Daily Archives

May 4, 2022

ଡିଜନି+ହଟଷ୍ଟାରରେ ଷ୍ଟ୍ରିମିଂ ହେବ କରଣ ଜୋହରଙ୍କ ‘କଫି ୱିଥ୍‌ କରଣ’ ସିଜିନ୍‌ ୭

ମୁମ୍ବାଇ: ଚର୍ଚ୍ଚିତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ବୁଧବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି ଯେ ଏଣିକି ଟେଲିଭିଜନରେ ପ୍ରସାରଣ କରିବା ପରିବର୍ତ୍ତେ ‘କଫି ୱିଥ୍‌ କରଣ’ର ସପ୍ତମ ସିଜିନ୍‌କୁ ସିଧାସଳଖ ଡିଜନି+ ହଟଷ୍ଟାରରେ ଷ୍ଟ୍ରିମିଂ କରିବେ। ଲୋକପ୍ରିୟ ସେଲିବ୍ରିଟି ଚାଟ୍‌ ସୋ’ ‘କଫି…
ଅଧିକ ଖବର ଦେଖନ୍ତୁ...

ୱାର୍ଲଡ଼ ବୁକ ଅଫ ରେକର୍ଡ଼ରେ ୫ ବର୍ଷର ଶିଶୁ ସାଇ ସୋହନ

ଧଉଳି: ଓଲଟା ଭାବେ ଇଂରାଜୀ ବର୍ଣ୍ଣମାଳା ଡାକୁଛନ୍ତି। ଏମିତିକି ଶହେରୁ ୧ ଯାଏ ମଧ୍ୟ ନିର୍ଭୁଲ ଭାବେ କହୁଛନ୍ତି। ତାହା ପୁଣି ଖୁବ୍ ଅଳ୍ପ ସମୟ ଭିତରେ। ଖାଲି ସେତିକି ନୁହେଁ, ଭାରତର ୨୮ଟି ରାଜ୍ୟର ନାମ ସହିତ ରାଜଧାନୀର ନାମ ମଧ୍ୟ ପ୍ରାଞ୍ଜଳ ଭାବେ କହୁଛନ୍ତି। ତାଙ୍କର ଏହି ଚମତ୍କାର ପ୍ରତିଭା…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ ଧାଡ଼ିରେ ଛିଡ଼ା ହୋଇ ଟଳିପଡ଼ିଲେ ରୋଗୀ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ଚିକିତ୍ସା ହେବା ଆଗରୁ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତି ଜଣକ ଲୋଇସିଂହା ଥାନା ଅର୍ନ୍ତଗତ ଯୁଗିସୁର୍ଡା ଗ୍ରାମର ଚିତ୍ତରଞ୍ଜନ ମିଶ୍ର ବୋଲି…
ଅଧିକ ଖବର ଦେଖନ୍ତୁ...

ଉଚ୍ଚତା କମ ଥିବାରୁ ବିବାହ ସମ୍ଭବ ନଥିଲା, ହେଲେ ପରେ ପରସ୍ପରକୁ ଖୋଜି ପାଇଲେ ମମତା-ମୁନ୍ନା

ନୂଆଦିଲ୍ଲୀ: କୁହାଯାଏ ଯେ ଆକାଶରେ ଯୋଡି ତିଆରି ହୁଏ ଏବଂ ପୃଥିବୀରେ ମିଳନ ହୁଏ। ବିହାରର ଭାଗଲପୁରରେ ଏଭଳି ଏକ ଯୋଡି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ନିମନ୍ତ୍ରଣ ନଥାଇ ବି ଏଭଳି ଯୋଡ଼ିକୁ ଦେଖିବାକୁ ବିବାହରେ ହଜାର ହଜାର ଅତିଥି ଯୋଗ ଦେଇଥିବା କୁହାଯାଉଛି। ଏହି ବିବାହ ଅତ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଡେନମାର୍କ ଗସ୍ତ ପରେ ଫ୍ରାନ୍ସରେ ପହଞ୍ଚିଲେ ମୋଦୀ, ମାକ୍ରନଙ୍କୁ ଭେଟିବେ

ପ୍ୟାରିସ : ତିନୋଟି ୟୁରୋପୀୟ ଦେଶକୁ ସରକାରୀ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରଦିନ ନିଜର ଡେନମାର୍କ ଗସ୍ତ ଶେଷ କରି ଫ୍ରାନ୍ସରେ ପହଞ୍ଚିଛନ୍ତି । ପ୍ୟାରିସଠାରେ ତାଙ୍କ ବିମାନ ଓହ୍ଲାଇବା ପରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ନିଜର ଏହି ଗସ୍ତକାଳରେ ସେ…
ଅଧିକ ଖବର ଦେଖନ୍ତୁ...

ମିଛ ଦୁଷ୍କର୍ମ ଅଭିଯୋଗ ଆଣି ସ୍ୱାମୀଙ୍କୁ ଲୁଟୁଥିବା ସ୍ତ୍ରୀ ନାମରେ ଏତଲା ଦେଲେ ଚତୁର୍ଥ ସ୍ୱାମୀ

ନାଗପୁର: ପ୍ରଥମେ ପ୍ରେମ ଜାଲରେ ଫସାଉଥିଲେ ଓ ଏହା ପରେ ବିବାହ କରି ସ୍ୱାମୀଙ୍କୁ ଲୁଟୁଥିଲେ | ସ୍ୱାମୀଙ୍କ ନାମରେ ଥାନାରେ ଦୁଷ୍କର୍ମର ଅଭିଯୋଗ କରି ଜବରଦସ୍ତ ଟଙ୍କା ଆଦାୟ କରୁଥିଲେ | ଏମିତିକା ଜଣେ ଠକ ପତ୍ନୀକୁ ପୁଲିସ ଗିରଫ କରିଛି | ଆଶ୍ଚର୍ଯ୍ୟର କଥା ଯେ ଚତୁର୍ଥ ସ୍ୱାମୀଙ୍କ ଅଭିଯୋଗ ପାଇବା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଚେନ୍ନାଇ ଆଗରେ ୧୭୪ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ଚେନ୍ନାଇ ଆଗରେ ୧୭୪ ରନର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗାଲୋର । ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର…
ଅଧିକ ଖବର ଦେଖନ୍ତୁ...

କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବ ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ବିଧିବଦ୍ଧ ଭାବେ ପ୍ରଥମ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଏ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡୁଛି ରାଜ୍ୟ ବାହାରକୁ ଦାଦନ ଖଟିଯିବା: ବେଲପଡ଼ାକୁ ପୁଣି ଫେରିଲା ଏକ ମୃତଦେହ!

ପାଟଣାଗଡ଼: ରାଜ୍ୟରେ ପାଟଣାଗଡ଼ ଉପଖଣ୍ଡ ଦାଦନ ପ୍ରବଣ ଉପଖଣ୍ଡ ଭାବେ ବେଶ ପରିଚିତ। ଏଠାରୁ ପ୍ରତି ବର୍ଷ ବହୁ ମାତ୍ରାରେ ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଥାନ୍ତି। ସେଠାରେ ନିର୍ଯ୍ୟାତନାର ଶିକାର ହୋଇ ନିଜ ଗ୍ରାମକୁ ଲୋକେ ଫେରୁଥିବା ବେଳେ ଅନେକ ଶବ ହୋଇ ଫେରୁଥିବା ଜଣାପଡିଛି।…
ଅଧିକ ଖବର ଦେଖନ୍ତୁ...

ମହିଳା ଉଦ୍ୟୋଗୀଙ୍କ ସହାୟତା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଚଳିତ ଶତାବ୍ଦୀ ହେବ ମହିଳାମାନଙ୍କ ଶତାବ୍ଦୀ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହୋଇଥିବା ଭାରତର ପ୍ରଥମ ମହିଳା ବିଜନେସ୍‌ ମେଳାକୁ ଭର୍ଚୁଆଲ ‌ମାଧ୍ୟମରେ ଉଦଘାଟନ କରି ସେ କହିଛନ୍ତି ଯେ, ଓଡ଼ିଶାରେ ଆମର ମିସନ ଶକ୍ତି…
ଅଧିକ ଖବର ଦେଖନ୍ତୁ...