Daily Archives

March 12, 2023

ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ 

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ନବରଙ୍ଗପୁର ରୋଡପର୍ଲି ଗ୍ରାମ ନିକଟରେ ୨ ଜଣ ଯୁବକଙ୍କ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଛି। ମୃତକମାନେ ‌ହେଲେ ପର୍ଲି ଗ୍ରାମର। ସେମାନଙ୍କର ପରିଚୟ ମିଳିପାରି ନାହିଁ। ଦୁଇ ଯୁବକ ଏକ ବାଇକରେ ବୋରିଗୁମ୍ମା ଅଭିମୁଖେ ଯିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ଭୟାବହ ଦୁର୍ଘଟଣାର ଶିକାର ହେବାପରେ ଦମ୍ପତିଙ୍କୁ ଘେରି ଯାଇଥିଲେ ସିଂହଦଳ, ଏପରି ବଞ୍ଚିଲା ଜୀବନ

ନୂଆଦିଲ୍ଲୀ: ନିକଟରେ ଏକ ଦମ୍ପତି ନିଜ ସହିତ ଘଟିଥିବା ଏକ ଭୟାବହ ଘଟଣାର ଅନୁଭୂତିକୁ ସମସ୍ତଙ୍କ ସହିତ ସେୟାର କରିଛନ୍ତି। ୪୬ବର୍ଷୀୟ ମାରିୟୋ ଟାଇଟସଙ୍କ ପତ୍ନୀ ୩୪ବର୍ଷୀୟ ଗ୍ରେସ। ମାରିୟୋ କହନ୍ତି, ‘ଗତବର୍ଷ ସେପ୍ଟେମ୍ବର ମାସରେ ପତ୍ନୀଙ୍କୁ ଉକ୍ତ ରକ୍ତଚାପଜନିତ ଅସୁବିଧା ପାଇଁ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ଇନ୍‌ଷ୍ଟାଗ୍ରାମ୍‌ରେ ଅନ୍ୟ ଯୁବକ ସହ କଥା ହେବାରୁ ରାଗରେ ଆସି ଜୀବନ ନେଲା ପ୍ରେମିକ

ଗୋଡ୍ଡା: ପ୍ରେମ ବେଳେ ବେଳେ ଅମଣିଷକୁ ମଣିଷ ସଜେଇ ଦିଏ ତ ପୁଣି ସେହି ପ୍ରେମ ମଣିଷକୁ ଅମଣିଷ ସଜେଇପାରେ। ପ୍ରେମରେ ସନ୍ଦେହ ଓ ଈର୍ଷା ଜାତ ହେଲେ ତାହା ଯେ କେତେ ଭୟଙ୍କର ହୋଇପାରେ ତାହାର ଏକ ଉଦାହରଣ ଆଜି ଆମେ ଆପଣଙ୍କୁ ଦେବୁ। ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲାରେ ଜଣେ ପ୍ରେମିକ ନିଜ ପ୍ରେମିକା…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୧୫ରୁ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ, ଷ୍ଟିୟରିଙ୍ଗ ଛାଡ଼ିବେ ୫ ଲକ୍ଷ ଚାଳକ

ଭୁବନେଶ୍ବର: ୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଆସନ୍ତା ୧୫ ତାରିଖ ଠରୁ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ କରିବାକୁ ଯାଉଛି। ଏହି ଆନ୍ଦୋଳନରେ ମହାସଂଘର ୫ ଲକ୍ଷ ଡ୍ରାଇଭର ‌ସାମିଲ ହେବେ। ଡ୍ରାଇଭରମାନେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ୧୫ ତାରିଖ ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଧୋକା ଦେବାରୁ ପ୍ରେମିକ ଉପରକୁ ଗରମ ତେଲ ଫିଙ୍ଗିଲା ପ୍ରେମିକା

ଚେନ୍ନାଇ: ଧୋକା ଦେବାରୁ ପ୍ରେମିକ ଉପରକୁ ଗରମ ତେଲ ଫିଙ୍ଗିଲା ପ୍ରେମିକା। ତାମିଲନାଡୁର ଇରୋଡରେ ଘଟିଛି ଏଭଳି ଘଟଣା। ତେଲ ଫିଙ୍ଗିବା ଘଟଣାକୁ ନେଇ ପୁଲିସ ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିଛି। ଘଟଣାକୁ ନେଇ ପୁଲିସ କହିଛି ଯେ, ପୀଡିତ କାର୍ତ୍ତି, ଭବାନୀର ବର୍ଣ୍ଣାପୁରମର ବାସିନ୍ଦା। ସେ…
ଅଧିକ ଖବର ଦେଖନ୍ତୁ...

ମୁଖିଆଙ୍କ ସମେତ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆତ୍ମସମର୍ପଣ କଲେ ୧୫ନକ୍ସଲ

କୋଲକାତା: ମୁଖିଆଙ୍କ ସମେତ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆତ୍ମସମର୍ପଣ କଲେ ୧୫ନକ୍ସଲ। ରବିବାର ଦିନ ରାଜ୍ୟ ରାଜଧାନୀ ଇଟାନଗରରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ଆଗରେ ନକ୍ସଲ ସଂଗଠନ ପୂର୍ବ ନାଗା ଜାତୀୟ ସରକାରର ଅଧ୍ୟକ୍ଷ ତୋଷା ମୋସାଙ୍ଗଙ୍କ ସମେତ ୧୫ଜଣ…
ଅଧିକ ଖବର ଦେଖନ୍ତୁ...

ଦୌଡ଼ୁଥିବା ଘୋଡ଼ା ସାମ୍ନାକୁ ଚାଲି ଆସିବାରୁ ମହିଳାଙ୍କ ହେଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ: ଅଧିକାଂଶ ଲୋକ ସ୍ପୋର୍ଟିଂଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ଅଧିକ ପସନ୍ଦ କରିଥାଆନ୍ତି। ଏମିତି ଅନେକ ଲୋକ ଅଛନ୍ତି ଏହି କାର୍ଯ୍ୟକ୍ରମକୁ ଟେଲିଭିଜନରେ ଦେଖିବା ବଦଳରେ ସିଧାସଳଖ ଦେଖିବାକୁ ନେଇ ଅଧିକ ରୁଚି ରଖି ଥାଆନ୍ତି। ତାହ ମଣିଷ ଦୌଡ଼ ହେଉ ଅବା ପଶୁଙ୍କର ହୋଇଥାଉ। ନିକଟରେ…
ଅଧିକ ଖବର ଦେଖନ୍ତୁ...

ଏଣିକି ବେକାର ଯିବନି ଚିପ୍ସ ଓ ବିସ୍କୁଟ୍‌ ଜରି; ବନିପାରୁଛି ସୁନ୍ଦର ସୁନ୍ଦର ସନ୍‌ଗ୍ଲାସ୍‌

ପୁଣେ:  ଆପଣ ଜାଣନ୍ତି କି ଚିପ୍ସ କିମ୍ବା ବିସ୍କୁଟ୍‌ ଖାଇସାରି ଯେଉଁ ଜରି ପ୍ୟାକେଟ୍‌କୁ ଆପଣ ଡଷ୍ଟବିନ୍‌ରେ ପକାନ୍ତି ତାହା ସଂପୂର୍ଣ୍ଣ ରୂପେ କ୍ଷ‌ୟ ହୋଇ ମାଟି ସହ ମିଶିଯିବା ପ୍ରାୟ ଅସମ୍ଭବ। ଏହି ସବୁ ଜରି ପରିବେଶ ପାଇଁ କ୍ଷତିକାରଣ। ମାତ୍ର ଏଥିରୁ ଏକ ସୁବିଧା ବି ପାଇହେବ। ଏବେ ଏହି ଧରଣର…
ଅଧିକ ଖବର ଦେଖନ୍ତୁ...

ବିଜୟଙ୍କ ସହ ପ୍ରେମ ସମ୍ପର୍କ ନେଇ ହେଉଥିବା ଚର୍ଚ୍ଚା ଉପରେ ତମନ୍ନା ଦେଲେ ଆଶ୍ଚର୍ଯ୍ୟ କଲା ଭଳି ପ୍ରତିକ୍ରିୟା

ମୁମ୍ବାଇ: କିଛି ଦିନ ତଳେ ବଲିଉଡ ଅଭିନେତା ବିଜୟ ବର୍ମା ଓ ଅଭିନେତ୍ରୀ ତମନ୍ନା ଭାଟିଆ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଗୋଆରେ ପରସ୍ପରକୁ ଚୁମ୍ବନ ଦେଉଥିବାର ଭିଡିଓ ଭାଇରାଲ ହେବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏହା ସହ ପୂର୍ବରୁ ବିମାନବନ୍ଦରରେ ଦୁହେଁ ଏକା…
ଅଧିକ ଖବର ଦେଖନ୍ତୁ...

ଭୋକ ମେଣ୍ଟାଇବା ପାଇଁ ପ୍ରେମିକାକୁ କାଟି ରୋଷେଇ କରି ଖାଇଦେଲା ପ୍ରେମିକ

ନୂଆଦିଲ୍ଲୀ: ଭୋକ ମେଣ୍ଟାଇବା ପାଇଁ ପ୍ରେମିକାକୁ କାଟି ଖାଇ ଦେଲା ପ୍ରେମିକ! ଏହି ଶୀର୍ଷକ ପଢ଼ି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ, ଆଉ ଭାବୁଥାଇ ପାରନ୍ତି କି ଏମିତି ଘଟଣା କ’ଣ ବାସ୍ତବରେ ଘଟିଥିବ? ଆଜ୍ଞା ହଁ, ଏମିତି ଏକ ଘଟଣା ୨୦୦୯ ଜାନୁଆରି ୨୦ ତାରିଖରେ ଜଣେ ୧୬ବର୍ଷର ଯୁବତୀଙ୍କ…
ଅଧିକ ଖବର ଦେଖନ୍ତୁ...