Daily Archives

October 19, 2021

ଯାତ୍ରୀଙ୍କ ସୁବିଧା, ନିର୍ମାଣ କାର୍ଯ୍ୟକୁ ପ୍ରାଥମିକତା ଦିଅ: ଦ.ପୂ. ରେଳବାଇ ଜିଏମ୍‌

ରାଉରକେଲା: ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ଆଜି ଦିନିକିଆ ରାଉରକେଲା ରେଳଷ୍ଟେସନ ପରିଦର୍ଶନରେ ଆସି ପୂର୍ବାହ୍ନ ୩ଟାରେ ପହଞ୍ଚିଥିଲେ। ରାଉରକେଲା ଷ୍ଟେସନ ପ୍ଲାଟଫର୍ମ ନଂ -୧ରେ ଓହ୍ଲାଇବା ପରେ ଚକ୍ରଧରପୁର ମଣ୍ଡଳର ଡିଆର୍‌ଏମ୍‌ ବିଜୟ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୨୨ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ବାରିପଦାରେ ବିଜେଡିର ବ୍ୟାପକ ପ୍ରସ୍ତୁତି

ବାରିପଦା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବାରିପଦା ବିଜେଡିରେ ଦେଖିବାକୁ ମିଳିଛି ବ୍ୟାପକ ତତ୍ପରତା। ଏହି ଗସ୍ତକୁ ସଫଳ କରିବା ତଥା ରାଜ୍ୟର ଏକାଧିକ ମନ୍ତ୍ରୀ ବାରିପଦା ପୌରପାଳିକାର ବିଭିନ୍ନ ୱାର୍ଡରେ ବାଣ୍ଟିବାକୁ ଥିବା ସ୍ମାର୍ଟ ହେଲ୍ଥ କାର୍ଡ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି…
ଅଧିକ ଖବର ଦେଖନ୍ତୁ...

ଟୁଇଟରରେ ଟ୍ରେଣ୍ଡ୍ କରୁଛି #Reject_Zomato, ଜାଣନ୍ତୁ ଏହା ପଛର କାରଣ

ଚେନ୍ନାଇ:  ପୁଣି ଥରେ ଚର୍ଚ୍ଚାକୁ ଆସିଛି ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ । ଏଥର ହିନ୍ଦୀ ଭାଷାକୁ ନେଇ ଜୋମାଟୋ ଓ ଜଣେ ଗ୍ରାହକଙ୍କ ଭିତରେ ବିବାଦ ଦେଖିବାକୁ ମିଳିଛି। ସ୍ଥିତି ଏମିତି ହୋଇଛି ଯେ ଜୋମାଟୋକୁ ସୋସିଆଲ୍ ମିଡିଆରେ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଛି । ସୂଚନା ଅନୁସାରେ, …
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ ବନ୍ୟା : କେଦାରନାଥରେ ଫସି ରହିଛନ୍ତି ୨ ହଜାର ତୀର୍ଥଯାତ୍ରୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଗତ ରବିବାରଠାରୁ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ବେଶ୍ ଚିନ୍ତାଜନକ ରହିଛି । ରାଜ୍ୟରେ ଥିବା ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ପ୍ରାୟ ୨ ହଜାର ତୀର୍ଥଯାତ୍ରୀ ଫସି ରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

୩ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ସହ ଜଣେ ମହିଳା ଗିରଫ

ଖୋର୍ଦ୍ଧା: ୩ଲକ୍ଷ ଟଙ୍କାର ବ୍ରାଉନ୍‌ସୁ ଗାର ସହ ଜଣେ ମହିଳାଙ୍କୁ ଗିରଫ କରିବା ସହ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଅଭିଯୁକ୍ତଙ୍କ ଠାରୁ ୫୨ହଜାର ଟଙ୍କା ଜବତ କରିଛି। ସୂଚନାନୁସାରେ, ଖୋର୍ଦ୍ଧା ଉପକଣ୍ଠ ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିରେ ବ୍ରାଉନ୍‌ସୁଗାର କାରବାର ହେଉଥିବା ନେଇ ଗୁଇନ୍ଦା…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ-ସ୍ତ୍ରୀ ଝଗଡ଼ାର କରୁଣ ପରିଣତି, ନିଆଁରେ ଜଳିଗଲା ୧୦ ଜଣ ପଡୋଶୀଙ୍କ ଘର

ମୁମ୍ବାଇ: ସ୍ୱାମୀ-ସ୍ତ୍ରୀଙ୍କ କଳିରେ ବଳି ପଡିଗଲା ପଡୋଶୀମାନଙ୍କ ଘର | ମହାରାଷ୍ଟ୍ରରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଏତେ ଭୟଙ୍କର ରୂପ ନେଇଥିଲା ଯେ ଆଖପାଖର ଲୋକଙ୍କୁ ମଧ୍ୟ ଏହାର ପ୍ରକୋପ ସହିବାକୁ ପଡିଥିଲା । କ୍ରୋଧିତ ବ୍ୟକ୍ତିଙ୍କର…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ମହିଳାଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ ଯବାନ

ମହାରାଷ୍ଟ୍ର: ଗତ ସୋମବାର ମହାରାଷ୍ଟ୍ରର କଲ୍ୟାଣ ରେଲୱେ ଷ୍ଟେସନରେ ଜଣେ ଗର୍ଭବତୀ ମହିଳାଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି ଆରପିଏଫ୍ ଯବାନ । ଗତକାଲି ପ୍ଲାଟଫର୍ମରେ ଗର୍ଭବତୀ ଜଣଙ୍କ ଓହ୍ଲାଇବା ବେଳେ ଟ୍ରେନ ଛାଡି ଦେଇଥିଲା । ଆଉ ତାଙ୍କ ଗୋଡ ଖସି ଯାଇଥିଲା। ସେ ଟ୍ରେନ୍ ଓ ଧାରଣ ମଝିରେ ପଡ଼ି…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶର ହିନ୍ଦୁଙ୍କ ଉପ‌ରେ ହେଉଥିବା ଆକ୍ରମଣ ପଛରେ ଜମାତ୍ ସଙ୍ଗଠନର ହାତ ଥିବା କୁହାଯାଉଛି

ନୂଆଦିଲ୍ଲୀ: ଗତ ୧୦ ଦିନ ହେଲା ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ଲଗାତାର ହିଂସା ଦେଖିବାକୁ ମିଳୁଛି । ହିନ୍ଦୁ ଦେବାଦେବୀଙ୍କ ମନ୍ଦିରକୁ ଭଙ୍ଗା ଯାଉଥିବାବେଳେ, ହିନ୍ଦୁମାନଙ୍କୁ ମଧ୍ୟ ଆକ୍ରମଣ କରାଯାଉଛି । ହେଲେ ଏହି ଆକ୍ରମଣ ପଛରେ କେଉଁ ସଙ୍ଗଠନ କାମ କରୁଛି? ଏହା ପଛରେ କିଛି ରାଜନୈତିକ…
ଅଧିକ ଖବର ଦେଖନ୍ତୁ...

ଧୋନୀଙ୍କୁ ନେଇ କିଛି ଏଭଳି ପ୍ରତିକ୍ରିୟା ଦେଲେ ଏନ୍ ଶ୍ରୀନିବାସନ୍, ସିଏସକେ ଓ ଧୋନୀଙ୍କ ସଂପର୍କର କଲେ ଖୁଲାସା

ନୂଆଦିଲ୍ଲୀ: “ଧୋନୀଙ୍କ ବିନା ସିଏସକେ ନାହିଁ, ସିଏସକେ ବିନା ଧୋନୀ ନାହାନ୍ତି । ଧୋନୀ ସିଏସକେ, ଚେନ୍ନାଇ ଓ ତାମିଲନାଡୁର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ”, ସୋମବାର ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଇଣ୍ଡିଆ ସିମେଣ୍ଟର ଉପାଧ୍ୟକ୍ଷ ଏନ୍ ଶ୍ରୀନିବାସନ୍।…
ଅଧିକ ଖବର ଦେଖନ୍ତୁ...