Daily Archives

January 24, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରାଜନେତାଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟରେ ଧନଲାଭର ଯୋଗ ରହିଛି। ବେକାରଙ୍କୁ ନୂଆ କାମ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: କ୍ୟାରିୟର ସହ ଜଡ଼ିତ ସମସ୍ୟାର ସମାଧାନ ହୋଇଯିବ। କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ କାର ଓ ବାଇକକୁ ପିଟିଲା ଟ୍ରକ, ୫ ଜଣଙ୍କର ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ପୁଣେ-ଅହମ୍ମଦନଗର ରାସ୍ତାରେ ଏକ ଟ୍ରକ, କାର ଏବଂ ଦୁଇଟି ମୋଟରସାଇକେଲକୁ ଧକ୍କା ଦେବାରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ କାରରେ ଥିବା ଦୁଇ ଜଣ ଏବଂ ଦୁଇଟି ମୋଟରସାଇକେଲରେ ଯାଉଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି |ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମଥର ୧୦୦୦ଟି ଡ୍ରୋନ ଆକାଶରେ ଏକାଠି ହୋଇ ଦେଖାଉଛନ୍ତି ସୁନ୍ଦର ଦୃଶ୍ୟ

ନୂଆଦିଲ୍ଲୀ:ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ପୋଷ୍ଟ ହୋଇଥାଏ। ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଆପଣ ବି ଖୁସି ହୋଇଯିବେ | ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଦିଲ୍ଲୀର ବିଜୟ ଚୌକ ଆକାଶରେ ୧୦୦୦…
ଅଧିକ ଖବର ଦେଖନ୍ତୁ...

ଆୟବର୍ହିଭୁତ ସଂପତ୍ତି ରଖିବା ଅଭିଯୋଗରେ ଅବସରପ୍ରାପ୍ତ ଡିଆଇଙ୍କୁ ୨ବର୍ଷ ସଶ୍ରମକାରାଦଣ୍ଡ,୫୦ ହଜାର ଜୋରିମାନା

ଜୟପୁର :  ଗତ ୨୦୧୨ମସିହାରେ ତତ୍କାଳୀନ ରାୟଗଡ଼ା ଡିଆଇ ଜଗବନ୍ଧୁ ଦାଶରେ ଲାଂଚ ନେଉଥିବା ବେଳେ ଜୟପୁର ଭିଜିଲାନସ୍ ହାତରେ ଧରା ପଡ଼ିଥିଲେ। ତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ଓ ସୁନା ଓ ରୁପା ଅଳଙ୍କାର ୧୫ଲକ୍ଷ ୯୭୯ହଜାର ଟଙ୍କାର କାଗଜପତ୍ର ଦେଖାଇପାରି ନଥିଲେ। ଏହାକୁ ନେଇ ଭିଜିଲାନସ୍…
ଅଧିକ ଖବର ଦେଖନ୍ତୁ...

ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ପାକିସ୍ତାନରୁ ଆସିଥିଲା ମେସେଜ: ଅମରିନ୍ଦର ସିଂ

ନୂଆଦିଲ୍ଲୀ: ଆଗକୁ ନିର୍ବାଚନ ଥିବା ବେଳେ ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ | ଆଜି ସେ ତାଙ୍କର ବିରୋଧୀ ତଥା କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି | ପୂର୍ବରୁ ସିଦ୍ଧୁଙ୍କର ପାକିସ୍ତାନ ସହ…
ଅଧିକ ଖବର ଦେଖନ୍ତୁ...

ଗଣତନ୍ତ୍ର ଦିବସ ପୂର୍ବରୁ ମାଓ ବିସ୍ଫୋରକ ଜବତ..ସ୍ବାଭିମାନ ଅଂଚଳରୁ ୭ଟି ଲ୍ୟାଣ୍ଡମାଇନ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଂଚଳରୁ ଗଣତନ୍ତ୍ର ଦିବସର ଦିନକ ପୂର୍ବରୁ ଘନବେଡା ଠାରେ ଅବସ୍ଥାପିତ ୯ ବିଏସଏଫ ବାଟାଲିୟନର ଯବାନ ଏବଂ ଜିଲ୍ଲା ପୁଲିସ ମିଳିତ ଭାବେ ଚଢାଉ କରି ୭ଟି ଲ୍ୟାଣ୍ଡମାଇନ ଏବଂ ମାଓ ସାମଗ୍ରୀ ଜବତ କରିଛନ୍ତି।ଆନ୍ଧ୍ର…
ଅଧିକ ଖବର ଦେଖନ୍ତୁ...

ଅମରିନ୍ଦରଙ୍କ ବୟାନ ପରେ ଗାନ୍ଧୀ ପରିବାରକୁ ଘେରିଲା ବିଜେପି

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଦିଲ୍ଲୀରେ ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି,ନବଜୋତ ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରସ୍ତାବ ଦେଇଥିଲେ। ଅମରିନ୍ଦର ଓ ସିଦ୍ଧୁ ଉଭୟଙ୍କ ସାଙ୍ଗ ଥିବା ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ଶିକ୍ଷାବିତ୍ ତଥା ଆଧ୍ୟାତ୍ମିକ ପ୍ରବଚକ ସରୋଜ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର : ବରିଷ୍ଠ ଶିକ୍ଷାବିତ, ଆଧ୍ୟାତ୍ମିକ କର୍ମୀ ତଥା ସୁବକ୍ତା ପ୍ରଫେସର ସରୋଜ କୁମାର ମହାନ୍ତିଙ୍କର ପରଲୋକ ହୋଇଯାଇଛି। ସୋମବାର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

‌ପୋଷା କୁକୁରଙ୍କୁ ବଞ୍ଚାଇବା ପାଇଁ ଭାଲୁ ସହିତ ଲଢ଼େଇ କଲେ ମାଲିକ

ନୂଆଦିଲ୍ଲୀ: ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ବନ୍ଧୁତା ଏପରି ହୋଇଥାଏ କି ଉଭୟ ପରସ୍ପର ପ୍ରତି ଜୀବନ ଦେବାକୁ ବି ପଛାଇ ନଥାଆନ୍ତି। ପୂର୍ବରୁ ଆପଣ ଅନେକ ଥର ଶୁଣିଥିବେ କି ମାଲିକଙ୍କ ଜୀବନ ବଞ୍ଚାଇବା ପାଇଁ ପଶୁମାନେ ନିଜ ଜୀନବକୁ ବାଜି ଲଗାଇ ଦେଇଥାଆନ୍ତି। ସେହିପରି କିଛି ମାଲିକ ଏମିତି ବି…
ଅଧିକ ଖବର ଦେଖନ୍ତୁ...

ଏହି ନାଁ ସହ ପଡିଆକୁ ଓଲ୍ହାଇବ ଲକ୍ଷ୍ନୌ ଟିମ, ଟ୍ୱିଟ କରି ସୂଚନା ଦେଲେ ଦଳର ମାଲିକ ସଂଜୀବ ଗୋଏଙ୍କା

ନୂଆଦିଲ୍ଲୀ: ଧମାଲ କରିବ ଆଇପିଏଲ୍ ୨୦୨୨ | ଏଥର ୮ଟି ନୁହେଁ ବରଂ ୧୦ଟି ଟିମ କରିବେ କ୍ରିକେଟ ପ୍ରେମୀଙ୍କ ମନୋରଞ୍ଜନ | ପୂର୍ବରୁ ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ଟିମ ଆଇପିଏଲ୍ ୨୦୨୨ରେ ସାମିଲ ହୋଇଥିଲେ | ହେଲେ ଆଇପିଏଲରେ ଥିବା ପ୍ରତ୍ୟକ ଦଳ ଭିନ୍ନ ନାଁ ରଖାଯାଇଥିବା ବେଳେ ଏହି ଦୁଇ ଦଳ କେବେ ନିଜ…
ଅଧିକ ଖବର ଦେଖନ୍ତୁ...