Monthly Archives

September 2022

ରକ୍ତର ହୋଲି ଖେଳିଲେ ସ୍କୁଲ ଛାତ୍ର, ଅନଲାଇନରେ ଛୁରୀ ମଗାଇ ସହପାଠୀକୁ ହତ୍ୟା କଲେ

ନୂଆଦିଲ୍ଲୀ: ଦିଲ୍ଲୀର ଆଦର୍ଶନଗର ଅଞ୍ଚଳରୁ ଆସିଲା ଏକ ବଡ଼ ଅପରାଧର ଖବର । ରକ୍ତରେ ହୋଲି ଖେଳିଲେ ସ୍କୁଲ ଛାତ୍ର । ଜଣେ ୧୭ ବର୍ଷୀୟ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା କଲେ ତାଙ୍କ ସହପାଠୀ । କଲମ ବଦଳରେ ଛୁରୀ ଧରି କଲେ ଜଘନ୍ୟ ହତ୍ୟା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୭ ଜଣ ଯୁବକଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ତେନ୍ତୁଳିଡିଙ୍ଗା ଶାରଦୀୟ ଦୁର୍ଗାପୂଜା: ଆୟୋଜନର ମୁଖ୍ୟକର୍ତ୍ତା କୋହିନୁର୍‌ ଇସ୍‌ଲାମ୍‌

କୁଳିଅଣା(ନିହାର ରଞ୍ଜନ ବେହେରା): ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍‌ ଗାଙ୍ଗରାଜ ପଞ୍ଚାୟତ ତେନ୍ତୁଳିଡ଼ିଙ୍ଗା ଗ୍ରାମର ସାର୍ବଜନୀନ ଦୁର୍ଗୋତ୍ସବର ରହିଛି ସ୍ୱତନ୍ତ୍ର ପରିଚୟ। ୩୭ ବର୍ଷର ଏହି ପୂଜା କମିଟି ଆଜିକାଲିର ଅତ୍ୟାଧୁନିକ ସାଜସଜ୍ଜା କିମ୍ୱା ସୁଦୃଶ୍ୟ ତୋରଣ ପାଇଁ ନୁହେଁ; ବରଂ…
ଅଧିକ ଖବର ଦେଖନ୍ତୁ...

ହୃଦଘାତରେ ପ୍ରାଣ ହରାଇଲେ ସଲମାନ ଖାନଙ୍କ ଡୁପ୍ଲିକେଟ୍

ମୁମ୍ବାଇ: ସିନେଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି | ଅନେକ ଫିଲ୍ମରେ ସଲମାନ ଖାନଙ୍କ ଡୁପ୍ଲିକେଟ ଭାବେ ଅଭିନୟ କରିଥିବା ସାଗର ପାଣ୍ଡେଙ୍କର ଦେହାନ୍ତ ହୋଇଯାଇଛି । ଜିମରେ ବ୍ୟାୟାମ କରୁଥିବାବେଳେ ହୃଦ୍‌ଘାତରେ ତାଙ୍କର ଜୀବନ ଚାଲିଯାଇଛି । ସେ ‘ବଡିଗାର୍ଡ’ ଫିଲ୍ମରେ ସଲମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଭିନ୍ନକ୍ଷମ ଭାନୁମତୀଙ୍କ ମୁଁହରେ ହସ ଫୁଟାଇଲା ଓଡ଼ିଶା ମୋ ପରିବାର, ଯୋଗାଇଦେଲା କୃତ୍ରିମ ହାତ

ଭୁବନେଶ୍ବର: ପରିବାର ମୁହଁରେ ମୁଠାଏ ଖାଇବାକୁ ଦେବା ପାଇଁ ସ୍ଵାମୀଙ୍କୁ ସହଯୋଗ କରୁଥିଲେ କିନ୍ତୁ କିଛି ମାସ ତଳେ ବିଦ୍ୟୁତ ଦୁର୍ଘଟଣାରେ ଦୁଇଟି ହାତ ହରାଇବା ପରେ ଏବେ ସେ ଦିବ୍ୟାଙ୍ଗ । ଗଞ୍ଜାମ ଜିଲ୍ଲା ବାଘଦେବୀ ମନ୍ଦିର ସାହି ଅଞ୍ଚଳର ୫୧ ବର୍ଷିୟା ମହିଳା କେ. ଭାନୁମତୀ। ପେଟ ପାଟଣା ପାଇଁ…
ଅଧିକ ଖବର ଦେଖନ୍ତୁ...

ବୁଥ୍‌ସ୍ତରୀୟ କମିଟି ବୈଠକରେ ନଡ୍ଡାଙ୍କ ପରାମର୍ଶ: ଭୋଟରଙ୍କ ପାଖକୁ ଯାଆନ୍ତୁ ‌କର୍ମୀ

ଭୁବନେଶ୍ୱର: ବିଜେପିର ୬୪ ନମ୍ବର ବୁଥରେ ବୁଥସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟର ପୂର୍ବତନ ପ୍ରଭାରୀ ଡି. ପୁରନ୍ଦଶ୍ୱରୀ, ସାଂସଦ ଅପରାଜିତ ଷଡ଼ଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି,…
ଅଧିକ ଖବର ଦେଖନ୍ତୁ...

ଆରଏସଏସ୍ ମୁଖ୍ୟଙ୍କୁ ଭେଟିଲେ ବୋଲି ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସରସଂଘ ଚାଳକ ମୋହନ ଭାଗବତଙ୍କୁ ଭେଟିବା ପରେ ସର୍ବ ଭାରତୀୟ ଇମାମ ସଂଗଠନର ମୁଖ୍ୟ ଇମାମ ଡ. ଇମାମ ଉମର ଅହମ୍ମଦ ଇଲ୍ୟାସିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଫୋନରେ ତାଙ୍କୁ ହତ୍ୟା ଧମକ ମିଳୁଛି । ଇଲ୍ୟାସିଙ୍କ କହିବା ଅନୁସାରେ ଜଣେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ କ୍ୟାବିନେଟ୍‌ରେ ୮ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୋଟ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ଜିଏ. ପିଜି, ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା ମଙ୍ଗଳ, ଗୃହ , ଇସ୍ପାତ ଓ ଖଣି ପ୍ରସ୍ତାବ ମଧ୍ୟ ସାମିଲ…
ଅଧିକ ଖବର ଦେଖନ୍ତୁ...

ବିମାନରେ ଏୟାରହୋଷ୍ଟେସଙ୍କୁ ଅନ୍ତବସ୍ତ୍ର ପିନ୍ଧିବା ବାଧ୍ୟତାମୂଳକ କଲା ପାକିସ୍ତାନ

କରାଚୀ: ଅନ୍ତବସ୍ତ୍ର ନ ପିନ୍ଧିଲେ ଏଣିକି ବିମାନରେ ଚଢ଼ିପାରିବ ନାହିଁ | ବିମାନରେ ଏୟାରହୋଷ୍ଟେସ ଭାବେ ଚାକିରି କରିବାକୁ ହେଲେ ଅନ୍ତବସ୍ତ୍ର ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ | ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ(ପିଆଇଏ) ପକ୍ଷରୁ ଏହାର…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତବାସୀ ନେଲେ ନିଷ୍ପତ୍ତି: ମଦ ପିଇଲେ ୧୦ ହଜାର ଜରିମାନା ଦେବେ, ରାସନ୍‌କାର୍ଡରୁ ବାଦ୍‌ ପଡ଼ିବେ

ବଡ଼କେରା: ଅନୁଗୁଳ ଜିଲ୍ଳାର ଏକ ପଞ୍ଚାୟତରୁ ମଦକୁ ସମ୍ପୂର୍ଣ୍ଣ ବର୍ଜନ କରିବା ପାଇଁ ପଞ୍ଚାୟତବାସୀ ବଜ୍ର ଶପଥ ନେଇଛନ୍ତି। ମଦ ବିକ୍ରି କଲେ କିମ୍ବା ମଦ୍ୟପାନ କରି ଧରା ପଡ଼ିଲେ ପଂଚାୟତବାସୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ। ଗାଁରେ ମଦ ବିକ୍ରି କଲେ କିମ୍ବା ମଦ୍ୟପାନ କରି ଧରା ପଡ଼ିଲେ ୧୦ ହଜାର…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଝାଡ଼ଖଣ୍ଡର ଯୁବକଙ୍କ ମୃତ୍ୟୁ, ୨ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା  ବୀରମିତ୍ରପୁର କପଳାସ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ଝାଡ଼ଖଣ୍ଡର ବିଷ୍ଣୁ ନାଏକ(୨୧)। ଆଜି ସନ୍ଧ୍ୟା ପ୍ରାୟ ୫ଟା। ବିଷ୍ଣୁ ତାଙ୍କ ସମ୍ପର୍କୀୟଙ୍କ ସହ ବାଇକ୍‌ରେ…
ଅଧିକ ଖବର ଦେଖନ୍ତୁ...