Daily Archives

July 5, 2022

ଅଷ୍ଟ୍ରେଲିଆରେ ବଢ଼ିବାରେ ଲାଗିଛି ହିନ୍ଦୁଙ୍କ ସଂଖ୍ୟା, କମିବାରେ ଲାଗିଛି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ସଂଖ୍ୟା

ସିଡନୀ: ଅଷ୍ଟ୍ରେଲିଆର ଜନସଂଖ୍ୟାରେ ହିନ୍ଦୁ ଏବଂ ମୁସଲମାନମାନଙ୍କର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି | ସର୍ବଶେଷ ଜନଗଣନା ଅନୁଯାୟୀ, ଦେଶର ଖ୍ରୀଷ୍ଟିଆନ ଜନସଂଖ୍ୟା ୫୦ ପ୍ରତିଶତରୁ କମ୍ ଥିବାବେଳେ ନାସ୍ତିକଙ୍କ ସଂଖ୍ୟା ୩୯ ପ୍ରତିଶତକୁ ବୃଦ୍ଧି ପାଇଛି | ଗତ ୫ ବର୍ଷ ମଧ୍ୟରେ ନାସ୍ତିକଙ୍କ…
ଅଧିକ ଖବର ଦେଖନ୍ତୁ...

ତୁ ହି ରାମ ହେ, ତୁ ହି ରହିମ ହେ ! ସ୍କୁଲରେ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବାରୁ ବଦଳିଲା…

ଗଢ଼ବା: ତୁ ହି ରାମ ହେ, ତୁ ହି ରହିମ ହେ। ସ୍କୁଲରେ ମୁସଲିମ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବାରୁ ବଦଳିଲା ପ୍ରାର୍ଥନା। ଝାଡଖଣ୍ଡର ଗରୱା ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ପ୍ରାର୍ଥନାକୁ ନେଇ ବିବାଦ ସାମ୍ନାକୁ ଆସିଛି। ସରକାରୀ ଉନ୍ନୀତ ମାଧ୍ୟମିକ ସ୍କୁଲରେ ପ୍ରାର୍ଥନା କରିବା ସମୟରେ ପିଲାମାନେ…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ, ୨ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ  

ରାୟଗଡ଼ା: ସ୍ବାମୀଙ୍କୁ ମଦ ପିଆଇ ନିଶାସକ୍ତ କରିବା ପରେ ଘରେ ପଶି ସ୍ତ୍ରୀକୁ ଦୁଷ୍କର୍ମ କରିବା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ଫାଷ୍ଟ ଟ୍ରାକ୍ କୋର୍ଟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଗଣେଶ୍ବର ପତି। ୧୬ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି  ଚୂଡ଼ାନ୍ତ ରାୟରେ ଦୁଇ…
ଅଧିକ ଖବର ଦେଖନ୍ତୁ...

ନୌସେନା ପାଇଁ କିଣାଯିବ ୨୬ଟି ଲଢୁଆ ବିମାନ, ପ୍ରତିଯୋଗିତାରେ ରାଫେଲ ଓ ସୁପର ହର୍ନେଟ୍

ନୂଆଦିଲ୍ଲୀ : ଭାରତୀୟ ନୌସେନା ପାଇଁ ୨୬ଟି ଲଢୁଆ ବିମାନ କିଣାଯିବାକୁ ଯୋଜନା କରାଯାଉଛି । ନୌସେନାର ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର)ରେ ଏସବୁ ଯୁଦ୍ଧବିମାନକୁ ମୁତୟନ କରାଯିବ । ଏହି ବିମାନ କ୍ରୟ ଦୌଡ଼ରେ ଶେଷ ପର୍ଯ୍ୟାୟରେ ରହିଛନ୍ତି ଫ୍ରାନ୍ସର ରାଫେଲ ଓ ଆମେରିକାର ଏଫ/ଏ…
ଅଧିକ ଖବର ଦେଖନ୍ତୁ...

‘ତାଜମହଲ ନଥିଲେ ୪୦ ଟଙ୍କାରେ ମିଳିଥାନ୍ତା ପେଟ୍ରୋଲ’ ଏଭଳି କାହିଁକି କହିଲେ ଓୱେସି

ନୂଆଦିଲ୍ଲୀ: ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମହଙ୍ଗା ସ୍ଥିତି ଏବଂ ବେକାରୀ ବୃଦ୍ଧି ପାଇଁ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ମୋଦୀ ସରକାରଙ୍କୁ ଭିନ୍ନ ଢଙ୍ଗରେ ଟାର୍ଗେଟ କରିଛନ୍ତି। ମୋଦୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା…
ଅଧିକ ଖବର ଦେଖନ୍ତୁ...

କୌଣସି ପରିସ୍ଥିତିରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଆମେ ସମର୍ଥନ କରିବୁ ନାହିଁ: ଆରଜେଡି

ପଟନା: ରାଷ୍ଟ୍ରପତି ନିର୍ବାଚନରେ ​​ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ)ର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି। ବିଭିନ୍ନ ଏନଡିଏ ନେତାଙ୍କ ସହ ମୁର୍ମୁଙ୍କ ସାକ୍ଷାତ ପଟନାର ମୌର୍ଯ୍ୟ ହୋଟେଲରେ ଦୀର୍ଘ ସମୟ ଧରି ଚାଲିଥିଲା।…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ନିର୍ବାଚନ : ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ନରସିଂହ ମିଶ୍ରଙ୍କୁ ଭେଟିଲେ ବିଜେଡି ସାଙ୍ଗଠନିକ ସଂପାଦକ

ଭୁବନେଶ୍ବର: ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦ ଓଡ଼ିଶା ମାଟିର ଝିଅ ‌ତଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଯେଭଳି ଭୋଟ ଦିଅନ୍ତି ସେ ନେଇ ଅଭିଯାନ ଆରମ୍ଭ କରିଛି ବିଜୁ ଜନତା ଦଳ। ସ୍ବୟଂ ମୁଖ୍ୟମନ୍ତ୍ରୀ ଏହି ଅଭିଯାନର ମଙ୍ଗ ଧରିଛନ୍ତି। ଏହି କ୍ରମରେ…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କ ବିଶ୍ବସ୍ତତା ମାପିବ ଚୀନର ଏହି ଯନ୍ତ୍ର

ବେଜିଂ : ମନେ କରାଯାଉ, ଏପରି ଏକ ଯନ୍ତ୍ର ଥାଆନ୍ତା, ଯାହାକୁ ବ୍ୟବହାର କରି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜ ବିଦ୍ରୋହୀ ବିଧାୟକମାନଙ୍କ ବିଶ୍ବସ୍ତତାକୁ ପୂର୍ବରୁ ହିଁ ଜାଣିପାରିଥାନ୍ତେ । ଫଳରେ ବିଦ୍ରୋହ ପୂର୍ବରୁ ହିଁ ସେମାନଙ୍କ ଚକ୍ରାନ୍ତକୁ ପଣ୍ଡ କରାଯାଇପାରିଥାନ୍ତା । ଠିକ୍ ଏପରି…
ଅଧିକ ଖବର ଦେଖନ୍ତୁ...

ମହୁଆଙ୍କ ବୟାନକୁ ନେଇ ମମତା ଖପ୍ପା, ବୟାନକୁ ସମର୍ଥନ କଲାନାହିଁ ଦଳ

କୋଲକାତା: ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟ୍‌ରକୁ ନେଇ ବିବାଦ ଉପୁଜିିବା ପରେ ଏ ନେଇ ନିଜର ମତ ରଖିଥିଲେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର। ଆଉ ମହୁଆଙ୍କ ଏହି ବୟାନକୁ ନେଇ ରାଗିଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | କାରଣ ମହୁଆଙ୍କ ବୟାନକୁ ତାଙ୍କରି…
ଅଧିକ ଖବର ଦେଖନ୍ତୁ...