Daily Archives

October 19, 2021

୫ବର୍ଷ ବୟସର ଆଦିତି ନୃତ୍ୟରେ ମ୍ୟାଜିକ୍ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ

ଜୟପୁର: ଜୟପୁର ମାଦଲାସାହିର ୫ବର୍ଷର ଝିଅ ଆଦିତିମିଶ୍ର ନୃତ୍ୟରେ ମ୍ୟାଜିକ୍ ବୁକ୍ ଅଫ୍ ରେକର୍ଡର ବେଷ୍ଟ ଆଚିଭର୍ସ ଆୱାର୍ଡ ପୁରସ୍କାର ପାଇଛନ୍ତି। ମ୍ୟାଜିକ୍ ବୁକ୍ ଅଫ ରେକଡର୍ସ ପକ୍ଷରୁ ଏହା ଗତ କିଛି ମାସ ହେବ ଅନଲାଇନରେ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ଆଦିତି ନିଜର ନୃତ୍ୟ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ଜଳସୀମାରେ ଭାରତୀୟ ବୁଡ଼ାଜାହାଜ ଠାବ କରିଥିବା ଦାବି କଲା ପାକ ନୌସେନା

ନୂଆଦିଲ୍ଲୀ : ଏକ ଭାରତୀୟ ବୁଡ଼ାଜାହାଜ ପାକିସ୍ତାନୀ ଜଳସୀମା ମଧ୍ୟରେ ଅନୁପ୍ରବେଶ କରିଥିବା ପାକିସ୍ତାନର ନୌସେନା ଦାବି କରିଛି । ନିଜ ଦାବିକୁ ପ୍ରମାଣିତ କରିବାକୁ ପାକିସ୍ତାନୀ ପ୍ରତିରକ୍ଷା ବାହିନୀର ଇଣ୍ଟରସର୍ଭିସ ପବ୍ଲିକ ରିଲେସନ୍ସ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ପାକିସ୍ତାନର…
ଅଧିକ ଖବର ଦେଖନ୍ତୁ...

ଚାଇନା ଆପ ବ୍ୟାନ ପରେ ଏବେ ଭିଭୋ, ଓପୋ ଭଳି ଚାଇନା ଫୋନ ଉପରେ ନଜର

ନୂଆଦିଲ୍ଲୀ: ୨୦୨୦ ମସିହାରେ, ଭାରତ ସରକାର ପବଜି ଏବଂ ଟିକଟକ ସମେତ ୨୫୦ରୁ ଅଧିକ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ଗୋଟିଏ ବର୍ଷ ପରେ ବର୍ତ୍ତମାନ ଚାଇନାର ସ୍ମାର୍ଟଫୋନ୍ ଗୁଡିକ ସରକାରଙ୍କ ଟାର୍ଗେଟରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ଭାରତରେ ଲଞ୍ଚ ହେବାକୁ ଥିବା ସମସ୍ତ ଚାଇନା…
ଅଧିକ ଖବର ଦେଖନ୍ତୁ...

ସର୍ଲିନଙ୍କ ବିରୋଧରେ ୫୦କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କଲେ ରାଜ ଓ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ମଡେଲ ସର୍ଲିନ ଚୋପ୍ରା ନିକଟରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ବିରୋଧରେ କଳାକାରଙ୍କ ଶରୀରକୁ ନେଇ ବ୍ୟବସାୟ କରୁଥିବା ନେଇ ମାମଲା ରୁଜୁ କରିଥିଲେ। ଏଥିସହିତ ଠକି ଥିବା ବି ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଶିଳ୍ପା ସେଟ୍ଟୀ ଓ ରାଜ ମୁହଁ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା: ସନ୍ଧ୍ୟା ସୁଦ୍ଧା ଅପ୍‌ଡେଟ୍‌ କ’ଣ ରହିଛି ଜାଣନ୍ତୁ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ପୁଲିସକୁ ମଙ୍ଗଳବାର ବଡ଼ ସଫଳତା ମିଳିଛି। ସନ୍‌ସାଇନ ସ୍କୁଲର ମାଲିକ ଗୋବିନ୍ଦ ସାହୁକୁ ପୁଲିସ ଗିରଫ କରିଛି। ଗୋବିନ୍ଦକୁ ବଲାଙ୍ଗୀର ଏସ୍‌ପି…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀ ପରେ ଭାରତରେ ଅନାହାର ବଢିଛି : ଅକ୍ସଫାମ

ନୂଆଦିଲ୍ଲୀ : ବିଶ୍ବ କ୍ଷୁଧା ସୂଚକାଙ୍କରେ ଭାରତ ୧୦୧ତମ ସ୍ଥାନକୁ ଖସିବା ଏକ ଦୁଃଖଦ ବାସ୍ତବତାକୁ ଦର୍ଶାଉଛି ବୋଲି କହିଛି । ବିଶେଷକରି କୋଭିଡ୍ ମହାମାରୀ ଯୋଗୁଁ ସ୍ଥିତି ଆହୁରି ଖରାପ ହୋଇଯାଇଛି ବୋଲି  ଅକ୍ସଫାମ ଇଣ୍ଡିଆ କହିଛି । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଭାରତରେ ଅନାହାର ନୂଆ କଥା…
ଅଧିକ ଖବର ଦେଖନ୍ତୁ...

୧.୪୫ କୋଟି ଟଙ୍କା ହଡପ କରି ଫେରାର ଥିବା ମହିଳା ନାଜିର ଛତିଶଗଡରେ ଗିରଫ

ନବରଙ୍ଗପୁର: ସରକାରୀ ତହବିଲ୍‌ରୁ ୧.୪୫ କୋଟି ଟଙ୍କା ହଡପ କରି ୪ମାସ ହେବ ଫେରାର ମହିଳା ନାଜିର ଚନ୍ଦନା ମଣ୍ଡଳଙ୍କୁ ଶେଷରେ ଛତିଶଗଡରେ ବାନ୍ଧିଲା ପୁଲିସ। ମହିଳା ନାଜିରଙ୍କ ବିଭିନ୍ନ ବ୍ୟାଙ୍କ ଏକାଉଣ୍ଟରେ ଥିବା ୨୭ ଲକ୍ଷ ୮୭ ହଜାର ଟଙ୍କା କୁ ଫ୍ରିଜ୍‌ କରିଛି ପୁଲିସ। ନବରଙ୍ଗପୁର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ରନ୍ଧାଧୂଆଁ ବାୟୁ ପ୍ରଦୂଷଣ ବଢ଼ାଏ, ଶରୀର ଲାଗି ବି କ୍ଷତିକାରକ ! ଗବେଷଣାରୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ବାୟୁମଣ୍ଡଳ ବିଭିନ୍ନ କାରଣ ପାଇଁ ପ୍ରଦୂଷଣ ହେଉଛି। ଏହି ପ୍ରଦୂଷିତ ବାୟୁ ଆମେ ନିଶ୍ବାସରେ ନେବା ଦ୍ବାରା ବିଭିନ୍ନ ପ୍ରକାର ରୋଗ ବି ହେଉଛି। ତେବେ ନିକଟରେ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ରାନ୍ଧିବା ସମୟରେ ନିର୍ଗତ ହେଉଥିବା‌ ଧୂଆଁରୁ ନିର୍ଗତ କଣିକା ବାୟୁମଣ୍ଡଳରେ…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧୀଙ୍କୁ ଡ୍ରଗ୍ସ ସହ ତୁଳନା କରି ଅଡୁଆରେ ପଡିଲେ କର୍ଣ୍ଣାଟକ ବିଜେପି ସଭାପତି

ବାଙ୍ଗାଲୋର: କର୍ଣ୍ଣାଟକ ବିଜେପି ସଭାପତି ନଲିନ୍ କୁମାରଙ୍କ ଏକ ବୟାନକୁ ନେଇ ଏବେ ବିବାଦ ଦେଖାଦେଇଛି | ମଙ୍ଗଳବାର ଦିନ ନଲିନ୍ କୁମାର କହିଛନ୍ତି ଯେ 'ରାହୁଲ ଗାନ୍ଧୀ କିଏ? ମୁଁ ଏହା କହୁ ନାହିଁ ଯେ ରାହୁଲ ଗାନ୍ଧୀ ଡ୍ରଗ୍ସ ନିଅନ୍ତି ଓ ଡ୍ରଗ୍ସ ବେପାର ମଧ୍ୟ କରନ୍ତି । ଏହା ଗଣମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୧୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି | ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା |  ଆଜି ଭୁବନେଶ୍ୱରରୁ ୧୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ଭୁବନେଶ୍ୱରରୁ ୧୮୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ଅଧିକ ଖବର ଦେଖନ୍ତୁ...