Daily Archives

September 25, 2022

ରାସ୍ତାରେ ମୃତଦେହ ରଖି ବିରୋଧ ପ୍ରଦର୍ଶନ କରିପାରିବେନି ମୃତକଙ୍କ ସମ୍ପର୍କୀୟ, ରୁଜୁ ହେବ ମାମଲା

ଲଖନଉ: ଏଣିକି ରାସ୍ତାରେ ମୃତଦେହ ରଖି ଦାବି ପୂରଣ କରିବାର ଦାବି କରିପାରିବେନି ମୃତକଙ୍କ ସମ୍ପର୍କୀୟ | ଉତ୍ତରପ୍ରଦେଶର ରାଜରାସ୍ତାରେ ଏଭଳି ବିରୋଧ ପ୍ରଦର୍ଶନ କଲେ ଅପରାଧ ବୋଲି ବିବେଚନା କରାଯିବ | ମିଳିଥିବା ସୂଚନା ମୁତାବକ କୌଣସି ଅପରାଧିକ ଘଟଣା କିମ୍ବା ଦୁର୍ଘଟଣାରେ ପ୍ରାଣ ହରାଇଥିବା…
ଅଧିକ ଖବର ଦେଖନ୍ତୁ...

କେବଳ ବାନ୍ତି ହେବା ବାକି ଥିଲା; ‘ମେନେ ପାୟଲ ହେ ଛନକାଇ’ର ରିମିକ୍ସକୁ ନେଇ ନେହାଙ୍କ ଉପରେ ବର୍ଷିଲେ…

ମୁମ୍ବାଇ: କିଛି ଦିନ ତଳେ ରିଲିଜ୍ ହୋଇଥିଲା ୯୦ଦଶକର ଗୀତ 'ମେନେ ପାୟଲ ହେ ଛନକାଇ'ର ରିମିକ୍ସ। ୯୦ଦଶକରେ ଏହାକୁ ଗାଇଥିଲେ ଫାଲଗୁନି ପାଠକ। ସେ ସମୟରେ ରିଲିଜ୍ ହୋଇଥିବା ଏହି ଗୀତର ଲୋକପ୍ରିୟତା ଏତେ ଥିଲା ଯେ, ‌ଏବେ ବି ଏହାର ପ୍ରଭାବ ଲୋକଙ୍କ ଉପରେ ରହିଛି। ତେବେ ଏହାର ରିମିକ୍ସ ଆସିବା…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ଦିନରୁ ଦାବି କରୁଥିଲେ ଲୋକେ, ଜଂଗଲ ଜମି ପଟ୍ଟା ପାଇଲେ ୨ଟି ଗାଁର ୮୨ ଜଣ ହାତିଧିକାରୀ

ମାଲକାନଗିରି: ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ପୂଜାରିମୁଣ୍ଡା ଓ ଭାଲୁଗୁଡା ଗ୍ରାମରେ ମାଲକାନଗିରି ତହସିଲ ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ହିତାଧିକାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁକଶ୍ମୀରରେ ଥମୁନାହିଁ ଟାର୍ଗେଟ କିଲିଂ, ଗତ ୫ ବର୍ଷରେ ଏତିକି ପ୍ରବାସୀ ଶ୍ରମିକଙ୍କର ଗଲାଣି ଜୀବନ

ଶ୍ରୀନଗର: ଆତଙ୍କବାଦୀମାନେ ଶନିବାର ଦିନ ଜମ୍ମୁକଶ୍ମୀରର ପୁଲୱାମା ଜିଲ୍ଲାର ଖାରପୋରା ରତ୍ନିପୋରାରେ ଦୁଇଜଣ ଶ୍ରମିକଙ୍କୁ ଗୁଳି ମାରିଥିଲେ | ଉଭୟ ଶ୍ରମିକ ବିହାର ବେତିୟା ଅଞ୍ଚଳର ହୋଇଥିବାବେଳେ ଆହତ ଅବସ୍ଥାରେ ଉଭୟକୁ ଡାକ୍ତରଖାନା ନିଆଯାଇଥିଲା | ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ରହିଛି |…
ଅଧିକ ଖବର ଦେଖନ୍ତୁ...

ଗୁଜରାଟରେ କ୍ଷମତାକୁ ଆସିଲେ ମୋଦୀ-ମୋଦୀ କରୁଥିବା ଯୁବପିଢ଼ିଙ୍କୁ ବି ରୋଜଗାର ଦେବି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରବିବାର ପୁଣି ଗୁଜରାଟରେ ପହଞ୍ଚିଛନ୍ତି। ଆଗକୁ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବା ବେଳେ ଲୋକଙ୍କ ସମର୍ଥନ ହାସଲ କରିବାରେ ଲାଗିପଡ଼ିଛନ୍ତି କେଜ୍ରିୱାଲ। ଏନେଇ ସେ ଭିନ୍ନ ଭିନ୍ନ ପ୍ରତିଶ୍ରୁତି…
ଅଧିକ ଖବର ଦେଖନ୍ତୁ...

ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ: ଭୁବନେଶ୍ବରରେ ପହଞ୍ଚିଲେ ୨ଟି ଟିମ୍‌, ସେପ୍ଟେମ୍ବର ୨୬ରେ ବାରବାଟୀରେ ମ୍ୟାଚ୍‌

ଭୁବନେଶ୍ବର: ସେପ୍ଟେମ୍ବର ୨୬ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଏକ ଲିଗ୍‌ ମ୍ୟାଚ ଖେଳାଯିବ। ଏଥି ପାଇଁ ବାରବାଟୀ ପ୍ରସ୍ତୁତ ହୋଇଯାଇଥିବା ବେଳେ ଆଜି ଅପରାହ୍‌ଣରେ ଭୁବନେଶ୍ବରରେ ୨ଟି ଟିମ୍‌ ଆସି ପହଞ୍ଚିଛନ୍ତି। ଲିଜେଣ୍ଡସ୍‌ ଲିଗ କ୍ରିକେଟର ୨ଟି…
ଅଧିକ ଖବର ଦେଖନ୍ତୁ...

ଥରୁରଙ୍କୁ ଝଟକା, ଅଶୋକ ଗେହଲୋଟଙ୍କ ସମର୍ଥନରେ ଆସିଲେ କେରଳ ସାଂସଦ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରୋଚକ ହେବାକୁ ଯାଉଛି | ତାଜା ସୂଚନା ମୁତାବକ ସାଂସଦ ଶଶି ଥରୁର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମଧ୍ୟରେ ମୁକାବିଲା ହୋଇପାରେ। ଥରୁର ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି | ଆଜି ଜୟପୁରରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ନ୍ୟାୟ ପାଇଁ ନବୀନ ନିବାସ ଆଗରେ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ଭୁବନେଶ୍ଵର: ନବୀନ ନିବାସ ଆଗରେ ଆଜି ଅପରାହ୍ଣରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣକ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିନ୍ତୁ ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସହାୟତ‌ାରେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ…
ଅଧିକ ଖବର ଦେଖନ୍ତୁ...

ରିଲିଜ୍ ପୂର୍ବରୁ ଶାହରୁଖଙ୍କ କମାଲ: ବଜେଟଠାରୁ ଅଧିକ ଆୟ କଲାଣି ଫିଲ୍ମ ‘ଯବାନ’

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ଫିଲ୍ମ 'ଯବାନ'। ଏଥିରେ ସେ ଭିନ୍ନ ଲୁକରେ ନଜର ଆସୁଥିବା ବେଳେ ଦର୍ଶକ ତାଙ୍କ ଲୁକକୁ ପସନ୍ଦ କରୁଥିବା ଦେଖାଯାଇଛି। ଫିଲ୍ମକୁ ନେଇ ଦର୍ଶକ ଅଧିକ ଉତ୍ସାହିତ ଥିବା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିଲିଜ୍ ପୂର୍ବରୁ ହିଁ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ଦୁର୍ଗାପୂଜା: ରାଜଧାନୀରେ ସମସ୍ତ ପୂଜା ମଣ୍ଡପର ଗୋଟିଏ ଦିନରେ ଭସାଣି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମା’ ଦୁର୍ଗାଙ୍କ ପୂଜା ପରେ ଗୋଟିଏ ଦିନରେ ଭସାଣି ଅନୁଷ୍ଠିତ ହେବ। ସ୍ଥାନୀୟ ଝାଡେଶ୍ୱରୀ ମନ୍ଦିର ପରିସରରେ ଆଜି କମିସନରେଟ ପୁଲିସ ଓ ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ…
ଅଧିକ ଖବର ଦେଖନ୍ତୁ...