Daily Archives

October 26, 2021

ଧାମରା-ଦେବୀ-ଋଷିକୁଲ୍ୟା ନଦୀ ମୁହାଣରେ ନଭେମ୍ବର ପହିଲାରୁ ମାଛଧରା ନିଷେଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା, ପ୍ରଜନନ ଏବଂ ବଂଶବୃଦ୍ଧି ନିମନ୍ତେ ରାଜ୍ୟରେ କରାଯାଉଥିବା ସମନ୍ଵିତ ମଡେଲ ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଆଜି ରାତି ବି ଜେଲରେ କଟାଇବେ ଆରୟନ , ଜାମିନ ପାଇଲେ ଦୁଇ ଓଡ଼ିଆ ଯୁବକ

ନୂଆଦିଲ୍ଲୀ : ଆଉ ଗୋଟିଏ ରାତି ମୁମ୍ବାଇର ଅର୍ଥର ରୋଡ୍ ଜେଲରେ ବିତେଇବେ ବଲିଉଡ ଅଭିନେତା ଶାହରୁଖ ଖାଁଙ୍କ ପୁତ୍ର ଅରୟନ ଖାଁ । ବମ୍ବେ ହାଇକୋର୍ଟରେ ଆଜି ଆରମ୍ଭ ହୋଇଥିବା ଜାମିନ ଆବେଦର ଶୁଣାଣି ଆସନ୍ତା କାଲି ମଧ୍ୟ ଜାରି ରହିବ । ଅନ୍ୟପକ୍ଷରେ ସମାନ ମାମଲାରେ ଜେଲରେ ଥିବା ଓଡ଼ିଶାର ଦୁଇ…
ଅଧିକ ଖବର ଦେଖନ୍ତୁ...

ଟିମ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ଆବେଦନ କଲେ ରାହୁଲ ଦ୍ରାବିଡ଼, ଭିଭିଏସ ଲକ୍ଷ୍ମଣଙ୍କୁ ମିଳିପାରେ ଏନସିଏ ଦାୟିତ୍ୱ

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ ମଙ୍ଗଳବାର ଦିନ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତି। ମୁଖ୍ୟ ପ୍ରଶିକ୍ଷକ ଚୟନ ପାଇଁ ନିକଟରେ ବିସିସିଆଇ ବିଜ୍ଞାପନ ବାହାର କରିଥିଲା। ଟି -୨୦ ବିଶ୍ୱକପ ପରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ଏବଂ…
ଅଧିକ ଖବର ଦେଖନ୍ତୁ...

୩ ବର୍ଷ ଧରି ଶଯ୍ୟାଶାୟୀ ରହିବା ପରେ ଓଡ଼ିଶା ପୁଲିସର ଯବାନ ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ

ମାଲକାନଗିରି: ଦିନେ ହାତରେ ବନ୍ଧୁକ ଧରି ମାଓବାଦୀଙ୍କ ସହ ଲଢେଇ କରୁଥିଲେ । ସି.ଆର.ପି.ଏଫ ଓ ପାରା ମିଲିଟାରୀ ଫୋର୍ସକୁ ଜଙ୍ଗଲ ଭିତରେ ବାଟ ଦେଖାଉଥିଲେ । ତେବେ ସାମାନ୍ୟ ଏକ ଦୁର୍ଘଟଣା ପରେ ସେହି ବୀର ଯବାନ ଆଜି ଅସହାୟ । ୩ ବର୍ଷ ଧରି ଶଯ୍ୟାଶାୟୀ ଓଡ଼ିଶା ପୁଲିସର ଯବାନ ଏବେ ଜୀବନ ମରଣ ସହ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ କବଜାରେ ଆନ୍ଧ୍ର-ଓଡିଶା ଡକାୟତ ଗ୍ୟାଙ୍ଗ: ୫ ଗିରଫ, ଚୋରି କାର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ବଡ ସଫଳତା।ଆନ୍ଧ୍ର-ଓଡିଶା ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଡକାୟତିମାନେ ଆନ୍ଧ୍ର ପ୍ରଦେଶର ଡାରାକୋଣ୍ଡା ଅଂଚଳରୁ ଏକ ହୁଣ୍ଡାଇ ଭେନ୍ୟୁ କାର ଚୋରି କରି ଓଡିଶା ଭିତରେ ପସିଥିଲେ। ଏହି ଖବର ବିଲାମେଳା ଏସଡିପିଓ…
ଅଧିକ ଖବର ଦେଖନ୍ତୁ...

ଗାଡ଼ିରେ ଲାଗିବ ଫ୍ଲେକ୍ସ ଇଞ୍ଜିନ, ପେଟ୍ରୋଲ ସହ ଇଥାନଲରେ ଚାଲିପାରିବ ଗାଡି

ନୂଆଦିଲ୍ଲୀ: ଆସନ୍ତା ଦିନରେ ଗାଡ଼ିରେ ଆସିବାକୁ ଯାଉଛି ଏକ ନୂଆ ପ୍ରକାରର ଇଞ୍ଜିନ | ଉନ୍ନତ ଟେକ୍ନୋଲୋଜିରେ ସଂପନ୍ନ ଏହି ଇଞ୍ଜିନର ବିଶେଷତ୍ୱ ହେଉଛି ଯେ ଏକା ସମୟରେ ଆପଣ ଗାଡ଼ିରେ ଯେ କୌଣସି ଇନ୍ଧନ ବ୍ୟବହାର କରିପାରିବେ | ବାସ୍ତବରେ କିଛି ଦିନ ତଳେ କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ବିଚିତ୍ର ଶିକ୍ଷା ବ୍ୟବସ୍ଥା: ହାଇସ୍କୁଲ ପିଲାଙ୍କୁ ପାଠ ପଢ଼ାଉଛନ୍ତି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ

ଭୁବନେଶ୍ବର: ଆମର ଶିକ୍ଷା ବ୍ୟବସ୍ଥା ବିଚିତ୍ର କହିଲେ କିଛି ଭୁଲ ହେବ ନାହିଁ। କାରଣ ହାଇସ୍କୁଲରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନେ ପାଠ ପଢାଉଛନ୍ତି। ଏହା ପୁଣି ବର୍ଷେ କି ୨ ବର୍ଷ ନୁହେଁ। ବରଂ ୯ ବର୍ଷ ହେଲା ଏମିତି ଚଳିଆସୁଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବଗପାଟିଆର…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍ : ଦକ୍ଷିଣ ଆଫ୍ରିକା ଆଗରେ ୧୪୪ ରନର ବିଜୟ ଲକ୍ଷ୍ୟ ରଖିଲା ଓ୍ବେଷ୍ଟଇଣ୍ଡିଜ୍

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ  ୧୪୩ ରନ କରିଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୧୪୪  ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ପାକିସ୍ତାନର ଏହି ୫ଟି ଆଇନ

ପାକିସ୍ତାନ: ଦୁନିଆର ପ୍ରତିଟି ଦେଶରେ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଆଇନ ରହିଛି । ହେଲେ ପାକିସ୍ତାନରେ ଏଭଳି ୫ ଟି ଆଇନ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ କିଛିଦିନ ତଳେ ଏହି ୫ ଟି ଆଇନ ମଧ୍ୟରୁ ଗୋଟିଏ ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ପାକିସ୍ତାନର ସିନ୍ଧ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦରୁ କମିଲା ଜଳ ପ୍ରବାହ; ପ୍ରଭାବିତ ହୋଇପାରେ ଜଳସେଚନ, ବିଦ୍ୟୁତ୍ ଉତ୍ପାଦନ ଓ ଶିଳ୍ପକୁ ଜଳ ଯୋଗାଣ

ଭୁବନେଶ୍ବର: ମହାନଦୀ ପାଣିକୁ ନେଇ ବଡ ଚାଲ ଖେଳିଛି ପଡୋଶୀ ଛତିଶଗଡ । ଅଣମୌସୁମୀ ଋତୁ ଆରମ୍ଭ ହେବା କ୍ଷଣି କଲମା ବ୍ୟାରେଜର ଗେଟ୍ ବନ୍ଦ କରିବା ଆରମ୍ଭ କରିଦେଇଛି । ଫଳରେ ହୀରାକୁଦ ଜଳଭଣ୍ଡାରୁ ଜଳ ପ୍ରବାହ କମି ଯାଇଛି । ଫଳରେ ହୀରାକୁଦରେ ଜଳ କମିଗଲେ ଓଡିଶାରେ ବିଦ୍ୟୁତ୍ ଉତ୍ପାଦନ, ଚାଷ ଓ…
ଅଧିକ ଖବର ଦେଖନ୍ତୁ...