Daily Archives

May 29, 2023

ଓଡ଼ିଶା ଭିଜିଲାନ୍ସର ପ୍ରଥମ ମାମଲା: ଫୋନ୍ ପେ’ରେ ଲାଞ୍ଚ ନେଇ ଧରାପଡ଼ିଲେ ଟାଟା ପାୱାର ଅଧିକାରୀ

ଭୁବନେଶ୍ୱର: ହାତରେ ନୁହେଁ, ଫୋନ ପେ'ରେ ଟଙ୍କା ପଠାଅ | ପ୍ରଥମ ଥର ଏଭଳି ଭାବେ ଲାଞ୍ଚ ନେଉଥିବା ଜଣେ ଲାଞ୍ଚୁଆ ବାବୁ ଓ ତାଙ୍କ ସହଯୋଗୀଙ୍କୁ ଧରିଛି ଭିଜିଲାନ୍ସ | ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ପ୍ରଥମ ମାମଲା ଯେତେବେଳେ ଜଣେ ଅଧିକାରୀ ହାତାହାତି ନୁହେଁ ଅନଲାଇନ ମୋଡରେ ଲାଞ୍ଚ…
ଅଧିକ ଖବର ଦେଖନ୍ତୁ...

ସିୟୁଓରେ ଆରମ୍ଭ ହେଲା କୁଇ ଓ ଦେଶିଆ ଭାଷାର ଜାତୀୟ କର୍ମଶାଳା: ଶ୍ରବଣ, କଥନ, ପଠନ ଓ ଲିଖନକୁ ଗୁରୁତ୍ବ

କୋରାପୁଟ: ଶ୍ରବଣ, କଥନ, ପଠନ ଓ ଲିଖନକୁ ଗୁରୁତ୍ବ ଦେଇ ଏହି କର୍ମଶାଳାରେ କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ। ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ ହେବ। କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା,…
ଅଧିକ ଖବର ଦେଖନ୍ତୁ...

ମୁହଁମୋଡ଼ି ଚାଲିଯିବା ପରିବର୍ତ୍ତେ ସାହାଯ୍ୟ କରନ୍ତୁ; ଦିଲ୍ଲୀ ହତ୍ୟାକାଣ୍ଡ ପରେ ଲୋକଙ୍କୁ ପୁଲିସର ଅପିଲ୍

ନୂଆଦିଲ୍ଲୀ: ରବିବାର ଜଣେ ପ୍ରେମିକ ନିଜ ପ୍ରେମିକାକୁ ‌ଯେଉଁଭଳି ଭାବେ ହତ୍ୟା କଲା ତାହା ଏବେ ସାରା ଦେଶକୁ ସ୍ତବ୍ଧ କରିଛି। କୌଣସି ଜନଶୂନ୍ୟ ଅଞ୍ଚଳରେ ନୁହେଁ ବରଂ ଜନଗହଳିପୂର୍ଣ୍ଣ ରାସ୍ତାରେ ଘଟିଥିଲା ଏହି ହୃଦୟ ଥରା ଘଟଣା। ପ୍ରେମିକ ରାସ୍ତା ଗଡ଼ରେ ନିଜ ପ୍ରେମିକାକୁ ଛୁରି ଭୁସି ଚାଲିଥିବା…
ଅଧିକ ଖବର ଦେଖନ୍ତୁ...

ସମର୍‌-ଡିମ୍ପିଙ୍କ ବିବାହରେ ପୁଣି ଥରେ ‘ସାତ୍‌-ଫେରେ’ ନେଇ ହନିମୁନ ପାଇଁ ଆମେରିକା ଯିବେ ଅନୁଜ-ଅନୁପମା !

ମୁମ୍ବାଇ: ଏହି ଖବରଟି ଲୋକପ୍ରିୟ ଟିଭି ଧାରାବାହିକ ‘ଅନୁପମା’ର ଦର୍ଶକଙ୍କ ପାଇଁ। ଧାରାବାହିକ‌ରେ ଅନୁଜ  ଏବଂ ଅନୁପମାଙ୍କ ମଧ୍ୟରେ ଦୀର୍ଘ ଦୂରତା ଦର୍ଶକଙ୍କୁ ପସନ୍ଦ ଆସୁନାହିଁ ଏବଂ ଦୁହେଁ କେବେ ଏକାଠି ହେବେ ତାହା ଦେଖିବା ପାଇଁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ଧାରାବାହିକର ଶେଷ…
ଅଧିକ ଖବର ଦେଖନ୍ତୁ...

ଆହୁରି ବିଳମ୍ବ ହେବକି ମୌସୁମୀ ? ଆଉ କେତେ ଦିନ ଖରାରେ ସିଝିବେ ଲୋକେ ?

ଭୁବନେଶ୍ବର :  ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତିବର୍ଷ ଜୁନ ୧ରେ କେରଳ ଛୁଇଁଥାଏ । ତାହାର ପ୍ରାୟ ୮ରୁ ୧୦ ପୂର୍ବରୁ ଏହା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁଥାଏ । କିନ୍ତୁ ଏବର୍ଷ ବିଳମ୍ବ କରି ଆସୁଛି ମୌସୁମୀ । ପୂର୍ବରୁ ପୂର୍ବାନୁମାନ କରାଯାଇଥିଲା ଯେ ମେ ୨୨ରେ ମୌସୁମୀ ଆଣ୍ଡାମାନ ଛୁଇଁବ,…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାର ଶିକାର ହେଲେ ଜଣାଶୁଣା ତେଲୁଗୁ ଅଭିନେତା ସର୍ବାନନ୍ଦ

ନୂଆଦିଲ୍ଲୀ: ଦୁର୍ଘଟଣାର ଶିକାର ହେଲେ ଜଣାଶୁଣା ତେଲୁଗୁ ଅଭିନେତା ସର୍ବାନନ୍ଦ। ରବିବାର ତାଙ୍କ କାର୍ ଏକ ଡିଭାଇଡର ଉପରେ ଚଢ଼ି ଯାଇଥିବା ଖବର ସାମ୍ନାକୁ ଆସିଛି। ଅଭିନେତାଙ୍କ କାର ରବିବାର ସକାଳେ ଜୁବୁଲି ହିଲ୍ସରେ ଥିବା ସିଭିଆର ଜଙ୍କସନର ଏକ ଡିଭାଇଡରେ ଚଢ଼ିଯାଇଥିଲା। ଏହି ଖବର ସୋସିଆଲ…
ଅଧିକ ଖବର ଦେଖନ୍ତୁ...

କ୍ୟାବିନେଟ ବୈଠକରେ ବଦଳିଲା ନିୟମ: ଏଣିକି ବିକ୍ରି ସହ ବିଭାଜିତ ହୋଇପାରିବ ଚକବନ୍ଦୀ ଜମି

ଭୁବନେଶ୍ୱର: ଏଣିକି ବିଭାଜିତ ଏବଂ ବିକ୍ରି ହୋଇପାରିବ ଚକବନ୍ଦୀ ଜମି। ଏହା ସହ ଜମିପଟ୍ଟା ମଧ୍ୟ ସଂଶୋଧନ କରିପାରିବେ ଜମି ମାଲିକ। ଆଜି ଏ ସମ୍ପର୍କିତ ଚକବନ୍ଦୀ ଆଇନରେ ଥିବା ଧାରା ୩୪ ଏବଂ ୩୫ ନିଷେଧ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ମାଆଙ୍କ ପରି ଶାଶୂଙ୍କୁ ଚୁମ୍ବନ ଦେଲେ ପରୀ; ଭାଇରାଲ୍‌ ହେଲା ଏହି ଇମୋସନାଲ୍ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ାଙ୍କ ନିର୍ବନ୍ଧ ମେ’ ୧୩ରେ ହୋଇଥିଲା। ଉଭୟ ପରିଣୀତି ଓ ରାଘବ ଟୁଇଟ୍ କରି ଏହି ସୂଚନା ଦେଇଥିଲେ। ନିକଟରେ ଏହି ଦମ୍ପତି ଦିଲ୍ଲୀରେ ନିର୍ବନ୍ଧ କରିଥିଲେ। ତେବେ ରାଘବ ଓ ପରିଣୀତିଙ୍କର ଏଯାଏ ବିବାହ ହୋଇନାହିଁ ସତ, ମାତ୍ର…
ଅଧିକ ଖବର ଦେଖନ୍ତୁ...

୫୮ ବର୍ଷ ପରେ ଭାରତରୁ ସ୍ବଦେଶ ଫେରୁଛି ଏହି ଆମେରିକୀୟ ସେନା ଅଧିକାରୀଙ୍କ ମରଶରୀର

କୋଲକାତା : ୫୮ ବର୍ଷ ପରେ ପଶ୍ଚିମବଙ୍ଗର ଦାର୍ଜିଲିଂରୁ ଆମେରିକାର ଅନ୍ୟତମ ସମ୍ମାନିତ ଅଧିକାରୀ ମେଜର ଜେନେରାଲ ହ୍ୟାରି କ୍ଲେନବେକ୍ ପିକେଟଙ୍କ ମରଶରୀରକୁ ଆମେରିକା ନିଆଯାଉଛି । ମେଜର ଜେନେରାଲ କ୍ଲେନବେକ୍ ଉଭୟ ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଲଢ଼ିଥିଲେ ଏବଂ ତାଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ରେଳଷ୍ଟେସନ ପାଲଟିଛି ଗଂଜେଇ ଚାଲାଣର ଗଳା ବାଟ, ପୁଣି ଷ୍ଟେସନରୁ ୩୦ କିଲୋ ଗଂଜେଇ ଜବତ

ରାୟଗଡା: ରାୟଗଡା ରେଳଷ୍ଟେସନ ଏବେ ଗଂଜେଇ ଚାଲାଣକାରୀଙ୍କ ପାଇଁ ଗଳାବାଟ ସାଜିଛି। ଗତ ଦୁଇ ଦିନ ତଳେ ରେଳ ଷ୍ଟେସନରୁ ହିଁ ଜଣେ ଯୁବକଙ୍କ ବ୍ୟାଗରୁ ୨୪ କିଲୋ ଗଂଜେଇ ଜବତ କରାଯାଇଥିଲା। ଆଜି ମଧ୍ୟ ଅବକାରୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମରେ ସହକାରୀ ଅବକାରୀ ଅଧୀକ୍ଷକ ଗୁପ୍ତେଶ୍ବର ପ୍ରଧାନଙ୍କ…
ଅଧିକ ଖବର ଦେଖନ୍ତୁ...