Daily Archives

August 14, 2022

ମୁଣ୍ଡଘାଟ- ସୋନପୁର ଯୋଗାଯୋଗ ବିଛିନ୍ନ; ବନ୍ୟା ଆଶଙ୍କାରେ ଲମତୁଲ ଗାଁର ୨୫ ପରିବାର

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ଏସ୍‌. ପତ୍ରାପାଲି ପଂଚାୟତ ଲମତୁଲ ଗ୍ରାମର ୨୫ ପରିବାର ମହାନଦୀର ବନ୍ୟାପାଣି ଘେରି ଯିବା ଆଶଙ୍କାରେ ରହିଛନ୍ତି। ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପରେ ମହାନଦୀର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ଲଘୁଚାପ ଜନିତ…
ଅଧିକ ଖବର ଦେଖନ୍ତୁ...

ରାକେଶ ଝୁନଝୁନୱାଲାଙ୍କୁ କାହିଁକି କୁହାଯାଉଥିଲା ଭାରତର ‘ୱାରେନ ବଫେଟ’ ଜାଣନ୍ତି କି?

ମୁମ୍ବାଇ: ଷ୍ଟକ୍ ମାର୍କେଟର ଭେଟେରାନ୍ ନିବେଶକ କୁହାଯାଉଥିବା ରାକେଶ ଝୁନଝୁନୱାଲାଙ୍କର ରବିବାର ସକାଳେ ମୁମ୍ବାଇର ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଆଉ ଦିନକ ପୂର୍ବରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା…
ଅଧିକ ଖବର ଦେଖନ୍ତୁ...

ଘରେ ଘରେ ତ୍ରିରଙ୍ଗା ସଂହତି, ଏକତାର ବାର୍ତ୍ତା

ସୁନ୍ଦରଗଡ଼: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ 'ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ' ଚାଲିଛି। ଏହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ସ୍ଥିତ ଭବାନୀପୁରଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଜାତୀୟ ପତାକା ଉତ୍ତୋଳନ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ସ୍ବାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କଲା ପାକିସ୍ତାନ

ଇସଲାମାବାଦ: ସ୍ବାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କଲା ପାକିସ୍ତାନ। ଆଜି ପାକିସ୍ତାନ, ଦେଶର ୭୬ତମ ସ୍ୱାଧୀନତା ଦିବସକୁ ‘କଳା ଦିବସ’ ଭାବେ ପାଳନ କରିଛି। ଦେଶର ଲୋକମାନେ, ରାଜନୈତିକ କାର୍ଯ୍ୟକର୍ତ୍ତା ଏବଂ ବିରୋଧୀ ଦଳ କ୍ଷମତାରେ ଥିବା ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଏଭଳି…
ଅଧିକ ଖବର ଦେଖନ୍ତୁ...

ଭଟ୍ଟାରିକା ମନ୍ଦିର ଗମ୍ଭୀରା ଛୁଇଁଲା ମହାନଦୀର ବନ୍ୟାଜଳ, ପରିଦର୍ଶନ କଲେ ଜିଲ୍ଲାପାଳ

ନରସିଂହପୁର: କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ାକୁ  ଏ ବର୍ଷର ମହାନଦୀର ପ୍ରଥମ ବନ୍ୟାଜଳ ସ୍ପର୍ଶ କରିଛି। ମହାନଦୀର ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରି…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା-କୋରାପୁଟ ରେଳଲାଇନରେ ପଥର ଖସିଲା: ୩ ଟ୍ରେନ୍‌ ଚଳାଚଳ ପ୍ରଭାବିତ, ସମ୍ବଲପୁର-ନାନ୍ଦେଡ ଏକ୍ସପ୍ରେସ ବାତିଲ

ଜୟପୁର: ରାୟଗଡ଼ା-କୋରାପୁଟ କେଆର ରେଳଲାଇନରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ମାଟିଅତଡା ଖସି ଧାରଣା ଉପରେ ପଡିଥିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବରିଷ୍ଠ ବାଣିଜ୍ୟିକ ପରିଚାଳକ ଏକେ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟ୍ରେନ ନମ୍ବର ୦୮୫୪୬…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରୁଥିଲା ଯୁବକ, ଗିରଫ କଲା ପୁଲିସ

ମାଲକାନଗିରି: ମାଲକାନଗିରି ପୁଲିସ ଆଜି ଜଣେ ନକଲି ନକ୍ସଲକୁ ଗିରଫ କରିଛି। ବୈପାରିଗୁଡା ଗ୍ରାମର କୁମ ଗଲୋରୀ ନାମକ ବ୍ୟକ୍ତି ମାଲକାନଗିରି ବାସିନ୍ଦା କେ.ରାମୁ ନାମକ ବ୍ୟବସାୟୀଙ୍କୁ ନକ୍ସଲ କହୁଥିବା ନେଇ ଭୟ ଦେଖାଇବା ସହ ୧୦ ଲକ୍ଷ ଏବଂ ମାଓବାଦୀଙ୍କ ପାଇଁ ୨୫ ହଳ ପୋଷାକ ୱେବ ଜୋତା ଦେବା ପାଇଁ…
ଅଧିକ ଖବର ଦେଖନ୍ତୁ...

୨୦୪୭ ମସିହା ସୁଦ୍ଧା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ପୂରଣ କରିବୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ପ୍ରଥମଥର ସମ୍ବୋଧିତ କରିଛନ୍ତି | ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ ଜଣାଇ ରାଷ୍ଟ୍ରପତି କହିଛନ୍ତି ଯେ ୭୬ତମ ସ୍ୱାଧୀନତା ଦିବସ ଅବସରରେ ମୁଁ ଦେଶ ତଥା ବିଦେଶରେ ବାସ କରୁଥିବା ସମସ୍ତ…
ଅଧିକ ଖବର ଦେଖନ୍ତୁ...

ବିଭାଗ ବଣ୍ଟନ ପରେ ଫଡନାବିସ କହିଲେ; ଆବଶ୍ୟକ ହେଲେ ବିଭାଗ ଅଦଳବଦଳ କରାଯାଇପାରିବ

ମୁମ୍ବାଇ: ମହାରାଷ୍ଟ୍ରରେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ କ୍ୟାବିନେଟ ସମ୍ପ୍ରସାରଣର ଏକ ସପ୍ତାହ ପରେ ଆଜି ନୂତନ ଭାବେ ନିଯୁକ୍ତ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନଗର ଉନ୍ନୟନ ସମେତ ୧୧ଟି ବିଭାଗର ଦାୟିତ୍ବ ନେବା ସହ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି, ମହାନଦୀରେ ବନ୍ୟା ବଢ଼ାଉଛି ଚିନ୍ତା

ଭୁବନେଶ୍ବର/ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରୁଛି।‌ ଜଳଭଣ୍ଡାରେ ଯେତିକି ଜଳ ରହିବା କଥା, ତା’ଠାରୁ ଅଧିକ ପାଣିକୁ ନିଷ୍କାସିତ କରାଯାଉଛି। ହୀରାକୁଦ ଜଳଭଣ୍ଡାରରୁ ଗତକାଲି ଠାରୁ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।…
ଅଧିକ ଖବର ଦେଖନ୍ତୁ...