Daily Archives

September 29, 2022

ପାଟନା ଆଇଆଇଟିରେ ବିଟେକ୍ ପ୍ରି-ପ୍ଲେସମେଣ୍ଟରେ ୭୪% ବୃଦ୍ଧି, ମିଳିଲା ୮୨.୦୪ ଲକ୍ଷର ପ୍ୟାକେଜ୍

ପାଟନା: ପାଟନାସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ରେ ଆରମ୍ଭ ହୋଇଛି ବି.ଟେକ୍ ପିଲାଙ୍କ ପାଇଁ ପ୍ରି-କ୍ୟାମ୍ପସ୍ ପ୍ଲେସମେଣ୍ଟ। ବିଟେକ୍-୨୦୨୩ ବ୍ୟାଚର ୬୧ଜଣ ଛାତ୍ରଙ୍କୁ ଚଳିତ ବର୍ଷ ୨୨ଟି କମ୍ପାନିରୁ ଚାକିରି ଅଫର ଆସିଛି। ସେମାନଙ୍କୁ ବିଭିନ୍ନ ପଦ ପାଇଁ…
ଅଧିକ ଖବର ଦେଖନ୍ତୁ...

ସଭାପତି ଦୌଡ଼ରୁ ଓହରିଗଲେ ଅଶୋକ ଗେହଲଟ; ମୁଖ୍ୟମନ୍ତ୍ରୀ ପଦରେ ରହିବେ ନା ଯିବେ ? ୨ ଦିନ ଭିତରେ ନିଷ୍ପତ୍ତି ନେବେ ସୋନିଆ…

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରି ଅଶୋକ ଗେହଲଟ କଂଗ୍ରେସ ଦଳର ମୁଖ୍ୟ ପଦ ପାଇଁ ଦୌଡ଼ରୁ ଓହରି ଯାଇଛନ୍ତି। ତେବେ, ଏହାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବରେ ସେ ରହିବେ ନା ସେଠୁ ବି ବିଦାୟ ନେବେ ତାହା ଏବେ ଅସ୍ପଷ୍ଟ ରହିଛି। କାରଣ, ଗେହଲଟ ଦଳର ଅନ୍ତରୀଣ ସଭାପତି ସୋନିଆ…
ଅଧିକ ଖବର ଦେଖନ୍ତୁ...

ସେନାରେ ସାମିଲ ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ହେଲିକପ୍ଟର

ନୂଆଦିଲ୍ଲୀ : ଭାରତୀୟ ସେନାରେ ସାମିଲ ହୋଇଛି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍ ) । ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍) ପକ୍ଷରୁ ନିର୍ମିତ ଏହି ହେଲିକପ୍ଟରକୁ ହାଲ ପକ୍ଷରୁ ଭାରତୀୟ ସେନାର ବିମାନ ବାହିନୀ ( ଆର୍ମି ଏଭିଏସନ କୋର୍)କୁ…
ଅଧିକ ଖବର ଦେଖନ୍ତୁ...

ଦେଶ ନୀତୀଶଙ୍କୁ ଅପେକ୍ଷା କରିଛି, ୨୦୨୩ରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ତେଜସ୍ବୀ: ଆରଜେଡି ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶ ନୀତୀଶଙ୍କୁ ଅପେକ୍ଷା କରିଛି। ତେଣୁ ୨୦୨୩ରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ବିହାରର ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଜଗଦାନନ୍ଦ ସିଂ ଆଜି ଏଭଳି ଦାବି କରିଛନ୍ତି। ସେ କହିଛନ୍ତି ଯେ, ୨୦୨୨ଶେଷ ହେବା ପରେ ତେଜସ୍ୱୀ ଯାଦବ ୨୦୨୩ରେ…
ଅଧିକ ଖବର ଦେଖନ୍ତୁ...

କେଉଁଠାରେ ଆରମ୍ଭ ହେଲା ଭାରତର ପ୍ରଥମ ୫ଜି ସେବା ?

ନୂଆଦିଲ୍ଲୀ : ୫ଜି ସେବାକୁ ସାରା ଦେଶର ଲୋକେ ଅପେକ୍ଷା କରି ରହିଛନ୍ତି । ଆସନ୍ତା ଅକ୍ଟୋବର ୧ରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୫ଜି ସେବା ଆରମ୍ଭ ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି । କିନ୍ତୁ ଇତି ମଧ୍ୟରେ ଦେଶରେ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୨୦୨୩ରୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବେ ସରକାର

ନୂଆଦିଲ୍ଲୀ: ଅକ୍ଟୋବର ୨୦୨୩ରୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବେ ସରକାର। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି ଯେ, କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ ସରକାର ଏକ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଅକ୍ଟୋବର ୨୦୨୨ରୁ କାରରେ ୬ଟି…
ଅଧିକ ଖବର ଦେଖନ୍ତୁ...

ବଙ୍ଗଳା ଭାଷାଭାଷୀଙ୍କୁ ଅଶ୍ଲୀଳ ଗାଳିଗୁଲଜ ଘଟଣା: ମାଲକାନଗିରି ଥାନାରେ ଏତଲା ଦେଲେ ବଂଗୀୟ ସମାଜ

ମାଲକାନଗିରି: ଗତକାଲି ସଂଧ୍ୟାରେ ମାଲକାନଗିରିର ଜନୈକ ବଙ୍ଗୀୟ ବ୍ୟକ୍ତି ଅସିତ ମଣ୍ଡଳଙ୍କୁ ଅଶ୍ଲୀଳ ଭାଷାରେ ବଙ୍ଗାଳୀ କହି ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି ।  ଶାସକ ଦଳର ଜଣେ ସ୍ଥାନୀୟ ଆଗଧାଡିର କର୍ମୀ ମନୋଜ ପଟ୍ଟନାୟକଙ୍କ ନାମରେ ଏହି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ତାଙ୍କ…
ଅଧିକ ଖବର ଦେଖନ୍ତୁ...

ସମୃଦ୍ଧ ଦେଶ ଭାରତ ଗରିବ ଜନସଂଖ୍ୟାରେ ଭର୍ତ୍ତି: ନୀତୀନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର କହିଛନ୍ତି ଯେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହୋଇଛି। ତେବେ, ଯଦିଓ ଦେଶ ଧନୀ; ତଥାପି ଏହାର ଜନସଂଖ୍ୟା ଦାରିଦ୍ର୍ୟ, ଅନାହାର, ବେରୋଜଗାରୀ, ଜାତିବାଦ, ଅସ୍ପୃଶ୍ୟତା ଏବଂ ମୁଦ୍ରାସ୍ଫୀତି ପରି ସମସ୍ୟାର ସମ୍ମୁଖୀନ…
ଅଧିକ ଖବର ଦେଖନ୍ତୁ...

ଛୁଆକୁ ସାଥୀରେ ନେଇଁ ଗାଁକୁ ପଶିଲା ମା’ ଭାଲୁ

ନୂଆପଡ଼ା: ସଦର ବ୍ଳକ ଗୋଡଫୁଲା ଗାଁକୁ ପଶିଲେ ମାଁ ଓ ଛୁଆ ଭାଲୁ। ଗାଁର ଅଧିକ ଲୋକଙ୍କ ଘରବାରିକୁ ମା’ ଓ ଛୁଆ ଭାଲୁ ପଶି ଦୁଇ ଘଣ୍ଟା ରହି ଯାଇଥିଲେ। ଏହା ପରେ ଭାଲୁ ଦୁଇଟି ଗାଁ ମୁଣ୍ଡରେ ଆତଙ୍କ ଖେଲାଇଥିଲେ। ଆଜି ସକାଳେ ସଦର ବ୍ଳକ ଗୋଡଫୁଲା ଗାଁକୁ ମା’ ଭାଲୁ ଓ ଏହାର ଛୁଆ ଆସିଥିଲା ।…
ଅଧିକ ଖବର ଦେଖନ୍ତୁ...

ଘର ବାହାରୁ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ଏବେ ମୁକେଶ ଅମ୍ବାନୀଙ୍କୁ ମିଳିଲା ଜେଡ୍ ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। ଗୃହ ମନ୍ତ୍ରାଳୟ ଅନୁଯାୟୀ, ମୁକେଶ ଅମ୍ବାନୀଙ୍କୁ ବର୍ତ୍ତମାନ ଜେଡ ପ୍ଲସ୍ ବର୍ଗ ସୁରକ୍ଷା ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଜେଡ୍ ବର୍ଗର ସୁରକ୍ଷା ମିଳୁଥିଲା। ଇଣ୍ଟେଲିଜେନ୍ସ…
ଅଧିକ ଖବର ଦେଖନ୍ତୁ...