Daily Archives

September 23, 2021

ଟ୍ରକ୍‌ ଚାଳକଙ୍କୁ ମାଡ଼ପିଟ୍‌ କରି ଲୁଟ୍‌: ୩ ରାଜପଥ ଲୁଟେରା ଗିରଫ

ବୀରମିତ୍ରପୁର: ଟ୍ରକ୍‌ ଚାଳକଙ୍କୁ ମାଡ଼ ମାରି ଟଙ୍କା ଲୁଟିନେବା ଅଭି‌ଯୋଗରେ ବୀରମିତ୍ରପୁର ପୁଲିସ ୩ ଜଣ ରାଜପଥ ଲୁଟେରାଙ୍କୁ ଗିରଫ କରିଛି। ଏଥିରେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ୩ ଲୁଟେରା ସ୍ଥାନୀୟ ଅଞ୍ଚଳର ସୋନୁ ଓରଫ ବୀରା ସିଂ(୨୪), ବିକି ମିଞ୍ଜ(୨୪), ଜିତେନ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷା: କାନ୍ଥ ପଡ଼ି ଜଣେ ଆହତ, ବାଇକ ସହ ଭାସିଗଲେ ଜଣେ, ମେର୍ମେନ୍ଦା ପୋଲ ଉପରେ ୫ ଫୁଟ ପାଣି

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଗତକାଲି ସଂଧ୍ୟାରେ ପ୍ରବଳ ବର୍ଷା ହେବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବର୍ଷା ପାଣିର ପ୍ରବଳ ସ୍ରୋତରେ ଜଣେ ଯୁବକ ବାଇକ ସହ ଭାସି ଯାଇଥିବା ବେଳେ କାନ୍ଥ ଭୁଶୁଡ଼ି ଜଣେ ଆହତ ହୋଇଛନ୍ତି। ଅତି କମରେ ୧୫ରୁ ଅଧିକ ଘର ଭୁଶୁଡ଼ି ପଡ଼ିଛି। ଭାସି ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ପାରିବାରିକ ମାମଲା ନେଇ ଜୀବନସାଥୀଙ୍କ ସହ କଥା ହେବେ। ନିବେଶ ପାଇଁ ଠିକ୍ ସମୟକୁ ଅପେକ୍ଷା କରନ୍ତୁ। ବୃଷ: ଦିନଟି ଆପଣଙ୍କ ଲାଗି ଉତ୍ସାହପୂର୍ଣ୍ଣ ରହିବ। କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତା ରହିବ।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରର ଘରୋଇ ହସ୍‌ପିଟାଲରୁ ବିନା ଚିକିତ୍ସାରେ ଫେରିଲେ ମହିଳା, ଡାକ୍ତର ଫି’ ଓ ପରୀକ୍ଷା ବାବଦକୁ ନେଇଗଲେ ୨୬ ହଜାର

ସୁନ୍ଦରଗଡ଼: କୁଚେଡେଗା ପଞ୍ଚାୟତ ପାଣ୍ଡିଆପାଲିର ଚନ୍ଦ୍ରକାନ୍ତି ନାଏକ (୫୫)। ସ୍ତନ କର୍କଟରେ ଆକ୍ରାନ୍ତ ଏହି ମହିଳାଙ୍କୁ ପରିବାର ଲୋକେ ୨୧ ତାରିଖରେ ନେଇଥିଲେ ଭୁବନେଶ୍ବରର ଏକ ବଡ଼ ଜାତୀୟସ୍ତରର ଘରୋଇ ହସ୍ପିଟାଲ୍। ହାତରେ ଥିଲା ମାତ୍ର ତିନି ଦିନ ତଳେ ମିଳିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ବାପା-ମା ମୋବାଇଲ୍ ଧରିବାକୁ ଆକଟ କରିବାରୁ ଆତ୍ମହତ୍ୟା କଲା ୭ମ ଶ୍ରେଣୀ ଛାତ୍ର

ଆସିକା: ବାରମ୍ବାର ମୋବାଇଲ୍ ଦେଖୁଥିବାରୁ ବାପାମାଆ ଆକଟ କଲେ। ଆଉ ଏହାକୁ ସହି ନପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲା ନାବାଳକ ପୁଅ। ଗଞ୍ଜାମ ଜିଲ୍ଲା ଆସିକା ଥାନା ଇଲାକାରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଛାତ୍ରଜଣକ ବେଶି ସମୟ ମୋବାଇଲ୍‌ରେ ଗେମ୍ ଖେଳୁଥିବାରୁ ଆଜି ତାକୁ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଜୟପୁର: ଗତ ୨୦୧୫ମସିହାରେ କୋଟପାଡ ଥାନା ଅଂଚଳରେ ଜୈନେକା ନାବାଳିକାକୁ ହୋଇଥିବା ଗଣ ଦୁଷ୍କର୍ମ ମାମଲାରେ ପାଷ୍ଟଟ୍ରାକ୍ ସ୍ବତନ୍ତ୍ର କୋର୍ଟର ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସେସନସ୍ ଜଜ୍ ପ୍ରଦୀପ କୁମାର ସାସମଲ  ବିଚାର କରିଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସାନ ମାଝୀ, ଓ…
ଅଧିକ ଖବର ଦେଖନ୍ତୁ...

ଆମେରିକୀୟ ଟେକନଲୋଜୀ କମ୍ପାନିର ସିଇଓମାନଙ୍କୁ ଭେଟିଲେ ମୋଦୀ, ଭାରତରେ ନିବେଶ ପାଇଁ ଆମନ୍ତ୍ରଣ

ନୂଆଦିଲ୍ଲୀ : ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଟେକନଲୋଜୀ କମ୍ପାନିର ସିଇଓମାନଙ୍କୁ ଭେଟି ଭାରତରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି । ମୋଦୀ ୫ଟି ଆମେରିକୀୟ କମ୍ପାନିର ସିଇଓଙ୍କୁ ଭେଟିବାକୁ ଥିବାବେଳେ ଆଜି କ୍ବାଲକମର ସିଇଓ କ୍ରିଷ୍ଟିଆନୋ ଆମୋନଙ୍କ…
ଅଧିକ ଖବର ଦେଖନ୍ତୁ...

ଅସଦାଚରଣ ମାମଲାକୁ ନେଇ କୋର୍ଟଙ୍କ ଅନନ୍ୟ ଆଦେଶ, ଅଭିଯୁକ୍ତ ମହିଳାମାନଙ୍କ ପୋଷାକ ଧୋଇବା ସହିତ ଇସ୍ତ୍ରୀ ବି କରିବ

ମଧୁବାନି: ବିହାରର ମଧୁବାନି ଜିଲ୍ଲାର ଏକ କୋର୍ଟ ମହିଳାଙ୍କୁ ଅସଦାଚରଣ କରୁଥିବା ଅପରାଧରେ ଦୋଷୀକୁ ଏକ ଅନନ୍ୟ ଦଣ୍ଡାଦେଶ କରିଛନ୍ତି। ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ତାର ଗାଁର ସମସ୍ତ ମହିଳାଙ୍କ ପୋଷାକ ମାଗଣାରେ ଧୋଇବ। ଏଥିସହିତ ଉକ୍ତ ‌ପୋଷାକଗୁଡ଼ିକୁ ଇସ୍ତ୍ରୀ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : କୋଲକାତା ଆଗରେ ୧୫୬ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

ଆବୁଧାବି : ସ୍ଥାନୀୟ ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଇପିଏଲ ୨୦୨୧ର ୩୪ତମ ମ୍ୟାଚରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୧୫୫ ରନ କରିଛି । ଫଳରେ କୋଲକାତା ଆଗରେ ୧୫୬ ରନର ବିଜୟ ଲକ୍ଷ୍ୟ ରହିଛି । ଆଜି କୋଲକାତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ପରମିଟ ରାଉରକେଲା; ଯାଉଥିଲା ଗୟା, ସିମଡେଗାରେ ଧରାପଡ଼ିଲା କୁନାଲ ବସ୍

ସୁନ୍ଦରଗଡ଼: ପରମିଟ ଅଛି ସୁନ୍ଦରଗଡ଼ରୁ ରାଉରକେଲା। କିନ୍ତୁ ଯାଉଥିଲା ପଡ଼ୋଶୀ ରାଜ୍ୟ ଝାରଖଣ୍ଡର ସିମଡେଗା ରାଞ୍ଚି ଦେଇ ଗୟା। ପରମିଟ ନଥାଇ ଅନ୍ତଃରାଜ୍ୟ ରାସ୍ତାରେ ଚଳାଚଳ କରୁଥିବା ସୁନ୍ଦରଗଡ଼ର କୁନାଲ ବସ ବୁଧବାର ସିମଡେଗା ଠାରେ ସେଠାକାର ଆଞ୍ଚଳିକ ପରିବହନ ବିଭାଗ ହାତରେ ଧରାପଡ଼ିଛି। ତେବେ ଗତ…
ଅଧିକ ଖବର ଦେଖନ୍ତୁ...