Daily Archives

November 6, 2021

ଉଦ୍‌ଘାଟିତ ହେଲା ‘ଫକୀରମୋହନ ସାହିତ୍ୟଘର’

ବାଲେଶ୍ୱର: ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ‘ଫକୀରମୋହନ ସାହିତ୍ୟଘର’ ଉଦ୍‌ଘାଟିତ ହୋଇଯାଇଛି। ବିଭାଗ ମୁଖ୍ୟ ପ୍ରଫେସର ମଣୀନ୍ଦ୍ର କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଶିଶୁ ସାହିତ୍ୟିକ ତଥା ଅଧ୍ୟାପକ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରମନ୍ତ୍ରୀଙ୍କ ବୈପାରିଗୁଡା ବ୍ଲକ ଗସ୍ତ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

ବୈପାରିଗୁଡା: କେନ୍ଦ୍ର ଆଦିବାସୀ କଲ୍ୟାଣ ଏବଂ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ଶନିବାର କୋରାପୁଟ ଜିଲ୍ଲା ବୈପାରିଗୁଡା ଗସ୍ତରେ ଆସି ପହଞ୍ଚିଥିଲେ। ବୈପାରିଗୁଡାସ୍ଥିତ ବୀରଖମ୍ବ ବ୍ରିଜ ନିକଟରେ ମନ୍ତ୍ରୀ ଶ୍ରୀ ଟୁଡୁ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା…
ଅଧିକ ଖବର ଦେଖନ୍ତୁ...

ଟଙ୍କଧର ତ୍ରିପାଠୀ ଏସ୍‍ଇସିଏଲ୍‍ ନିର୍ଦ୍ଦେଶକ ନିଯୁକ୍ତ

ଭୁବନେଶ୍ୱର : ଦେଶର ବୃହତ୍ତମ କୋଇଲା ଉତ୍ପାଦନକାରୀ କମ୍ପାନୀ ସାଉଥ୍ ଇଷ୍ଟର୍ନ କୋଲଫିଲ୍ଡସ୍ ଲିମିଟେଡ୍ (ଏସ୍‍ଇସିଏଲ୍‍) ର ବୋର୍ଡ ଅଫ୍ ଡାଇରେକ୍ଟର ଭାବରେ ଟଙ୍କଧର ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି । ତିନି ବର୍ଷ ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ମନକୁ ଶାନ୍ତ ରଖନ୍ତୁ। ସୋମ ଓ ମଙ୍ଗଳବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ବୁଧ ଓ ଗୁରୁବାର: ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଶୁକ୍ର ଓ ଶନିବାର: ଧନଲାଭ ହେବ। ରବିବାର: ନୂଆ ଦାୟିତ୍ବ ଶୀଘ୍ର ପାଇବେ। ସୋମ ଓ ମଙ୍ଗଳବାର: କାରବାରରେ ଲାଭ ହେବ। ବୁଧ ଓ ଗୁରୁବାର: ସାମାଜିକ…
ଅଧିକ ଖବର ଦେଖନ୍ତୁ...

ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ: ବାଲେଶ୍ୱରରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ, ୪ ଜିଲ୍ଲାର ୩୦ ଜଣ ବୀର ଯବାନ ଓ…

ବାଲେଶ୍ୱର:୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ଅଭୂତପୂର୍ବ ବିଜୟକୁ ସ୍ମରଣୀୟ କରିବା ପାଇଁ ଚଳିତ ବର୍ଷ ସମଗ୍ର ଦେଶରେ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଏକ ବିଜୟ ମଶାଲ ଶୋଭାଯାତ୍ରା ଦେଶର ବିଭିନ୍ନ ରାଜ୍ୟ ପରିଭ୍ରମଣ କରୁଛି। ଗତ ଅକ୍ଟୋବର…
ଅଧିକ ଖବର ଦେଖନ୍ତୁ...

ମାଓବାଦୀଙ୍କ ଭୟ ଥିଲେ ବି ୧୨ କିଲୋମିଟର ପାହାଡି ରାସ୍ତା ଚାଲି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଥିଲେ ଡାକ୍ତରୀ ଦଳ

ମାଲକାନଗିରି: ପାଦରେ ଚାଲି ଚାଲି ଦୀର୍ଘ ୪ ଘଣ୍ଟା ପରେ ମାଓ ଇଲାକାରେ ପହଞ୍ଚିଲେ ୨୦ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳ । ମାଓବାଦୀଙ୍କୁ ନେଇ ମନରେ ଭୟ ଥିଲେ ବି ପାହାଡି ମୁଲକର ମଣିଷଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ୧୨ କିଲୋମିଟର ପାହାଡି ରାସ୍ତା ଚାଲିଥିଲେ ଡାକ୍ତର । ଲକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ଗୁମ୍ମା ଘାଟିରୁ ତଳକୁ ଖସିଲା କାଠ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ  

ରାୟଗଡ଼ା: ଭାରସାମ୍ୟ ହରାଇ ୩୨୬ ନଂ ଜାତୀୟ ରାଜପଥର ଗୁମ୍ମା ଘାଟିରୁ ତଳକୁ ଖସି ପଡିଛି କାଠ ବୋଝେଇ ଟ୍ରକ୍। ଦୁର୍ଘଟଣାରେ ଟ୍ରକଟି ସଂପୂ୍ର୍ଣ୍ଣ ଭାବେ ଚୁରମାର୍ ହୋଇଯାଇଛି। ଟ୍ରକ୍ ଭିତରେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ରାୟଗଡ଼ା ପୁଲିସ୍…
ଅଧିକ ଖବର ଦେଖନ୍ତୁ...

ଲୋକପ୍ରିୟତାରେ ଅନ୍ୟ ବିଶ୍ବନେତାଙ୍କୁ ପଛରେ ପକାଇଲେ ମୋଦୀ

ନୂଆଦିଲ୍ଲୀ : ଲୋକପ୍ରିୟତାରେ ବିଶ୍ବର ଅନ୍ୟ ନେତାମାନଙ୍କୁ ପୁଣି ଥରେ ପଛରେ ପକେଇଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦ ମର୍ଣ୍ଣିଂ କନସଲଟ ପକ୍ଷରୁ କରାଯାଇଥିବା ସର୍ଭେରେ ତାଙ୍କ ଆପ୍ରୁଭାଲ ରେଟିଂ ସର୍ବାଧିକ ଥିବା କୁହାଯାଇଛି । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ସେସିଆଲ…
ଅଧିକ ଖବର ଦେଖନ୍ତୁ...

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ବଣାଇଗଡ଼: ବଣାଇ ଉପଖଣ୍ଡର ଲହୁଣିପଡ଼ା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୫ ବର୍ଷର ଶିଶୁକନ୍ୟାକୁ ପଡ଼ୋଶୀ ଜଣେ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିବା ଚର୍ଚ୍ଚାର ବିଷୟ ସାଜିଛି। ଘଟଣାରୁ ପ୍ରକାଶ ଯେ ଗତକାଲି ଦିନବେଳେ ଏହି ଶିଶୁକନ୍ୟାଟି ତାଙ୍କ ପଡ଼ୋଶୀଘରେ ଏକୁଟିଆ ଥିବା ନାବାଳକ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କ ଟଙ୍କା ମଗା ଭିଡିଓ ଭାଇରାଲ: ସାମ୍ବାଦିକଙ୍କୁ ଫୋନରେ ଧମକ ଦେଲେ 

ସୁନ୍ଦରଗଡ଼: ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଙ୍କ ଟଙ୍କା ମାଗିବା ଭିଡିଓ ଭାଇରାଲ ହେବା ଓ ମତାମତ ନେବାକୁ ଯାଇଥିବା ସାମ୍ବାଦିକଙ୍କୁ ଘରେ ବନ୍ଦ କରି ଧମକଚମକ ଦେବା ଘଟଣା ହେମଗିର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତିନି  ଦିନ ତଳେ ଜ୍ବରରେ ଆକ୍ରାନ୍ତ ଜଣେ ଶିଶୁଙ୍କୁ ନେଇ ଯାଇଥିବା…
ଅଧିକ ଖବର ଦେଖନ୍ତୁ...