Daily Archives

August 9, 2022

ଯୁଦ୍ଧାଭ୍ୟାସ ଆଳରେ ତାଇଓ୍ବାନକୁ ଦଖଲ କରିବାକୁ ପ୍ରସ୍ତୁତି କରୁଛି ଚୀନ : ତାଇଓ୍ବାନ ବିଦେଶ ମନ୍ତ୍ରୀ

ତାଇପେଇ : ଯୁଦ୍ଧାଭ୍ୟାସ ଆଳରେ ତାଇଓ୍ବାନକୁ ଅଧିକାର କରିବାକୁ ଆକ୍ରମଣ କରିପାରେ ଚୀନ । ଏପରି ଆଶଙ୍କା ପ୍ରକାଶ କରିଛନ୍ତି ତାଇଓ୍ବାନର ବୈଦେଶିକ ମନ୍ତ୍ରୀ ଜୋସେଫ ୟୁ । ତାଇପେଇଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଚୀନ ନିଜର ସମରାଭ୍ୟାସକୁ ଆଳ କରି ତାଇଓ୍ବାନକୁ ଅଧିକାର…
ଅଧିକ ଖବର ଦେଖନ୍ତୁ...

ଆମେ କକେଇ-ପୁତୁରା, କଥା କଟାକଟି ଚାଲେ: ତେଜସ୍ୱୀ

ପାଟନା: ଆମେ ସମ୍ପର୍କରେ କକେଇ-ପୁତୁରା | ଆମ ଭିତରେ ତୁ ତୁ ମେଁ ମେଁ ଚାଲିଥାଏ | କିଛି ଏଭଳି କହି ଆଜି ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ)ର ନେତା ତେଜସ୍ୱୀ ଯାଦବ ବିହାରରେ ଜନତା ଦଳ ୟୁନାଇଟେଡ (ଜେଡିୟୁ) ସହ ମେଣ୍ଟ କରିବା ସମ୍ପର୍କରେ କହିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ତେଜସ୍ୱୀ…
ଅଧିକ ଖବର ଦେଖନ୍ତୁ...

ବୁଧବାର ଅପରାହ୍ଣ ୪ଟା ବେଳେ ଶପଥ ଗ୍ରହଣ କରିବେ ନୀତୀଶ

ପାଟନା : ଜେଡିୟୁ ନେତା ନୀତୀଶ କୁମାର ବୁଧବାରଦିନ ଅପରାହ୍ଣ ୪ଟା ବେଳେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସହିତ ଆରଜେଡି ମୁଖ୍ୟ ତେଜସ୍ବୀ ଯାଦବ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ମଙ୍ଗଳବାରଦିନ…
ଅଧିକ ଖବର ଦେଖନ୍ତୁ...

ଗାଡିରେ ବିଧାନସଭା ସଚିବାଳୟର ଷ୍ଟିକର ଲଗାଇବା ପାଇଁ ଦେଇଥିଲେ ସପା ନେତା: ଶ୍ରୀକାନ୍ତ ତ୍ୟାଗୀ

ନୂଆଦିଲ୍ଳୀ: ନୋଏଡାର ଏକ ହାଉସିଙ୍ଗ୍‌ ସୋସାଇଟିରେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଯୁବକ ଶ୍ରୀକାନ୍ତ ତ୍ୟାଗୀଙ୍କୁ ମଙ୍ଗଳବାର ନୋଏଡା ପୁଲିସ୍‌ ଗିରଫ କରିଛି। ତାଙ୍କ ସହ ଉତ୍ତରପ୍ରଦେଶସ୍ଥିତ ମିରଟ୍‌ର ଅନ୍ୟ ୩ ଜଣଙ୍କୁ ବି ପୁଲିସ୍‌ ଗିରଫ କରିଛି। ତ୍ୟାଗୀ ତାଙ୍କ ପତ୍ନୀ ଓ ଓକିଲଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଚୋରା ମଦ ଧରିବାକୁ ଯାଇ ଅବକାରୀ କର୍ମଚାରୀ ହଟହଟା; ୪ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ, ଉଦ୍ଧାର କଲା ପୁଲିସ

ତେଲକୋଇ: ଚୋରା ମଦ ଧରିବାକୁ ଯାଇ କେନ୍ଦୁଝର ଜିଲ୍ଲା ତେଲକୋଇ ଅବକାରୀ ବିଭାଗ କର୍ମଚାରୀ ହଟହଟା ହୋଇଛନ୍ତି। ଲୋକଙ୍କ ରୋଷର ଶିକାର ହେବା ସହିତ ସାଙ୍ଗରେ ଯାଇଥିବା ଜଣେ ମଦ ଭାଟି କର୍ମଚାରୀ ହୀନସ୍ତା ହୋଇଛନ୍ତି। ଏପରି କି ଲୋକେ ସଂପୃକ୍ତ କର୍ମଚାରୀଙ୍କ ବେକରେ ବୋତଲ ଝୁଲାଇବା ସହିତ ଅବକାରୀ…
ଅଧିକ ଖବର ଦେଖନ୍ତୁ...

ବଢ଼ୁଛି ବର୍ଷା: ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ, ସତର୍କ ସଙ୍କେତ ଉପରେ ବଂଶଧାରା

ରାୟଗଡ଼ା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଫଳରେ ରାୟଗଡ଼ା ସମେତ ପଡୋଶୀ କଳାହାଣ୍ଡିକୁ ପାଣିପାଗ ବିଭାଗ ରେଡ୍‌…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୧୫ରେ ଆକ୍ରମଣର ଯୋଜନା କରୁଥିବା ଆତଙ୍କବାଦୀକୁ ଗିରଫ କଲା ୟୁପି ଏଟିଏସ

ନୂଆଦିଲ୍ଲୀ: ଦେଶରେ ସ୍ୱାଧୀନତା ଦିବସ ପୂର୍ବରୁ ବିସ୍ଫୋରଣ ଯୋଜନା କରୁଥିବା ଜଣେ ଆଇଏସଆଇଏସ ସନ୍ଦିଗ୍ଧଙ୍କୁ ଆଜମଗଡରୁ ଉତ୍ତରପ୍ରଦେଶ ଏଟିଏସ ଦଳ ଗିରଫ କରିଛି। ସନ୍ଦିଗ୍ଧଙ୍କ ନାମ ସବାଉଦ୍ଦିନ ଆଜମୀ ବୋଲି ଜଣାପଡ଼ିଥିବା ବେଳେ ସେ ଆଇଏସଆଇଏସର ନିଯୁକ୍ତିଦାତାଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିଲେ…
ଅଧିକ ଖବର ଦେଖନ୍ତୁ...

ଯୁଯୁମୁରାରୁ ଚୋରି ଯାଇଥିବା ୩୫ ଲକ୍ଷ ଟଙ୍କାର ପାଣି ପାଇପ ପଶ୍ଚିମବଙ୍ଗରୁ ଜବତ, ୨୬ ଅଭିଯୁକ୍ତ ଗିରଫ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଆମଲିପାଣି ଛକ ନିକଟ ଏକ ଅନ୍ଧାରୁଆ ସ୍ଥାନରୁ ମଧ୍ୟରାତ୍ରୀରେ ଚୋରି ହୋଇଥିବା ପ୍ରାୟ ୩୫ ଲକ୍ଷ ଟଙ୍କାର ପାଣି ପାଇପ୍‌ ପଶ୍ଚିମବଙ୍ଗରୁ ଠାବ ହୋଇଛି। ଏହି ବଡ଼ଧରଣର ଚୋରି ଘଟଣାରେ ପୁଲିସ ୨୬ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ଆହୁରି…
ଅଧିକ ଖବର ଦେଖନ୍ତୁ...

ବିଜେପିର ‘ପ୍ଲାନ-୨୦୦’ ପାଇଁ ମେଣ୍ଟ ଭାଙ୍ଗିଦେଲେ କି ନୀତୀଶ କୁମାର

ପାଟନା: ପ୍ରାୟ ୫ ବର୍ଷ ପରେ ନୀତୀଶ କୁମାର ପୁଣି ଥରେ ବିଜେପି ଛାଡି ଆରଜେଡି ସହିତ ସରକାର ଗଠନ କରିବାକୁ ଯାଉଛନ୍ତି | ଦିନେ ଆରଜେଡି ସରକାରକୁ ଜଙ୍ଗଲରାଜ ବୋଲି କହିଥିବା ନୀତୀଶ କୁମାର ବର୍ତ୍ତମାନ ବିଜେପିକୁ ଛାଡି ସରକାର ଗଢିବା ପାଇଁ ଲାଲୁଙ୍କ ହାତ ଧରିଛନ୍ତି | ତେବେ ବିଜେପି ଛାଡିବା ପଛରେ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମକୁ ବଏକଟ କରି ଦେଶର କ୍ଷତି କରନାହିଁ, ମୁଁ ହାତ ଯୋଡୁଛି: ଅକ୍ଷୟ କୁମାର

ମୁମ୍ବାଇ: ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରକ୍ଷା ବନ୍ଧନ'ର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏମଧ୍ୟରେ ସୋସିଆଲ ମିଡିଆରେ ବଲିଉଡ ଫିଲ୍ମକୁ 'ବଏକଟ' କରିବାର ଅଭିଯାନ ଜୋରସୋରରେ ଆରମ୍ଭ ହୋଇଥିବା ବେଳେ ୨୦୨୨ରେ କୌଣସି ବଲିଉଡ ଫିଲ୍ମ ଭଲ ବ୍ୟବସାୟ କରିପାରିନାହିଁ।…
ଅଧିକ ଖବର ଦେଖନ୍ତୁ...