Daily Archives

December 1, 2022

୨୦ମିନିଟ ପର୍ଯ୍ୟନ୍ତ ଗାଜିଆବାଦ ହାଉସିଂ ସୋସାଇଟି ଲିଫ୍ଟରେ ଫସିରହିଲେ ୩ଶିଶୁ, ତା’ପରେ…

ଗାଜିଆବାଦ: ୨୦ମିନିଟ ପର୍ଯ୍ୟନ୍ତ ଗାଜିଆବାଦ ହାଉସିଂ ସୋସାଇଟି ଲିଫ୍ଟରେ ଫସିରହିଲେ ୩ଶିଶୁ। ୩ଜଣଙ୍କ ବୟସ ୮-୧୦ବର୍ଷ ଭିତରେ ଥିବା ବେଳେ ହଠାତ୍ ଲିପ୍ଟ ଅଟକିଯିବା ସେମାନଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। କିଛି ବୁଝିପାରୁନଥିବା ୩ଜଣ ଶିଶୁ ବନ୍ଦ ଲିପ୍ଟ ଭିତରେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ମହାବିଦ୍ୟାଳୟରେ ଏଡସ୍‌ ଦିବସ

ମାଲକାନଗିରି: ସ୍ଥାନୀୟ ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡସ୍‌ ଦିବସ ପାଳିତ ହୋଇଯାଇଛି।ଏଡସ୍‌ ମହାମାରୀର ମୁକାବିଲା ଲାଗି ଓ ଯୁବ ଗୋଷ୍ଠୀ ମଧ୍ୟରେ ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତ୍ୟେକବର୍ଷ ଡିସେମ୍ବର ମାସ ୧ ତାରିଖ ଦିନକୁ ବିଶ୍ଵ ଏଡସ୍‌ ଦିବସ…
ଅଧିକ ଖବର ଦେଖନ୍ତୁ...

ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ବିରୋଧ କଲା ଭୁବନେଶ୍ୱର ବାର ଆସୋସିଏସନ

ଭୁବନେଶ୍ୱର: ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ବିରୋଧ କରିଛି ଭୁବନେଶ୍ୱର ବାର ଆସୋସିଏସନ । ଏନେଇ ଆସନ୍ତା ୪ ତାରିଖ ରବିବାରରେ ଅଲ ଓଡିଶା ବାର ଆସୋସିଏସନର ସମସ୍ତ ସଭାପତି ଓ ସମ୍ପାଦକ ମିଟ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ବାର ଆସୋସିଏସନ । ରାଜ୍ୟରେ ହେଉଥିବା ଓକିଲମାନଙ୍କ ଆନ୍ଦୋଳନ…
ଅଧିକ ଖବର ଦେଖନ୍ତୁ...

ମାଆ ବନିବେ କ୍ୟାଟ୍ରିନା କୈଫ୍‌? ସୋସିଆଲ୍‌ ମିଡିଆରେ ଏବେ ଏହି ଗୋଟାଏ ଚର୍ଚ୍ଚା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିକଟରେ ପ୍ରଶଂସକମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ଦୃଷ୍ଟି ଆକର୍ଷଣର କାରଣ ସେ ପିନ୍ଧିଥିବା‌ ପୋଷାକ। କ୍ୟାଟ୍‌ ଏକ ଢିଲା ପୋଷାକ ପିନ୍ଧିଥିବାରୁ ପ୍ରଶଂସକମାନେ ସନ୍ଦେହ କରୁଛନ୍ତି ଯେ ସେ ଗର୍ଭବତୀ ଥାଇପାରନ୍ତି। କ୍ୟାଟ୍ରିନା…
ଅଧିକ ଖବର ଦେଖନ୍ତୁ...

ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କୁ ଧରିବାକୁ ଆସିଥିବାବେଳେ ପୁଲିସକୁ ମାଡ଼ ମାରି ବନ୍ଧୁକ ଲୁଟିନେଲେ ଦୃବୁର୍ତ୍ତ

ତିଗିରିଆ : ସ୍ଥାନୀୟ ପୁଲିସର ସୂଚନା ନ ଦେଇ ଏକ କେସରେ ଅଭିଯୁକ୍ତକୁ ଧରିବା ପାଇଁ ଯାଇଥିବାବେଳେ ଢେଙ୍କାନାଳ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଲୋକ | ଏକ ବ୍ୟକ୍ତିଗତ କାରରେ ଢେଙ୍କାନାଳ ପୁଲିସ ତିଗିରିଆ ଥାନା ପଙ୍କାଳ ଗ୍ରାମକୁ ଯାଇଥିବା ବେଳେ ନୂଆପାଟଣା ବଜାର ରାସ୍ତାରେ ଉତ୍ତେଜନା ଦେଖାଦେଇଛି…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୨୭ରୁ ଆଇସିଏସଇ ୧୦ମ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ : କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନ ( ସିଆଇଏସସିଇ) ପକ୍ଷରୁ ୨୦୨୩ର ଆଇସିଏସଇ ଓ ଆଇଏସସି ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆଇସିଏସଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବ୍ରୁଆରି ୨୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ରେ ଶେଷ ହେବ । ପ୍ରଥମ ଦିନ ଅର୍ଥାତ…
ଅଧିକ ଖବର ଦେଖନ୍ତୁ...

“ରିଲ୍’ ନିଶା ହେଲା କାଳ, ଟ୍ରେନ୍ ଉପରେ ଚଢ଼ି ଭିଡ଼ିଓ କରୁଥିବାବେଳେ ବିଦ୍ୟୁତାଘାତରେ ନାବାଳିକା ଗୁରୁତର

ଖୋର୍ଦ୍ଧା: ଚାଇନିଜ୍ ଟିକଟକ ଯଦିଓ ନିଷିଦ୍ଧ ହୋଇଛି, କିନ୍ତୁ ଯୁବପିଢ଼ିଙ୍କ ମଧ୍ୟରେ କ୍ଷୁଦ୍ର ଭିଡ଼ିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାର ନିଶା ଛାଡ଼ିନାହିଁ । ଷ୍ଟେସନରେ ଥିବା ଏକ ତେଲ କଂଟେନର ଯୁକ୍ତ ମାଲବାହୀ ଟ୍ରେନ୍ ଉପରେ ଚଢ଼ି କ୍ଷୁଦ୍ର ଭିଡ଼ିଓ (ରିଲ୍) ସୁଟିଂ କରିବାବେଳେ ୨୫ହଜାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିପାରନ୍ତି। ଚାକିରିଆଙ୍କୁ ବଦଳିର ସୂଚନା ମିଳିବ। ଦାମ୍ପତ୍ୟ ଜୀବନ ସୁଖକର ହେବ। ସନ୍ତାନଙ୍କ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି। ବୃଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣ କାହାରିକୁ ମନର କଥା କହିପାରନ୍ତି। ବ୍ୟବସାୟରେ ସକାରାତ୍ମକ…
ଅଧିକ ଖବର ଦେଖନ୍ତୁ...

ଭିଡ଼ ଭିତରେ ପଛରୁ ଆମ୍ବୁଲାନ୍ସ ଆସୁଥିବା ଦେଖି ବାଟ ଛାଡ଼ିଲେ ପ୍ରଧାନମନ୍ତ୍ରୀ

ଅହମଦାବାଦ: ଗୁଜରାଟରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଗୁଜରାଟର ଅହମଦାବାଦରେ ରୋଡ୍ ସୋ’ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ସେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିଥିବା ଜଣାପଡ଼ିଛି। ମୋଦୀଜୀଙ୍କ ରୋଡ୍ ସୋ’ ପାଇଁ ରାସ୍ତାରେ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ : ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ, ୬୦%  ମତଦାନ

ନୂଆଦିଲ୍ଲୀ : ରାଜନୈତିକ ଦୃଷ୍ଟିକୋଣରୁ ମହତ୍ତ୍ବପୂର୍ଣ୍ଣ ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ (ସର୍ବଶେଷ ସୂଚନା ଅନୁସାରେ) ୬୦.୨୦ ପ୍ରତିଶତ ଭୋଟଗ୍ରହଣ ହୋଇଛି । ଏହା ସହିତ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମଧ୍ୟରେ ସିଲ୍…
ଅଧିକ ଖବର ଦେଖନ୍ତୁ...