Daily Archives

September 29, 2022

ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ରାଉରକେଲାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର…

ରାଉରକେଲା: ରାଉରକେଲା ସ୍ଥିତ ତିଲକାନଗର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ୟୁପିଏଚସି)କୁ ବଡ଼ ସଫଳତା। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ନ୍ୟାସନାଲ କ୍ବାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡସ୍ (NQAS) କାର୍ଯ୍ୟକ୍ରମ ଅଧୀନରେ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ…
ଅଧିକ ଖବର ଦେଖନ୍ତୁ...

ଗେହଲଟ ଡ୍ରାମାପରେ କଂଗ୍ରେସ ସଭାପତି ଦୌଡ଼ରେ ଜି-୨୩ ନେତା ମୁକୁଲ ୱାସନିକ ସାମିଲ

ନୂଆଦିଲ୍ଲୀ: ଶଶି ଥରୁରଙ୍କ ପରେ ଦ୍ୱିତୀୟ ଜି-୨୩ ନେତା କଂଗ୍ରେସର ଶୀର୍ଷ ପଦବୀ, ସଭାପତି ପଦ ପାଇଁ ଦୌଡ଼ରେ ସାମିଲ ହୋଇପାରନ୍ତି ବୋଲି ଦଳୀୟ ସ୍ତରରେ ଆଲୋଚନା ଚାଲିଛି। ଉଲ୍ଲେଖଯୋଗ୍ୟ, ୨୦୨୦ରେ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ପ୍ରଦାନ କରାଯାଇଥିବା ବିସ୍ଫୋରକ ଚିଠିର ଅନ୍ୟତମ ସ୍ୱାକ୍ଷରକାରୀ…
ଅଧିକ ଖବର ଦେଖନ୍ତୁ...

୩୬ତମ ଜାତୀୟ କ୍ରୀଡାକୁ ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭର୍ଚୁଆଲ୍ ମାଧ୍ୟମରେ ଗୁଜୁରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ହେଉଥିବା ୩୬ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନ କରିଛନ୍ତି । ଏହି ଉଦଘାଟନ ସମାରୋହ ଅବସରରେ କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତା ସଂଗ୍ରାମୀଙ୍କ ଗ୍ରାମର ପୂଣ୍ୟ ଜଳ ଓ ମାଟି ସଂଗ୍ରହ

ମାଲକାନଗିରି: ରାଜ୍ୟସ୍ତରୀୟ ଗାନ୍ଦୀ ଜୟନ୍ତୀ ଉପଲକ୍ଷେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦେଶକ୍ରମେ ମାଲକାନଗିରି ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ଜନ୍ମ ପୀଠରୁ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଇ ପଠାଯାଇଛି। ଜିଲ୍ଲାର ମାଥିଲି ବ୍ଲକର ସହିଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତୀ ପୀଠରୁ ପବିତ୍ର…
ଅଧିକ ଖବର ଦେଖନ୍ତୁ...

ସାନିଟାରୀ ପ୍ୟାଡ ପାଇଁ ୩୦୦ଟଙ୍କା ଦେଉଛନ୍ତି ବିହାର ସରକାର, ଆଇଏଏସ ହୋଇ ବି ଜାଣିନାହାନ୍ତି ହରଜୋତ: ତେଜସ୍ବୀ

ପାଟନା: ବିହାରର ରାଜଧାନୀ ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜଣେ ମହିଳା ଆଇଏଏସ୍‌ ଅଫିସରଙ୍କ ବିବାଦୀୟ ବୟାନ ସୋସିଆଲ ମଡିଆରେ ଭାଇରାଲ ହେଉଛି। ଗତକାଲି ମହିଳା ଏବଂ ଶିଶୁ ବିକାଶ ବିଭାଗ ଏବଂ ୟୁନିସେଫ୍‌ ଦ୍ବାରା ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ‌ ଆଇଏଏସ୍‌ ଅଫିସର ହରଜୋତ୍‌ କୌର…
ଅଧିକ ଖବର ଦେଖନ୍ତୁ...

ଭୁଶୁଡୁଛି ମାଓବାଦୀ ଦୁର୍ଗ: ୭ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଓ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ସରକାରଙ୍କ ମହତାକାଂକ୍ଷୀ ଯୋଜନାରେ ଆକର୍ଷିତ ହୋଇ ମାଓବାଦୀମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ୭ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ନୂଆ ସକାଳ, ନୂଆ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ଖୋର୍ଦ୍ଧା: ଖୋର୍ଦ୍ଧାର ବୋହୂ ତଥା ପୂର୍ବତନ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଆଜି ଖୋର୍ଦ୍ଧାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକସଭା ଆୟୋଜନ କରାଯାଇଛି । ଏହି କ୍ରମରେ ଆଜି ଖୋର୍ଦ୍ଧା ନିକଟ ଦଳେଇପୁଟ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌ ମୁରଲୀଧରଙ୍କ ମାଡ୍ରାସ ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ

ନୂଆଦିଲ୍ଲୀ/କଟକ: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିଶ କରାଯାଇଛି। ବୁଧବାର ଦିନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ…
ଅଧିକ ଖବର ଦେଖନ୍ତୁ...

ବଢିଲା ଶିବମୂର୍ତ୍ତୀଙ୍କ ଅଡ଼ୁଆ, ଲିଙ୍ଗାୟତ ମଠ ମହନ୍ତ ପଦରୁ ହଟାଯାଇପାରେ

ବେଙ୍ଗାଲୁରୁ : ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ ଗିରଫ ହୋଇ ଚିତ୍ରଦୁର୍ଗା ଜେଲରେ ବନ୍ଦୀ ଥିବା ଲିଙ୍ଗାୟତ ଧର୍ମଗୁରୁ ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କୁ ମଠର ମହନ୍ତ ପଦ ଛାଡ଼ିବାକୁ ପଡ଼ିପାରେ । ଏଥିପାଇଁ ଚାଙ୍କ ଉପରେ ଚାରିଆଡ଼ୁ ଚାପ…
ଅଧିକ ଖବର ଦେଖନ୍ତୁ...

ସ୍ବର୍ଗଦ୍ବାରରେ ଜୟନ୍ତୀ ପଟ୍ଟନାୟକଙ୍କ ଶେଷକୃତ୍ୟ ସଂପନ୍ନ, ମୁଖାଗ୍ନି ଦେଲେ ପୁଅ ପୃଥ୍ବୀବଲ୍ଲଭ

ପୁରୀ: ବରିଷ୍ଠ କଂଗ୍ରେସ ନେତ୍ରୀ, ଓଡ଼ିଶାର ପ୍ରଥମ ମହିଳା ସାଂସଦ, ଜାତୀୟ ମହିଳା କମିସନର ପ୍ରଥମ  ଅଧ୍ୟକ୍ଷା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କର ଆଜି ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ ହୋଇଛି। ସ୍ବର୍ଗତା ଜୟନ୍ତୀଙ୍କ ଏକମାତ୍ର…
ଅଧିକ ଖବର ଦେଖନ୍ତୁ...