Daily Archives

May 11, 2023

୧୪ବର୍ଷ ହେଲା ଏହି କାରଣରୁ ରାତ୍ରି ଭୋଜନ କରୁନାହାନ୍ତି ମନୋଜ ବାଜପେୟୀ

ମୁମ୍ବାଇ: ୧୪ବର୍ଷ ହେଲାଣି ରାତ୍ରି ଭୋଜନ କରୁନାହାନ୍ତି ବଲିଉଡ ଅଭିନେତା ମନୋଜ ବାଜପେୟୀ। ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ମନୋଜ ରାତ୍ରି ଭୋଜନ ନକରିବା ପଛରେ ଏକ ବଡ଼ କାରଣ ରହିଛି। ୫୪ବର୍ଷ ବୟସରେ ବି ମନୋଜ ନିଜକୁ ଫିଟ୍ ରଖିଥିବା ବେଳେ ଏଥିପାଇଁ ସେ କଡ଼ା ପରିଶ୍ରମ…
ଅଧିକ ଖବର ଦେଖନ୍ତୁ...

ଆୟଠାରୁ ୨୩୦ଗୁଣା ସମ୍ପତ୍ତି ରହିଥିବା ସବ-ଇଞ୍ଜିନିୟର ଲୋକାୟୁକ୍ତଙ୍କ ପ୍ରଶ୍ନବାଣରେ ଛନ୍ଦି ହୋଇପଡ଼ିଛନ୍ତି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ‌ଲୋକାୟୁକ୍ତ ଗୁରୁବାର ସକାଳେ ଏକ ବଡ଼ ଧରଣର ଚଢ଼ାଉ କରିଥି‌ଲେ। ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ମଧ୍ୟପ୍ରଦେଶ ପୁଲିସ ହାଉସିଙ୍ଗ କର୍ପୋରେସନରେ କାମ କରୁଥିବା  ସବ-ଇଞ୍ଜିନିୟର ହେମା ମିଣାଙ୍କ ଘରେ ଚଢ଼ାଉ କରିଥିଲେ। ଏବେ ବି କାର୍ଯ୍ୟାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

‘ଆଦିପୁରୁଷ’ ବନିଲା ୨୦୨୩ ମସିହାରେ ସବୁଠାରୁ ଅଧିକ ଦେଖାଯାଇଥିବା ଟ୍ରେଲର୍‌

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ଦର୍ଶକ ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍‌ ଉତ୍ସୁକ ଅଛନ୍ତି। ତେବେ ଏହି ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ଭାରତର ଗ୍ୟାଙ୍ଗଷ୍ଟରମାନଙ୍କ ନିକଟକୁ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଉଛି ପାକିସ୍ତାନ

ମୋହାଲି : ଭାରତରେ ଅସ୍ଥିରତା ଓ ହିଂସାକାଣ୍ଡ ସୃଷ୍ଟି କରିବାକୁ ପାକିସ୍ତାନ ପକ୍ଷରୁ ନିୟମିତଭାବେ ଡ୍ରୋନ ମାଧ୍ୟମ ଅସ୍ତ୍ରଶସ୍ତ୍ର ପଠାଯାଉଛି । ଏସବୁ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀଙ୍କ ହାତକୁ ତ ଯାଉଛି, ତାଛଡ଼ା ଦେଶର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରମାନଙ୍କ ନିକଟକୁ ମଧ୍ୟ ପହଞ୍ଚୁଛି । ଏପରି ଏକ…
ଅଧିକ ଖବର ଦେଖନ୍ତୁ...

ପୁଣି ବିବାଦରେ ଫସିଲେ ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ; ରୁଜୁ ହେଲା ୧ କୋଟିର ମାନହାନି ମାମଲା

ଗୌହାଟି: ବିଭିନ୍ନ ସମୟରେ ବିଭିନ୍ନ ଘଟଣାକୁ ନେଇ ବିବାଦ ଓ ବିତର୍କ ଘେରରେ ରହି ଆସିଥିବା ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ ପୁଣିଥରେ ବିବାଦ ମଧ୍ୟରେ ଫସି ଯାଇଛନ୍ତି। ସଂପ୍ରତି ରାଜ୍ୟସଭା ସାଂସଦ ଥିବା ତଥା ଦେଶର ପୂର୍ବତନ ପ୍ରଧାନ ବିଚାରପତି ରହିଥିବା…
ଅଧିକ ଖବର ଦେଖନ୍ତୁ...

ବୈଷୟିକ କାରଣକୁ ନେଇ ଭୁବନେଶ୍ବର-ଜୟପୁର-ବିଶାଖାପାଟଣା ବିମାନ ଦିନକ ପାଇଁ ବାତିଲ, ଦ୍ବିତୀୟ ବିମାନ କେବେଠାରୁ?

ଜୟପୁର: ଗତ ଅକ୍ଟୋବର ୩୧ତାରିଖ ଦିନ ଭୁବନେଶ୍ବରରୁ ଜୟପୁର ଏବଂ ସପ୍ତାହକ ପରେ ଜୟପୁରରୁ ବିଶାଖାପାଟଣା ଚାଲୁଥିବା ୱାନଇଣ୍ଡିଆ ଏୟାରର ବିମାନ ଆଜି ବୈଷୟିକ କାରଣକୁ ନେଇ ଚଳାଚଳ ବାତିଲ କରିଥିଲା। ଆସନ୍ତାକାଲିଠାରୁ ପୁଣି ନିର୍ଦ୍ଧାରିତ ସମୟରେ ଏହା ଚଳାଚଳ କରିବ ବୋଲି ସୂଚନା ମିଳିଛି। ଗୋଟିଏ…
ଅଧିକ ଖବର ଦେଖନ୍ତୁ...

କୋଲକାତାରେ ହେବାକୁ ଥିବା ସଲମାନଙ୍କ ‘ଦ-ବଙ୍ଗ’ ଇଭେଣ୍ଟର ଟିକେଟ ମୂଲ୍ୟ ୩ଲକ୍ଷ !

କୋଲକାତା: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଇଭେଣ୍ଟର ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି କୋଲକାତା। ବଲିଉଡର ସବୁଠୁ ବଡ ନୃତ୍ୟ ଏବଂ ମ୍ୟୁଜିକାଲ୍ ସୋ 'ଦ-ବଙ୍ଗ' ଆସନ୍ତା ୧୩ତାରିଖ ଦିନ କୋଲକାତାର ଐତିହାସିକ ଇଷ୍ଟ ବେଙ୍ଗଲ କ୍ଲବରେ ଆରମ୍ଭ ହେବ। ସଲମାନଙ୍କ କୋଟି କୋଟି ପ୍ରଶଂସକ ରହିଥିବା…
ଅଧିକ ଖବର ଦେଖନ୍ତୁ...

୪୩ ଡିଗ୍ରି ଟପିଲା ଝାରସୁଗୁଡା ଓ ବୌଦ୍ଧର ତାପମାତ୍ରା

ଭୁବନେଶ୍ବର: ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଛି । ଦେହରୁ ଝାଳ ଶୁଖୁନି କି ଘରେ କିମ୍ବା ବାହାରେ କେଉଁଠି ବି ଶାନ୍ତି ନାହିଁ। ତଣ୍ଟି ବାରମ୍ବାର ଶୁଖିଯାଉଛି। ଖରାରେ ୫ ମିନିଟ୍‌ ରହିଲେ, ଅଚେତ ହେବା ଭଳି ଲାଗୁଛି। ୪ଦିନ ହେଲା ଏହିଭଳି ପାଗ ଉପକୂଳ ଓଡ଼ିଶାବାସୀଙ୍କୁ ସନ୍ତୁଳି…
ଅଧିକ ଖବର ଦେଖନ୍ତୁ...

ଇମ୍ରାନ୍‌ ଖାନ୍‌ଙ୍କ ବଡ଼ ବିଜୟ : ଗିରଫଦାରୀକୁ ଅବୈଧ ଘୋଷଣା କଲେ ପାକ୍‌ ସୁପ୍ରିମ୍‌କୋର୍ଟ, ତୁରନ୍ତ ମୁକ୍ତ କରିବାକୁ…

ଇସଲାମାବାଦ୍‌: ପାକିସ୍ତାନର ସୁପ୍ରିମ୍‌କୋର୍ଟ ଗୁରୁବାର ଇମ୍ରାନ୍‌ ଖାନ୍‌ଙ୍କ ଗିରଫଦାରୀକୁ ‘ବେଆଇନ’ ଘୋଷଣା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ପରେ ଇମ୍ରାନ୍‌ଙ୍କୁ ଅବିଳମ୍ବେ ମୁକ୍ତ କରାଯାଇଛି। ପାକିସ୍ତାନ ସୁପ୍ରିମ୍‌କୋର୍ଟର ପ୍ରଧାନ…
ଅଧିକ ଖବର ଦେଖନ୍ତୁ...

ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଭ୍ୟୁ ପଏଣ୍ଟ: ସୁରକ୍ଷା ନେଇ ବାଇସିଙ୍ଗ ମଞ୍ଚ ଏସପିଙ୍କୁ ଭେଟିଲା

ରାୟଗଡା: ମଦପ୍ୟମାନଙ୍କ ଆଡାସ୍ଥଳୀ ପାଲଟିଛି ଭ୍ୟୁ ପଏଣ୍ଟ। ପୁଲିସ ପେଟ୍ରୋଲିଂର କୈାଣସି ବ୍ୟବସ୍ଥା ନ ଥିବାରୁ ସଂଧ୍ୟା ହେଲେ ମଦ୍ୟପାନ କରିବା ପାଇଁ ଭ୍ୟୁ ପଏଣ୍ଟରେ ମଦ ବୋତଲ ଧରି ଜମା ହୋଇଯାଉଛନ୍ତି ନିଜକୁ ଉଚ୍ଚ ଶିକ୍ଷିତ ବୋଲାଉଥିବା ବ୍ୟକ୍ତି ତଥା ଯୁବକମାନେ। ରାତି ତମାମ ଭ୍ୟୁ ପଏଣ୍ଟରେ ମଦ…
ଅଧିକ ଖବର ଦେଖନ୍ତୁ...