Monthly Archives

October 2021

‘‘ ପରବ’’ ଲୋକ ମହୋତ୍ସବର କିଛି ପ୍ରମୁଖ କାର୍ଯ୍ୟକ୍ରମ ଜୟପୁରରେ କରାଯିବାକୁ ଉଠିଲା ଦାବି

ଜୟପୁର: ଆସନ୍ତା ମାସରେ ହେବ କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ‘‘ପରବ’’। ଏହାର ମୁଖ୍ୟ କାର୍ଯ୍ୟକ୍ରମ ଚାଲିବା ସମୟରେ ଜୟପୁରରେ ବି କିଛି ପ୍ରମୁଖ ସାଂସ୍କୃତିକ, ଖେଳକୁଦ, କବି ସମ୍ମିଳନୀ, ନାଟକ ମହୋତ୍ସବ  ଆଦି କାର୍ଯ୍ୟକ୍ରମ ଜୟପୁରରେ କରାଯିବାକୁ ଦାବି ଉଠିଛି । ସ୍ଥାନୀୟ ଦଶହରାପଡ଼ିଆ…
ଅଧିକ ଖବର ଦେଖନ୍ତୁ...

୭୫ ବର୍ଷର ବିକ୍ରମଦେବ ଛାତ୍ରାବାସରେ ଦୟନୀୟ ଅବସ୍ଥାରେ ୪୧ଜଣ ଅନ୍ତେବାସୀ

ଜୟପୁର: ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟରେ ୭୫ବର୍ଷ ତଳର ଭଙ୍ଗା ଦଦରା ରାଜରାଜୁଡା ଅମଳର ଟିଣ ଓ ଟାଇଲ୍ ଛପର ଘରେ ଆଜି ବି ବିକ୍ରମଦେବ ଛାତ୍ରବାସ ଚାଳିଛି। ଅତ୍ୟନ୍ତ ଦୟନୀୟ, ବିପଦସଂକୁଳ ଏବଂ ସବୁ ସମୟରେ ରୋଗକୁ ଆମନ୍ତ୍ରଣ କରି ଏଠାରେ ଏବେ ରହିଛନ୍ତି ୪୧ଜଣ ଅନ୍ତେବାସୀ। ଛୋଟ ଛୋଟ ରୁମ…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥ ସାଗର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ୩୦ଟି ଅନୁଷ୍ଠାନର ମିଳିତ ବୈଠକ

ଜୟପୁର: ଜଗନ୍ନାଥ ସାଗରର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ଆରମ୍ଭ ହୋଇଛି ‘‘ମୋ ଜଗନ୍ନାଥ ସାଗର’’ ଟ୍ରଷ୍ଟ। ଏହାର ଦ୍ବିତୀୟ ବୈଠକ ରଜନୀକାନ୍ତ ନାୟକଙ୍କ ଆହ୍ବାନକ୍ରମେ ସାଗର ପାର୍ଶ୍ବସ୍ଥ ପାର୍କରେ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ସହରର ୩୦ଟି ସାମାଜିକ,ଆଧ୍ୟାତ୍ମିକ ଅନୁଷ୍ଠାନର…
ଅଧିକ ଖବର ଦେଖନ୍ତୁ...

ବିବାହ ସମସ୍ୟାର ସମାଧାନ ପାଇଁ ମହିଳାଙ୍କୁ ଡାକି ଦୁଷ୍କର୍ମ କଲେ ବାବା

ନୂଆଦିଲ୍ଲୀ: କେରଳର କାଜାକୋଟାମରେ ରହୁଥିବା ମହିଳା ଜଣେ ବାବାଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଏଥିସହ ବାବା ତାଙ୍କ ନଗ୍ନ ଫଟୋ ଉଠାଇ ତାଙ୍କଠାରୁ ଟଙ୍କା ଓ ସୁନା ଲୁଟି ନେଇଥିବା ବି ମହିଳା ଜଣକ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି…
ଅଧିକ ଖବର ଦେଖନ୍ତୁ...

ଆରୟନ ଘରକୁ ଫେରିବା ପରେ ଦେଖା କରିବା ପାଇଁ ଶାହରୁଖଙ୍କ ଘରେ ପହଞ୍ଚିଲେ ଶତ୍ରୁଘ୍ନ ସିିହ୍ନାଙ୍କ ପତ୍ନୀ

ମୁମ୍ବାଇ: ମୁମ୍ବାଇ ଉପକୂଳ‌ରେ ଥିବା ଏକ କ୍ରୁଜରେ ଚାଲିଥିବା ଡ୍ରଗ୍ ପାର୍ଟିରୁ ଗିରଫ ହୋଇଥିଲେ ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ପୁଅ ଆରୟନ ଖାନ୍। ଅକ୍ଟୋବର ୨୮ରେ ତାଙ୍କୁ ଜାମିନ ମିଳିବା ପରେ ଅକ୍ଟୋବର ୩୦ରେ ସେ ଘରକୁ ଫେରିଥିଲେ। ତେବେ ଆରୟନ ଘରକୁ ଫେରିବା ପରେ ଆଜି ତାଙ୍କୁ ଭେଟିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍‌: ଭାରତର ପୁଣି ଶୋଚନୀୟ ପରାଜୟ, ୮ ୱିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ

ଦୁବାଇ: ଭାରତ ପୁଣି ଥରେ ପରାଜିତ ହୋଇଛି। ଆଇସିସି ଦ୍ୱାରା ପରିଚାଳିତ ଚଳିତ ଟି-୨୦ ପୁରୁଷ ବିଶ୍ୱକପ୍‌ର ଅନ୍ୟତମ ମୁକାବିଲାରେ ନ୍ୟୁଜିଲାଣ୍ଡ ୮ ୱିକେଟ୍‌ରେ ରବିବାର ବିରାଟ ବାହିନୀକୁ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌…
ଅଧିକ ଖବର ଦେଖନ୍ତୁ...

୬୫ ଲକ୍ଷ ଟଙ୍କାର ଗଂଜେଇ ଜବତ, ଜଣେ ଗିରଫ

ଜୟପୁର: ବାହାର ରାଜ୍ୟକୁ ଗଂଜେଇ ପଠାଇବା ପାଇଁ କୋଟା ଛକର ଜଙ୍ଗଲ ମଧ୍ୟରେ ଚାଳିଥିଲା ପ୍ୟାକିଂ। ଏ ନେଇ ଆଜି ଦିନ ୨ଟା ୪୭ ମିନିଟ ବେଳେ ବିଶ୍ବସ୍ତସୂତ୍ରରୁ ସୂଚନା ପାଇ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ସବଇନିସ୍ପେକ୍ଟର ଶଙ୍କର ପଣ୍ଡାଙ୍କୁ ସଦଳବଳ ସହ ଚଢ଼ାଉ କରିବାକୁ ନିର୍ଦେଶ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ଆପଣଙ୍କୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ବୃଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ନିଜର ଜ୍ଞାନ ବଳରେ ସବୁ କାମ ସମ୍ଭାଳି ନେବେ। ସନ୍ତାନ ଠାରୁ ଶୁଭ ଖବର ପାଇବେ। ଜୀବନସାଥୀଙ୍କ…
ଅଧିକ ଖବର ଦେଖନ୍ତୁ...

ଚୀନର ମହାଲୁଟ ରୋକିବାକୁ ବିଶ୍ୱ ସାମ୍ନାରେ ନିବେଦନ କଲେ ଦଲାଇଲାମା  

ନୂଆଦିଲ୍ଲୀ: ତିବ୍ଦତ ଉପରେ କବଜା କରିବା ପରଠାରୁ ଚୀନ୍ ତିବ୍ଦତର ଅମୂଲ୍ୟ ସଂପଦ ଲୁଟ କରିବାରେ ବ୍ୟସ୍ତ ରହିଛି । ପ୍ରାକୃତିକ ସମ୍ପଦରେ ଭରପୂର ତିବ୍ବତ ଉପରେ ଚୀନର ଏହି ମନମାନୀକୁ ନେଇ ଆଜି ବୌଦ୍ଧ ଧର୍ମଗୁରୁ ଦଲାଇଲାମା ଏହି ଅଞ୍ଚଳର ପରିବେଶ ଉପରେ ପଡୁଥିବା ପ୍ରଭାବ ପ୍ରତି ଧ୍ୟାନ ଦେବାକୁ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ପଢାଇଲେ ମହଙ୍ଗା ପାଠ : ଆୟ ବଢିଛି, ଖର୍ଚ୍ଚ ବି ବଢିବ

ଇନ୍ଦୋର: ମହଙ୍ଗା ମାଡ଼ରେ ଚେପା ହେଉଥିବା ସାଧାରଣ ଜନତାଙ୍କ କ୍ଷତକୁ ଆହୁରି ଖଣ୍ଡିଆ କରିଛନ୍ତି ମନ୍ତ୍ରୀ | ନିଜର ବୟାନ ମାଡ଼ରେ ସେ ଜନତାଙ୍କ ଅସୁବିଧା ବୁଝିବା ଦୂରରେ ଥାଉ ବରଂ କଟାକ୍ଷ କରିଛନ୍ତି | ଆମେ ଆଜି ମଧ୍ୟପ୍ରଦେଶର ଶିବରାଜ ସିଂ ସରକାରରେ ମନ୍ତ୍ରୀ ଥିବା ମହେନ୍ଦ୍ର ସିଂ ସିସୋଡିଆଙ୍କ…
ଅଧିକ ଖବର ଦେଖନ୍ତୁ...