Daily Archives

October 10, 2021

ସାଢ଼େ ୩ ଲକ୍ଷର ବ୍ରାଉନସୁଗାର ସହ ବାଇକ୍‌ ଜବତ, ୨ ବେପାରୀ ଗିରଫ 

ରାଉରକେଲା: ଧଳା ଜହର କବଳରେ ସ୍ମାର୍ଟସିଟି ରାଉରକେଲା। ଚେର ଲମ୍ବିଛି ରାଉରକେଲାରୁ କଲିକତାର ହାୱଡା। ଆଜି ପ୍ଲାଣ୍ଟସାଇଟ୍‌ ପୁଲିସ ସେମିତି ଏକ ବ୍ରାଉନସୁଗାର ଚୋରା କାରବାର ଗ୍ୟାଙ୍ଗର ଦୁଇ ବେପାରୀକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ବେପାରୀମାନେ ହେଲେ ଭୁବନେଶ୍ବର ପୋଖରୀପୁଟର ଦୀପକ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ନୃତ୍ୟ ଶିକ୍ଷକଙ୍କ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତ ଅଟକ, ପଚରାଉଚରା ଜାରି

ରାଉରକେଲା: ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ହେଉଛି ନୟାଡେରା ଅଞ୍ଚଳର ଜଣେ ନୃତ୍ୟ ଶିକ୍ଷକ(୨୬)। ଜଲଦା ଫାଣ୍ଡି ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ସ୍ଥାନୀୟ ଅଞ୍ଚଳର ନାବାଳିକା(୧୩) ଅଭିଯୁକ୍ତ ନୃତ୍ୟ…
ଅଧିକ ଖବର ଦେଖନ୍ତୁ...

ପିଆରଏମ ଡାକ୍ତରଖାନାରେ ଅବହେଳା ପାଇଁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ

ବାରିପଦା: ନର୍ସଙ୍କ ଅବହେଳା ପାଇଁ ଚାଲିଗଲା ରୋଗୀର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ପିଆରଏମ ଡାକ୍ତରଖାନାରେ। ସୂଚନାଯୋଗ୍ୟ, ମୃତକ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ମଞ୍ଚାବନ୍ଧା ଅଞ୍ଚଳର ସ୍ୱରୂପଭିଲ୍ଲା ଗ୍ରାମର ଅଜୁ ମହାନ୍ତଙ୍କ ପତ୍ନୀ ଯମୁନା ମହାନ୍ତି…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ ୧୨ ଘଣ୍ଟା ବିଦ୍ୟୁତ୍‌ ବିଚ୍ଛିନ୍ନ, ସ୍ୱାସ୍ଥ୍ୟ ବିଭାଗ ବ୍ୟାପକ ପ୍ରଭାବିତ

କୋରାପୁଟ: ବର୍ଷିକ ରକ୍ଷଣାବେକ୍ଷଣ ପାଇଁ ଆଜି କୋରାପୁଟ ଜିଲ୍ଲାର ୫ ପ୍ରମୁଖ ସହର ବିଦ୍ୟୁତ କାଟର ଶିକାର ହୋଇଛି। ସୁନାବେଡ଼ା ଫିଡରେ ଆଜି ରକ୍ଷଣାବେକ୍ଷଣ ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ବିଦ୍ୟୁତ କାଟ ହୋଇଥିଲା। କୋରାପୁଟ, ଜୟପୁର, ସୁନାବେଡ଼ା, ଦାମନଯୋଡି ଓ ସେମିଳିଗୁଡ଼ାରେ ବିଦ୍ୟୁତ ନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ଧର୍ମ କାର୍ଯ୍ୟରେ ଲାଗି ରହିବ। କୌଣସି କାମରେ ଲୋକଙ୍କର ସହଯୋଗ ପାଇବେ। । ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ବୃଷ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଟଙ୍କା ପଇସା ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ବାହାର କାମରେ ଗଲାବେଳେ ବାହନ ସାବଧାନତାର…
ଅଧିକ ଖବର ଦେଖନ୍ତୁ...

ଆପ୍‌ ରୋକିବ ଅପରାଧ,ଏନ୍‌ଆଇଟି ଛାତ୍ରଙ୍କ ନୂଆ ଷ୍ଟାର୍ଟ୍‌ଅପ୍‌ ‘ଇ-ୱାର୍ଣ୍ଣ‌ ସିଷ୍ଟମ୍‌’

ରାଉରକେଲା: ପୂର୍ବରୁ ଅପରାଧିକ କାର୍ଯ୍ୟକଳାପ ଘଟିବା ପରେ ହିଁ ଘଟଣା ବିଷୟରେ ଜଣାପଡ଼ୁଥିଲା। ଚିରାଚରିତ ଢ଼ଙ୍ଗରେ ସିସିଟିଭି ଫୁଟେଜ୍‌ ଯାଞ୍ଚପରେ ତଦନ୍ତ ଓ ଆନୁସଙ୍ଗିକ ପ୍ରକ୍ରିୟା ଆରମ୍ଭ ହେଉଥିଲା। ଏଥର ଆଉ ଏତେ ସବୁ ଲମ୍ବା ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବନି। ସମ୍ଭାବ୍ୟ ଚୋରି, ଡକାୟତି,…
ଅଧିକ ଖବର ଦେଖନ୍ତୁ...

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଲା କାର

ବାରିପଦା: ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର୍‌। ଉପରେ ଥିଲା ବିଦ୍ୟୁତ ତାର। ଲୋକଙ୍କ ଉପସ୍ଥିତି ବୁଦ୍ଧି ଲାଗି ବଡ଼ଧରଣର ଅଘଟଣରୁ ବର୍ତ୍ତିଗଲେ ସ୍ଥାନୀୟ ଲୋକେ। ବାରିପଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି। ମୟୁରଭଞ୍ଜ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

କେରଳରୁ ଟ୍ରେନରେ ଫେରୁଥିବା ବେଳେ ଦାଦନ ଶ୍ରମିକଙ୍କ ମୃତ୍ୟୁ 

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ବାରିଣୀପୁଟ ପଂଚାୟତ ଦେଉଗୁଡା ଗାଁର କିଶୋର ଜାନୀ(୧୯) ନାମକ ଜଣେ  ପ୍ରବାସୀ ଶ୍ରମିକ ଦାଦନ ଖଟିବାକୁ କେରଳ ଯାଇଥିଲେ। ସେଠାରେ  ସେ ଅସୁସ୍ଥ ହେବା ପରେ ଅନ୍ୟ ଜଣେ ଶ୍ରମିକଙ୍କ ସହ ସେ ଗତ କାଲି ଘରକୁ ଫେରୁଥିଲେ। ବିଜୟୱାଡା ଷ୍ଟେସନରେ ସେମାନେ…
ଅଧିକ ଖବର ଦେଖନ୍ତୁ...

ଟୁଡୁଙ୍କ ମାଡ଼ତତ୍ତ୍ୱ: କନିଷ୍ଠଯନ୍ତ୍ରୀଙ୍କୁ ‘ମାଡ଼’ ତାଗିଦ କରି ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀ

ବାରିପଦା: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ମନ୍ତ୍ରୀ ଅଫିସରଙ୍କୁ କଡା ଭାଷାରେ ତାଗିଦ୍ କରିଛନ୍ତି । ଅଫିସରଙ୍କୁ ମାଡ଼ ଦରକାର ବୋଲି, କହିବାକୁ ପଛାଇ ନାହାନ୍ତି । କେନ୍ଦୁଝରର ଚମ୍ପୁଆରେ ଏକ ସମୀକ୍ଷା ବୈଠକ ଚାଲିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କାନପୁର ବ୍ୟବସାୟୀ ମନୀଷ ଗୁପ୍ତା ମୃତ୍ୟୁ ଘଟଣା: ୨ ପୁଲିସ ଅଧିକାରୀ ଗିରଫ

ଗୋରଖପୁର: କାନପୁରର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ମୃତ୍ୟୁ ମାମଲାରେ ଆଜି (ରବିବାର) ଦୁଇଜଣ ପୁଲିସ ଅଧିକାରୀ ଇନ୍‌ସପେକ୍ଟର ଜେ.ଏନ୍‌ ସିଂ ଏବଂ ସବ୍‌-ଇନ୍‌ସପେକ୍ଟର ଅକ୍ଷୟ ମିଶ୍ରଙ୍କୁ ଗୋରଖପୁର ପୁଲିସ୍‌ ଗିରଫ କରିଛି। ଗିରଫ ହୋଇଥିବା ଏହି ଦୁଇ ପୁଲିସ ଅଧିକାରୀଙ୍କ ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କା…
ଅଧିକ ଖବର ଦେଖନ୍ତୁ...