Daily Archives

May 24, 2023

ମୁଣ୍ଡଳି ଆକ୍ରମଣ ଘଟଣା: ୪ ଅଭିଯୁକ୍ତ ଗିରଫ, ରାସ୍ତାରୋକ ପରେ ଟୋଲ ଗେଟ୍‌କୁ ସିଲ କଲା ପ୍ରଶାସନ

ଆଠଗଡ଼:  କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁଣ୍ଡଳି ଟୋଲ ଗେଟ୍‌ ଠାରେ ମଙ୍ଗଳବାର ଘଟିଥିବା ଆକ୍ରମଣ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାଟେଣିଗାଁର ଦୀପକ ପ୍ରଧାନ (୨୩) ,ପାଟେଣିଗାଁର ବୁବୁ ଓରଫ ଦୀପକ ପ୍ରଧାନ (୨୫), କଦମ୍ବପାଟଣା ର ରାଜୁ ବାରିକ ( ୨୨),…
ଅଧିକ ଖବର ଦେଖନ୍ତୁ...

ସୁଟିଂ ବେଳେ ମୋ‌ତେ ଅନ୍ତଃବସ୍ତ୍ରରେ ଦେଖିବାକୁ ଚାହୁଥିବା କହିଥିଲେ ନିର୍ଦ୍ଦେଶକ: ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ସୁଟିଂ ବେଳେ ଅନ୍ତଃବସ୍ତ୍ରରେ ଦେଖିବାକୁ ଚାହୁଥିବା କହିଥିଲେ ନିର୍ଦ୍ଦେଶକ। ପୂର୍ବରୁ ପ୍ରିୟଙ୍କା ଚୋପ୍ରା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଅନେକ ବଡ଼ ଖୁଲାସା କରିସାରିଥିବା ବେ‌ଳେ ଏବେ ଏଭଳି କହିଛନ୍ତି ଅଭିନେତ୍ରୀ। ପ୍ରିୟଙ୍କା ଚୋପ୍ରା ନିକଟରେ ଏକ ସାକ୍ଷାତକାରରେ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ମହୋତ୍ସବରେ ସ୍ନାନ କଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ଗୁଆଝରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ମହୋତ୍ସବରେ ଜଟଣୀ ବିଧାୟକ ସୁର ରାଉତ ରାୟ ସ୍ନାନ କରିଛନ୍ତି। ମହାପ୍ରଭୁଙ୍କ ରିତିନୀତି ୫୫ବର୍ଷ ଧରି ଚାଲି ଆସିଛି। ଲିଙ୍ଗରାଜ ମନ୍ଦିରରୁ ବରଯାତ୍ରୀ ବାହାରି ଗୁଆଝରରେ ଚନ୍ଦନ ଲଗେଇ ଏଠି ସ୍ନାନ କରନ୍ତି। ଏହାପରେ କେଦାର ଗୌରୀ…
ଅଧିକ ଖବର ଦେଖନ୍ତୁ...

ଚୀନ ସମୁଦ୍ର ତଳୁ ମିଳିଲା ୫୦୦ ବର୍ଷ ପୁରୁଣା ଜାହାଜ, ମିଳିଲା ବିପୁଳ ସମ୍ପତ୍ତି

ବେଜିଂ : ଦକ୍ଷିଣ ଚୀନ ସାଗରରୁ ମିଳିଥିବା ଦୁଇଟି ଜାହାଜର ଅବଶେଷ ମିଳିଛି । ସେଗୁଡ଼ିକ ୫୦୦ ବର୍ଷ ପୁରୁଣା ମିଙ୍ଗ ରାଜବଂଶ ଅମଳର ବୋଲି ଅନୁମାନ କରାଯାଉଛି । ଏଥିରୁ ଚୀନର ପ୍ରତ୍ନତତ୍ତ୍ୱବିତ୍ମାନେ ପୁରୁଣା ସିଲ୍କ ରୋଡ୍ ବାଣିଜ୍ୟ ମାର୍ଗ ବିଷୟରେ ସୂଚନା ପାଇବାକୁ ଉଦ୍ୟମ କରୁଛନ୍ତି । ଦକ୍ଷିଣ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଥରିଲା କୋରାପୁଟ, ୨୦ ମିନିଟ୍‌ରେ ୧୬୫୧୭ ଥର ବଜ୍ରାଘାତ

କୋରାପୁଟ: ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଋତୁ ଅନୁସାରେ ପାଗ ଠିକ୍‌ ରହୁନାହିଁ। ପରିବେଶ ସନ୍ତୁଳନ ଅଭାବ ଯୋଗୁଁ ଅଚାନକ ବିପର୍ଯ୍ୟୟ ଆସୁଛି ବୋଲି ପରିବେଶବିଦ୍‌ମାନେ କହୁଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ସହରରେ କିଛି ବର୍ଷ…
ଅଧିକ ଖବର ଦେଖନ୍ତୁ...

ନୂତନ ସଂସଦ ଗୃହରେ ପ୍ରତିଷ୍ଠା ହେବ ଐତିହାସିକ “ସେଙ୍ଗୋଲ”; ଜାଣନ୍ତୁ ଏହା କ’ଣ? ଏହାକୁ ପ୍ରଥମେ କିଏ,…

ନୂଆଦିଲ୍ଲୀ: ରବିବାର ଦିନ ଇତିହାସର ପୁନରାବୃତ୍ତି ହେବ, ଯେତେବେଳେ ନୂତନ ସଂସଦ ଭବନ ଦେଶ ପାଇଁ ଉତ୍ସର୍ଗୀକୃତ ହେବ। ଏହି ଦିନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାୟପୂର୍ଣ୍ଣ ଏବଂ ନିଷ୍ପକ୍ଷ ଶାସନର ପବିତ୍ର ପ୍ରତୀକ ସେଙ୍ଗୋଲକୁ ଗ୍ରହଣ କରିବେ ଏବଂ ଏହାକୁ ନୂତନ ସଂସଦ ଭବନରେ ସ୍ଥାପନ କରିବେ।…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ଖରାରେ ସିଝୁଛି ଓଡ଼ିଶା; ନୂଆପଡ଼ାରେ ତାପମାତ୍ରା ୪୪ ଡିଗ୍ରି ରେକର୍ଡ, ଭୁବନେଶ୍ବରରେ ପାରା ୪୨.୮ ଡିଗ୍ରି

ଭୁବନେଶ୍ବର: ପ୍ରବଳ ଖରା ଓ ଗୁଳୁଗୁଳି ସାରା ରାଜ୍ୟବାସୀଙ୍କୁ କଳବଳ କରୁଛି। ସକାଳ ୮ଟା ପର ଠାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଉଛି। ଅପରାହ୍‌ଣ ୪ଟା ପୂର୍ବରୁ ବାହାରକୁ ବାହାରିବା କଷ୍ଟ ହୋଇପଡୁଛି। ଲେକେ ଅତି ଜରୁରି କାମ ନ ଥିଲେ ବାହାରକୁ ଯିବାକୁ ଚାହୁଁ ନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଳିବ ୩୦କୋଟି ଟଙ୍କା: ଏରିସ ଗ୍ରୁପ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ)ରେ ଥିବା ଏକ ଭାରତୀୟ କମ୍ପାନି ନିଜର ୨୫ବର୍ଷ ପୂରା ହେବା ଅବସରରେ କର୍ମଚାରୀଙ୍କୁ ଉପହାର ଦେବା ପାଇଁ ଘୋଷଣା କରିଛି। ତେବେ କମ୍ପାନିର ଏହି ଉତ୍ସବ‌ରେ ‌କର୍ମଚାରୀଙ୍କ ସମେତ ସେମାନଙ୍କ ସ୍ତ୍ରୀ, ପିଲା, ବାପା ଓ ମା’ଙ୍କୁ ସାମିଲ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ପୁଣି କାଳବୈଶାଖୀ ଅଟକାଇଲା ଟ୍ରେନ୍‌: ବିଶାଖାପାଟଣା-କୋରାପୁଟ ପାସେଞ୍ଜର ଉପରେ ପଡ଼ିଲା ବିଶାଳ ଗଛ

ରାୟଗଡ଼ା/ଭୁବନେଶ୍ବର: କାଳବୈଶାଖୀର ତାଣ୍ଡବ‌ କାରଣରୁ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଯାଜପୁର ଜିଲ୍ଲା ବୈତରଣୀ‌ ରୋଡ୍‌ ନିକଟରେ ଅଟକିବାକୁ ରାଜ୍ୟବାସୀ ଭୁଲି ନଥିବା ବେଳେ ରାୟଗଡ଼ା ଜିଲ୍ଲାରେ ଟ୍ରେନ୍‌ର ଇଂଜିନ ଉପରେ ବିଶାଳ ଗଛ ପଡ଼ିଛି। ଏହି କାରଣରୁ ବୁଧବାର ଅପରାହ୍‌ଣ…
ଅଧିକ ଖବର ଦେଖନ୍ତୁ...

କପିଲ୍‌ ଶର୍ମା ସୋ’ରେ ନଜର ଆସିବେ ଅନ୍ତର୍ଜାତୀୟ କ୍ରିକେଟର ବ୍ରେଟ୍ ଲି ଓ କ୍ରିସ୍ ଗେଲ୍

ମୁମ୍ବାଇ: ଲୋକପ୍ରିୟ କମେଡି ସୋ’ କପିଲ୍‌ ଶର୍ମା ସୋ’ର ପ୍ରଶଂସକମାନେ ଏହାର ସମସ୍ତ ଚରିତ୍ରଙ୍କୁ ବେଶ୍ ପସନ୍ଦ କରିଥାଆନ୍ତି। ଏହି କମଡି ସୋ’ଟି ମନ ଯେତେ ଖରାପ ଥିଲେ ବି ଓଠରେ ହସ ଆଣି ଦେଇଥାଏ । ସୋ’ରେ କପିଲ ଶର୍ମାଙ୍କ ପରି ଅନ୍ୟ କଳାକାରମାରନେ ବି ଭର୍‌ପୂର ମନୋରଞ୍ଜନ କରାଇଥାନ୍ତି।…
ଅଧିକ ଖବର ଦେଖନ୍ତୁ...