Daily Archives

January 28, 2022

ଅନନ୍ତ ନାଗେଶ୍ବରନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ନିଯୁକ୍ତ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶୁକ୍ରବାରଦିନ ଭି. ଅନନ୍ତ ନାଗେଶ୍ବରନଙ୍କୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି । ଗତ ଡିସେମ୍ବର ମାସରେ କେଭି ସୁବ୍ରମଣ୍ୟମ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଭାବନା ସକାରାତ୍ମକ ରହିବ। ବନ୍ଧୁ ସହାୟତାରେ ଅଧୁରା କାମ ସଂପୂର୍ଣ୍ଣ ହେବ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଦିନଟି ଆପଣଙ୍କ ଲାଗି ନୂଆ କିରଣ ନେଇ ଆସିଛି। ମହିଳାମାନଙ୍କୁ ପରିବାରର ସାହାଯ୍ୟ ମିଳିବ। ବିଦେଶରେ ବ୍ୟବସାୟ ଲାଗି ଆଉ କିଛି ଦିନ ଅପେକ୍ଷା…
ଅଧିକ ଖବର ଦେଖନ୍ତୁ...

ସାରା ରାତି ଅନିଦ୍ରା ରହି ପିଲାଙ୍କୁ ଜଗନ୍ତି ବାପା, ନହେଲେ ଥଣ୍ଡାରେ ଚାଲିଯିବ କଅଁଳ ଜୀବନ

ନୂଆଦିଲ୍ଲୀ: ସିରିଆର ସହର ଇଦଲିବକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଅଞ୍ଚଳ ବୋଲି କୁହାଯାଇଥାଏ। ଏହି ଅଞ୍ଚଳ ବିଦ୍ରୋହୀଙ୍କ ଅଧୀନରେ ଥିବା ବେଳେ ଏଠାରେ କୌଣସି ପରିସ୍ଥିତିରେ ଆକ୍ରମଣ ହେବା ଏକ ସାଧାରଣ କଥା ହୋଇଗଲାଣି।  ଏଠାରେ ପ୍ରଚଣ୍ଡ ଥଣ୍ଡା ପଡ଼ିଛି। ଏହି ଥଣ୍ଡା କାରଣରୁ ଏଠାରେ…
ଅଧିକ ଖବର ଦେଖନ୍ତୁ...

ବେଆଇନ ମଦ କାରବାର ଉପରେ ଚଢ଼ଉ କରିବାକୁ ଯାଇଥିଲା ପୁଲିସ କର୍ମଚାରୀ: ଟେକା-ପଥର ମାଡ଼ରେ ଗାଡ଼ି ଭାଙ୍ଗିଲା

ରାଇଘର: ବେଆଇନ୍‌ ମଦ କାରବାର ଉପରେ ଚଢ଼ଉ କରିବାକୁ ଯାଇଥିବା ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀଙ୍କୁ ହଟହଟ୍ଟା ହେବାକୁ ପଡ଼ିଛି। ସ୍ଥାନୀୟ ଲୋକଙ୍କର ଆକ୍ରମଣରେ ବିଭାଗର ଗାଡ଼ି ଭାଙ୍ଗିଥିବା ବେଳେ ଜଣେ ପୁଲିସ୍‌ ଇନ୍‌ସପେକ୍ଟର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ତାରିଗାଁ…
ଅଧିକ ଖବର ଦେଖନ୍ତୁ...

ତ୍ରିକୋଣୀୟ ପ୍ରେମ : ରାଗିଲା ପୁରୁଣା ପ୍ରେମିକ, ରାସ୍ତା ଉପରେ ପ୍ରେମିକାକୁ ଚାପୁଡ଼ା ଓ ନୂଆ ପ୍ରେମିକକୁ ଛୁରାମାଡ଼

ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମର ହିଂସାତ୍ମକ ପରିଣତି ଆଜି ରାଜଧାନୀ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ପୁରୁଣା ପ୍ରେମିକା ଓ ତା’ର ନୂଆ ପ୍ରେମିକ  ଅନ୍ଧାରିଆ ଗଳିରେ କଥା ହେଉଥିବାକୁ ଯୁବକ ଜଣକ ସହ୍ୟ କରି ନପାରି  ପ୍ରତିକ୍ରିୟା ପ୍ରବଣ ହୋଇ ଉଠିଳେ।  ଏହି…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା: ବିଜେପି କର୍ମୀଙ୍କ ମୃତ୍ୟୁ ମାମଲାରେ ୭ ଜଣଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସଂଘଟିତ ରାଜନୈତିକ ହିଂସା ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶୁକ୍ରବାର କୁଚ୍‌ବେହାର ଜିଲ୍ଲାର ଶୀତଲକୁଚି ଅଞ୍ଚଳରେ ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀ ମାଣିକ ମୋଇତ୍ରଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀ ସମୟରେ ବି କମୁନି ଭାରତୀୟଙ୍କ ସୁନା ମୋହ, ୨୦୨୧ରେ ରେକର୍ଡ ସୁନା କ୍ରୟ

ନୂଆଦିଲ୍ଲୀ : କରୋନା ମହାମାରୀ ପରି ମହାସଂକଟ ମଧ୍ୟରେ ବି ଭାରତୀୟଙ୍କ ସୁନା ପ୍ରତି ଥିବା ଆକର୍ଷଣ କମିନାହିଁ । କମିବ କଣ, ଓଲଟି ତାହା ରେକର୍ଡ ସ୍ତରରେ ପହଞ୍ଚିଛି । ବିଶ୍ବ ସ୍ବର୍ଣ୍ଣ ପରିଷଦର ତଥ୍ୟ ଅନୁସାରେ ୨୦୨୧ରେ ଭାରତର ସୁନା ବ୍ୟବହାର ୭୯୭.୩ ଟନରେ ପହଞ୍ଚିଛି । ଏହା ବିଗତ ୫ ବର୍ଷରେ…
ଅଧିକ ଖବର ଦେଖନ୍ତୁ...

ଜସପ୍ରୀତ ବୁମରାଙ୍କୁ ଅଧିନାୟକ କରାଯିବା ବିପକ୍ଷରେ ଶାସ୍ତ୍ରୀ, ଜଣେ ଦ୍ରୁତ ‌ବୋଲର୍ କପ୍ତାନୀ କରିବା ସହଜ ନୁହେଁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାଠାରୁ ଟେଷ୍ଟ ସିରିଜ ହାରିବା ପରେ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଏହି ଚର୍ଚ୍ଚା ଚାଲିଛି ଯେ ଭାରତୀୟ ଟେଷ୍ଟ ଦଳର ପରବର୍ତ୍ତୀ ଅଧିନାୟକ କିଏ ହେବେ ? ଏ ବିଷୟରେ ଭାରତୀୟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ନିଜର…
ଅଧିକ ଖବର ଦେଖନ୍ତୁ...

ଏକାସାଙ୍ଗରେ ଶରୀରରେ ୮୫ଟି ଚାମଚକୁ ସନ୍ତୁଳନ କରି ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କଲେ ବ୍ୟକ୍ତି

ନୂଆଦିଲ୍ଲୀ: ଜଣେ ଇରାନୀୟ ବ୍ୟକ୍ତି ନିଜ ଦେହରେ ୮୫ଟି ଚାମଚକୁ ସନ୍ତୁଳନ କରି ଏକ ସ୍ୱତନ୍ତ୍ର ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ଇରାନର ଏକେରାଜର ୫୦ବର୍ଷୀୟ ଅବୋଲଫଜଲ ସାବର ମୋଖତାରୀ କହିଛନ୍ତି ଯେ ସେ ପିଲାଦିନରୁ ତାଙ୍କ ଦେହରେ ଚାମଚ ସନ୍ତୁଳନ କରିବା ଅଭ୍ୟାସ କରୁଥିଲେ।…
ଅଧିକ ଖବର ଦେଖନ୍ତୁ...

କାର୍‌ରୁ ଓହ୍ଲାଉଥିବା ବେଳେ ରେଳ କର୍ମଚାରୀଙ୍କ ଠାରୁ ନିମିଷକ ମଧ୍ୟରେ ୩ ଲକ୍ଷ ଟଙ୍କା ଉଡାଇ ‌ନେଲେ ଦୁର୍ବୃତ୍ତ

ରାଇରଙ୍ଗପୁର: ଦିନ ଦ୍ବିପହରରେ ଜନୈକ ବ୍ୟକ୍ତିଙ୍କ ଠାରୁ ନଗଦ ୩ ଲକ୍ଷ ଟଙ୍କା ଲୁଟ୍‌। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ସହର ମଧ୍ୟରେ ଥିବା ପିସିଏମ୍ କଲ୍ୟାଣୀ ମଣ୍ଡପ ନିକଟରୁ ଲୁଟ କରିଛନ୍ତି ଲୁଟେରା। ଅଭିଯୋଗ ଅନୁଯାୟୀ ବହଳଦା ଥାନା ଅନ୍ତର୍ଗତ ତେନ୍ତଳା ଗ୍ରାମର ଅଵସର…
ଅଧିକ ଖବର ଦେଖନ୍ତୁ...