ ଖବର ଦେଖନ୍ତୁ...

ଭବାନୀପୁରରେ ମମତାଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ନ ଦେଉ ବିଜେପି: ଟିଏମସି ନେତା

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ନିର୍ବାଚନରେ ​​ହାରିଯିବା ପରେ ଏବେ ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଶାସକ ଦଳ ତୃଣମୂଳ କଂଗ୍ରେସ ଦାବି କରିଛି ଯେ ମମତା ବାନାର୍ଜୀ ତାଙ୍କ ପାରମ୍ପରିକ…
ଅଧିକ ଖବର ଦେଖନ୍ତୁ...

ଭବାନୀପୁରରୁ ଲଢ଼ିବେ ଦିଦି, ଅନ୍ୟ ୨ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

କୋଲକାତା: ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବନୀପୁରରୁ ଲଢ଼ିବେ। ଏନେଇ ଟିଏମସି ପକ୍ଷରୁ ଘୋଷଣା କରାଯାଇଛି।  ଏହା ସହ ଅନ୍ୟ ଦୁଇଟି ନିର୍ବାଚନମଣ୍ଡଳୀ ପାଇଁ ଟିଏମସି ପ୍ରାର୍ଥୀ ଘୋଷଣା କରିଛି। ଜାଙ୍ଗିପୁରରୁ ଜାକିର…
ଅଧିକ ଖବର ଦେଖନ୍ତୁ...