Daily Archives

September 21, 2021

ନୂଆପଡ଼ା: ସୁନାରିସୀକୁଆଁ ହତ୍ୟା ଘଟଣାର ପର୍ଦ୍ଦାଫାସ, ୨ ଗିରଫ

ନୂଆପଡା: ଖଡ଼ିଆଳ ଥାନା ସୁନାରିସୀକୁଆଁ ଗ୍ରାମର ହତ୍ୟାକାଣ୍ଡ ଘଟଣାରେ ଖଡ଼ିଆଳ ପୁଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ନୂଆପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ୧୧ ଦିନ ଅଭିମନ୍ୟୁ ବୈଠାରୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ, ବ୍ୟାଟିଂ କରିବ ରାଜସ୍ଥାନ

ଦୁବାଇ : ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଆଜି ଆଇପିଏଲ-୨୦୨୧ର ୩୨ତମ ମ୍ୟାଚ କିଙ୍ଗସ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚରେ ପଞ୍ଜାବର ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଚଳିତ ଆଇପିଏଲରେ ଉଭୟ ଦଳର ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...

‘ଆପଣ ଏତେ ଫିଟ୍‌ କେମିତି?’ ମୁଖ୍ୟମନ୍ତ୍ରୀଙ୍କୁ ଫିଟ୍‌ନେସ୍‌ ରହସ୍ୟ ପଚାରିଲେ ମହିଳା

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଜଣେ ମହିଳା ତାଙ୍କ ଫିଟ୍‌ ରହିବାର ରହସ୍ୟ ପଚାରିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ଏକ ମଜାଦାର ଉତ୍ତର ଦେଇଛନ୍ତି। ତାମିଲନାଡୁର ଶାସକ ଦଳ ଡିଏମକେ ପକ୍ଷରୁ ଟ୍ୱିଟରରେ ଏହି ଭିଡିଓ ସେୟାର କରାଯାଇଛି । ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ଏମ.କେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୬୦ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୬

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୫୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ୧୦ ଲକ୍ଷ ୮ ହଜାର ୨୨୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ଗଭୀର ପାଣିକୁ ଖସି ପଡ଼ିଲା କାର, ଘଟଣାସ୍ଥଳରେ ଅଭିନେତ୍ରୀ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୁଣେରେ ରହୁଥିବା ମରାଠୀ ଅଭିନେତ୍ରୀ ଇଶ୍ୱରୀ ଦେଶପାଣ୍ଡେ ଏବଂ ତାଙ୍କ ବନ୍ଧୁ ଶୁଭମ ଡେଡଗେ ଗଭୀର ପାଣିରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି। ଉତ୍ତର ଗୋଆର ଅରପୋରା ଅଞ୍ଚଳରେ ଗଭୀର ପାଣିରେ ବୁଡ଼ି ଯାଇଥିବା କାର ଭିତରୁ ପୁଲିସ ଉଭୟଙ୍କ ମୃତଦେହ ଜବତ କରିଛି। ଇଶ୍ୱରୀଙ୍କର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

୨୭ରେ ବନ୍ଦ ଡାକରା ଦେଲା ସିପିଆଇ-ଏମ୍‌

ମାଲକାନଗିରି: କେନ୍ଦ୍ର ସରକାରଙ୍କର କୃଷକ ମାରଣ ନୀତିକୁ ପ୍ରତିବାଦ କରି ଆସନ୍ତା ୨୭ ତାରିଖ ଦିନ ସିପିଆଇ(ଏମ୍‌) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଆଜି ସିପିଆଇ(ଏମ)ର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଗତ ୧୦ ମାସରୁ ଉର୍ଦ୍ଧ୍ବ ସମୟ…
ଅଧିକ ଖବର ଦେଖନ୍ତୁ...

କ୍ଷମତାକୁ ଫେରୁ ଫେରୁ ଡ୍ରଗ୍ସ ଚୋରା ଚାଲାଣ ଆରମ୍ଭ କରିଦେଲାଣି ତାଲିବାନ, ଗୁଜୁରାଟରେ ୨୧ ହଜାର କୋଟିର ହେରୋଇନ ଜବତ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ କ୍ଷମତାକୁ ଫେରୁ ଫେରୁ ତାଲିବାନ ନିଜର ପୁରୁଣା ବ୍ୟବସାୟ ଆରମ୍ଭ କରିଦେଲାଣି । ଗତ ସପ୍ତାହରେ ଗୁଜୁରାଟର ମୁନ୍ଦ୍ରା ବନ୍ଦରରୁ ୨୧ ହଜାର କୋଟି ଟଙ୍କା ମୂଲ୍ୟର ପ୍ରାୟ ୩ ହଜାର କିଲୋଗ୍ରାମ ହେରୋଇନ ଧରାପଡ଼ିବା ପରେ ଏହି ସଂଦେହ ଦୃଢ ହେବାରେ ଲାଗିଛି । ପୂର୍ବର…
ଅଧିକ ଖବର ଦେଖନ୍ତୁ...

ନାବାଳକର ଜୀବନ ଯିବା ପରେ ଚେତିଲା ପ୍ରଶାସନ, ବନ୍ଦ ହେବ ମୁକୁଳା ଡ୍ରେନ୍

ଭୁବନେଶ୍ୱର: ସହରାଞ୍ଚଳରେ ବନ୍ୟା ସ୍ଥିତି ନେଇ ବିଧାନସଭାର ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରରେ ଥିବା ଖୋଲା ଡ୍ରେନଗୁଡ଼ିକୁ ଶୀଘ୍ର ବନ୍ଦ କରାଯିବ। ଡ୍ରେନେଜ୍‌ ସମସ୍ୟା ସମାଧାନ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରୁ ବିରଞ୍ଚି ନାରାୟଣ ସାହୁଙ୍କୁ ଜାମିନ

କଟକ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍‌ କମିସନ୍ (ଓଏସ୍‌ଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରି ବିରଞ୍ଚିଙ୍କୁ ଜାମିନରେ ଛାଡିବେ। ଜାମିନରେ ଯିବା ପରେ ସେ ତଦନ୍ତରେ ସହଯୋଗ କରିବେ ଓ…
ଅଧିକ ଖବର ଦେଖନ୍ତୁ...

ଆର୍ଥିକ ସଙ୍କଟ ଭିତରେ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇଗଲେ ପୁଲିସ କର୍ମୀ, କିଏ ବିଲ ଦେବ ତାହାକୁ ନେଇ ଚର୍ଚ୍ଚା!

କରାଚି: ପାକିସ୍ତାନର ବିଗିଡ଼ିଥିବା ଅର୍ଥ ବ୍ୟବସ୍ଥା ବାବଦରେ ତ ଆପଣ ଅଳ୍ପ ବହୁତେ ଜାଣିଥିବେ | ଏବେ ଏହାକୁ ନେଇ ଏମିତି ଏକ ଖବର ଆସିଛି, ଯାହା ଜାଣିବା ପରେ ପାକିସ୍ତାନ ଅର୍ଥ ମନ୍ତ୍ରାଳୟର ହୋସ ଉଡିଯାଇଛି | କାରଣ ଖେଳାଳିଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସ କର୍ମୀମାନେ ୨୭ ଲକ୍ଷ…
ଅଧିକ ଖବର ଦେଖନ୍ତୁ...