Daily Archives

November 14, 2021

ପ୍ରସାରିତ ହେଲା ‘ଆମେ ସବୁ ଟିକି ଫୁଲ’

ଜୟପୁର: ଜୟପୁର ଆକାଶବାଣୀ କେନ୍ଦ୍ରରେ ଆଜି ଏକ ଲାଇଭ୍ ଭର୍ଚୁଆଲ୍ ପ୍ରୋଗାମ ଆ‌ମେ ସବୁ ଟିକି ଫୁଲ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି। ଶିଶୁ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତି ବି‌ଶେଷ, ଶିଶୁ ବିଶେଷଜ୍ଞ, ଶିଶୁ ସୁରକ୍ଷା ଅଧିକାରୀ, ଡିଏଲ୍‌ଓ, ଲୋକପ୍ରତିନିଧି ଓ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ୨୬ ନକ୍ସଲଙ୍କ ମୃତ୍ୟୁ ଘଟଣା: ସମସ୍ତ ନକ୍ସଲଙ୍କ ନାଁରେ ମୋଟ ପୁରସ୍କାର ରାଶି ଥିଲା ୧ କୋଟି ୩୨ ଲକ୍ଷ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୀମାନ୍ତ ଅଞ୍ଚଳରେ ପୁଲିସ ଏନକାଉଣ୍ଟରରେ ଶନିବାର ୨୬ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଆଜି ସମସ୍ତ ନକ୍ସଲଙ୍କୁ ଚିହ୍ନଟ କରାଯାଇଛି। ମୃତ୍ୟୁବରଣ କରିଥିବା ସମସ୍ତ ନକ୍ସଲ ନାମରେ ସରକାର ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ଘୋଷଣା…
ଅଧିକ ଖବର ଦେଖନ୍ତୁ...

ପୁଲିସ-ବିଭାଗ ଦ୍ଵାରା ୮ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ ଓ ସ୍ଥାନୀୟ ବନ ବିଭାଗ ଦ୍ବାରା ବଡ଼ପଦର ପଂଚାୟତର ରେଖାପଲ୍ଲୀ ବନଗୁରୁ ଗ୍ରାମରେ ଦ୍ଵିତୀୟ ଥର ପାଇଁ ଲଗାଯାଇଥିବା ବହୁ ପରିମାଣର ବେଆଇନ ଗଂଜେଇ ଗଛକୁ ନଷ୍ଟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ପୁଲିସର ଏକ…
ଅଧିକ ଖବର ଦେଖନ୍ତୁ...

ମା ଜଗତଜନନୀଙ୍କ ହୁଣ୍ଡିରୁ ଚାଲିଛି ଟଙ୍କା ଗଣା

ଜୟପୁର: ବର୍ଷେ ସାତ ମାସର ବ୍ୟବଧାନ ପରେ ଆଜି ପୁଣି ଥରେ ଜୟପୁରର ପ୍ରସିଦ୍ଧ ମା ଜଗତଜନନୀଙ୍କ ମନ୍ଦିର ହୁଣ୍ଡିରେ ଥିବା ଟଙ୍କା ଗଣା ଆରମ୍ଭ ହୋଇଛିି। ଏଥିରେ ମନ୍ଦିର ଟ୍ରଷ୍ଟ ଓ ପରିଚାଳନା କମିଟିର ୨୫ ଜଣ ସଦସ୍ୟ ଏହି ଟଙ୍କା ଗଣିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କେ.ଲକ୍ଷ୍ମଣ (ବାବୁ)ରାଓ,…
ଅଧିକ ଖବର ଦେଖନ୍ତୁ...

କାର୍ତ୍ତିକ ପୁର୍ଣ୍ଣିମା ପୂର୍ବରୁ ଜଗନ୍ନାଥ ସାଗର କୂଳ ସଫେଇକୁ ନେଇ ଆଲୋଚନା

ଜୟପୁର: ଆଉ ପାଞ୍ଚ ଦିନ ପରେ କାର୍ତ୍ତିକ ପୁର୍ଣ୍ଣିମା। ଏହା ପୂର୍ବରୁ କିଭଳି ଜଗନ୍ନାଥ ସାଗରର କୂଳଗୁଡ଼ିକୁ ସଫା କରାଯିବ ତାହାକୁ ନେଇ ‘‘ମୋ ଜଗନ୍ନାଥ ସାଗର ଟ୍ରଷ୍ଟ’’ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଆଜି ଏ ନେଇ ଏକ ବୈଠକ ସତୀଶ ନନ୍ଦଙ୍କ ସଭାପତିତ୍ବରେ ଜୟନଗର ସାରସ୍ବତ ବାଳମନ୍ଦିରରେ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଥର ବିଜୟ ମୁକୁଟ ପିନ୍ଧିଲା ଅଷ୍ଟ୍ରେଲିଆ

ଦୁବାଇ: ନ୍ୟୁଜିଲାଣ୍ଡ ହାତରୁ ଟି-୨୦ ବିଶ୍ବକପ୍ ଟ୍ରଫି ଖସିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଚମ୍ପିଅନ୍‌ ହୋଇଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆର ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ଦୁବାଇ ଅନ୍ତର୍ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଚୋରାଚାଲାଣକାରୀଙ୍କ ପାଇଁ କୋରାପୁଟ ପାଲଟିଛି ଭୂସ୍ବର୍ଗ: ଗଞ୍ଜେଇ ଜବତ,ମାଫିଆ ପାର୍‌

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣର ଭୂସ୍ବର୍ଗ ପାଲଟିଛି କୋରାପୁଟ ଜିଲ୍ଲା। ସୀମାନ୍ତ ଅଞ୍ଚଳରେ କେବଳ ଗଞ୍ଜେଇ ଚୋରା ଚାଲାଣ ନୁହେଁ ଗଞ୍ଜେଇ ଚାଷ ମଧ୍ୟ ଅଧିକ ମାତ୍ରାରେ କରାଯାଉଛି। ଏହା ସହ ସହରଠାରୁ ପଲୀ ସର୍ବତ୍ର ବିଦେଶୀ ମଦ ଚୋରା କାରବାର ଚାଲିଛି। ଅବକାରୀ ବିଭାଗ ଧର୍ମକୁ ଆଖିଠାର ମାରିବା…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ଜନିତ ବର୍ଷା ଯୋଗୁ କପା ଓ ଧାନ ଚାଷ ନଷ୍ଟ ହେବା ଆଶଙ୍କା, ଚିନ୍ତାରେ ଚାଷୀ

ନାରାୟଣପାଟଣା: ଚଳିତବର୍ଷ ମୌସୁମୀ ଜନିତ ବର୍ଷା ବିଳମ୍ବରେ ପ୍ରବେଶ କାରଣରୁ ଏବଂ ଉପଯୁକ୍ତ ସମୟରେ ଆବଶ୍ୟକ ସାର ନ ମିଳିବାରୁ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହେବା ସହ ବିଳମ୍ବ ହୋଇଥିଲା। ଚାଷୀ ବହୁ କଷ୍ଟରେ ଜମିରେ ଧାନ, କପା ଏବଂ ଡାଲି ଜାତୀୟ ବିହନ ବୁଣି ସାର ପକାଇ ଚାଷ କାର୍ଯ୍ୟ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଠାରୁ ଷଷ୍ଠ-ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସ୍କୁଲ

ଭୁବନେଶ୍ବର: ନଭେମ୍ବର ୧୫ ତାରିଖ (ସୋମବାର) ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ପିଲାମାନେ ସ୍କୁଲକୁ ଆସି ପାଠ ପଢିବେ। ପର୍ଯ୍ୟାୟକ୍ରମେ ଶ୍ରେଣୀଗୃହ ପାଠପଢାକୁ ରାଜ୍ୟ ସରକାର ତଥା ଗଣଶିକ୍ଷା ବିଭାଗ ଗୁରୁତ୍ୱ ଦେଉଥିବା ବେଳେ ସୋମବାର ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର…
ଅଧିକ ଖବର ଦେଖନ୍ତୁ...

‘ମୋ ସ୍କୁଲ’କୁ ପୂରିଲା ୪ ବର୍ଷ: ପୁରାତନ ଛାତ୍ରଛାତ୍ରୀଙ୍କ ଉପରେ ପର୍ଯ୍ୟବସିତ ପତ୍ରିକା ‘ବ୍ୟାକ୍‌ ଟୁ ସ୍କୁଲ’…

ଭୁବନେଶ୍ବର: ଶିଶୁ ଦିବସରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆଜି ୪ ବର୍ଷ ପୂରଣ କରିଛି। ଏହି ଅବସରରେ ଏକ କଫି ଟେବୁଲ୍‌ ବୁକ୍‌ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଉପରେ ପର୍ଯ୍ୟବେସିତ ‘ବ୍ୟାକ୍‌ ଟୁ ସ୍କୁଲ’ ନାମକ ସ୍ବତନ୍ତ୍ର ପୁସ୍ତିକାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଉପସ୍ଥିତ…
ଅଧିକ ଖବର ଦେଖନ୍ତୁ...