Daily Archives

October 24, 2021

ପୋଖରୀ ସଫା କରିବା ପାଇଁ ଇଞ୍ଜିନିୟରିଂ ଚାକିରି ଛାଡ଼ିଥିବା ରାମଭୀରଙ୍କୁ ପ୍ରଶଂସା କଲେ ‌ମୋଦୀ

ନୂଆଦିଲ୍ଲୀ: 'ମନ୍ କି ବାତ' ରେଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଭୀର ତନୱାରଙ୍କୁ ପ୍ରଶଂସା କରିଛନ୍ତି। ଯାହାଙ୍କୁ ଉତ୍ତରପ୍ରଦେଶର ଗାଜିଆବାଦରେ 'ପଣ୍ଡ ମ୍ୟାନ୍' ଭାବରେ ସମସ୍ତେ ଜାଣନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ମେକାନିକାଲ୍ ଇଞ୍ଜିନିୟରିଂ ସମାପ୍ତ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ଭାରତ କେଉଁ ୧୧ ଜଣ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଜାଣନ୍ତୁ

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ବିଶ୍ବକପର ବଡ ମ୍ୟାଚ । ଭାରତ-ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ଏହି ମ୍ୟାଚକୁ ଫ୍ୟାନମାନେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ହେଲେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବଡ ମ୍ୟାଚରେ ଭାରତ କେଉଁ ୧୧ ଜଣ ଖେଳାଳିଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ଚାରି ନାତିନାତୁଣୀଙ୍କୁ ପୋଷୁଛନ୍ତି ଜେଜେମା, ସହାୟତା ପାଇଁ ପ୍ରଶାସନ ନିକଟରେ ନିବେଦନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅନାଥ ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏମାନଙ୍କୁ ଚିହ୍ନଟ କରି ସିଡବ୍ଲୁସି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଥଇଥାନ କରିବାକୁ ବିଭିନ୍ନ ସ୍ଥାନରେ କ୍ୟାମ୍ପକୋର୍ଟ କରି ଥଇଥାନ କରୁଥିବା ଦେଖିବାକୁ ମିଳିଛି। ତେବେ ବାଲିମେଳା ସଦର ଡ୍ରଗ ଲାଇନରେ ଚାରି…
ଅଧିକ ଖବର ଦେଖନ୍ତୁ...

ମୁସଲମାନ ଧର୍ମ ଛାଡି ହିନ୍ଦୁ ଧର୍ମ ଆପଣାଇବେ ଇଣ୍ଡୋନେସିଆର ଦିବଙ୍ଗତ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାବତୀ ସୁକର୍ଣ୍ଣୋପୁତ୍ରି ଇସଲାମ ଧର୍ମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୨୬ରେ ସେ ଏକ ସ୍ୱତନ୍ତ୍ର ପୂଜାରେ ଯୋଗଦେବେ ଏବଂ ହିନ୍ଦୁ ଧର୍ମ ମଧ୍ୟ ଗ୍ରହଣ କରିବେ। ମଙ୍ଗଳବାର ଦିନ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୧୦ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୬

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୪୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୨୨୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୯୧୭ରେ ପହଂଚିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ଆଇସ୍‌କ୍ରିମ୍‌ କାଠିରେ ବିଶ୍ବକପ୍‌ ଟ୍ରଫି, ଟିମ୍‌ ଇଣ୍ତିଆକୁ ଶୁଭେଚ୍ଛା ଜଣାଇଲେ ଚିତ୍ରକର ମନୋଜ

କଟକ: ଆଇସକ୍ରିମ କାଠିରେ ବିଶ୍ବକପ୍‌ ଟ୍ରଫି ପ୍ରସ୍ତୁତ କରି ଅଭିନବ ଢଙ୍ଗରେ ଟିମ୍‌ ଇଣ୍ତିଆକୁ ଶୁଭେଚ୍ଛା ଜଣାଇଛନ୍ତି କଟକର ଚିତ୍ରକର ମନୋଜ ସାହୁ। ଆସନ୍ତାକାଲି (ରବିବାର) ଦିନ ଭାରତ ଓ ପାକିସ୍ଥାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକାବିଲା ହେବ। କଟକର ସିଡ଼ିଏ ସେକ୍ଟର-୭ ଠାରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ୱକପ୍‌: ନଇମ୍‌-ରହିମ୍‌ଙ୍କ ଅର୍ଦ୍ଧଶତକ, ଶ୍ରୀଲଙ୍କାକୁ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବାଂଲାଦେଶ

ସାର୍‌ଜା: ଟି-୨୦ ବିଶ୍ୱକପ୍‌ର ସୁପର-୧୨ ଗ୍ରୁପ୍‌-୧ ମ୍ୟାଚ୍‌ରେ ରବିବାର ଶ୍ରୀଲଙ୍କା ଓ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ଟସ୍‌ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୭୧ ରନ୍‌…
ଅଧିକ ଖବର ଦେଖନ୍ତୁ...

୨୦୦୭ ଟି-୨୦ ବିଶ୍ବକପରେ ଭାରତକୁ ବିଜୟୀ କରିଥିଲେ ଏହି ଖେଳାଳି, ଏବେ କରୁଛନ୍ତି କ’ଣ ?

ନୂଆଦିଲ୍ଲୀ:  ଟି-୨୦ ବିଶ୍ୱକପର ଆଜି ହାଇଭୋଲ୍ଟେଜ ମ୍ୟାଚ । ଏହି ମ୍ୟାଚରେ ଆଜି ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଏହି ମ୍ୟାଚ ପୂର୍ବରୁ ଆସନ୍ତୁ ମନେ ପକାଇବା ୨୦୦୭ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ମୁକାବିଲା କଥା । ଯେଉଁଥିରେ…
ଅଧିକ ଖବର ଦେଖନ୍ତୁ...

ଆରୟନ ଖାନଙ୍କୁ ଛାଡ଼ିବା ପାଇଁ ଶାହାରୁଖଙ୍କୁ ଗୌସ୍ବାମୀ ମାଗିଛନ୍ତି ୨୫କୋଟି ଟଙ୍କା!

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ ଜଡ଼ିତ ଥିବା ଡ୍ରଗ୍ସ ମାମାଲାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। କିରଣ ଗୌସ୍ବାମୀ ଆରୟନଙ୍କ ଗିରଫ ହେବା ଦିନ ସେଲଫି ଉଠାଇ ଥିଲେ। ଏହି ‌ଫଟୋ ଭାଇରାଲ ହେବା ପରେ ଉକ୍ତ ବ୍ୟକ୍ତିଙ୍କ ପରିଚୟ କିରଣ ଗୌସ୍ବାମୀ ବୋଲି…
ଅଧିକ ଖବର ଦେଖନ୍ତୁ...

ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର, ଲକ୍ଷାଧିକ ଟଙ୍କାର ସଂପତ୍ତି ପାଉଁଶ

ବୈପାରିଗୁଡ଼ା:  ଆଜି ସକାଳୁ ଅଗ୍ନିକାଣ୍ଡ ଘଟି ଜଣେ ଲୋକଙ୍କର ଦୁଇ ବଖରା ଘର ପୋଡି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି। ଏହି ଘଟଣାରେ ୮ଟି ଛେଳି ଜୀବନ୍ତ ଦଗ୍ଧ ହେବା ସହ ଘର ମାଲିକ ଗୁରୁତର ହୋଇଥିବା ଜଣାପଡିଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଚିପାକୁର ପଞ୍ଚାୟତର କୋଳଥଯୋଡି…
ଅଧିକ ଖବର ଦେଖନ୍ତୁ...