Daily Archives

January 28, 2022

ଖୋଲିଲା ଦେଶର ସର୍ବବୃହତ ଇଭି ଚାର୍ଜିଂ ଷ୍ଟେସନ୍ , ୧୦୦ ଚାର୍ଜିଂପଏଣ୍ଟରେ ଦିନକରେ ଫୁଲ୍ ଚାର୍ଜ ହେବ ୫୭୬ଟି କାର

ନୂଆଦିଲ୍ଲୀ: ଗୁରୁଗ୍ରାମର ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ନିକଟରେ ଶୁକ୍ରବାର ଭାରତର ସବୁଠାରୁ ବଡ ଇଲେକ୍ଟ୍ରିକ୍ ଭେଇକିଲ୍ ଚାର୍ଜିଂ ଷ୍ଟେସନ ଖୋଲିଛି।  ଏହା ଗୁରୁଗ୍ରାମର ସେକ୍ଟର ୫୨ରେ ଖୋଲାଯାଇଛି ।ଏହି ଚାର୍ଜିଂ ଷ୍ଟେସନରେ ୧୦୦ରୁ ଅଧିକ ଚାର୍ଜିଂ ପଏଣ୍ଟ୍ ଅଛି, ଯାହା ଦ୍ଵାରା ଚାରିଚକିଆ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ପାଇଁ ଭାରତକୁ ମିଳିଲା ପ୍ରଥମ ରପ୍ତାନି ଅର୍ଡର

ନୂଆଦିଲ୍ଲୀ: ଫିଲିପାଇନ୍‌ସର ପ୍ରତିରକ୍ଷା ମନ୍ତ୍ରାଳୟ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର କିଣିବା ପାଇଁ ଶୁକ୍ରବାର ଦିନ ବ୍ରହ୍ମୋସ୍‌ ଏରୋସ୍ପେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ବିଏପିଏଲ୍‌ ) ସହିତ ୩୭୪ ନିୟୁତ ଡଲାରର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏଥିସହ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ପାଇଁ ଭାରତ…
ଅଧିକ ଖବର ଦେଖନ୍ତୁ...

ବିଜେପି ଦେଶର ସବୁଠୁ ଧନୀ ରାଜନୈତିକ ଦଳ : ଏଡିଆର ରିପୋର୍ଟ

ନୂଆଦିଲ୍ଲୀ : ବିଜେପି ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ । ବିଜେପି ପଛକୁ ରହିଛି ବିଏସପି ଓ ୩ୟ ସ୍ଥାନରେ ରହିଛି କଂଗ୍ରେସ ବୋଲି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସ (ଏଡିଆର) ରିପୋର୍ଟରୁ ଜଣାପଡ଼ିଛି । ୨୦୧୯-୨୦ରେ ଦେଶର ୭ଟି ଜାତୀୟ ଦଳ ଓ ୪୪ ଆଞ୍ଚଳିକ ଦଳଙ୍କ ପକ୍ଷରୁ ଘୋଷିତ ସଂପତ୍ତି…
ଅଧିକ ଖବର ଦେଖନ୍ତୁ...

୬ବର୍ଷ ଶିଶୁର ପେଟ ଭିତରୁ ବାହାରିଲା ୧.୫କିଲୋର କେଶ

ନୂଆଦିଲ୍ଲୀ: ଜଣେ ୬ବର୍ଷ ଶିଶୁ ଅନେକ ଦିନ ହେବ ପେଟରେ ଯନ୍ତ୍ରଣା ଅନୁଭବ କରୁଥି‌ଲା। ଶିଶୁଜଣକ  କିଛି ଗରିଷ୍ଠ ଖାଦ୍ୟ ଖାଇ ଦେଇଥିବା ହେତୁ ନଚେତ ପେଟରେ ଗ୍ୟାସ ସମସ୍ୟା ଥିବାରୁ ତାର ପେଟରେ ଏଭଳି ଯନ୍ତ୍ରଣା ହେଉଥିବା ବୋଲି ପରିବାରଲୋକ ଭାବିଥିଲେ। ଶେଷରେ ଶିଶୁ ଏହି ଯନ୍ତ୍ରଣା ସହି…
ଅଧିକ ଖବର ଦେଖନ୍ତୁ...

ବିଲରେ ଖସି ପଡ଼ିଲା ସେନା ବିମାନ ; ଲୋକେ ଠେଲିଠେଲି ଆଣି ରାସ୍ତା ଉପରେ ରଖିଦେଲେ, ଦେଖନ୍ତୁ ଭିଡିଓ

ପାଟନା: ବିହାରର ବୋଧଗୟାରେ ଶୁକ୍ରବାର ଦିନ ଭାରତୀୟ ସେନାର ଏର ହାଲୁକା ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିୟନ୍ତ୍ରଣ ହରାଇ ଏକ ବିଲରେ ଖସି ପଡ଼ିଥିଲା । ତାଲିମ ଉଦ୍ଦେଶ୍ୟରେ ଦୁଇ ଜଣ ପାଇଲଟ୍ ହାଲୁକା ବିମାନ ଏମ୍-୧୦୨ ଚଳାଉଥିଲେ । ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁଇଜଣ ପାଇଲଟ୍…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦୫୧୧, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୪୯

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୧୦ ହଜାର ୫୧୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୪୯ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୭୩ହଜାର ୯୦୭ରେ…
ଅଧିକ ଖବର ଦେଖନ୍ତୁ...

ମହାତ୍ମା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ଗିରଫ ହୋଇଥିବା କାଳୀଚରଣ ମହାରାଜଙ୍କୁ ମିଳିଲା ଜାମିନ

ଥାନେ: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଆତ୍ମଘୋଷିତ ‘ଗଡମ୍ୟାନ୍‌’ କାଳୀଚରଣ ଓରଫ ଅଭିଜିତ ଧନଞ୍ଜୟ ସାରାଗଙ୍କୁ ଥାନେର ଏକ ଅଦାଲତ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ଅଭିଯୁକ୍ତ କାଳୀଜରଣ ଛତିଶଗଡ଼ର ଧର୍ମ ସାଂସଦରେ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଅପମାନଜନକ…
ଅଧିକ ଖବର ଦେଖନ୍ତୁ...

ଶୁକ୍ରବାର ପୁଣି କମିଲା ସୁନା, ରୁପା ଦର

ନୂଆଦିଲ୍ଲୀ : ଗତ କାଲି ୧୦ ଗ୍ରାମ ପିଛା ୫୯୭ ଟଙ୍କା ହ୍ରାସ ପାଇବା ପରେ ଆଜି ମଧ୍ୟ କମିଛି ସୁନା ଦର । ସୁନା ଆଜି ୧୦ ଗ୍ରାମ ପିଛା ୪୨୩ ଟଙ୍କା ହ୍ରାସ ପାଇ ୪୭,୭୭୭ ଟଙ୍କାରେ ପହଞ୍ଚିଛି । ରୁପା ମଧ୍ୟ କିଲୋଗ୍ରାମ ପିଛା ୧୧୦୫ ଟଙ୍କା ହ୍ରାସ ପାଇ ୬୧,୬୫୨ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ…
ଅଧିକ ଖବର ଦେଖନ୍ତୁ...

ପ୍ରା‌ଇଭେଟ ଜେଟ, ବଙ୍ଗଳା ଓ ସୁପର କାରର ମାଲିକ ୯ବର୍ଷର ବାଳକ

ନୂଆଦିଲ୍ଲୀ: ନାଇଜେରିଆର ଜଣେ ୯ବର୍ଷର ଶିଶୁ ଜୀବନ‌ଶୈଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଶିଶକୁ 'ଦୁନିଆର ସର୍ବକନିଷ୍ଠ କୋଟିପତି' ବୋଲି କୁହାଯାଉଛି । ଏହି ଶିଶୁର ନାମ ମହମ୍ମଦ ଅୱଲ ମୁସ୍ତଫା ଓରଫ ମୋମଫା ଜୁନିୟର ବୋଲି ଜଣାପଡ଼ିଛି। ୬ବର୍ଷ ବୟସରୁ ତାଙ୍କର ଗୋଟିଏ ବଙ୍ଗଳା…
ଅଧିକ ଖବର ଦେଖନ୍ତୁ...

ଶ୍ରଦ୍ଧାଳୁଙ୍କ ପାଇଁ ଫେବ୍ରୁଆରି ପହିଲାରୁ ‌ଖୋଲିବ ବଡ଼ଦେଉଳ

ପୁରୀ: ତିନି ଦିନ ପରେ ପୁଣି ଥରେ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ସିଂହଦ୍ବାର ଆଗରେ ପୁଣି ଲୋକାରଣ୍ୟ ଦେଖାଯିବ। ହରିବୋଲ ଓ ହୁଳହୁଳିରେ ଶ୍ରୀମନ୍ଦିର କମ୍ପିବ। ଆସନ୍ତା ଫେବ୍ରୁଆରୀ ୧ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ଏନେଇ ଆଜି ଅପରାହ୍ନରେ ଛତିଶା…
ଅଧିକ ଖବର ଦେଖନ୍ତୁ...