Daily Archives

May 23, 2023

ସୌରଭ ଗାଙ୍ଗୁଲି ହେବେ ବିଜେପି ଶାସିତ ତ୍ରିପୁରାର ପର୍ଯ୍ୟଟନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲି ବିଜେପି ଶାସିତ ରାଜ୍ୟ ତ୍ରିପୁରାର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମଙ୍ଗଳବାର ତ୍ରିପୁରାର ପର୍ଯ୍ୟଟନ ମନ୍ତ୍ରୀ ସୁଶାନ୍ତ ଚୌଧୁରୀଙ୍କ ସହ ତାଙ୍କ କୋଲକାତା ସ୍ଥିତ ବାସଭବନରେ…
ଅଧିକ ଖବର ଦେଖନ୍ତୁ...

୨ହଜାର ଟଙ୍କା ବଦଳର ପ୍ରଥମ ଦିନରେ ‌ଲୋକଙ୍କ ମଧ୍ୟରେ ‌ଦେଖା ଦେଇଛି ଏଭଳି ଦ୍ବନ୍ଦ୍ବ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗତ ସପ୍ତାହରେ ଦୁଇ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ଓ ଜମା କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଆରବିଆଇ ଏହି ନୋଟକୁ ଜମା କରିବା ପାଇଁ ଚାରି ମାସ ସମୟ ଦେଇଛନ୍ତି। ଏହି ସମୟସୀମା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିଛି। ଆଜି…
ଅଧିକ ଖବର ଦେଖନ୍ତୁ...

୩୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ନିରାକାରପୁର: ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଆଜି ଟାଙ୍ଗୀ ଅବକାରୀ ବିଭାଗ ଚଢ଼ଉ କରି ଜଣେ ଚୋରା ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଙ୍କିଆଥାନା ଛଣଗିରି ଗ୍ରାମର ସଞ୍ଜୟ ମହାପାତ୍ର (୩୫) ବୋଲି ଜଣାଯାଇଛି। କୌଣସି ସୂତ୍ରରୁ ଖବରପାଇ ଟାଙ୍ଗୀ ଅବକାରୀ ବିଭାଗ ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ମାମଲାରେ କେଜ୍ରିଓ୍ବାଲଙ୍କୁ ଗୁଜରାଟ କୋର୍ଟରୁ ସମନ, ଜୁନ ୭ରେ ହାଜର ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ମାମଲାରେ ଗୁଜୁରାଟର ଏକ ଅଦାଲତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ପୁଣି ଥରେ ସମନ ଜାରି କରିଛନ୍ତି । ଜୁନ ୭ ତାରିଖରେ କୋର୍ଟରେ ହାଜର ହେବାକୁ ଦୁଇ ନେତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କୋର୍ଟରୁ ରାୟ ଆସିବାର ଘଣ୍ଟାକ ମଧ୍ୟରେ କଏଦୀ ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବାର କିଛି ସମୟ ପରେ ଆତ୍ମହତ୍ୟା କରିଥିଲେ। ତିହାର ଜେଲର ଅଧିକାରୀମାନେ ମଙ୍ଗଳବାର କହିଛନ୍ତି ଯେ ସୋମବାର ଦିନ କଏଦୀ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା…
ଅଧିକ ଖବର ଦେଖନ୍ତୁ...

ମା’-ବାପାଙ୍କ ଦେଖାଶୁଣା ପାଇଁ ଦରମା ନେଉଛନ୍ତି ଝିଅ, ଏହା ପଛରେ ରହିଛି ବଡ଼ କାରଣ

ନୂଆଦିଲ୍ଲୀ: ବୃଦ୍ଧାବସ୍ଥାରେ ପିତାମାତାଙ୍କ ସେବା କରିବା ପିଲାମାନଙ୍କର କର୍ତ୍ତବ୍ୟ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି କେହି ଏଥିପାଇଁ ଦରମା ନିଅନ୍ତି ତେବେ ଆପଣ କ’ଣ କହିବେ? ଆଜ୍ଞା ହଁ ଆପଣଙ୍କୁ ଏ କଥାଟି ଟିକେ ଅଜବ ଲାଗୁଥିଲେ ବି ଏହା ସତ। ଚୀନରେ ଏପରି ଏକ ଘଟଣା ଘଟିଥିବା ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ମୁକେଶ ଅମ୍ବାନୀଙ୍କ କମ୍ପାନିରେ କାମ କରୁଥିବା ୧୦୦୦ କର୍ମଚାରୀ ହରାଇଲେ ଚାକିରି

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ନେତୃତ୍ବରେ ଥିବା ଭାରତର ସବୁଠାରୁ ବଡ ଅନଲାଇନ ରିଟେଲ କମ୍ପାନି ରିଲାଏନ୍ସ ଜିଓମାର୍ଟରେ ବହୁ ସଂଖ୍ୟକ କର୍ମଚାରୀଙ୍କ ଛ‌‌ଟେଇ ହୋଇଛି। ପ୍ରକାଶିତ ଖବର ମୁତାବକ, କମ୍ପାନି ଏକ ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଛି। ନିକଟରେ ଜିଓ…
ଅଧିକ ଖବର ଦେଖନ୍ତୁ...

“ଏଥିରେ ତମର କ୍ଷତି, ଆମର ନୁହେଁ” କଶ୍ମୀର ଜି-୨୦ ବୈଠକରେ ଯୋଗ ଦେଇନଥିବାରୁ ଚୀନକୁ କହିଲା ଭାରତ

ଶ୍ରୀନଗର: ଶ୍ରୀନଗରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ର ଅନୁପସ୍ଥିତି କୌଣସି ଫରକ ପକାଇବ ନାହିଁ ଏବଂ ଏହା ଭାରତର ନୁହେଁ ବରଂ ସେମାନଙ୍କର କ୍ଷତି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି । ତୃତୀୟ ଜି-୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଅଂଶଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ସିଭିଲ ସର୍ଭିସ ପରୀକ୍ଷା: ୪ ଟପ୍ପରଙ୍କ ମଧ୍ୟରୁ ୩ ଦିଲ୍ଲୀ ବିଶ୍ୱବିଦ୍ୟାଳୟର, ଜଣେ ଆଇଆଇଟି ହାଇଦ୍ରାବାଦର ଛାତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ୨୦୨୨ ବର୍ଷ ପାଇଁ କରାଯାଇଥିବା ସିଭିଲ ସର୍ଭିସ ପରୀକ୍ଷାର ଚୂଡାନ୍ତ ପରୀକ୍ଷା ଫଳ ଆଜି (ମଙ୍ଗଳବାର) ପ୍ରକାଶ ପାଇଛି। ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୯୩୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଶୀର୍ଷ ସ୍ଥାନ (ଟପର) ଅଧିକାର…
ଅଧିକ ଖବର ଦେଖନ୍ତୁ...

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି ପୁଲିସ ବାବୁ

ବରଗଡ଼/ଗାଇସିଲାଟ୍‌ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ପୁଲିସ ବାବୁ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ଗାଇସିଲାଟ ଆଇଆଇସି ବୀରବର ଭଗତ। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ଜାଲରେ ଫସିଥିଲେ ଗାଇସିଲାଟ ଥାନାଧିକାରୀ…
ଅଧିକ ଖବର ଦେଖନ୍ତୁ...