Daily Archives

August 19, 2022

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି : ସିବିଆଇ ଏଫଆଇଆରରେ ୧୫ ଜଣଙ୍କ ନାମ, ସିସୋଦିଆ ମୁଖ୍ୟଅଭିଯୁକ୍ତ

ନୂଆଦିଲ୍ଲୀ : ଦିଲ୍ଲୀରେ ହୋଇଥିବା ଲିକର ପଲିସୀ (ଅବକାରୀ ନୀତି) ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ରୁଜ୍ଜୁ ହୋଇଥିବା ଏଫଆଇଆରରେ ୧୫ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏହି ୧୫ ଜଣଙ୍କ ତାଲିକାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଗଭୀର ଅବପାତ ପ୍ରଭାବ: ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ; ପବନ ବହିବ

ଭୁବନେଶ୍ୱର: ବାଂଲାଦେଶ ଏବଂ ମିଆଁମାର ଉପକୂଳରେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି  ଏବଂ ଏହି ଅବପାତ ବର୍ତ୍ତମାନ ସ୍ଥଳଭାଗ ଅତିକ୍ରମ କରିଛି।  ସୂଚନା ଅନୁସାରେ, ଅବପାତ ପଶ୍ଚିମବଙ୍ଗର ଦୀଘା ନିକଟରେ  ସ୍ଥଳଭାଗ ଛୁଇଁଛି। ସନ୍ଧ୍ୟା ୭ରୁ୮…
ଅଧିକ ଖବର ଦେଖନ୍ତୁ...

କିଏ ହେବ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ? ସୋନିଆ, ରାହୁଲ୍ ନା ଆଉ କିଏ ?

ନୂଆଦିଲ୍ଲୀ: ପାଖେଇ ଆସୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ବର୍ତ୍ତମାନ ଏହା କଂଗ୍ରେସ ଲାଗି ଏକ ବଡ଼ ଚ୍ୟାଲେଞ୍ଜ୍ । ଯଦି ରାହୁଲ ଗାନ୍ଧୀ ଦାୟିତ୍ୱ ନେବାକୁ ପ୍ରସ୍ତୁତ ନୁହନ୍ତି, ତେବେ କିଏ ହେବ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ? ଏହାକୁ ନେଇ କଂଗ୍ରେସ ଭିତରେ ହଟଚମଟ ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଫୋନ କିଣନ୍ତୁ, ମାଗଣାରେ ଲାପଟପ ପାଆନ୍ତୁ: ଅଫର ଘୋଷଣା କଲା ଗୁଗୁଲ

ଲଣ୍ଡନ: ଯଦି ଆପଣ ଏକ ଫୋନ୍ କିଣିବେ ତେବେ ଆପଣ ମାଗଣାରେ ଲାପଟପ୍ ପାଇବେ | ଯଦିଓ ଏହା ଏକ ସ୍ୱପ୍ନ ଭଳି ଲାଗୁଛି, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକ ସ୍ମାର୍ଟଫୋନ୍ ବ୍ରାଣ୍ଡ ଗ୍ରାହକଙ୍କୁ ଫୋନ୍ କିଣିଲେ ମାଗଣାରେ ଲାପଟପ୍ ଦେଉଛି | ଏଥିପାଇଁ ଆପଣଙ୍କୁ କେବଳ ଆଇଫୋନ୍ ଛାଡି ଆଣ୍ଡ୍ରଏଡ୍…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷା ଜାରି: କୋରାପୁଟ-ଦାମନଯୋଡି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ

କୋରାପୁଟ:  କୋରାପୁଟ ଜିଲ୍ଲାରେ ବର୍ଷା ଛାଡିବା ନାଁ ଧରୁନି। ଲଗାଣ ବର୍ଷା ଯୋଗୁ କୋରାପୁଟ-ରାୟଗଡାକୁ ଯୋଡୁଥିବା ରାସ୍ତାର ବାଇଗୁଡା ନିକଟରେ ଅଣ୍ଟାଏ ପାଣି। ଆଜି ସକାଳୁ ଏହି ରାସ୍ତାରେ ପାଣି ଚାଲୁଥିବାରୁ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା। ୩୨୬ ନମ୍ବର ଜାତୀୟ ରାଜପଥର…
ଅଧିକ ଖବର ଦେଖନ୍ତୁ...

ଏହି ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସେକ୍ସ ପାର୍ଟନର ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ନିକଟରେ ହୋଇଥିବା ସର୍ଭେରୁ ଏକ ଗୁରୁତ୍ବପୂର୍ଣ୍ଣ କଥ‌ା ଜଣାପଡ଼ିଛି। ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କମାନଙ୍କର ଅଧିକ ସମ୍ଭୋଗ ସାଥୀ ବା ସେକ୍ସ ପାର୍ଟନର ଥିବା ଗବେଷକମାନେ ଗବେଷଣା କରି ସୂଚନା ପ୍ରଦାନ କରିଛନ୍ତି। ଏହି ସର୍ଭେ ୧.୧ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷା ନେଇ ଉତ୍ତର ଓଡ଼ିଶାବାସୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଅପିଲ, କହିଲେ- ସୁରକ୍ଷିତ ରହନ୍ତୁ ଓ ପରିବାରର…

ଭୁବନେଶ୍ବର: ସମ୍ଭାବ୍ୟ ପ୍ରବଳ ବର୍ଷା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଓଡ଼ିଶାବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦୁଝର, ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାବାସୀଙ୍କ ନିକଟରେ ଅପିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୟଭୀତ ନହୋଇ ପ୍ରଶାସନର…
ଅଧିକ ଖବର ଦେଖନ୍ତୁ...

ରୁଶଦିଙ୍କ ଉପରେ ଆକ୍ରମଣକୁ ନେଇ ଦୁଃଖିତ : ଇମ୍ରାନ ଖାଁ

ଇସ୍ଲାମାବାଦ : ଭାରତ ଜନ୍ମିତ ବିଶିଷ୍ଟ ବ୍ରିଟିଶ ଲେଖକ ସଲମାନ ରୁଶଦିଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁ । ବ୍ରିଟିଶ ଖବରକାଗଜ ‘ଦି ଗାର୍ଡିଆନ’କୁ ଏକ ସାକ୍ଷାତକାର ଦେଇ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍‌ ସିଟ୍‌କୁ ମିଳିଲା ଅନୁମୋଦନ, ଚଳିତ ଶିକ୍ଷାବର୍ଷରୁ ପାଠପଢ଼ାକୁ…

ଭୁବନେଶ୍ବର/ସୁନ୍ଦରଗଡ଼: ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନରେ ପରିଚାଳିତ ହେବାକୁ ଥିବା ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍‌ ସିଟ୍‌ ପାଇଁ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ ( ନ୍ୟାସନାଲ୍ ମେଡିକାଲ୍ କମିସନ୍)  ଅନୁମୋଦନ ଦେଇଛନ୍ତି। ଏ ନେଇ  କମିସନ ପକ୍ଷରୁ ବିଜ୍ଞପ୍ତି…
ଅଧିକ ଖବର ଦେଖନ୍ତୁ...

୨ ବଗି ଲାଇନ୍ ଚ୍ୟୁତ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନ୍‌ରୁ ଇବ୍‌ବ୍ରିଜ ଭିତରେ ଥିବା ୟାର୍ଡରେ ଏକ ମାଲବାହୀ ଟ୍ରେନର ଶେଷ ଦୁଇଟି ବଗି ଲାଇନ ଚ୍ୟୁତ ହୋଇଥିଲା। ଫଳରେ ପ୍ରାୟ ୧ ଘଣ୍ଟା ମୁଖ୍ୟ ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିବା ଷ୍ଟେସନ ମାଷ୍ଟର ଏ. ପାଣିଗ୍ରାହୀ…
ଅଧିକ ଖବର ଦେଖନ୍ତୁ...