Daily Archives

May 31, 2023

ପ୍ରିୟଙ୍କାଙ୍କ ପାରିଶ୍ରମିକ ଅସମାନତା ପ୍ରସଙ୍ଗରେ ମୁହଁ ଖୋଲି ଚାଞ୍ଚଲ୍ୟକର ବୟାନ ଦେଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ହୋଷ୍ଟ କରୁଥିବା ସୋ’ ଲକ୍ ଅପ୍ ନିକଟରେ ଶେଷ ହୋଇଯାଇଛି। ତେବେ କଙ୍ଗନା ଯେକୌଣସି ବିଷୟବସ୍ତୁ ହେଉ ସେ ନିଜର ବୟାନ ଦେଇଥାଆନ୍ତି। ଆଉ କାହାକୁ ଭୟ ନକରି ତାଙ୍କ ମନରେ ଯାହା ଥାଏ ତାହାକୁ ସେ  ସ୍ପଷ୍ଟ ଭାବେ ସମସ୍ତଙ୍କ ସାମ୍ନାରେ ରଖିଥାଆନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଲାଭର ସୁଯୋଗ ପାଇବେ। ସମାଜରେ ଯଶ ଖ୍ୟାତି ବଢ଼ିବ। ମହିଳାମାନେ କାମରେ ଅତ୍ୟଧିକ ବ୍ୟସ୍ତ ରହିବେ। ‌ ବୃଷ: କାମରେ ଏକାଗ୍ରତା ବଜାୟ ରହିବ। ନୂଆ ଲୋକଙ୍କ ସହିତ ମିଶିବାର ମଉକା ମିଳିପାରେ। ବ୍ୟବସାୟରେ ନୂଆ ଯୋଜନା ଲାଗୁ କଲେ ଲାଭ ହେବ।…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧ ଦଂପତିଙ୍କ ମଧ୍ୟରେ ଗଣ୍ଡଗୋଳ: ଠେଙ୍ଗାରେ ପିଟିପିଟି ସ୍ତ୍ରୀକୁ ହତ୍ୟା, ସ୍ବାମୀ ଥାନାରେ ଅଟକ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଘୁମେର ଗ୍ରାମରେ ସନ୍ଧ୍ୟା ସମୟରେ ଟୋଲ ଗୋଟାଇ ଆସୁଥିବା ସମୟରେ ସନ୍ଧ୍ୟାରେ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେବା ପରେ ଏଥିରେ ବୃଦ୍ଧ ସ୍ବାମୀ ଉତ୍ୟକ୍ତ ହୋଇ ବୃଦ୍ଧା ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା…
ଅଧିକ ଖବର ଦେଖନ୍ତୁ...

ପୁଣି ନାମ ବଦଳ ରାଜନୀତି : ଅହମ୍ମଦନଗରର ନାଁ ବଦଳି ଅହଲ୍ୟା ନଗର ହେବ

ମୁମ୍ବାଇ : ମହାରାଷ୍ଟ୍ରର ଆଉ ଏକ ସହରର ନାମ ବଦଳିବ । ଅହମ୍ମଦନଗରର ନାଁ ବଦଳି ହେବ ଅହଲ୍ୟା ନଗର । ଏକଥା ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଦୀର୍ଘ ଦିନ ଧରି ଏହି ସହରର ନାମ ପରିବର୍ତ୍ତନ କରିବାକୁ ଦାବି ହେଉଥିଲା। ଏବେ ପ୍ରତୀକ୍ଷାର ଅନ୍ତ ଘଟିଛି। ଡିସେମ୍ବର…
ଅଧିକ ଖବର ଦେଖନ୍ତୁ...

ସେଲଫି ପାଇଁ ପ୍ରଶଂସକ ଦୌଡ଼ୁଥିବା ବେଳେ ମୁହଁମୋଡି ଚାଲିଗଲେ କରୀନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ପ୍ରାୟତଃ ଅନେକ ସମୟରେ ଟ୍ରୋଲିଂର ଶିକାର ହୁଅନ୍ତି। ଅନେକ ଥର ପ୍ରଶଂସକଙ୍କ ସହ ତାଙ୍କ ବ୍ୟବହାର ପାଇଁ ତାଙ୍କୁ ଟ୍ରୋଲ କରାଯାଏ। ଏବେ ପୁଣି ଥରେ ନିଜର ବ୍ୟବହାର ଯୋଗୁଁ କରୀନା ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସିଛନ୍ତି। ‌ସୋସିଆଲ ମିଡିଆରେ ଏକ…
ଅଧିକ ଖବର ଦେଖନ୍ତୁ...

ରୋଗରେ ପୀଡ଼ିତ ବଧୂଙ୍କୁ ସମର୍ଥନ କରି ଏଭଳି କଥା କହିଲେ ବର

ନୂଆଦିଲ୍ଲୀ: ପ୍ରତ୍ୟେକ ଝିଅ ନିଜ ବିବାହ ଦିନ କିପରି ସୁନ୍ଦର ଦେଖାଯିବେ ସେଥିପାଇଁ ଅନେକ ଦିନରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥାଆନ୍ତି। ଚେହେରା ଓ କେଶକୁ କିପରି ଅଧିକରୁ ଅଧିକ ସୁନ୍ଦର କରି ପାରିବେ ସେଥିପାଇଁ ବିୟୁଟି ପାର୍ଲର ହେଉ ଅବା ଘରେ ଟିକିନିଖି ଯତ୍ନ ନେଇଥାଆନ୍ତି। ଏହି କ୍ରମ‌ରେ…
ଅଧିକ ଖବର ଦେଖନ୍ତୁ...

ଏହି ଫଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ପଟାସିୟମ୍‌, କପର ଓ ଭିଟାମିନ୍‌ ସି

ଏବେ ବଜାରରେ ଯେଉଁଠି ଦେଖିବେ ଲିଚୁ। ବିଶେ‌େ କରି ସାବିତ୍ରୀ ଓ ରଜ ସମୟରେ ନଜର ଆସୁଥିବା ଏହି ଫଳଟି ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ଆହୁରି ସୁଆଦିଆ। ମିଠା ଲାଗୁଥିବା ଏହି ରସାଳୁଆ ଫଳଟି ଅନେକ ଲୋକଙ୍କର ପ୍ରିୟ। ଏହା ଏକ ଋତୁଭିତ୍ତିକ ଫଳ ହୋଇଥିବାରୁ ସବୁ ସମୟରେ ଦେଖିବାକୁ ମିଳେ…
ଅଧିକ ଖବର ଦେଖନ୍ତୁ...

ଶୃଙ୍ଗାରଗୌରୀ ପୂଜା ପ୍ରସଙ୍ଗରେ ମୁସଲମାନ ପକ୍ଷର ଆବେଦନ ଆହ୍ଲାବାଦ ହାଇକୋର୍ଟରେ ଖାରଜ

ଆହ୍ଲାବାଦ : ବାରଣାସୀରେ ମା' ଶୃଙ୍ଗାରଗୌରୀଙ୍କ ନିୟମିତ ପୂଜା ମାମଲାରେ ମୁସଲମାନ ପକ୍ଷ ପକ୍ଷରୁ ଦାୟର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶୃଙ୍ଗାରଗୌରୀଙ୍କ ନିୟମିତ ପୂଜା କରିବା ପାଇଁ ଅନୁମତି ଲୋଡ଼ି ରାକ୍ଷୀ ସିଂହ ଅନ୍ୟ ୪ ଜଣ ମହିଳା ବାରାଣାସୀ କୋର୍ଟରେ ଏକ ପିଟିସନ୍ ଦାଖଲ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ବୁଧବାର ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର୍ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରେନିଂ ସେଣ୍ଟର୍ ଗୁଡ଼ିକୁ ଲୋକାର୍ପିତ କରିଛନ୍ତି। ୩ଟି ଟ୍ରେନିଂ ସେଣ୍ଟର ମଧ୍ୟରେ ରହିଛି ଭୁବନେଶ୍ୱର ଫୁଟବଲ ଏକାଡେମୀ, ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ହିଟ୍ ଫିଲ୍ମ ଦେଇ ବି କାମ ମିଳୁନଥିଲା, ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲି: ଅଧ୍ୟୟନ ସୁମନ

ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ ଏବେ ପୁଣି ଥରେ ଅଭିନୟ କରିବା ଆରମ୍ଭ କରିଛନ୍ତି ଅଭିନେତା ଅଧ୍ୟୟନ ସୁମନ। କିଛି ବର୍ଷ ତଳେ ତାଙ୍କୁ ଅନେକ ଫିଲ୍ମରୁ ବାଦ୍ ଦିଆଯିବା ସହ କୌଣସି କାମ ମିଳିନଥିଲା। ଏସବୁ ବିଫଳତା ଦେଖି ସେ ଭାଙ୍ଗିପଡ଼ିବା ସହ ନିଜକୁ ଗୋଟିଏ ଘରେ ବନ୍ଦ କରି ରଖିଥିଲେ। ଏମିତି…
ଅଧିକ ଖବର ଦେଖନ୍ତୁ...