Daily Archives

September 21, 2021

ଷ୍ଟିୱାର୍ଟ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ବନ୍ଦ ରହିଲା ସ୍କୁଲ୍‌, ପରୀକ୍ଷା ବାତିଲ, ତଦନ୍ତକଲା…

କାଳିଆପାଣି: ଟାଟା କମ୍ପାନିର ଟିଏସ୍‌ଏମ୍‌ଏଲ୍‌ ସୁକିନ୍ଦା କଲୋନିସ୍ଥିତ ଷ୍ଟିୱାର୍ଟ ସ୍କୁଲ୍‌ର ଅଧ୍ୟକ୍ଷ ଚନ୍ଦନ କୁମାର ଦାସଙ୍କୁ ଗତକାଲି ସଂଧ୍ୟାରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସହକର୍ମୀ ଶିକ୍ଷକ ଆଶିଷ କୁମାର ମହାନ୍ତିଙ୍କ ଏତଲାକୁ ଭିତ୍ତିକରି ଆଇପିସି ଦଫା ୪୫୨, ୩୨୬ ଓ ୩୦୭ ଆଧାରରେ…
ଅଧିକ ଖବର ଦେଖନ୍ତୁ...

ମହିଳା ଓ ଯୁବତୀ ଚାଲାଣ ରାକେଟ୍ ସକ୍ରିୟ: ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ସ୍ବାମୀ ଓ ଗ୍ରାମବାସୀ

ରାୟଗଡ଼ା: ଗୁଡ଼ାରିରେ ସକ୍ରିୟ ହେବାରେ ଲାଗିଛି ମହିଳା ଓ ଯୁବତୀ ଚାଲାଣ ରାକେଟ୍। ଅଶିକ୍ଷିତ ମହିଳା ଓ ଯୁବତୀକୁ ଅର୍ଥ ପ୍ରଲୋଭନ ଦେଖାଇ ଘରେ କାମ କରିବା ବାହାନାରେ ଡାକି ନେଇ ବାହାର ରାଜ୍ୟରେ ବିକ୍ରି କରି ଦେଉଛନ୍ତି ଦଲାଲ୍। ଯାହାର ସୁରାକ୍ ପାଉନି ଜିଲ୍ଲା ପୁଲିସ୍ କି ପ୍ରଶାସନ। ବାହାର…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ ପରେ ରାଜସ୍ଥାନ ପାଳି, ବଦଳି ପାରନ୍ତି ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ : ପଞ୍ଜାବରେ ମୁଖ୍ୟମନ୍ତ୍ରୀ ବଦଳିବା ପରେ ଏବେ ରାଜସ୍ଥାନ ପାଳି । କଂଗ୍ରେସ ହାଇକମାଣ୍ଡ ଏବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବାକୁ ବିଚାର କରୁଥିବା ଜଣାଯାଇଛି । ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ରାଜସ୍ଥାନରେ ସରକାର ବିରୋଧୀ ହାଓ୍ବାର…
ଅଧିକ ଖବର ଦେଖନ୍ତୁ...

୧୧ଟି ସହରାରାଞ୍ଚଳରେ ପ୍ରତିଷ୍ଠା ହେବ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌, ଖର୍ଚ୍ଚ ହେବ ୬୪୦.୬୫ କୋଟି ଟଙ୍କା

ଭୁବନେଶ୍ୱର: ଓଡ଼ିଶା ଖଣିଜ ଅଂଚଳ ଉନ୍ନୟନ ନିଗମ (ଓମ୍ବାଡ୍‌ସି) ପାଣ୍ଠିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିକାଶ, ସହରାଂଚଳରେ ଗୃହଭିତର (ଇନ୍‌ଡୋର୍‌) ଷ୍ଟାଡିୟମ ପ୍ରତିଷ୍ଠା ଏବଂ ପରିବେଶ ସୁରକ୍ଷା ପରିଚାଳନା ଆଦି କ୍ଷେତ୍ରପାଇଁ ୬୪୦.୬୫ କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରାଯାଇଛି। ମୁଖ୍ୟ ଶାସନ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଡକାୟତି ମାମଲା: ୩ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୧୦ ହଜାର ଜରିମାନା

ସୁନ୍ଦରଗଡ଼: ୨୦୧୬ ଅକ୍ଟୋବର ୧୨ରେ ରାଏବଗା ଥାନା ଘୋଘରରେ ସଂଘଟିତ ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ମଙ୍ଗଳବାର ସୁନ୍ଦରଗଡ଼ ପକ୍ସୋ କୋର୍ଟ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ (ମୃତ୍ୟୁ ପର୍ଯ୍ୟନ୍ତ) ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି। ଏହା…
ଅଧିକ ଖବର ଦେଖନ୍ତୁ...

ଦୁର୍ଦାନ୍ତ ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ଦୁର୍ଦାନ୍ତ ନକ୍ସଲ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ସୁନୀଲ ଶର୍ମାଙ୍କ ନିକଟରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା…
ଅଧିକ ଖବର ଦେଖନ୍ତୁ...

ବ୍ରିଟେନ ମନା କଲା, ଆମେରିକା ହଁ ଭରିଲା

ନୂଆଦିଲ୍ଲୀ: ଆପଣ ଆମେରିକା ଯିବାକୁ ଚାଁହୁଛନ୍ତି କି? ଯଦି ହଁ ତେବେ ଆପଣ କୋଭିସିଲଡ ଟିକାର ଦୁଇଟି ଡୋଜ ନେଇଥିବା ଜରୁରୀ | କାରଣ ଆଜି ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ନେଇ ଆମେରିକା ନୂଆ ପରିବର୍ତ୍ତନ କରିଛି | ଆମେରିକା ଏକ ନୂତନ ଅନ୍ତର୍ଜାତୀୟ ଭ୍ରମଣ ବ୍ୟବସ୍ଥା ଘୋଷଣା କରିଛି, ଯାହା…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତକ ସହ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ 

ଝାରସୁଗୁଡା: ଝାରସୁଗୁଡ଼ା ମୁଖ୍ୟ ଚିକତ୍ସାଳୟରେ ସ୍ବାସ୍ଥ୍ୟସେବାରେ ଅବହେଳା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏହାର କୌଣସି ପ୍ରତିକାର କରାଯାଉନଥିବା ଜଣାଯାଇଛି। ଆଜି ସକାଳେ ଏଠାରେ ଜଣେ ପ୍ରସୂତୀଙ୍କ ସହିତ ତାଙ୍କ ନବଜାତକର ମୃତ୍ୟୁ ଘଟିଥିବା ବେଳେ ପ୍ରସୂତୀ ବିଭାଗରେ…
ଅଧିକ ଖବର ଦେଖନ୍ତୁ...

ବାପା ରାଜଙ୍କୁ ଜାମିନ ମିଳିବା ପରେ ଭିଆନ କହିଲେ, ‘ଜୀବନ ଭଗବାନ ଗଣେଶଙ୍କ ଶୁଣ୍ଢ ଭଳି’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମିଳିଛି ଜାମିନ। ପର୍ଣ୍ଣ ବା ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହୋଇ ୨ମାସ ହେବ ଜେଲରେ ଥିବା ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଛି। ସୋମବାର ମୁମ୍ବାଇ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ…
ଅଧିକ ଖବର ଦେଖନ୍ତୁ...

ରକ୍ତଦେଇ ମହିଳାଙ୍କ ଜୀବନ ବଞ୍ଚାଇଲେ ସାପ ଧରାଳି ଯୁବକ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସାପ ଧରାଳି ଭାବେ ପରିଚିତ ସତ୍ୟଜିତ ଗୌଡ ଏବେ ପୁଣି ଚର୍ଚ୍ଚାରେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲି ବିଷଧର ସାପକୁ ଧରିବାରେ ସିଦ୍ଧହସ୍ତ ସତ୍ୟଜିତ ଏବେ ରକ୍ତଦାନ କରି ସମାଜସେବାରେ ଆଉ ଏକ ପାଦ ବଢାଇଛନ୍ତି। ମାଥିଲି ବ୍ଲକର କୋତାପାଲୀ ଅଂଚଳର ରେଙ୍ଗାଵାଡା…
ଅଧିକ ଖବର ଦେଖନ୍ତୁ...