Daily Archives

March 29, 2023

ବିହନ ଛିନା ପର୍ବ: କାଦୁଅ ବୋଳା ପର୍ବରେ ଭାଗନେଲେ ଚାଷୀ

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ପାନାବେଡା ଅଞ୍ଚଳର ଅନ୍ୟତମ ପ୍ରମୂଖ ଉତ୍ସବ ବିହନ ଛିନା ପର୍ବ। ଚାଷୀମାନଙ୍କର ଏହି ପର୍ବ ବୁଧବାର ବିଭିନ୍ନ ଗ୍ରାମରେ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ଠାରେ ପାରମ୍ପରିକ…
ଅଧିକ ଖବର ଦେଖନ୍ତୁ...

ଇମ୍ରାନ ଖାଁଙ୍କ ବିରୋଧରେ ପୁଣି ଜାରି ହେଲା ଜାମିନ ବିହୀନ ପରଓ୍ବାନା

ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା ପୁଣି ବଢିଯାଇଛି ।   ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ମାମଲାରେ ଇସ୍ଲାମାବାଦର ଏକ ଅଦାଲତ ଇମ୍ରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ପାକିସ୍ତାନୀ ଖବରକାଗଜ  ଡନର…
ଅଧିକ ଖବର ଦେଖନ୍ତୁ...

ବକ୍ସଅଫିସରେ ନୁହେଁ, ୟୁଟ୍ୟୁବରେ ରେକର୍ଡ କରୁଛି ଏହି ସାଉଥ ଫିଲ୍ମ

ମୁମ୍ବାଇ: ଅଭିନେତ୍ରୀ ରାକୁଲପ୍ରୀତ ସିଂ ଯଦିଓ ବଲିଉଡ ଫିଲ୍ମରେ କମ୍ ନଜର ଆସିଛନ୍ତି କିନ୍ତୁ ଆଜିକାଲି ସାଉଥ ଇଣ୍ଡଷ୍ଟ୍ରିରେ ତାଙ୍କୁ ନେଇ ଖୁବ ପ୍ରଶଂସା ଶୁଣିବାକୁ ମିଳୁଛି | ବାସ୍ତବରେ ସାଉଥ ଅଭିନେତା ବେଲମକୋଣ୍ଡା ଶ୍ରୀନିବାସଙ୍କ ସହ ରାକୁଲପ୍ରୀତଙ୍କ ଏକ ଫିଲ୍ମ ୟୁଟ୍ୟୁବରେ ରେକର୍ଡ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ରଣବୀର ଧୋକା ଦେଲେ କଷ୍ଟ ଅନୁଭବ କରିପାରିବ; ବାପାଙ୍କୁ ସମର୍ଥନ କରି ଟ୍ରୋଲ ହେଲେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ 'କଲଙ୍କ'କୁ ୪ବର୍ଷ ପୁରିଛି। ଏମଧ୍ୟରେ ଫିଲ୍ମର ପ୍ରମୋସନ ସମୟରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପୁରୁଣା ସାକ୍ଷାତକାରର ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଅଭିନେତ୍ରୀ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାୟାକଳ୍ପ ଉପବିଜେତା

ସୁନ୍ଦରଗଡ଼: ପ୍ରତ୍ୟେକ ବର୍ଷ ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କ ଚିକିତ୍ସା ସେବାରେ ଉତ୍ତମ ଗୁଣବତ୍ତା ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନର ମାର୍ଗଦର୍ଶିକା ଅନୁସାରେ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କାୟାକଳ୍ପ ଦ୍ବିତୀୟ…
ଅଧିକ ଖବର ଦେଖନ୍ତୁ...

୧୮ବର୍ଷ ପରେ ମା’କୁ ଭେଟିଲା ପୁଅ, ଦୃଶ୍ୟ ଥିଲା ଭାବବିହ୍ବଳ

ନୂଆଦିଲ୍ଲୀ: ମା’ ତାର ସନ୍ତାନକୁ ଆଖି ସାମ୍ନାରୁ ଯିବାକୁ ଦିଏ ନାହିଁ। ସେ ସବୁବେଳେ ତାର ସନ୍ତାନକୁ ପାଖେପାଖେ ରଖିଥାଏ। କିନ୍ତୁ ସମୟସମୟ‌ରେ ପରିସ୍ଥିତି ଏମିତି ଆସିଥାଏ କି ମା’କୁ ତାର ସନ୍ତାନ ଠାରୁ ଦୂରରେ ରହିବାକୁ ପଡ଼ିଥାଏ। ନିକଟ‌ରେ ଜଣେ ମା’ ତାଙ୍କ ସନ୍ତାନକୁ ୧୮ବର୍ଷ ପରେ ଭେଟିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟର୍ ଉଦ୍‌ଘାଟିତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରରେ ବୁଧବାର ଟେନିସ ସେଣ୍ଟର୍ ଉଦ୍‌ଘାଟନ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟେନିସ ସେଣ୍ଟର୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି ସେଣ୍ଟର୍ ରେ ୧୫ଶହ ଦର୍ଶକ ବସିବା କ୍ଷମତା ରହିଛି। ବାଙ୍ଗାଲୋର, ଦିଲ୍ଲୀ,  କୋଲକାତା ଓ ହାଇଦ୍ରାବାଦ…
ଅଧିକ ଖବର ଦେଖନ୍ତୁ...

ପଣ୍ଡରେନ ନାବାଳକ ହତ୍ୟା ମାମଲା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କମେଇମୁଣ୍ଡା ପଞ୍ଚାୟତର ପଣ୍ଡରେନ ଗାଁରେ ୨୦୨୧ ମସିହାରେ ଘଟିଥିବା ନାବାଳକ ହତ୍ୟା ମାମଲାର ବିଚାର କରି କଣ୍ଟାବାଞ୍ଜି ‌ଏଡିଜେ ହିମାଂଶୁ ଶେଖର ମଲ୍ଲିକ ତାଙ୍କ ରାୟ ଶୁଣାଇଛନ୍ତି। ମାମଲାର ଅଭିଯୁକ୍ତ ଅଭିଯୁକ୍ତ ଜିତେନ ପୋଢ଼ (୩୫)କୁ ଦୋଷୀ…
ଅଧିକ ଖବର ଦେଖନ୍ତୁ...

ଶୁଦ୍ଧ ପିଇବାପାଣି ସୁବିଧା ପାଇଁ ଆଦିବାସୀ ଗାଆଁରେ ନୂଆ ପ୍ରୟାସ: ଯାନ୍ତ୍ରିକ ନଳକୂଅ ପାଇଁ ବୈଷୟିକ ସଂସ୍ଥା ସହ…

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ସରିଗଣ୍ଡା ଗ୍ରାମପଞ୍ଚାୟତର ଡାଳିପଦର ଗାଁରେ ଏକମାତ୍ର ନଳକୂଅର ପାଣିକୁ ବ୍ୟବହାର ଉପଯୋଗୀ କରାଯାଇପାରିଛି। ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ଆର୍ଥିକ ସହଯୋଗ କ୍ରମେ ‘ଅନ୍ୱେଷା ଅଧ୍ୟୟନ ଷ୍ଟ୍ରାଟେଜିଜ୍‌’ ନାମକ ଏକ ବୈଷୟିକ ସଂସ୍ଥା ସହ…
ଅଧିକ ଖବର ଦେଖନ୍ତୁ...

ଦେଶରେ କୌଣସି କାମ ହେଉନି, କେବଳ ବିଜ୍ଞାପନ ହେଉଛି : ନୀତୀଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ସେ ନିଜର ରାଜନୈତିକ କ୍ୟାରିୟରରେ କୌଣସି ପ୍ରସଙ୍ଗରେ ଅନାବଶ୍ୟକ ମନ୍ତବ୍ୟ ଦେଇନାହିଁ କିମ୍ବା ହସ୍ତକ୍ଷେପ କରିନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ  …
ଅଧିକ ଖବର ଦେଖନ୍ତୁ...