Daily Archives

December 6, 2022

କବିତା ବ୍ୟସ୍ତ ଥିବା କହିବାରୁ ତାରିଖ ବଦଳାଇଲା ସିବିଆଇ, ଏବେ ଡିସେମ୍ବର ୧୧ରେ ହେବ ପଚରାଉଚରା

ନୂଆଦିଲ୍ଲୀ: ପୁଣି ଥରେ ସମନ ଜାରି କଲା ସିବିଆଇ। ପ୍ରଥମେ ଡିସେମ୍ବର ୬ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ କବିତାଙ୍କୁ ହାଜର ହେବା ପାଇଁ ସିବିଆଇ ସମନ ଜାରି କରିଥିଲା। ହେଲେ ବ୍ୟସ୍ତ ଥିବା କହି ତାରିଖ ବଦଳାଇବାକୁ କହିଥିଲେ କବିତା। ଏବେ ସାନି ସମନ…
ଅଧିକ ଖବର ଦେଖନ୍ତୁ...

୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୮ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହ ଏହି ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ଭୈରବ ସାହୁଙ୍କ ସୂଚନାନୁସାରେ, ଆଜି ମଧ୍ୟାହ୍ ପ୍ରାୟ ସାଢ଼େ ୧୨ଟା ବେଳେ ଗୁଇନ୍ଦା ସୂଚନା…
ଅଧିକ ଖବର ଦେଖନ୍ତୁ...

୨୦୨୩ ସୁଦ୍ଧା ଦେଶରେ ୧ ଲକ୍ଷ ଡ୍ରୋନ୍ ପାଇଲଟଙ୍କର ପଡ଼ିବ ଆବଶ୍ୟକତା, ଦରମା ମାସକୁ ୫୦ରୁ ୮୦ ହଜାର ଟଙ୍କା

ନୂଆଦିଲ୍ଲୀ:  ଭାରତ ଡ୍ରୋନ୍ ଟେକ୍ନୋଲୋଜିର ଏକ କେନ୍ଦ୍ରରେ ପରିଣତ ହେବ ଏବଂ ଆସନ୍ତା ବର୍ଷ ସୁଦ୍ଧା ଭାରତକୁ ଅତି କମରେ ଏକ ଲକ୍ଷ ଡ୍ରୋନ୍ ପାଇଲଟଙ୍କର ଆବଶ୍ୟକତା ପଡିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି । ସେ ଆଜି ଚେନ୍ନାଇ ଠାରେ ‘ଡ୍ରୋନ୍ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ଦେଶରେ କେହି ଯେପରି ଭୋକିଲା ନ ରହନ୍ତି, ତାହା ନିଶ୍ଚିତ କର : ସରକାରଙ୍କୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେହି ଯେପରି ଖାଲି ପେଟରେ ନ ଶୁଏ, ତାହା ନିଶ୍ଚିତ କରିବା ଆମ ସଂସ୍କୃତି ରହିଆସିଛି । ଏଣୁ ଦେଶରେ ଯେପରି କୌଣସି ବ୍ୟକ୍ତି ଖାଲି ପେଟରେ ନ ଶୁଏ ତାହା କେନ୍ଦ୍ର ସରକାର ନିଶ୍ଚିତ କରନ୍ତୁ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅଧୀନରେ ଦିଆଯାଉଥିବା ଖାଦ୍ୟଶସ୍ୟ ଯେପରି ସବୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାରବାରରେ ଅନିଶ୍ଚିତ ସ୍ଥିତି ରହିପାରେ। ଯାହା କାମ କରୁଛନ୍ତି ସକାରାତ୍ମକ ହୋଇ କରନ୍ତୁ। ଧାର ଦେଇଥିବା ଅର୍ଥ ପାଇବେ। ଜୀବନସାଥୀଙ୍କ ସହଯୋଗ ଅଶାନ୍ତି ଦୂର କରିବ। ବୃଷ: ଧନଲାଭ ଯୋଗ ରହିଛି। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ।…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ନେତାମାନଙ୍କୁ କଡା ଭାଷାରେ କହିଲେ ଛାତ୍ର: ରାଜନୀତି ବନ୍ଦ କର, ଆମକୁ ପଢ଼ିବାର ଅଛି

ପାଟନା: ବିହାର ରାଜଧାନୀ ପାଟନାର ଖାନ ସାର୍ ପୁଣି ଥରେ ବିବାଦକୁ ଆସିଛନ୍ତି। ବର୍ତ୍ତମାନ ଖାନ ସାରଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି , ଯେଉଁଥିରେ ଖାନ୍ ସାର୍ ଦ୍ଵନ୍ଦ ସମାସ ଶିକ୍ଷା ଦେଉଛନ୍ତି | ତାଙ୍କ ଦ୍ୱାରା ଦିଆଯାଇଥିବା ଉଦାହରଣକୁ ନେଇ ବିବାଦ ଉପୁଜିଛି। ଏହି ଭିଡିଓ ଭାଇରାଲ ହେବା…
ଅଧିକ ଖବର ଦେଖନ୍ତୁ...

ଦେଶର ପ୍ରଥମ ଗୋଲ୍ଡ ଏଟିଏମ୍ : ଏହି ସହରରେ ଟଙ୍କା ବଦଳରେ ଏଟିଏମରୁ ବାହାରୁଛି ଖାଣ୍ଟି ସୁନାର କଏନ୍

ନୂଆଦିଲ୍ଲୀ: ଯଦି ଆପଣ ଏକ ଏଟିଏମକୁ ଯାଆନ୍ତି ଏବଂ ସେଠାରେ କାଗଜ ନୋଟ୍ ବଦଳରେ ଆପଣଙ୍କୁ ସୁନା କଏନ ମିଳେ, ଆପଣ କିଭଳି ପ୍ରତିକ୍ରିୟା ଦେବେ। ନିଶ୍ଚିତ ଭାବରେ ଆପଣ ଆଶ୍ଚର୍ଯ୍ୟ ହେବେ। ହେଲେ ଆଶ୍ଚର୍ଯ୍ୟ ଲାଗୁଥିବା ଏହି କଥା ଏବେ ସତ ହୋଇଛି। ହାଇଦ୍ରାବାଦରେ ଏଟିଏମରୁ ଟଙ୍କା ବଦଳରେ ବାହାରୁଛି…
ଅଧିକ ଖବର ଦେଖନ୍ତୁ...

ମାଛି ପାଇଁ ପୁଅ-ଝିଅଙ୍କ ହୋଇପାରୁ ନାହିଁ ବିବାହ, ଦାମ୍ପତ୍ୟ ଜୀବନରେ ଆସିଛି ସମସ୍ୟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାର କିଛି ଗ୍ରାମରେ ଲୋକମାନେ ମାଛି ଆତଙ୍କ ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଏଠାରେ ରହୁଥିବା ଲୋକଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ଉପୁଜୁଛି। ପାଖାପାଖି ୫ହଜାର ଲୋକ ଏହି ମାଛି ଆତଙ୍କ ହେତୁ ଅସୁବିଧା‌ର ସମ୍ମୁଖୀନ…
ଅଧିକ ଖବର ଦେଖନ୍ତୁ...

ରୋଗ ଯନ୍ତ୍ରଣା ସହି ନପାରି ବିଷ ପିଇଦେଲେ ମହିଳା

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଭାମଶିଆଳି ପଞ୍ଚାୟତ ଚଡ଼ିଆପଲ୍ଲୀ ଗ୍ରାମର ଜଣେ ମହିଳା ରୋଗ ଯନ୍ତ୍ରଣା ସହି ନପାରି ବିଷ ପିଇ ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି, ଶେଖ୍ କନଲଙ୍କ ପତ୍ନୀ ଆମ୍ବି (୪୦)। ଶେଖ୍‌ଙ୍କ ପରିବାର ପଥରରେ ଶିଳ ଓ ଘୋରଣା…
ଅଧିକ ଖବର ଦେଖନ୍ତୁ...

ଭୂମିହୀନଙ୍କୁ ଘରଡିହ ଯୋଗାଇବାରେ ବିଳମ୍ବ କରୁଛନ୍ତି ଓଡ଼ିଶା ସମେତ ୫ ରାଜ୍ୟ, ପ୍ରଧାନମନ୍ତ୍ରୀ ଆବାସ ଘର ଫେରାଇ ନେବାକୁ…

ନୂଆଦିଲ୍ଲୀ : ଓଡ଼ିଶା ସମେତ ୫ ରାଜ୍ୟର ଭୂମିହୀନଙ୍କ ପାଇଁ ଆବଣ୍ଟିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଘର ଫେରିଯିବାର ଆଶଙ୍କା ଦେଖାଦେଇଛି । ଏହି ରାଜ୍ୟମାନେ ଭୂମିହୀନଙ୍କୁ ଘରଡିହ ଯୋଗାଇବାରେ ବିଳମ୍ବ କରୁଥିବାରୁ କେନ୍ଦ୍ର ସରକାର ଚରମବାଣୀ ଶୁଣାଇଛନ୍ତି । ଆସନ୍ତା ଡିସେମ୍ବର ୧୫…
ଅଧିକ ଖବର ଦେଖନ୍ତୁ...