Daily Archives

May 30, 2023

ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ପରାମର୍ଶ ଦେଲେ ପୂର୍ବତନ ସାଂସଦ

ରାୟଗଡା: ରାୟଗଡା ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ପୌର ପରିଷଦର କାଉନସେଲର ଏବଂ ବିଜେଡି କର୍ମୀଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ପୂର୍ବତନ ସାଂସଦ ଏନ. ଭାସ୍କର ରାଓ, ପୌର ପରିଷଦର ଅଧ୍ୟକ୍ଷ ମହେଶ ପଟ୍ଟନାୟକ, ରାଇସିଂହ ବିଡିକା ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...

ତମାଖୁ ସେବନ ଦ୍ୱାରା ହୋଇପାରେ ବ୍ରେନଷ୍ଟ୍ରୋକ ସହ କ୍ୟାନ୍ସର

ଭୁବନେଶ୍ୱର: ତମାଖୁ ବା ଟୋବାକୋ ସେବନ ପ୍ରାଣଘାତକ ହୋଇପାରେ। ତମାଖୁ ସେବନ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ସହିତ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ | ଅବଶ୍ୟ, ଏହା ଜାଣିବା ସତ୍ତ୍ୱେ, ଲୋକମାନେ ଧୂଆଁଯୁକ୍ତ ଓ ଧୂଆଁମୁକ୍ତ ତମାଖୁ ସେବନ କରୁଛନ୍ତି | ତେବେ ଲୋକଙ୍କୁ ତମାଖୁ…
ଅଧିକ ଖବର ଦେଖନ୍ତୁ...

ବିଜେପି-ଏକନାଥ ଗୋଷ୍ଠୀ ମଧ୍ୟରେ ଫାଟ ? ମେଣ୍ଟ ଛାଡ଼ିବାକୁ ଚାହୁଁଛନ୍ତି କି ୨୨ ବିଧାୟକ ?

ମୁମ୍ବାଇ : ଶିବସେନା (ଉଦ୍ଧବ ଗୋଷ୍ଠୀ)ର ମୁଖପତ୍ର ସାମନାରେ ଦାବି କରାଯାଇଛି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ୨୨ ଜଣ ବିଧାୟକ ଏବଂ ୯ ଜଣ ଲୋକସଭା ସାଂସଦ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଦଳ ଛାଡ଼ିବାକୁ ଚାହୁଁଛନ୍ତି । ଶିବସେନା…
ଅଧିକ ଖବର ଦେଖନ୍ତୁ...

ବରଯାତ୍ରୀରେ ନାଚିବାକୁ ନେଇ ସ୍ବାମୀଙ୍କ ସହ ଝଗଡ଼ା ହେବାରୁ କେନାଳକୁ ଡେଇଁଲେ ପତ୍ନୀ, ତା’ ପରେ…

ହରଦୋଇ(ୟୁପି): ବରଯାତ୍ରୀରେ ନାଚିବାକୁ ନେଇ ସ୍ବାମୀଙ୍କ ସହ ଝଗଡ଼ା ହେବାରୁ କେନାଳକୁ ଡେଇଁଲେ ପତ୍ନୀ। ଉତ୍ତରପ୍ରଦେଶର ହରଦୋଇରେ ଘଟିଛି ଏଭଳି ଘଟଣା। ସବୁଠାରୁ ବଡ଼ କଥା ହେଲା ପତ୍ନୀଙ୍କୁ ବଞ୍ଚାଇବା ପାଇଁ ଯୁବକଜଣକ ମଧ୍ୟ କେନାଳକୁ ଡେଇଁଥିବା ବେଳେ ଏବେ ଦୁହିଁଙ୍କ ପତ୍ତା ମିଳୁନି। ନିଖୋଜ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ: ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ନୂଆଦିଲ୍ଲୀ: ‘ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ’। ଏହି ଉକ୍ତର ଅନେକ ଉଦାହରଣ ଆମେ ନିକଟରେ ଦେଖିବାକୁ ପାଇଛେ। ଏହି ଉକ୍ତି ସହିତ ଜଡ଼ିତ ଆଉ ଏକ ଘଟଣା ମେଟ୍ରୋରେ ଘଟିଛି। ଯାହାର ଏକ ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଜଣେ ଯାତ୍ରୀ ଚଳନ୍ତା ମେଟ୍ରୋର…
ଅଧିକ ଖବର ଦେଖନ୍ତୁ...

ମଣିପୁର ହିଂସା : ପଦକ ଫେରାଇବାକୁ ଚେତାବନୀ ଦେଲେ କ୍ରୀଡ଼ାବିତ୍

ନୂଆଦିଲ୍ଲୀ : ମଣିପୁରରେ ହିଂସାର ନିଆଁ ଥମିବାର ନାଁ ନେଉନାହିଁ । ମଙ୍ଗଳବାରଦିନ ଗୃହମନ୍ତ୍ରୀ ଅମିତ ଶାହା ମଣିପୁର ଗସ୍ତରେ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ଦଙ୍ଗାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ହିଂସାକୁ ନେଇ ଚିନ୍ତା…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ୧୯ ଗୋରୁ ମୃତ୍ୟୁ ଘଟଣା: ହିତାଧିକାରୀଙ୍କୁ ମିଳିବ ସହାୟତା, ନିର୍ଦ୍ଦେଶ ଦେଲେ ଏସ୍‌ଆରସି

ଭୁବନେଶ୍ବର/ଭଂଜନଗର: ଗଞ୍ଜାମ-କନ୍ଧମାଳ ସୀମାନ୍ତ ଭଞ୍ଜନଗର ବ୍ଲକ୍ ବଦାଙ୍ଗିରେ ଆଜି ଅପରାହ୍‌ଣ‌ରେ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ଼ ଯୋଗୁଁ ୧୯ ଗାଈ ପ୍ରାଣ ହରାଇଥବା ନେଇ ରାଜ୍ୟ ସରକାର ଅବଗତ ହୋଇଛନ୍ତି। ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ଏନେଇ ଗଂଜାମ ଜିଲ୍ଲାପାଳଙ୍କୁ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ହାତ କେମିତି ଭାଙ୍ଗିଲା ଶୁଣି ଶୁଣି ବିରକ୍ତ ହେବା ପରେ ମୁଣ୍ଡକୁ ଆସିଲା ଏହି ବୁଦ୍ଧି

ନୂଆଦିଲ୍ଲୀ: ମନେକରନ୍ତୁ ଆପଣଙ୍କ ହାତ ଭାଙ୍ଗିଯାଇଛି ଓ ଯନ୍ତ୍ରଣାରେ ଆପଣ ଛଟପଟ ହେଉଥିବାବେଳେ ହାତରେ ବ୍ୟାଣ୍ଡେଜ ଗୁଡା଼ଇହୋଇଥିବ | ଏହି ସମୟରେ ଜଣେ କି ଦୁଇ ଜଣ ଆପଣଙ୍କୁ ଯଦି ପଚାରିବେ ଆପଣ ହାତ ଭାଙ୍ଗିବାର କାରଣ କହିପାରିବେ | କିନ୍ତୁ ଯେତେବେଳେ ବହୁ ସଂଖ୍ୟାରେ ଲୋକ ବାରମ୍ବାର ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିବାହକୁ କାହିଁକି ଡାକିଲନି; କରଣଙ୍କ ପ୍ରଶ୍ନର ଏଭଳି କଡ଼ା ଜବାବ ଦେଲେ ପ୍ରିୟଙ୍କା

ମୁମ୍ବାଇ: ଏବେ ଚର୍ଚ୍ଚାରେ ବଲିଉଡ-ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ନିକଟରେ ତାଙ୍କର ୱେବ୍ ସିରିଜ୍ ସିଟାଡେଲ୍ ରିଲିଜ୍ ହୋଇଛି। ଉଭୟ ଦେଶ ତଥା ବିଦେଶରୁ ଏହି ସିରିଜ୍ ପାଇଁ ପ୍ରିୟଙ୍କାଙ୍କୁ ବହୁତ ଭଲ ପାଇବା ମିଳୁଛି। ଏହି ୱେବ୍ ସିରିଜରେ ପ୍ରିୟଙ୍କା ଆକ୍ସନ୍ କରୁଥିବାର ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...