Daily Archives

October 25, 2021

ଟି-୨୦ ବିଶ୍ବକପ : ଆଫଗାନିସ୍ତାନର ବଡ଼ ବିଜୟ, ସ୍କଟଲାଣ୍ଡକୁ ୧୩୦ରନରେ ହରାଇଲା

ସାରଜା : ସାରଜାଠାରେ ଆଜି ଖେଳାଯାଇଥିବା ଟି-୨୦ ବିଶ୍ବକପ ଗ୍ରୁପ-ବିର ଏକ ମ୍ୟାଚରେ ଆଫଗାନିସ୍ତାନ ସ୍କଟଲାଣ୍ଡକୁ ୧୩୦ ରନର ଏକ ବିଶାଳ ବ୍ୟବଧାନରେ ପରାସ୍ତ କରିଛି  । ଆଫଗାନିସ୍ତାନ ଦ୍ବାରା ଧାର୍ଯ୍ୟ ୧୯୧ ରନ ଲକ୍ଷ୍ୟର ଜବାବରେ ସ୍କଟଲାଣ୍ଡ ୧୦. ୨ ତମ ଓଭରରେ ମାତ୍ର ୬୦ ରନ କରି ଅଲଆଉଟ…
ଅଧିକ ଖବର ଦେଖନ୍ତୁ...

ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପ୍ରତିବାଦରେ ରାସ୍ତାରୋକ ; ବିଜେପି ନେତା, କର୍ମୀଙ୍କୁ ଉଠାଇନେଲା ପୁଲିସ୍

ରାୟଗଡ଼ା : ବସ୍ତି ବାସିନ୍ଦାଙ୍କୁ ରେଲୱେ ଅଞ୍ଚଳରୁ ଉଚ୍ଛେଦର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି। ସହରର ୩ ପ୍ରବେଶ ପଥରେ ଦଳର ନେତା, କର୍ମୀ ଧାରଣାରେ ବସି ରହିଥିବା ବେଳେ ସମସ୍ତଙ୍କୁ ପୁଲିସ୍ ଉଠାଇ ନେଇଛି। ୧୩ ଜଣଙ୍କ ନାଁରେ ମାମଲା ରୁଜୁ ପରେ ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା, ଦଳୀୟ…
ଅଧିକ ଖବର ଦେଖନ୍ତୁ...

‘ଲା ନିନା’ ପାଇଁ ଏଥର ହେବ ହାଡଭଙ୍ଗା ଶୀତ, ଉତ୍ତର ଭାରତରେ ୩ ଡିଗ୍ରିକୁ କମିବ ପାରଦ

ନୂଆଦିଲ୍ଲୀ: ସବୁ ବର୍ଷ ଅପେକ୍ଷା ଏଥର ଉତ୍ତର ଭାରତରେ ଅଧିକ ଥଣ୍ଡା ଅନୁଭୂତ ହେବ | ଦେଶର ଅନେକ ସ୍ଥାନରେ ମୌସୁମୀର ବିଳମ୍ବ ପାଇଁ ପ୍ରବଳ ଥଣ୍ଡା ହୋଇପାରେ | ଏଥର ପ୍ରଶାନ୍ତ ମହାସାଗରରେ ଲା ନିନା ହେତୁ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ହୋଇପାରେ। ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସିର ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ମ୍ୟାଚ ଜିତିବା ପରେ ଭାରତକୁ ଏଭଳି କହି ପରିହାସ କଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଭାରତ ଟି-୨୦ ବିଶ୍ୱକପ୍‌ ମୁକାବିଲାରେ ୫ ଥର ବିଜୟ ହାସଲ କରିଥିବା ବେଳେ ପ୍ରଥମ ଥର ପାଇଁ ଗତକାଲି ପରାସ୍ତ ହୋଇଥିଲା। ଭାରତକୁ ପାକିସ୍ତାନ ୧୦ ଓ୍ଵିକେଟ୍‌ରେ ପରାସ୍ତ କରିଥିଲା। ଆଜି ଏହାକୁ ନେଇ ଭାରତକୁ ପରିହାସ କରିବା ସହ ନିଜର ପ୍ରତିକ୍ରିୟା ରଖିଛନ୍ତିି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହିବାର ଆବଶ୍ୟକତା ଅଛି। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ବୃଷ: ପୂର୍ବ ବ୍ୟବସାୟ ଚୁକ୍ତିରୁ ଅଚାନକ ଲାଭ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ : ସ୍କଟଲାଣ୍ଡ ଆଗରେ ୧୯୧ରନର ବିଜୟ ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ

ସାରଜା : ସାରଜାଠାରେ ଆଜି ଖେଳାଯାଇଥିବା ଟି-୨୦ ବିଶ୍ବକପ ଗ୍ରୁପ-ବିର ଏକ ମ୍ୟାଚରେ ଆଫଗାନିସ୍ତାନ ସ୍କଟଲାଣ୍ଡ ଆଗରେ ୧୯୧ରନର  ଏକ ବଡ଼ ବିଜୟ ଲକ୍ଷ୍ୟ ରଖିଛି । ଏହି ମ୍ୟାଚରେ ଆଫଗାନିସ୍ତାନ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ହାଜରାତୁଲ୍ଲା…
ଅଧିକ ଖବର ଦେଖନ୍ତୁ...

ପରିବାର ନୁହେଁ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ପାଇବା ପରେ ଏହି ବ୍ୟକ୍ତିଙ୍କୁ ଶ୍ରେୟ ଦେଲେ ରଜନୀକାନ୍ତ

ନୂଆଦିଲ୍ଲୀ: ୬୭ତମ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ’ରେ ଆଜି ଅଭିନେତା ରଜନୀକାନ୍ତଙ୍କୁ ୫୧ତମ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଭାରତୀୟ ଚଳଚ୍ଚିତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁଙ୍କ ଠାରୁ ୭୦ ବର୍ଷିୟ ରଜନୀକାନ୍ତ ଏହି…
ଅଧିକ ଖବର ଦେଖନ୍ତୁ...

ବଟି ଆଦାୟ ଅଭିଯୋଗରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା

ଭୁବନେଶ୍ବର/କଟକ:  ପୁଲିସ ପଂଝାରେ ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା ମାନସୀ ନାୟକ ଓରଫ ବେବି । ବଟି ଆଦାୟ ଅଭିଯୋଗରେ ଗିରଫ ହୋଇଛନ୍ତି ବେବି । ଗତ ସପ୍ତାହେ ପୂର୍ବରୁ କଟକ ଶିଶୁଭବନ ଛକରେ କିଛି ଦୁର୍ବୃତ୍ତ, ବେବିର ସହାୟତାରେ ଜଣେ ବିଲଡରଙ୍କୁ ଦାଦବଟି ମାଗିଥିବା ଅଭିଯୋଗ ହୋଇଥିଲା । ବେବି…
ଅଧିକ ଖବର ଦେଖନ୍ତୁ...

ବାବରଙ୍କ ଚାପରେ ମୁଁ ଛୁଆ ନଷ୍ଟ କରିଦେଇଥିଲି: ବାବରଙ୍କ ପ୍ରେମିକା

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପରେ ପାକିସ୍ତାନ ପ୍ରଥମ ଥର ପାଇଁ ଭାରତକୁ ପରାସ୍ତ କରିଛି। ଭାରତର ପରାଜୟ ଅପେକ୍ଷା ପାକିସ୍ତାନର ବିଜୟ ଏବେ ଶୀର୍ଷକରେ ରହିଛି। ସମଗ୍ର ପାକିସ୍ତାନ ବର୍ତ୍ତମାନ କ୍ୟାପଟେନ ବାବର ଆଜମଙ୍କୁ ଏହାର ହିରୋ ଭାବରେ ବିଚାର କରୁଛି। ଯଦିଓ ବାବର ଆଜମ ତାଙ୍କ ବ୍ୟକ୍ତିଗତ…
ଅଧିକ ଖବର ଦେଖନ୍ତୁ...

ମୁଁ କୌଣସି ଲାଞ୍ଚ ଟଙ୍କା ନେଇ ନାହିଁ, ୧୫ମିନିଟରେ ଆତ୍ମସମର୍ପଣ କରିବି: କେପି ଗୋସାବୀ

ମୁମ୍ବାଇ: ମୁଁ କୌଣସି ଲାଞ୍ଚ ଟଙ୍କା ନେଇ ନାହିଁ। ୧୫ମିନିଟରେ ଆତ୍ମସମର୍ପଣ କରିବି। ହେଲେ ମୁମ୍ବାଇରେ ନୁହେଁ ଲକ୍ଷ୍ନୌରେ। ଲାଗିଥିବା ଅଭିଯୋଗ ଏବଂ ଫେରାର ଥିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଏଭଳି କହିଛନ୍ତି ଏନସିବି ପକ୍ଷରୁ ସାକ୍ଷୀ ଥିବା କେପି ଗୋସାବୀ। ଏକ ଜାତୀୟ ଗଣମାଧ୍ୟମକୁ…
ଅଧିକ ଖବର ଦେଖନ୍ତୁ...