Daily Archives

November 28, 2022

ଏହି ସେଲିବ୍ରିଟିଙ୍କୁ ଡେଟ୍ କରୁଛନ୍ତି ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର

ମୁମ୍ବାଇ: ବୋନି କପୁରଙ୍କ ଝିଅ ଏବଂ ଅର୍ଜୁନ କପୁରଙ୍କ ସାନ ଭଉଣୀ ଅଂଶୁଲା କପୁର ନିଜ ପ୍ରେମ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚାରେ। ବଡ଼ ଭଉଣୀ ଭାବେ ଅଭିନେତ୍ରୀ ଜାହ୍ନବୀ କପୁର ଓ ଖୁସି କପୁରଙ୍କ ଯତ୍ନ ନେଉଥିବାରୁ ପ୍ରଶଂସିତ ହୋଇଥିବା ଅଂଶୁଲା ଏବେ ନିଜ ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶାହାରୁଖଙ୍କ ଘର ସାମ୍ନାରେ ଫଟୋ ଉଠାଇ ଆୟୁଷ୍ମାନ କହିଲେ ଏଭଳି କଥା…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ନିଜର ଅଭିନୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଖୁବଶୀଘ୍ର ତାଙ୍କ ସିନେମା ‘ଏକସନ ହିରୋ’ ରିଲିଜ ହେବାକୁ ଯାଉଛି। ନିକଟରେ ରିଲିଜ ହୋଇଥିବା ସିନେମାର ଟ୍ରେଲରକୁ ଲୋକେ ଖୁବ ପସନ୍ଦ କରିଛନ୍ତି। ଆୟୁଷ୍ମାନ ଖୁରାନା କିଛିଦିନ ହେବ ସିନେମାର…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ନିଲମ୍ବିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ। ପରିଷଦକୁ ଓଡ଼ିଶା ସମବାୟ ସମିତି ନିବନ୍ଧକ ଚିନ୍ମୟ କୁମାର କବି ନିଲମ୍ବିତ କରିଛନ୍ତି। ବ୍ୟାଙ୍କର ସ୍ବାର୍ଥକୁ ଉପେକ୍ଷା କରି ପରିଷଦ ଅନେକ ଅନିୟମିତତା ଓ ବେନିୟମ କାର୍ଯ୍ୟ କରିଥିବା…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇଲେ ମସ୍କ୍ !

ନ୍ୟୁୟର୍କ : ଟୁଇଟରର ନୂଆ ମାଲିକ ଏଲନ ମସ୍କ ଆଜି ଏକ ଅଦ୍ଭୁତ ପ୍ରକାରର ଟୁଇଟ କରିଛନ୍ତି । ସେ ନିଜ ଶଯ୍ୟା ପାଖରେ ରଖାଯାଉଥିବା ଟେବୁଲର ଫଟୋ ସେୟାର କରିଛନ୍ତି । ଏଥିରେ ଦେଖାଯାଉଛି ଯେ ଉକ୍ତ ଟେବୁଲରେ କେତେକ ଡାଏଟ୍ କୋକ୍ କେନ, ଦୁଇଟି ରିଭରବଲ ଓ ଆମେରିକୀୟ ସ୍ବାଧିନତା ସଂଗ୍ରାମ ଦେଖାଉଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସିମେଣ୍ଟ ବ୍ୟବସାୟୀଙ୍କ ଲାଗି ଦିନଟି ଆରାମଦାୟକ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ବଡ଼ ସଫଳତା ମିଳିବ। ‌ ବୃଷ: ପୂଜ‌ାପାଠରେ ସମୟ ବିତିବ। ଧର୍ମ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଚାକିରିଆଙ୍କର ଆୟରେ…
ଅଧିକ ଖବର ଦେଖନ୍ତୁ...

ମୁଁ ଯୁବପିଢ଼ିଙ୍କୁ ସଠିକ୍ ବାଟ ଦେଖାଇ ଭୁଲ କରିନାହିଁ; ଉର୍ଫିଙ୍କ ଇନଷ୍ଟା ପୋଷ୍ଟକୁ ନେଇ ଏଭଳି ଟ୍ବିଟ କଲେ ଚେତନ

ମୁମ୍ବାଇ: ବିଗ୍ ବସ୍ ଓଟିଟିରେ ପ୍ରତିଯୋଗୀ ଭାବେ ଭାଗ ନେଇ ଚର୍ଚ୍ଚାକୁ ଆସିଥିବା ଉର୍ଫି ଜାଭେଦ ଏବେ ‌ଲୋକପ୍ରିୟ ଲେଖକ ଚେତନ ଭଗତଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଏକ କାର୍ଯ୍ୟକ୍ରମରେ ଉର୍ଫି ନିଜର ଫଟୋ ଦ୍ବାରା ଦେଶର ଯୁବକଙ୍କ ଧ୍ୟାନ ପାଠ ପଢ଼ାରୁ ହଟାଉଥିବା ନେଇ କହିଥିଲେ ଚେତନ ଭଗତ।…
ଅଧିକ ଖବର ଦେଖନ୍ତୁ...

ଆଇଟି ଓ ଜିଏସ୍‌ଟି ଚଢ଼ଉ ବିରୋଧରେ ଆସନ୍ତାକାଲି ପଦ୍ମପୁର ୧୨ ଘଣ୍ଟିଆ ବନ୍ଦ, ଏହି ସ୍ଥାନ ରହିବ ଖୋଲା

ବରଗଡ଼: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ସୋମବାର ଆୟକର ବିଭାଗ ଓ ଜିଏସ୍‌ଟିର ଚଢ଼ଉକୁ ବିରୋଧ କରି ବଣିକ ସଂଘ ନଭେମ୍ବର ୨୯ (ମଙ୍ଗଳବାର) ବନ୍ଦ ଡାକରା ଦେଇଛି। ବରଗଡ଼ ଜିଲ୍ଲା ପଦ୍ମପୁରରେ ଏହି ବନ୍ଦ ପାଳନ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ପଦ୍ମପୁର…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୧ରୁ ବ୍ୟାଙ୍କ ସମେତ ଏହି ନିୟମରେ ହେବ ପରିବର୍ତ୍ତନ !

ନୂଆଦିଲ୍ଲୀ: ୨ଦିନ ପରେ ବର୍ଷର ଶେଷମାସ ଡିସେମ୍ବର ମାସ ଆରମ୍ଭ ହେବାକୁ ଯାଉଛି। ଏହି ମାସରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବ ବୋଲି କୁହାଯାଉଛି। ଗ୍ୟାସ ସିଲିଣ୍ଡର ମୂଲ୍ୟଠାରୁ ନେଇ ଲୋକାଲ ଟ୍ରେନ ଟାଇମ ଟେବୁଲ ସମେତ ଅନେକ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ଏହା ହେବ ରୟାଲ୍‌ ଏନ୍‌ଫିଲ୍ଡର ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌

ମୁମ୍ବାଇ: ଇଲେକ୍‌ଟ୍ରିକ୍‌ ଯାନର ଚାହିଦା ଓ ସଂଖ୍ୟା ଖୁବ୍‌ ଜୋର୍‌ରେ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ବହୁ ଲୋକପ୍ରିୟ ବାଇକ୍‌ ରୟାଲ୍‌ ଏନ୍‌ଫିଲ୍ଡର ଇଲେକ୍ଟ୍ରିକ୍‌ ଭର୍ସନର ଅପେକ୍ଷା ଲୋକ ଅନେକ ଦିନରୁ କରିଛନ୍ତି। ଆମେ ପୂର୍ବରୁ ବିଭିନ୍ନ ସମୟରେ ରୟାଲ୍‌ ଏନ୍‌ଫିଲ୍ଡର…
ଅଧିକ ଖବର ଦେଖନ୍ତୁ...

ବିକ୍ଷୋଭ ପଛରେ ‘ଗୁପ୍ତ ଶକ୍ତି’ଙ୍କ ହାତ : ଚୀନ

ବେଜିଂ : କୋଭିଡ୍ କଟକଣାକୁ ବିରୋଧ କରି ଚୀନରେ ଗତ କିଛି ଦିନ ହେଲା ଚାଲିଥିବା ଆନ୍ଦୋଳନ ପଛରେ କେତେକ ଗୁପ୍ତ ଶକ୍ତିଙ୍କ ହାତ ଥିବା ଚୀନ କହିଛି । ଏହା ସହିତ ଦେଶରେ କୋଭିଡକୁ ନିୟନ୍ତ୍ରଣ କରିବାକୁ ଲଗାଯାଇଥିବା କଟକଣାକୁ ସମର୍ଥନ କରିଛନ୍ତି ଚୀନ ସରକାର । ଚୀନ ବୈଦେଶିକ ମନ୍ତ୍ରାଳୟର…
ଅଧିକ ଖବର ଦେଖନ୍ତୁ...