Daily Archives

October 16, 2021

ଚକଲେଟ ନବୀନ: ୭୨ କିଲୋ ଚକଲେଟରେ ନବୀନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କଲେ ରାକେଶ ଓ ତାଙ୍କ ଟିମ

ଭୁବନେଶ୍ୱର: ଆଜି ୭୬ ବର୍ଷରେ ପାଦ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଉ ନବୀନଙ୍କୁ ଜନ୍ମଦିନରେ ନିଆରା ଶୁଭେଚ୍ଛା ଜଣାଇବା ପାଇଁ ଜଣେ ଚକଲେଟ କାରିଗର ଏକ ଅଭିନବ ପ୍ରୟାସ କରିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଭୁବନେଶ୍ୱରର ରାକେଶ କୁମାର ସାହୁ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ: ପଛୁଆ ବର୍ଗଙ୍କ ପାଇଁ ରହିଛି ୪ ଜିଲ୍ଲା ସଂରକ୍ଷିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଦ୍ୱାରା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଆଜି ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଚିଠା ବିଜ୍ଞପ୍ତିରେ ପଛୁଆ ବର୍ଗଙ୍କ ପାଇଁ ୪ ଜିଲ୍ଲା ସଂରକ୍ଷିତ ରଖାଯାଇଛି। ଏଗୁଡ଼ିକ ହେଲା ଅନୁଗୁଳ, କେନ୍ଦୁଝର, ଖୋର୍ଦ୍ଧା ଓ ଗଜପତି। ସେହିପରି…
ଅଧିକ ଖବର ଦେଖନ୍ତୁ...

ପୋଲ ତଳକୁ ଡେଇଁ ମହିଳା ନିଖୋଜ, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ଚମ୍ପାପୁଟ ପୋଲ ତଳକୁ ଡେଇଁ ଜଣେ ମହିଳା ନିଖୋଜ ହୋଇଯାଇଛନ୍ତି। ଖବର ମିଳିବା ପରେ ନନ୍ଦପୁରରୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାଯାଇଛି। ସୂଚନା ଅନୁସାରେ ନନ୍ଦପୁର ବ୍ଲକ ପାଡୁଆ ଥାନା…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ଛାତରୁ ଠେଲି ହତ୍ୟା, ରାସ୍ତାକଡ଼ରେ ଫିଙ୍ଗିଥିଲେ ଶବ

ବ୍ରହ୍ମପୁର: ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌) କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ ହତ୍ୟା ମାମଲା ରୁଜୁ କରି ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୋପାଳପୁର ଜଙ୍କସନ୍‌ ନିବାସୀ ବାବୁ ଆଚାରୀ ଓରଫ୍‌ ଲିଙ୍ଗା, ଡୁରା ନଡ଼ିଆ ତୋଟାସାହିର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ-୨୦୨୧ର ଦ୍ରୁତତମ ବୋଲର କିଏ ?

ଦୁବାଇ : ବିଶ୍ବର ଲୋକପ୍ରିୟ ଟି-୨୦ ଲିଗ୍ ଆଇପିଏଲ ରବିବାର ଦିନ ସମାପ୍ତ ହୋଇଛି । ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପରକିଙ୍ଗସ ୪ର୍ଥ ଥର ପାଇଁ ଟ୍ରଫି ହାତେଇବାକୁ ସଫଳ ହୋଇଛି । ଅନ୍ୟପକ୍ଷରେ ଚେନ୍ନାଇଠାରୁ ହାରି କୋଲକାତା ନିରାଶ ହୋଇଛି । ମାତ୍ର କୋଲକାତାର ବୋଲର ଲକି…
ଅଧିକ ଖବର ଦେଖନ୍ତୁ...

ଟିକା ଦେବାକୁ ଯାଇଥିବା ଡାକ୍ତରୀ ଟିମକୁ ସାପ ଦେଖାଇ ଡରାଇଲେ ମହିଳା

ଜୟପୁର: କୋଭିଡ -୧୯ ମହାମାରୀକୁ ରୋକିବା ପାଇଁ ସରକାର ମାଗଣା ଟିକାକରଣ ଅଭିଯାନ ଚଳାଉଥିଲେ ମଧ୍ୟ କିଛି ଲୋକ ଟିକା ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି | ଆଉ ଟିକା ନ ନେବାକୁ କେତେବେଳେ ଡାକ୍ତରୀ ଟିମକୁ ବିରୋଧ କରୁଛନ୍ତି ତ କେତେବେଳେ ପୁଣି ଗାଁକୁ ଡାକ୍ତରୀ ଟିମ ଆସିଲେ ଲୁଚିଯାଉଛନ୍ତି |…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୧୭-୨୦ପର୍ଯ୍ୟନ୍ତ ୧୯ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥିତ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥିତ। ତଟୀୟ ଘୂର୍ଣ୍ଣିବଳୟ ଏବେ ସମୁଦ୍ର ପତ୍ତନଠାରୁ…
ଅଧିକ ଖବର ଦେଖନ୍ତୁ...

ସ୍ପାଇସ ଜେଟ୍ ଉପରେ ଏକ ମାସର କଟକଣା ଲଗାଇଲେ ଡିଜିସିଏ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ନିୟାମକ (ଡିଜିସିଏ) ପକ୍ଷରୁ ଘରୋଇ ବିମାନ ସେବା କମ୍ପାନି ସ୍ପାଇସ ଜେଟ୍ ଉପରେ ସାମୟିକ କଟକଣା ଲଗାଯାଇଛି । ନିୟମ ଉଲ୍ଲଙ୍ଘନ କରି  ଏହି କମ୍ପାନି ପକ୍ଷରୁ ବିମାନରେ କେତେକ ବିପଜ୍ଜନକ ସାମଗ୍ରୀ ପରିବହନ କରାଯାଉଥିବା ଜଣପଡ଼ିବା ପରେ ଡିଜିସିଏ ଏହି…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୨୦୨୨ରେ କଂଗ୍ରେସକୁ ମିଳିପାରେ ନୂତନ ଅଧ୍ୟକ୍ଷ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୦୨୨ରେ କଂଗ୍ରେସକୁ ମିଳିପାରେ ନୂଆ ଅଧ୍ୟକ୍ଷ। କଂଗ୍ରେସ ଅଧ୍ୟକ୍ଷ ବାଛିବା ପାଇଁ ଆସନ୍ତା ବର୍ଷ ସେପ୍ଟେମ୍ବରରେ ନିର୍ବାଚନ ହେବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି। ଆଜି ନୂଆଦିଲ୍ଲୀରେ ସଦସ୍ୟତା ଅଭିଯାନ ନିମନ୍ତେ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ଚୂଡ଼ାନ୍ତ କରିବା ଏବଂ…
ଅଧିକ ଖବର ଦେଖନ୍ତୁ...

୧୯ବର୍ଷରୁ କମ୍ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଭି ବାରୋଟଙ୍କ ହୃଦଘାତରେ ଦେହାନ୍ତ

ମୁମ୍ବାଇ: ଭାରତୀୟ କ୍ରିକେଟର ଉଦୀୟମାନ ଖେଳାଳି ଅଭି ବାରୋଟଙ୍କ ଦେହାନ୍ତ ଖବର କ୍ରିକେଟ୍ ଜଗତକୁ ଚକିତ କରିଛି। ମାତ୍ର ୨୯ ବର୍ଷ ବୟସରେ ହୃଦଘାତ ଯୋଗୁଁ ଅଭିଙ୍କର ମୃତ୍ୟୁ ହୋଇଯାଇଛି | ଅଣ୍ଡର -୧୯ ଦଳର ସେ ଅଧିନାୟକ ଥିଲେ ଓ ସୌରାଷ୍ଟ୍ର ପାଇଁ ଘରୋଇ ମ୍ୟାଚ୍ ଖେଳୁଥିଲେ | ଏହି ବର୍ଷ ସେ ସୟଦ…
ଅଧିକ ଖବର ଦେଖନ୍ତୁ...