Daily Archives

June 30, 2022

କେଏମ୍‌ବିବି ବୈଷୟିକ ମହାବିଦ୍ୟାଳୟର ମାନବସମ୍ବଳ ଅଧିକାରୀଙ୍କ ଦୁର୍ଘଟଣାରେ ଦେହାନ୍ତ 

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ଦଳେଇପୁଟ ଠାରେ ଥିବା କନକମଂଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟର ମାନବସମ୍ବଳ ଅଧିକାରୀ ସୌରଜିତ ମହାପାତ୍ର(୩୦)ଙ୍କ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ସୌରଜିତଙ୍କ ଜଣେ…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ମାଫିଆଙ୍କ ଆକ୍ରମଣରେ ଓଏପିଏଫ୍ କର୍ମଚାରୀ ଗୁରୁତର

ବୈପାରିଗୁଡା: ଗଂଜେଇ ମାଫିଆଙ୍କୁ ଧରିବାକୁ ଯାଇ ଆକ୍ରମଣରେ ଓଏପିଏଫ୍ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ମାଛକୁଣ୍ଡ ଥାନା ଅଞ୍ଚଳରୁ ଏକ କାର୍ ଯୋଗେ ତିନି ଜଣ ଗଂଜେଇ ମାଫିଆ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ମାଛକୁଣ୍ଡ…
ଅଧିକ ଖବର ଦେଖନ୍ତୁ...

ମଣିପୁର ଭୂସ୍ଖଳନ : ୮ ମୃତ, ୫୦ ଆହତ , ମୋଦୀଙ୍କ ଦୁଃଖପ୍ରକାଶ

ଇମ୍ପାଲ : ମଣିପୁରର ନୋନି ଜିଲ୍ଲାରେ ହୋଇଥିବା ଭୂସ୍ଖଳନରେ ୮ ଜଣ ମୃତ୍ୟୁବରଣ କରିଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଟେରିଟୋରିଆଲ ଆର୍ମି କ୍ୟାମ୍ପ ନିକଟରେ ଏହି ଭୂସ୍ଖଳନ ହୋଇଥିବାରୁ ମୃତକଙ୍କ ମଧ୍ୟରୁ ୭ ଜଣ ଟେରିଟୋରିଆଲ ଆର୍ମିର ଯବାନ ରହିଥିବାବେଲେ ଜଣେ ହେଉଛି ରେଳବାଇ ଶ୍ରମିକ ।…
ଅଧିକ ଖବର ଦେଖନ୍ତୁ...

ଦର ବୃଦ୍ଧି ପାଇଁ ସ୍ବାମୀଙ୍କୁ ଭଡ଼ାରେ ଲଗାଇଲେ ସ୍ତ୍ରୀ

ନୂଆଦିଲ୍ଲୀ: ଦେଶ ବିକାଶ ପଥରେ ଆଗେଇ ଚାଲିଥିବା ବେଳେ ଦିନକୁ ଦିନ ଜୀବନ ବଞ୍ଚିବା କଷ୍ଟକର ହୋଇପଡ଼ୁଛି। ବିଶେଷ କରି ଦର ବୃଦ୍ଧି ପାଇଁ ମଧ୍ୟବିତ୍ତମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ଗଣମାଧ୍ୟମରେ ସବୁଦିନ ଦେଖୁଥିବା ଖବର ଭିତରେ ବେଳେ ବେଳେ ଦରବୃଦ୍ଧି ପାଇଁ ଲୋକେ କରୁଥିବା କିଛି ଏଭଳି…
ଅଧିକ ଖବର ଦେଖନ୍ତୁ...

ରଥ-ପଥ-ଭକ୍ତ ପ୍ରସ୍ତୁତ; ରାତି ପାହିଲେ ରଥଯାତ୍ରା, ଭାଇ-ଭଉଣୀଙ୍କୁ ନେଇ ୯ ଦିନିଆ ଯାତ୍ରାରେ ବାହାରିବେ ମହାପ୍ରଭୁ

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥି ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ସକାଳୁ ସକାଳୁ ପୁରୀରେ ଲକ୍ଷ ଲକ୍ଷ ‌ଭକ୍ତ ରୁଣ୍ଡ ହୋଇସାରିଥିବେ। ବଡ଼ଦାଣ୍ଡ ଜନମାନସରେ ପରିପୂର୍ଣ୍ଣ ହୋଇଯିବ। ମହାପ୍ରଭୁଙ୍କ ୯ ଦିନିଆ ରଥଯାତ୍ରା ପାଇଁ ଗୁରୁବାର ରଥ-ପଥ ଓ…
ଅଧିକ ଖବର ଦେଖନ୍ତୁ...

ମମତା ବାନାର୍ଜୀ କ’ଣ ଶାରଦା ମାତାଙ୍କ ଅବତାର ? ତୃଣମୂଳ ବିଧାୟକଙ୍କ ବୟାନକୁ ନେଇ ବିବାଦ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ବୟାନ ଓ କାର୍ୟ୍ୟକଳାପକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି କରିଥାନ୍ତି । କିନ୍ତୁ ତାଙ୍କୁ ନେଇ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି ତାଙ୍କ ଦଳ ଟିଏମସିର ଜଣେ ବିଧାୟକ ନିର୍ମଳ ମାଜି । ସେ କହିଛନ୍ତି ଯେ ମମତା ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ପ୍ରତ୍ୟେକ ପରିବାରରୁ ଜଣଙ୍କୁ ମିଳିବ ଚାକିରି: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ସରକାରକୁ ୧୦୦ ଦିନ ପୂରଣ ହେବା ପରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 'ଫ୍ୟାମିଲି କାର୍ଡ' ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଟ୍ୱିଟ୍ କରି କହିଛନ୍ତି ଯେ, ଆମେ 'ଫ୍ୟାମିଲି କାର୍ଡ' ଦେବାକୁ ଯାଉଛୁ। ଏହା ଅଧୀନରେ ସରକାରୀ ଚାକିରି, ରୋଜଗାର…
ଅଧିକ ଖବର ଦେଖନ୍ତୁ...

ମାସକ ପରେ ଘରକୁ ଫେରିଲେ ୩ ନାବାଳକ, ପାଣି ବୋତଲ ଚୋରି କରିବାରୁ ମାଡ଼ ମାରିଥିଲା ଦୋକାନୀ

ରାଉରକେଲା: ପାଣି ବୋତଲ ଚୋରି କରିନେଇଥିଲେ ୩ ନାବାଳକ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୋକାନ ମାଲିକାଣୀ ସେମାନଙ୍କୁ ମାଡ଼ ମାରିଥିଲା। ଏଣୁ ଭୟଭୀତ ହୋଇ ସେମାନେ ସମ୍ବଲପୁରକୁ ପଲାଇଥିଲେ। ପ୍ରାୟେ ମାସେ ପରେ ସମସ୍ତଙ୍କୁ ଉଦିତନଗର ପୁଲିସ ସୁରକ୍ଷିତଭାବେ ଉଦ୍ଧାର କରିଛି। ଗତ ମେ’ ୨୮ ତାରିଖ।…
ଅଧିକ ଖବର ଦେଖନ୍ତୁ...

ବୁମରା ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳର ଅଧିନାୟକ, ଘୋଷଣା କଲା ବିସିସିଆଇ

ମୁମ୍ବାଇ : ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଇଂଲଣ୍ଡ ବିରୋଧ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳର ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଋଷଭ ପନ୍ତ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଏ ସଂପର୍କରେ ଆଜି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଶତ୍ରୁ ଆପଣଙ୍କୁ ହଇରାଣ କରିବା ଲାଗି ଚେଷ୍ଟା କରିବେ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ଘରକୁ ପ୍ରିୟବନ୍ଧୁ ଆସିବେ। ବୃଷ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ ପାଇଁ…
ଅଧିକ ଖବର ଦେଖନ୍ତୁ...