Daily Archives

February 2, 2023

ଝିଅକୁ ସ୍କୁଲ ଛାଡ଼ିବାକୁ ଯାଉଥିଲେ ମହିଳା, କାର୍ ଉପରେ କଂକ୍ରିଟ ଟ୍ୟାଙ୍କର ଓଲଟି ପଡ଼ିବାରୁ ଗଲା ଜୀବନ

ବେଙ୍ଗାଲୁରୁ: ଝିଅକୁ ସ୍କୁଲ ଛାଡ଼ିବାକୁ ଯାଉଥିଲେ ମହିଳା। କାର୍ ଉପରେ କଂକ୍ରିଟ ଟ୍ୟାଙ୍କର ଓଲଟି ପଡ଼ିବାରୁ ଗଲା ଜୀବନ। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଘଟିଛି ଏଭଳି ହୃଦୟ ବିଦାରକ ଦୁର୍ଘଟଣାର। କାର୍ ଉପରେ କଂକ୍ରିଟ ଟ୍ୟାଙ୍କର ଓଲିଟି ପଡ଼ିବାରୁ ଭିତରେ ଥିବା ମା’-ଝିଅଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଆମକୁ ଟଙ୍କା ଓ ଅସ୍ତ୍ରଶସ୍ତ୍ର ନଦେଲେ କଶ୍ମୀରରେ ଜିହାଦ ହେବନି : ପାକିସ୍ତାନକୁ ରୋକଠୋକ୍ ଶୁଣାଇଲେ ଆତଙ୍କବାଦୀ

ମୁଜାଫରାବାଦ : ଯଦି ଟଙ୍କା ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ନାହିଁ, ତେବେ କଶ୍ମୀରରେ ଜିହାଦ ହୋଇପାରିବନାହିଁ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଏପରି ରୋକଠୋକ୍ ଶୁଣାଇଦେଇଛନ୍ତି ବିଭିନ୍ନ ଆତଙ୍କବାଦୀ ସଂଗଠନ । ଗୁଇନ୍ଦା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଗୋଆ ନିର୍ବାଚନ ପ୍ରଚାରରେ ଦିଲ୍ଲୀ ଅବକାରୀ ଦୁର୍ନୀତିରୁ ଆୟ କରିଥିବା ଟଙ୍କା ଲଗାଇଥିଲା ଆପ୍: ଇଡି

ନୂଆଦିଲ୍ଲୀ: ଗୋଆ ନିର୍ବାଚନ ପ୍ରଚାରରେ ଦିଲ୍ଲୀ ଅବକାରୀ ଦୁର୍ନୀତିରୁ ଆୟ କରିଥିବା ଟଙ୍କା ଲଗାଇଥିଲା ଆପ୍। ଆଜି ଏଭଳି କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଗତ କିଛି ମାସ ହେବ ଦିଲ୍ଲୀ ଅବକାରୀ ଦୁର୍ନୀତିକୁ ନେଇ ଇଡି ଯାଞ୍ଚ କରୁଥିବା ବେଳେ ଏବେ ଯାଞ୍ଚରୁ ଇଡିକୁ ଏହି ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

‘ଇସଲାମ ନଗର’ ନାମକୁ ବଦଳାଇ ‘ଜଗଦୀଶପୁର’ ରଖିଲେ ମଧ୍ୟପ୍ରଦେଶ ସରକାର

ଭୋପାଳ: ମଧ୍ୟପ୍ରଦେଶ ସରକାର ଭୋପାଳ ଜିଲ୍ଲାରେ ଅବସ୍ଥିତ ଇସଲାମ ନଗର ଗ୍ରାମକୁ ଜଗଦୀଶପୁର ନାମରେ ନାମିତ କରିଛନ୍ତି। ଏବଂ ସରକାରଙ୍କର ଏହି ନିଷ୍ପତ୍ତିକୁ ଅବିଳମ୍ବେ କାର୍ଯ୍ୟକାରୀ କରାଯାଇଛି। ବୁଧବାର ଦିନ ମଧ୍ୟପ୍ରଦେଶ ପ୍ରଶାସନ ଏକ ସରକାରୀ ବିଜ୍ଞପ୍ତିରେ ଏହି ପରିବର୍ତ୍ତନ ଘୋଷଣା କରିଥିଲେ…
ଅଧିକ ଖବର ଦେଖନ୍ତୁ...

ବଡ ଅଘଟଣ ଟଳିଲା: ଇଞ୍ଜିନରୁ ଅଲଗା ହୋଇଗଲା ୫ଟି ବଗି, ବିନା କୋଚରେ ପଳାଇଲା ଇଞ୍ଜିନ

ପାଟନା: ବିହାରର ବେତିୟାଠାରେ ଆଜି ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଟଳିଯାଇଛି। କୁହାଯାଉଛି ଯେ ଟ୍ରେନଟି ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଛି | ମିଳିଥିବା ସୂଚନା ମୁତାବକ ବିହାରର ମୁଜାଫରପୁର ନରକଟିୟାଗଂଜର ବେତିୟାଠାରେ ସତ୍ୟାଗ୍ରହ ଏକ୍ସପ୍ରେସ ଟ୍ରେନର ଇଞ୍ଜିନ୍ ଏବଂ ବଗି ହଠାତ୍ ଅଲଗା ହୋଇ…
ଅଧିକ ଖବର ଦେଖନ୍ତୁ...

ବଦଳିଲା ଓଡ଼ିଶା ଅଗ୍ନିଶମ ସେବା ନାମ, ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ଗେଜେଟ୍‌ ବିଜ୍ଞପ୍ତି

ଭୁବନେଶ୍ବର: ରାଜ୍ୟ ସରକାର ‘ଓଡ଼ିଶା ଅଗ୍ନିଶମ ସେବା’ର ନାମ ପରିବର୍ତ୍ତନ କରିଛନ୍ତି। ଏହାର ନୂଆ ନାମ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନାଁରେ ନାମିତ ହୋଇଛି। ଏନେଇ ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ‘ଓଡ଼ିଶା ଅଗ୍ନିଶମ ସେବା’ ବିଭାଗ ଅତୀତରେ…
ଅଧିକ ଖବର ଦେଖନ୍ତୁ...

ଜାମିନ ନାମଞ୍ଜୁର ପରେ ଜେଲ୍‌ଗଲେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ସେଜି ସିଂ ସାଲୁଜା

ପାଟଣାଗଡ଼/କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ସେଜି ସିଂଙ୍କ ଜାନିମ ଆବେଦନ ନାମଞ୍ଜୁର ହେଲା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ଏଥି ସହିତ ସେଜି…
ଅଧିକ ଖବର ଦେଖନ୍ତୁ...

ବିବାହ କରିବେ ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’ର ଅଭିନେତ୍ରୀ ଚିତ୍ରାଶୀ ରାୱତ

ମୁମ୍ବାଇ: ବିବାହ କରିବେ ଫିଲ୍ମ 'ଚକ୍ ଦେ ଇଣ୍ଡିଆ'ର ଅଭିନେତ୍ରୀ ଚିତ୍ରାଶୀ ରାୱତ। ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସି ଲୋକପ୍ରିୟ ହୋଇଥିଲେ ଚିତ୍ରାଶୀ। ଫିଲ୍ମରେ ତାଙ୍କ ଚରିତ୍ରର ନାଁ ଥିଲା କୋମଲ ଚୌଟାଲା। ତେବେ ଚିତ୍ରାଶୀ ନିଜେ ବିବାହ କରୁଥିବା ନେଇ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ପରମାଣୁ ବୋମା ଧମକ ଦେଇ ଅନ୍ୟ ଦେଶକୁ ସହାୟତା ମାଗ : ପାକିସ୍ତାନ ସରକାରଙ୍କୁ କହିଲା ଆତଙ୍କବାଦୀ ହାଫିଜ୍ ରିଜଭି

ଲାହୋର : ଭୟଙ୍କର ଆର୍ଥିକ ସଂକଟରେ ପଡ଼ିଥିବା ପାକିସ୍ତାନ ଏବେ ସହାୟତା ପାଇଁ ବିଶ୍ବର ବିଭିନ୍ନ ଦେଶ ଆଗରେ ହାତ ପତଉଥିବାବେଳେ ଜିହାଦୀ ସଂଗଠନମାନଙ୍କ ଫୁଟାଣି ଯାଉନାହିଁ । ସେମାନେ ବିଭିନ୍ନ ଦେଶ ଆଗରେ ହାତ ପତେଇବା ଅପେକ୍ଷା ହାତରେ ପରମାଣୁ ବୋମା ଧରି ଧମକ ଦିଅ ଆପେ ଆପେ ଅର୍ଥ ଆସିବ ବୋଲି…
ଅଧିକ ଖବର ଦେଖନ୍ତୁ...