Daily Archives

April 1, 2023

ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ପକ୍ଷରୁ ଓଡ଼ିଶା ଦିବସ

ଖୋର୍ଦ୍ଧା: ଆଜି ଓଡ଼ିଶା ଦିବସ ଉପଲକ୍ଷେ ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସଦସ୍ୟସଦସ୍ୟା ମାନେ ପାରମ୍ପରିକ ହାତବୁଣା…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ-ଜୁନରେ ପ୍ରବଳ ଗ୍ରୀଷ୍ମପ୍ରବାହ ! ସତର୍କ କରାଇଲା ଆଇଏମଡି

ନୂଆଦିଲ୍ଲୀ : ମାର୍ଚ୍ଚ ମାସରେ ଓଡ଼ିଶା ସମେତ କେତେକ ରାଜ୍ୟରେ ବର୍ଷା ଯୋଗୁଁ ତାପମାତ୍ରା ସ୍ବାଭାବିକ ଠାରୁ କମ ରହିଥିଲା । କିନ୍ତୁ ଆଗକୁ ପ୍ରବଳ ଗ୍ରୀଷ୍ମପ୍ରବାହ ମାଡ଼ିଆସୁଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଦେଶର ଅଧିକାଂଶ ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ବିବାହ ! ଶୋଭାଯାତ୍ରାଠାରୁ ବିଦାୟ ପର୍ଯ୍ୟନ୍ତ ସମସ୍ତ ରୀତିନୀତିର ଭିଡିଓ ହେଉଛି…

ନୂଆଦିଲ୍ଲୀ: ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜର ଛାତ୍ରମାନେ ମିଶି ବଡ଼ ଧୁମ୍‌ଧାମ୍‌ରେ ଏକ ବିବାହ କରାଇଛନ୍ତି । ତେବେ ଏହି ବିବାହର ସମସ୍ତ ରୀତିନୀତି ବିଶ୍ବବିଦ୍ୟାଳୟ ପରିସରରେ ସଂପନ୍ନ ହୋଇଛି । ବାସ୍ତବରେ, ଛାତ୍ରମାନେ…
ଅଧିକ ଖବର ଦେଖନ୍ତୁ...

କଥା ରଖିଲେ ମସ୍କ: ଟ୍ବିଟର୍‌ କିପରି ସାମ୍ନାକୁ ଆସେ ଜଣାପଡ଼ିଲା, ରିଲିଜ୍‌ କଲେ କୋଡ୍‌

ନୂଆଦିଲ୍ଳୀ: ଟ୍ବିଟର୍‌କୁ ଅପଣ ଖୋଲିବା ମାତ୍ରେ ସ୍କ୍ରିନ୍‌ରେ ଆପଣଙ୍କୁ ଅନେକ୍‌ ଟ୍ବିଟ୍‌ ଦୃଶ୍ୟମାନ ହୋଇଥାଏ। କେବେ କେବେ ମନରେ ପ୍ରଶ୍ନ ଉଙ୍କି ମାରେ ଯେ ସ୍କ୍ରିନ୍‌ରେ କେଉଁ ଟ୍ବିଟ୍‌ ପ୍ରଥମେ ଦୃଶ୍ୟମାନ ହେବ ତାହା କିପିରି ସ୍ଥିର ହୋଇଥାଏ? ଏହା ପଛରେ ଟ୍ବିଟର୍‌ର ଆଲ୍‌ଗୋରିଦିମ୍‌…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ଉନ୍ନତି ହେଲେ ଭାରତର ବିକାଶ ହେବ: ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ: ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବାକୁ ସେ ସମବେତ ବିଶ୍ବବିଦ୍ୟାଳୟ ସମୂହକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ “ରାଜ୍ୟର ଗୌରବମୟ ଇତିହାସକୁ ମନେ ପକାଇ ରାଜ୍ୟର ଭାଷାର ବିକାଶ ପାଇଁ କାର୍ଯ୍ୟ କରିବା ଦରକାର। ୨୦୩୬ରେ ଓଡ଼ିଶା ଗଠନର ୧୦୦ ବର୍ଷପୂର୍ତ୍ତି ହେବ। ‌ସେତେବେଳକୁ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ବିହାରସରିଫରେ ପୁଣି ସାଂପ୍ରଦାୟିକ ସଂଘର୍ଷ, ଗୁଳିଚାଳନା

ପାଟନା: ରାମନବମୀ ଅବସରରେ ବିହାରର ନାଳନ୍ଦା ଜିଲ୍ଲାର ବିହାରସରିଫରେ ହୋଇଥିବା ସାମ୍ପ୍ରଦାୟିକ ସଂଘର୍ଷ ପରେ  ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା ପୁଲିସ କହୁଥିଲେ ବି ଶନିବାରଦିନ ପୁଣି ସଂଘର୍ଷ ଦେଖାଦେଇଛି । ଦୁଇ ଗୋଷ୍ଠୀମଧ୍ୟରେ ଗଣ୍ଡଗୋଳ ପରେ ଗୁଳିଚାଳନା ହୋଇଥିଲା ସୂଚନା ମିଳିଛି ।…
ଅଧିକ ଖବର ଦେଖନ୍ତୁ...

ମାସେ ତଳେ ମାରପିଟ; ଆଜି ଛୁରୀ ଭୁସି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନ ପଟାପାବୁଲି ଗ୍ରାମରେ ପୂର୍ବ ବିବାଦକୁ କେନ୍ଦ୍ର କରି ଆଜି ସନ୍ଧ୍ୟାରେ ସୁଶାନ୍ତ ଗୌଡ଼ (୩୦)ଙ୍କୁ ଜଣେ ଯୁବକ ଛୁରୀ ଭୁସି ହତ୍ୟା କରିଛି। ସୁଶାନ୍ତ ଆଜି ସନ୍ଧ୍ୟାରେ ତାଙ୍କ ବାପା ପୀତାମ୍ବର ଗୌଡ଼ଙ୍କ ସହ ଗାଧୋଇବାକୁ ‌ପୋଖରୀକୁ ଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କନ୍ୟାକୁ ଦେଖି ନାଚିଲେ ବର, ଭିଡିଓ ଭାଇରାଲ ହେବା ପରେ ଟ୍ରୋଲ କଲେ ଲୋକ

ନୂଆଦିଲ୍ଲୀ: ନିଜ ବିବାହକୁ ସ୍ମରଣୀୟ କରିବାକୁ ଲୋକେ ବିଭିନ୍ନ ଉପାୟ ଆପଣେଇଥାନ୍ତି । ଏହାର ପ୍ରମାଣ ପୂର୍ବରୁ ଭାଇରାଲ ହୋଇଥିବା ଅନେକ ଭିଡିଓ ଜରିଆରେ ଆମେ ଦେଖିଛେ। ଏବେ ସେଭଳି ଆଉ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବର କନ୍ୟାକୁ ଖୁସି କରିବା ପାଇଁ ଏପରି କିଛି କରୁଛନ୍ତି, ଯାହା…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ; ପବନରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଆଉଁଳି ଗ୍ରାମଠାରେ ଆଜି ଅଦିନିଆ ପବନ ବର୍ଷାକୁ ବିଜୁଳି ଘଡଘଡି ହୋଇଛି। ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଗ୍ରାମର ପ୍ରଶାନ୍ତ ଭତରା ନିଜ ଘରକୁ ଯାଉଥିବା ସମୟରେ ବଜ୍ରାଘାତରେ ତଳେ ପଡିଯାଇଥିଲା। ଗ୍ରାମବାସୀ ଦେଖି ତୁରନ୍ତ ନିକଟ ନବରଙ୍ଗପୁର…
ଅଧିକ ଖବର ଦେଖନ୍ତୁ...

ତୁଟିଗଲା ବିବାଦ! ଅମ୍ବାନୀଙ୍କ ପାର୍ଟିରେ ପରସ୍ପରଙ୍କୁ ଆଲିଙ୍ଗନ କଲେ ପ୍ରିୟଙ୍କା ଓ କରଣ

ମୁମ୍ବାଇ: ଶୁକ୍ରବାର ସ୍ବାମୀ ନିକ୍‌ ଜୋନାସ୍‌ ଓ ଝିଅ ମାଲ୍‌ତୀ ମ୍ୟାରିଙ୍କ ସହ ସ୍ବଦେଶକୁ  ଫେରିଛନ୍ତି ବଲିଉଡ୍‌ରୁ ହଲିଉଡ୍‌ ଅଭିନେତ୍ରୀ ସାଜିଥିବା ପ୍ରିୟଙ୍କା ଚୋପ୍ରା। ପିସି ନିଜ ଦେଶକୁ ଆସି ନୀତା ମୁକେଶ ଅମ୍ବାନୀ କଲ୍‌ଚରାଲ୍‌ ସେଣ୍ଟର୍‌ (ଏନ୍‌ଏମ୍‌ସିସି)ର ଲଞ୍ଚ୍‌ ଉତ୍ସବରେ ନଜର…
ଅଧିକ ଖବର ଦେଖନ୍ତୁ...