Daily Archives

May 25, 2022

କାଜଲଙ୍କ ସମ୍ପର୍କୀୟଙ୍କୁ ବାହା ହେବେ ହାସ୍ୟ ଅଭିନେତ୍ରୀ ସୁମୋନା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲଙ୍କ ସମ୍ପର୍କୀୟଙ୍କ ସହ ହାସ୍ୟ ଅଭିନେତ୍ରୀ ସୁମୋନାଙ୍କ ବିବାହକୁ ନେଇ କିଛି ଦିନ ହେବ ସୋସିଆଲ ମିଡିଆରେ ଦାବି କରାଯାଉଛି । ଏପରିକି ସୁମୋନା ଚକ୍ରବର୍ତ୍ତୀ କାଜଲଙ୍କ ପରିବାରର ବୋହୂ ହେବାକୁ ଯାଉଛନ୍ତି । ଏସବୁ ଶୁଣି ସୁମୋନା ଖବର ପଛରେ ଥିବା ସତକୁ ସାମ୍ନକୁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ମତେ ବହୁତ କିଛି ଦେଇଛି, ଇସ୍ତଫା ଦେବା ପୂର୍ବରୁ ସୋନିଆଙ୍କୁ ଭେଟିଥିଲି: କପିଲ

ନୂଆଦିଲ୍ଲୀ: କଂଗ୍ରେସର ପୁରୁଖା ସଦସ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ୍‌ ‘ସମାଜବାଦୀ ପାର୍ଟି’ର ସମର୍ଥନରେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ବୁଧବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ସେ ମେ ୧୬ ତାରିଖ ଦଳରୁ ଇସ୍ତଫା ଦେଇଥିବା କଥା କହିଛନ୍ତି। ତେବେ କପିଲ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଧ୍ୟାନ ଅଧ୍ୟାତ୍ମିକ ଦିଗରେ ଲାଗି ରହିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ। ବୃଷ: ଘରର ନୂଆ ଦାୟିତ୍ବ ସମ୍ଭାଳିବାକୁ ପଡ଼ିପାରେ। ଅଫିସରେ ସହକର୍ମୀଙ୍କ ତ୍ରୁଟିରେ…
ଅଧିକ ଖବର ଦେଖନ୍ତୁ...

ୟାସିନ ମଲିକକୁ ଆଜୀବନ କାରାଦଣ୍ଡ ପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଆତଙ୍କବାଦକୁ ପାଣ୍ଠି ଯୋଗଣ ମାମଲାରେ ଆଜି କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀସ୍ଥିତ ସ୍ବତନ୍ତ୍ର ‘ଏନ୍‌ଆଇଏ’ ଅଦାଲତ। ‘ଏନ୍‌ଆଇଏ’ ପକ୍ଷରୁ ୟାସିନ ମଲିକକୁ ଫାଶୀ ଦିଆଯାଉ ବୋଲି ଅଦାଲତରେ ଆବେଦନ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରିନ୍ଦର ବାତ୍ରା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ଆସୋସିଏସନର ସଭାପତି ପଦରୁ ନରିନ୍ଦର ବାତ୍ରା ଇସ୍ତଫା ଦେଇଛନ୍ତି। ବାତ୍ରା ୨୦୧୭ରେ ଆନ୍ତର୍ଜାତୀୟ ହକି ଫେଡେରେସନ୍ (FIH) ର ସଭାପତି ହୋଇଥିଲେ | ହକି ଇଣ୍ଡିଆ ପାଣ୍ଠି ସହ ଜଡିତ ୩୫ ଲକ୍ଷ ଟଙ୍କା ଅପବ୍ୟବହାର ଅଭିଯୋଗରେ ସିବିଆଇ ଗତ ମାସରେ ନରିନ୍ଦର ବତ୍ରାଙ୍କ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍‌ରେ ୨ ବର୍ଷ ବୟସର ବାଳକ ଦିବ୍ୟାଂଶ

ଡାବୁଗାଁ: ଦିବ୍ୟାଂଶ ପଣ୍ଡା। ବୟସ ମାତ୍ର ୨ ବର୍ଷ।, କିନ୍ତୁ ଏହି ବାଳକର ବିଚକ୍ଷଣ ବୁଦ୍ଧି ତଥା ଅସୀମ ସ୍ମରଣ ଶକ୍ତି ଯୋଗୁ ଆଜି ସେ ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ନିଜ ନାମ ସ୍ଥାନିତ କରି ପୁରସ୍କୃତ ହେବା ସହ ଗର୍ବ ଓ ଗୌରବ ଆଣିଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଜୟନ୍ତୀନଗରରେ…
ଅଧିକ ଖବର ଦେଖନ୍ତୁ...

ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଣିଷର ନିଦ କମୁଛି : ଗବେଷଣା

ଭୁବନେଶ୍ବର : ଜଳବାୟୁ ପରିବର୍ତ୍ତନ ଯୋଗୁଁ କେବଳ ଆମ ପରିବେଶ, ଜଳବାୟୁ, ଋତୁଚକ୍ର କିମ୍ବା ବାସସ୍ଥାନ ଉପରେ ନୁହେଁ ଆମ ଜୀବନଧାରଣ ଉପରେ ବଡ଼ ପ୍ରଭାବ ପକାଇବା ଆରମ୍ଭ କରିଛି । ଏକ ନୂଆ ଅଧ୍ୟୟନ ଅନୁସାରେ ଜଳବାୟୁ ପରିବର୍ତ୍ତନ ଆମ ନିଦ ଉପରେ ବି ପ୍ରଭାବ ପକାଉଛି । କୋପନହାଗନ ବିଶ୍ବ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ପମ୍ପରେ ତେଲ ନାହିଁ, ଏଟିଏମରେ ଟଙ୍କା ନାହିଁ: ନିଜ ଦେଶ ପାକିସ୍ତାନର ଅବସ୍ଥା ବାବଦରେ ମୁହଁ ଖୋଲିଲେ ପୂର୍ବତନ…

ଲାହୋର: ପାକିସ୍ତାନରେ ଯଦିଓ ପ୍ରଧାନମନ୍ତ୍ରୀ ବଦଳିଛନ୍ତି, କିନ୍ତୁ ଦେଶର ଅବସ୍ଥାରେ ଏପର୍ଯ୍ୟନ୍ତ ସୁଧାର ଆସିନାହିଁ। ଏକ ରିପୋର୍ଟ ଅନୁଯାୟୀ, ଯଦି ଏଭଳି ସ୍ଥିତି ଜାରି ରହେ, ତେବେ ପାକିସ୍ତାନରେ ଶ୍ରୀଲଙ୍କା ଭଳି ପରିସ୍ଥିତି ଘଟିବ । ତେବେ ଏହି ସମୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ମହମ୍ମଦ…
ଅଧିକ ଖବର ଦେଖନ୍ତୁ...

ୟାସିନକୁ ଦଣ୍ଡ ଦେବା ଭାରତୀୟ ଗଣତନ୍ତ୍ର ପାଇଁ କଳା ଦିନ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ଏନଆଇଏ କୋର୍ଟ ଆତଙ୍କବାଦୀ ୟାସିନ ମଲିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଦଣ୍ଡ ଘୋଷଣା ହେବା ମାତ୍ରେ ପଡୋଶୀ ଦେଶ ପାକିସ୍ତାନରେ ଦୁଃଖର କଳା ବାଦଲ ଖେଳିଯାଇଛି | ଆଉ ଦଣ୍ଡ ଘୋଷଣା ପରେ ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ଅନାଥ ଶିଶୁଙ୍କ ଗହଣରେ ନାଚିଲେ, ନଚାଇଲେ ନବରଂଗପୁର ଏସ୍‌ପି

ନବରଙ୍ଗପୁର: ଅନାଥ ଶିଶୁଙ୍କ ଗହଣରେ ମନ ଭରି ନାଚିଲେ, ଗାଇଲେ ଓ ନଚାଇଲେ ନବରଙ୍ଗପୁର ଜିଲ୍ଲାରେ ନୂତନ ଭାବେ ଯୋଗଦେଇଥିବା ମହିଳା ଏସପି ଏସ.ସୁଶ୍ରୀ। ଏସପି ଏସ.ସୁଶ୍ରୀ ଆଜି ନବରଙ୍ଗପୁର ସହର ଉପକଣ୍ଠରେ ଥିବା ମାଝୀଗୁଡାସ୍ଥିତ ଦୀନଦୟାଲ କନ୍ୟାଶ୍ରମକୁ ଯାଇଥିଲେ। କନ୍ୟା ଆଶ୍ରମରେ ଅନାଥ ଶିଶୁଙ୍କୁ…
ଅଧିକ ଖବର ଦେଖନ୍ତୁ...