Daily Archives

November 19, 2021

ଖୋର୍ଦ୍ଧା ଜିଲ୍ଲାର ୧୨୦୦ରୁ ୩୦୦ ସ୍କୁଲରେ ନାହିଁ ପରିଚାଳନା କମିଟି

ଖୋର୍ଦ୍ଧା: ରାଜ୍ୟ ସରକାର ସରକାରୀ ସ୍କୁଲର ଶିକ୍ଷଣୀୟ ପରିବେଶର ଗୁଣାତ୍ମକ ମାନ ବଢ଼ାଇବାକୁ ମୋ ସ୍କୁଲ, ସ୍ମାର୍ଟ ସ୍କୁଲ ଆଦି ଯୋଜନା କରୁଛନ୍ତି, କିନ୍ତୁ ଜିଲ୍ଲାରେ ଥିବା ପ୍ରାୟ ୧୨ଶହ ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ପ୍ରାଥମିକ ଓ ମାଧ୍ୟମକ ସ୍କୁଲଗୁଡ଼ିକ ମଧ୍ୟରୁ ୪୦୦ ସ୍କୁଲରେ…
ଅଧିକ ଖବର ଦେଖନ୍ତୁ...

ଡେରାବେଶ: ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସଂସ୍କୃତି ‌ଓ ପରମ୍ପରାକୁ ବଞ୍ଚାଇବାର ପ୍ରୟାସ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଘୁମୁସର ମାଟିର କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ନିଜର ଐତିହ୍ୟ ଏବଂ ଲୋକକଳାକୁ‌ ନେଇ ଏହି ମାଟି ସାରା ବିଶ୍ବରେ ପରିଚିତ ହୋଇଥିବା ବେଳେ ଏହା ମଧ୍ୟରେ‌ ବଡ଼କୋଦଣ୍ଡା ଗ୍ରାମର ଡ଼େରାବେଶ ତଥା ପଶୁମୁଖା…
ଅଧିକ ଖବର ଦେଖନ୍ତୁ...

ବାର୍ଡ ଫ୍ଲୁ ଆଶଙ୍କା: ୧୨ ବ୍ଲକ୍‌ର ୧୫ ଗ୍ରାମରୁ ନମୁନା ସଂଗ୍ରହ

ଛତ୍ରପୁର : ଶୀତ ଦିନେ ବିଦେଶରୁ ବହୁ ପକ୍ଷୀ ଚିଲିକାକୁ ଆସିଥାନ୍ତି। ଏଣୁ ବାର୍ଡ ଫ୍ଲୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୧୨ଟି ବ୍ଲକ୍‌ର ୧୫ଟି ଗ୍ରାମରୁ ଦେଶୀ ଓ ବ୍ରଏଲର କୁକୁଡ଼ାର…
ଅଧିକ ଖବର ଦେଖନ୍ତୁ...

୨ୟ ଟି-୨୦ : ନ୍ୟୁଜିଲାଣ୍ଡକୁ ୭ ଓ୍ବିକେଟରେ ହରାଇଲା ଭାରତ

ରାଞ୍ଚି : ୨ୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୭ ଓ୍ବିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହା ସହିତ ଭାରତ ସିରିଜକୁ ଜିତି ନେଇଛି । ଏହି ସିରିଜ ବିଜୟ ଦ୍ବାରା ଭାରତ ନିଜର ବିଶ୍ବକପ ପରାଜୟ ଜନିତ ଗ୍ଲାନିକୁ କିଛିଟା ଲାଘବ କରିବାରେ ସକ୍ଷମ ହୋଇଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତ ଆଗରେ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଖାଦ୍ୟ ଖାଇ ଶୀତ ଦିନେ ଶରୀରକୁ ଗରମ ରଖିବା ସହ ସୁସ୍ଥ ରଖନ୍ତୁ

ଶୀତ ଦିନେ ହେଉଥିବା ହାଡ଼ ଭଙ୍ଗା ଶୀତରୁ ବଞ୍ଚିବା ପାଇଁ ଲୋକମାନେ ଗରମ କପଡ଼ା ପିନ୍ଧିଥାନ୍ତି । କିନ୍ତୁ ଶୀତଦିନେ ଶରୀରକୁ ବାହାରୁ ଗରମ ରଖିବା ସହ ଭିତରୁ ମଧ୍ୟ ଗରମ ରଖିବା ନିହାତି ଆବଶ୍ୟକ । କାରଣ ଯଦି ଆପଣଙ୍କ ଶରୀର ଭିତରୁ ଦୁର୍ବଳ ରହିବେ, ତେବେ ଶରୀର ଉପରେ ଯେତେ ପୋଷାକ ପିନ୍ଧିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କୁ ଡାକି ଡାକି ଶୁଣିଲେନି: ବାହାରେ ୪୫ ମିନଟ ଅପେକ୍ଷା କରି ଅଟୋରେ ପ୍ରସବ କଲେ ମହିଳା

ବେଗୁନିଆପଡ଼ା : ଡାକ୍ତରଙ୍କୁ ଡାକିଲେ। କାକୁତି ମିନତି ବି ହେଲେ। କିନ୍ତୁ କେହି ଶୁଣିଲେନି। ଶେଷରେ ଡାକ୍ତରଙ୍କ ସେବା ନପାଇ ଶୀତ ରାତିରେ ଅଟୋ ଭିତରେ ସନ୍ତାନ  ପ୍ରସବ କରିଛନ୍ତି ଜଣେ ପ୍ରସୂତି। ‘ମମତା’ ଯୋଜନାରେ ଆନୁଷ୍ଠାନିକ ପ୍ରସବ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଉଥିବା…
ଅଧିକ ଖବର ଦେଖନ୍ତୁ...

ପୁଣି ଚମକିବେ ରାନୁ: ଦୁଇଟି ଫିଲ୍ମରେ ଗୀତ ଗାଇବା ନେଇ ମିଳିଲା ଅଫର

ନୂଆଦିଲ୍ଲୀ: ଲତା ମଙ୍ଗେଶକରଙ୍କ 'ଏକ ପ୍ୟାର କା ନାଗମା ହେ' ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେସମିୟାଙ୍କ ସହ ଗୀତ ଗାଇସାରିଥିବା ରାନୁ ମଣ୍ଡଳ ଏବେ ଏକ ଫିଲ୍ମରେ ଗୀତ ଗାଇବାକୁ ଯାଉଛନ୍ତି। କିିଛି…
ଅଧିକ ଖବର ଦେଖନ୍ତୁ...

ଏସପି ଅଫିସ ନିକଟରେ ବି ସୁରକ୍ଷା ନାହିଁ, ୩୦ ଲକ୍ଷ ଟଙ୍କାର ଗହଣା ଝାମ୍ପିନେଲେ

ଭଦ୍ରକ: ଭଦ୍ରକ ଏସପି ଅଫିସ ନିକଟରୁ ଶୁକ୍ରବାର ରାତି ପ୍ରାୟ ସାଢ଼େ ଆଠଟାରେ ଜଣେ ସୁନା ଦୋକାନୀଙ୍କଠାରୁ ୩୦ ଲକ୍ଷ ଟଙ୍କାର ଗହଣା ଥିବା ଏକ ବ୍ୟାଗକୁ ଝାମ୍ପି ନେଇଛନ୍ତି। ଖୋଦ ଆଇନଶୃଙ୍ଖଳା ରକ୍ଷକ ଏସପିଙ୍କ କାର୍ଯ୍ୟାଳୟ ଚତୁଃପାର୍ଶ୍ବ ଲୋକଙ୍କ ପାଇଁ ସୁରକ୍ଷିତ ନଥିବା ଏଥିରୁ ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଳା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଲିଡିହି ପଞ୍ଚାୟତର ଫଲସାଢ଼ିପା ଯତୀନପକଡ଼ାର ବାସିନ୍ଦା ସାହାବାନ ବାରଜୋ(୭୨)ଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଆଜି ସନ୍ଧ୍ୟା ପ୍ରାୟ ୬ ଘଟିକା ସମୟରେ ସାହାବାନ ଶୌଚ ପାଇଁ ଯାଇଥିବା ସମୟରେ ଦନ୍ତା ହାତୀ ହାବୁଡ଼ରେ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ସ୍ଥାନରେ ୬୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କୋଟି କୋଟି ଟଙ୍କାର ଗଂଜେଇ ଗଛ ନଷ୍ଟ କରାଯାଇଛି।ଜିଲ୍ଲାର ଅର୍କେଲ ଥାନା ଅନ୍ତର୍ଗତ କୋତାପଲି ଅଞ୍ଚଳରେ ପ୍ରାୟ ୭୦ ଏକର ସରକାରୀ ଜମିରେ ୧ ଲକ୍ଷ ୫ ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଥିଲା।ଏହାର ଆନୁମାନିକ ମୂଲ୍ୟ ୧୦ କୋଟିରୁ…
ଅଧିକ ଖବର ଦେଖନ୍ତୁ...