Daily Archives

February 9, 2023

ହାତ କାଟିଦେଲେ ପ୍ରେମିକା, ନଦୀକୁ ଡେଇଁ ଜୀବନ ଦେଲେ ୨୦ ବର୍ଷୀୟ ପ୍ରେମିକ

ବାନ୍ଦା: ଉତ୍ତରପ୍ରଦେଶର ବାନ୍ଦାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପ୍ରେମିକା ହାତ କାଟି ଦେବାରୁ ନଦୀକୁ ଡେଇଁ ଜୀବନ ହାରିଛନ୍ତି ପ୍ରେମିକ। ଜାଣିବାକୁ ମିଳିଛି ଯେ ଯୁବକଙ୍କର ନିଜ ପ୍ରେମିକାଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଯେଉଁ କାରଣରୁ ଉଭୟ ପ୍ରେମିକ ଓ ପ୍ରେମିକା…
ଅଧିକ ଖବର ଦେଖନ୍ତୁ...

କିମ୍ ଜଙ୍ଗଙ୍କ ଝିଅ ହେବେ କି ଉତ୍ତର କୋରିଆର ପରବର୍ତ୍ତୀ ଶାସକ ?

ପେଙ୍ଗୟାଙ୍ଗ୍ : ଉତ୍ତର କୋରିଆର ଏକଛତ୍ରବାଦୀ କିମ୍ ଜଙ୍ଗ୍ ଉନ୍ ନିଜ ନିଷ୍ପତ୍ତି ଓ ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି । ତେବେ ସେ ନିଜ ପାରିବାରିକ ଜୀବନକୁ ଗଣମାଧ୍ୟମଠାରୁ ଦୂରେଇ ରଖନ୍ତି । କିନ୍ତୁ ଏବେ ତାଙ୍କ ଝିଅର ଫଟୋ ସାମ୍ନାକୁ ଆସିଛି । କିମ୍ ଜଙ୍ଗ୍ ଉନ୍ ମଙ୍ଗଳବାର ପ୍ରଥମ ଥର ପାଇଁ…
ଅଧିକ ଖବର ଦେଖନ୍ତୁ...

‘ଦଙ୍ଗଲ’ ସର୍ବଭାରତୀୟ ସ୍ତରରେ ସର୍ବାଧିକ ଆୟ କରିଥିବା ଫିଲ୍ମ ଅଛି ଓ ରହିବ: ରୋନି ସ୍କ୍ରୁବାଲା

ମୁମ୍ବାଇ: ‘ପଠାନ’ର ଚାହିଦା କମିବାର ନାଁ ଧରୁନି। ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ଏହି ଫିଲ୍ମ ରେକର୍ଡ ପରେ ରେକର୍ଡ ସୃଷ୍ଟି କରି ଚାଲିଛି। ସିନେମାଟି ୧୫ ଦିନ ପାର୍‌ କରିସାରିଥିବା ବେଳେ ୧୫ ଦିନର ରୋଜଗାର ରିପୋର୍ଟ ଏବେ ହସ୍ତଗତ ‌ହୋଇଛି। ଫିଲ୍ମଟି ୧୫ ଦିନରେ ବକ୍ସ ଅଫିସ୍‌ରେ…
ଅଧିକ ଖବର ଦେଖନ୍ତୁ...

ଦୁଃଖଦ ଘଟଣା: ଧ୍ବଂସସ୍ତୂପରୁ ଜୀବନ୍ତ ଉଦ୍ଧାର ହୋଇଥିବା ୧୮ମାସର ଶିଶୁ ତାର ଗର୍ଭବତୀ ମା’ ଓ ଭାଇଭଉଣୀଙ୍କୁ ହରାଇଛି

ନୂଆଦିଲ୍ଲୀ:  ଗତ ସୋମବାର ଦିନ ଉଭୟ ସିରିୟା ଓ ତୁର୍କୀରେ ସଂଘଠିତ ଭୟାବହ ଭୂମିକମ୍ପ‌ ପରେ ସେଠାକାର ପରିସ୍ଥିତି ଜଟିଳ ରହିଛି। ଏହି ଭୂମିକମ୍ପରେ ଏଯାବତ ୪୩୦୦ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଭୂମିକମ୍ପ ପରେ ସିରିୟା ଓ ତୁର୍କୀରୁ ଆସୁଥିବା ଫଟୋ ଓ ଭିଡିଓ ଦେଖିବା ପରେ ଲୋମମୂଳ…
ଅଧିକ ଖବର ଦେଖନ୍ତୁ...

ମଝି ରାସ୍ତାରେ ଛିଡ଼ା ହୋଇ ବାଦାମ ଖାଇଲେ, ଲୋକଙ୍କ ଭଲମନ୍ଦ ବୁଝିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନଗର ପରିକ୍ରମା ଅବସରରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଠେଲାରୁ ବାଦାମ ନେଇ ଖାଉଥିବାର ନଜର ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଧାମୀ ରୁଦ୍ରପୁର ରୋଡ୍‌ରେ ଥିବା ନିଜର ପୂର୍ବ ପରିଚିତ ବାଦାମ ବିକାଳି ଚିରଞ୍ଜିଲାଲ୍‌ଙ୍କୁ…
ଅଧିକ ଖବର ଦେଖନ୍ତୁ...

ସୂଚନା କମିଶନର ଭାବେ ନିଯୁକ୍ତି ପାଇଲେ ସୁଶାନ୍ତ କୁମାର ମହାନ୍ତି

ଭୁବନେଶ୍ୱର: ନୂଆ ସୂଚନା କମିଶନରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର | ସୁଶାନ୍ତ କୁମାର ମହାନ୍ତିଙ୍କୁ ରାଜ୍ୟ ସରକାର ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି | ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି |
ଅଧିକ ଖବର ଦେଖନ୍ତୁ...

ବୁଲେଟ୍‌ ଟ୍ରେନ୍‌ ‘ଦେଶର ଡ୍ରିମ୍‌ ପ୍ରୋଜେକ୍ଟ’: ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଆଗତ ମାମଲାକୁ ଖାରଜ…

ମୁମ୍ବାଇ: ମୁମ୍ବାଇ- ଅହମ୍ମଦାବାଦ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଦେଶର ଏକ ‘ଡ୍ରିମ୍‌ ପ୍ରୋଜେକ୍ଟ’ ଏବଂ ଜାତୀୟ ଓ ବୃହତ୍ତର ଜନସ୍ୱାର୍ଥ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବମ୍ବେ ହାଇକୋର୍ଟ ଗୁରୁବାର କହିଛନ୍ତି। ଏଥିସହ ଏହି ପ୍ରକଳ୍ପ ଉଦ୍ଦେଶ୍ୟରେ ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇର…
ଅଧିକ ଖବର ଦେଖନ୍ତୁ...

୬ କିଲୋରୁ ଅଧିକ ସୁନା ଜବତ, ୯ ଅଭିଯୁକ୍ତ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡକାୟତି ମାମଲାରେ ପୁଲିସକୁ ଆଜି ବଡ ସଫଳତା ମିଳିଛି | ଏହି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅଭିଯୁକ୍ତଙ୍କଠାରୁ ୬ କିଲୋଗ୍ରାମ ୧୨୦ ଗ୍ରାମ ସୁନା ଜବତ କରାଯାଇଛି | ସୁନା ସହ ୪ ଲକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଚୀନ କମ୍ପାନିଙ୍କ ସହ ଏମଓୟୁ କରିପାବେନି ଭାରତୀୟ ଶିକ୍ଷାନୁଷ୍ଠାନ !

ନୂଆଦିଲ୍ଲୀ : ବିଶ୍ବର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଚୀନ ଗୁପ୍ତଚରଙ୍କ ଅନୁପ୍ରବେଶ ଆମେରିକା ଓ ଅନ୍ୟ ଦେଶମାନଙ୍କୁ ଚିନ୍ତିତ କରିଛି । ଚୀନ ନିଜର କନଫୁସିଅସ ଇନଷ୍ଟିଚ୍ୟୁଟ ମାଧ୍ୟମରେ ଶିକ୍ଷାନୁଷ୍ଠାନମାନଙ୍କ ସହ ସହବନ୍ଧନ କରି ଅନୁପ୍ରବେଶ କରୁଥିବା ଅଭିଯୋଗ ହେଉଛି । ଚୀନ ନିଜର ଟେକନଲୋଜୀ…
ଅଧିକ ଖବର ଦେଖନ୍ତୁ...

ଶାର୍କ ଟ୍ୟାଙ୍କ ଇଣ୍ଡିଆରେ କୋଟି କୋଟି ଟଙ୍କାର ଡିଲ୍ କରି ସୋ’ ସରିବା ପରେ ଭୁଲିଯାଉଛନ୍ତି ଶାର୍କ

ମୁମ୍ବାଇ: ଶାର୍କ ଟ୍ୟାଙ୍କ ଇଣ୍ଡିଆରେ କୋଟି କୋଟି ଟଙ୍କାର ଡିଲ୍ କରି ସୋ’ ସରିବା ପରେ ଭୁଲିଯାଉଛନ୍ତି ଶାର୍କ। ଶାର୍କ ଟ୍ୟାଙ୍କ ଇଣ୍ଡିଆର ସିଜିନ-୨ ଆରମ୍ଭ ହୋଇଥିବା ବେଳେ ସିଜିନ-୧ରେ ଭାଗ ନେଇଥିବା ଜଣେ ପ୍ରତିଯୋଗୀ ଏଭଳି ଆରୋପ ଲଗାଇଛନ୍ତି। ଟ୍ବିଟ କରି ସେ ୨ଜଣ ଶାର୍କ ଏଭଳି କରୁଥିବା…
ଅଧିକ ଖବର ଦେଖନ୍ତୁ...