Daily Archives

May 31, 2023

୨୦୨୫ ସୁଦ୍ଧା ବିଦ୍ୟୁତ ଭିତ୍ତିଭୂମି ସଜାଡ଼ି ହୋଇଯିବ: ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉନାହିଁ। ଏହି କଥାକୁ ସ୍ୱୀକାର କରିବାକୁ ନାରାଜ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। କିନ୍ତୁ ବିଦ୍ୟୁତ ଭିତ୍ତିଭୂମି ଦୁର୍ବଳ ଥିବା ନେଇ ସ୍ବୀକାର କରିଛନ୍ତି। ଭିତ୍ତିଭୂମି ଦୁର୍ବଳ ଯୋଗୁଁ ପାୱାର ଟ୍ରିପ ହେଉଛି ବୋଲି ସେ ସଫେଇ ଦେଇଛନ୍ତି।। ୨୦୨୫…
ଅଧିକ ଖବର ଦେଖନ୍ତୁ...

ବର ବେଶରେ ସଜେଇ ହୋଇ ସାରିବା ପରେ ଯୁବକଙ୍କ ହେଲା ମୃତ୍ୟୁ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବହରାଇଚରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠା‌ରେ ଜଣେ ଯୁବକ ବର ବେଶରେ ସଜାଇ ହେବାପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ଖବର ମିଳିଛି। ସଙ୍ଗେସଙ୍ଗେ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ବିବାହକୁ ଆଉ ଗୋଟିଏ ଦିନ ବାକିଥିବା ବେଳେ କନ୍ୟାଙ୍କ ହେଲା ମୃତ୍ୟୁ, ଜଳି ଯାଇଥିଲା ଶରୀରର ୮୦ ପ୍ରତିଶତ

ନୂଆଦିଲ୍ଲୀ: ବିବାହକୁ ଆଉ ଗୋଟିଏ ଦିନ ବାକିଥିବା ବେଳେ କନ୍ୟାଙ୍କ ମୃତ୍ୟୁ ହୋଇଥିବାର ଏକ ଲୋମଟାଙ୍କୁରା ଘଟଣା ବିହାରର ସାରଣ‌ ଜିଲ୍ଲାରୁ ସାମ୍ନାକୁ ଆସିଛି। ବିବାହ ପାଇଁ ଘରେ ଅତିଥି ଭର୍ତ୍ତି ଥିଲେ। ସେମା‌ନଙ୍କ ଖାଇବା ପାଇଁ ରୋଷେଇ ଚାଲିଥିଲା। ଏହି ସମୟରେ ଗ୍ୟାସ ବିସ୍ଫୋରଣ…
ଅଧିକ ଖବର ଦେଖନ୍ତୁ...

ଏକ ତଉଲିଆ ପାଇଁ ସୁଟିଂ‌ ସେଟ୍‌ରୁ ମାଆଙ୍କୁ ଗାଳି କରୁଥିଲେ ସାରା ଅଲ୍ଲୀ ଖାନ୍‌

ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍‌ ଅଲ୍ଲୀ ଖାନଙ୍କ ଝିଅ ତଥା ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଆଜିକାଲି ବେଶ୍‌ ଚର୍ଚ୍ଚାରେ। ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଜରା ହଟ୍‌କେ ଜରା ବଚ୍‌କେ’ର ପ୍ରମୋସନ ପାଙ୍କ ତାଙ୍କ କୋ-ଷ୍ଟାର୍‌ ଭିକି କୌଶଲଙ୍କ ସହ ବିଭିନ୍ନ ସ୍ଥାନରେ ନଜର ଆସୁଛନ୍ତି। ତେବେ…
ଅଧିକ ଖବର ଦେଖନ୍ତୁ...

ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହେଲା ଭାରତ, ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭.୨%

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦେଶର ଜିଡିପି ଅଭିବୃଦ୍ଧି ହାର ଆଜି ପ୍ରକାଶ ପାଇଛି। ୨୦୨୨-୨୩ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିଛି । ୨୦୨୧-୨୨ରେ ଏହି ଆକଳନ ୯.୧ ପ୍ରତିଶତ ରହିଥିଲା ।  କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ଆଜି ଏ ସଂକ୍ରାନ୍ତରେ ତଥ୍ୟ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଧକ୍କା ଦେବାରୁ ଗଲା ପୋଷା କୁକୁରର ଜୀବନ, ବିଚ୍ ରାସ୍ତାରେ ମୃତଦେହକୁ ଜାବୁଡ଼ି ଧରି କାନ୍ଦିଲେ ଯୁବକ

ଆଗ୍ରା: ପୋଷା କୁକୁରକୁ ଧରି ବାହାରକୁ ବୁଲିବାକୁ ବାହାରିଥିଲେ ଯୁବକ। ହେଲେ ଅଧା ବାଟରେ ସେ ନିଜ ଜୀବନଠୁ ଅଧିକ ଭଲପାଉଥିବା କୁକୁରର ଜୀବନ ଚାଲିଯିବ ବୋଲି ଭାବି ନଥିଲେ। ହଠାତ୍ ପୋଷା କୁକୁରକୁ ହରାଇବା ପରେ ଭାଙ୍ଗିପଡ଼ି‌ଥିଲେ ଯୁବକ। ବିଚ୍ ରାସ୍ତାରେ ନିଜ କୁକୁରର ମୃତଦେହକୁ ଧରି ଯୁବଜଣକ…
ଅଧିକ ଖବର ଦେଖନ୍ତୁ...

ବେଦୀରେ ବର ଅପେକ୍ଷା କରିଥିବା ବେ‌ଳେ ଲିଫ୍ଟରେ ଫସି ଅଣନିଶ୍ବାସୀ ହୋଇଗଲେ କନ୍ୟା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଭାୟନ୍ଦର ଅଞ୍ଚଳରେ ଥିବ‌ା ମ୍ୟାରେଜ ଗାର୍ଡନରେ କନ୍ୟା ଲିଫ୍ଟରେ ଫସିଯିବା ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ସୂଚନାଯୋଗ୍ୟ, ଭାୟନ୍ଦର ଅଞ୍ଚଳରେ ବସବାସ କରୁଥିବା ପ୍ରିତି ବାଗଲେଙ୍କ ଗତ ସୋମବାର ବିବାହ ଥିଲା। ବିବାହ ପାଇଁ ସେ ଭାୟନ୍ଦର ପଶ୍ଚିମର…
ଅଧିକ ଖବର ଦେଖନ୍ତୁ...

ଶେରଗଡ଼ରୁ-ପୁରୀକୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ୍‌, ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ଶେରଗଡ଼: ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ରୁ ଗଡିଲା ପ୍ରଥମ ଏସି ବସ୍ ‘ଜଗନ୍ନାଥ ଏକ୍ସପ୍ରେସ୍‌’ ଗଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ…
ଅଧିକ ଖବର ଦେଖନ୍ତୁ...

ସୋ’କୁ ଡାକୁନାହାନ୍ତି ବୋଲି କପିଲଙ୍କ ବିରୋଧରେ ଅଭିଯୋଗ ଆଣିଲେ ଆମୀର ଖାନ୍‌

ମୁମ୍ବାଇ: ବଲିଉଡର ଜଣେ ନିଖୁଣ ଅଭିନେତା ଭାବେ ଆମୀର ଖାନ୍‌ ବେଶ୍‌ ଜଣାଶୁଣା। ସେହପରି କମେଡି କିଙ୍ଗ୍‌ ଭାବେ ଲୋକଙ୍କ ମନ କିଣିଛନ୍ତି କପିଲ ଶର୍ମା। ଦୁହେଁ ଦୁହିଁଙ୍କ ସ୍ଥାନରେ ଜଣେ ଜଣେ ସୁପର୍‌ଷ୍ଟାର୍‌। ତେବେ ଆମୀର ବି କିଛି କମ୍‌ ମଜାକିଆ ଅନ୍ଦାଜର ବ୍ୟକ୍ତି ନୁହଁନ୍ତି। ନିକଟରେ ଉଭୟ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ଆଇଏନଏସ୍ ବିକ୍ରାନ୍ତରେ ଓହ୍ଲାଇଲା ଏମଏଚ୍ ୬୦ଆର ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଏମ୍ଏଚ୍-୬୦ ରୋମିଓ ହେଲିକପ୍ଟର ପ୍ରଥମ ଥର ପାଇଁ ସ୍ୱଦେଶୀ ବିମାନବାହୀ ଜାହାଜ ଆଇଏନ୍ଏସ୍ ବିକ୍ରାନ୍ତରେ ସଫଳତାର ସହ ଅବତରଣ କରିଛି । ନୌସେନା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଆମେରିକା ନିର୍ମିତ ଏମ୍ଏଚ୍-୬୦ଆର ହେଲିକପ୍ଟରର ପ୍ରଥମ ସଫଳ ଅବତରଣର ଭିଡିଓ…
ଅଧିକ ଖବର ଦେଖନ୍ତୁ...