Daily Archives

February 9, 2023

ଅର୍ଚ୍ଚନା ନାଗ ମାମଲାରେ ଆସନ୍ତା ୧୪ରେ ଶୁଣାଣି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା। ଇତି ମଧ୍ୟରେ ଆବେଦନକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇ ସାରିଛି ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ସରକାରଙ୍କ ପକ୍ଷରୁ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିଲା। ଚାର୍ଜସିଟରେ ଉଲ୍ଲେଖ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ଏଏସଓ ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାରକୁ ଧାର୍ଯ୍ୟ

କଟକ: ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ହାଇକୋର୍ଟରେ ଦାୟର ମାମଲାରେ ଆଜି ରାଜ୍ୟ ସରକାର ଓ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାରକୁ ଧାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

କାର୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ: ୨୬ କେଜି ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ

ରାଉରକେଲା: ଇସ୍ପାତ ସହର ଭିତରକୁ ନିଶା ଦ୍ରବ୍ୟ ଚୋରାଚାଲାଣ ନିତିଦିନିଆ ହେଲାଣି। ଦେଶୀ ମଦଠାରୁ ଆରମ୍ଭକରି ନକଲି ବିଦେଶୀ ମଦ, ବ୍ରାଉନ୍‌ସୁଗାର ପର୍ଯ୍ୟନ୍ତ; ସବୁ ଅନୈତିକ କାରବାର ବେଧଡ଼କ ଚାଲିଛି। ଏବେ କିନ୍ତୁ ସବୁକୁ ବଳିଯାଇଛି ଗଞ୍ଜେଇ ଚୋରାଚାଲାଣ। ନିୟମିତ ବ୍ୟବଧାନରେ ରାଉରକେଲାକୁ…
ଅଧିକ ଖବର ଦେଖନ୍ତୁ...

ଦାଗଶୂନ୍ୟ ଓ ଚମକପ୍ରଦ ଚେହେରା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଦାଗଶୂନ୍ୟ ଓ ଚମକପ୍ରଦ ଚେହେରା କାହାକୁ ବା ପସନ୍ଦ ନୁହେଁ? ମାତ୍ର ସମସ୍ତଙ୍କର ଏ ଇଚ୍ଛା ପୂରା ହୁଏ ନାହିଁ। କେବେ ସନ୍‌ ଟ୍ୟାନ୍‌ ତ କେବେ ବ୍ରଣ କାରଣରୁ ମୁହଁରେ କଳା ଦାଗ ହୋଇଥାଏ। ଆପଣଙ୍କ ମୁହଁରେ କଳାଦାଗ ଅଛି କି? ଚିନ୍ତାର କୌଣସି କାରଣ ନାହିଁ, କେତୋଟି ଘରୋଇ ଉପଚାର ଦ୍ୱାରା ଆପଣ…
ଅଧିକ ଖବର ଦେଖନ୍ତୁ...

ତୁର୍କୀ–ସିରିଆ ଭୂମିକମ୍ପ : ମୃତ୍ୟୁସଂଖ୍ୟା ୧୯ ହଜାର ଟପିଲା, ମୃତଦେହ ରଖିବାକୁ ସ୍ଥାନ ଅଭାବ ପଡ଼ୁଛି

ଇସ୍ତାନବୁଲ : ତୁର୍କୀ ଓ ସିରିଆରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୯ ହଜାର ଟପିଯାଇଛି । ଏହା ମଧ୍ୟରୁ ତୁର୍କୀରେ ୧୬,୧୭୦ ଜଣ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୩୧୧୨ ଜଣ ସିରିଆରେ ମୃତ୍ୟୁବରଣ କରିଛନ୍ତି । ତୁର୍କୀରେ ସ୍ଥିତି ଏବେ ବି ସଂଗୀନ ରହିଛି । ଭୂମିକମ୍ପ ହେବାର ୭୨ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ଉଜୁଡ଼ିଗଲା ପରିବାର: ବାଇକକୁ ଧକ୍କା ଦେଲା ବସ୍, ଗୋଟିଏ ପରିବାରର ୩ ମୃତ

ଦେଓଗାଁ: ବଲାଙ୍ଗୀର-ଦେଓଗାଁ ରାସ୍ତା ଜାତୀୟ ରାଜପଥ ୨୬ ସିନଖମନ ନିକଟରେ ଥିବା ରାଣୀବନ୍ଧ ବୁଲାଣିଠାରେ ଏକ ବସ ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିବାବେଳେ ଜଣଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ସରିଲା ପଲିଗ୍ରାଫ, ଆସନ୍ତାକାଲି ଗୋପାଳର ହେବ ନାର୍କୋ ଟେଷ୍ଟ 

ଭୁବନେଶ୍ୱର: ଗୁଜୁରାଟର ଗାନ୍ଧିନଗରରେ ଥିବା ଫୋରେନସିକ ଲ୍ୟାବରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ସରିଛି | ଆଜି ପଲିଗ୍ରାଫ ଟେଷ୍ଟ ସରିଥିବାବେଳେ ଆସନ୍ତାକାଲି ନାର୍କୋ ଟେଷ୍ଟ କରାଯିବ | ଉଲ୍ଲେଖ ଥାଉ କି ଗତକାଲି ଗୋପାଳ…
ଅଧିକ ଖବର ଦେଖନ୍ତୁ...

୧୨ବର୍ଷରେ ୧୬ଲକ୍ଷ ଲୋକ ଭାରତୀୟ ନାଗରିକତା ଛାଡ଼ିଛନ୍ତି: ଜୟଶଙ୍କର

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ସମୟରେ କେନ୍ଦ୍ର ସରକାର ରାଜ୍ୟସଭାରେ ବଡ଼ ସୂଚନା ଦେଇଛନ୍ତି। କୁହାଯାଇଛି ଯେ ଗତ ୧୨ବର୍ଷ ମଧ୍ୟରେ ୧୬ଲକ୍ଷରୁ ଅଧିକ ଭାରତୀୟ ସେମାନଙ୍କ ଭାରତୀୟ ନାଗରିକତା ଛାଡି ଅନ୍ୟ ଦେଶର ନାଗରିକତା ନେଇଛନ୍ତି। ପ୍ରଶ୍ନକାଳ ସମୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବୈଦେଶିକ…
ଅଧିକ ଖବର ଦେଖନ୍ତୁ...

ଧ୍ବଂସସ୍ତୂପ ଭିତରେ ଚାପି ହୋଇଯାଇଥିବା ନିଜ ମୃତ ଝିଅର ହାତକୁ ଧରି ଭୋଭୋ ହୋଇ କାନ୍ଦୁଛନ୍ତି ବାପା

ନୂଆଦିଲ୍ଲୀ: ଗତ ସୋମବାର ଦିନ ଉଭୟ ସିରିୟା ଓ ତୁର୍କୀରେ ଭୟାବହ ଭୂମିକମ୍ପ‌ ହୋଇଥିଲା। ଏଥିରେ ଅନେକ ପରିବାର ସମେତ ପଶୁପକ୍ଷୀଙ୍କ ଜୀବନ ଚାଲି ଯାଇଛି। ଏହି କ୍ରମରେ ପ୍ରତିଦିନ ସିରିୟା ଓ ତୁର୍କୀରୁ ହୃଦୟବିଦାରକ ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି। ଯାହାକୁ ଦେଖିଲେ ମୁଖରୁ ବାହାରି…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ସୁପ୍ରିମ୍‌ କୋର୍ଟରେ ପୂର୍ଣ୍ଣ ସଂଖ୍ୟାରେ ୩୪ ଜଣ ବିଚାରପତି ରହିବେ: ସୂତ୍ର

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ ଖୁବ୍‌ ଶୀଘ୍ର ପୂର୍ଣ୍ଣ ସଂଖ୍ୟାରେ ୩୪ ଜଣ ବିଚାରପତି ରହିବେ ଏବଂ ହାଇକୋର୍ଟର ଦୁଇ ଜଣ ବିଚାରପତିଙ୍କ ପଦୋନ୍ନତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସର୍ବୋଚ୍ଚ ସରକାରୀ ସୂତ୍ରରୁ ସୂଚନା ମିଳିଛି। ଆସନ୍ତା ଦିନେ ବା ଦୁଇ ଦିନ ମଧ୍ୟରେ ପଦୋନ୍ନତି…
ଅଧିକ ଖବର ଦେଖନ୍ତୁ...