Daily Archives

March 1, 2024

ବିଜେଡି ଛାଡି ବିଜେପିରେ ମିଶିଲେ ଜଗନ୍ନାଥ ନୁଣ୍ଡ୍ରୁକା

ରାୟଗଡା: ଦଳରେ ଆଉ ଗଣତାନ୍ତ୍ରିକ ଶାସନ ନାହିଁ। ଅମଲାତନ୍ତ୍ର ଶାସନ ଚାଲିଛି। କାମ କରିବ କର୍ମୀ ଶ୍ରେୟ ନେବେ ବଡ ବଡିଆ।୨୨ ବର୍ଷର ତପସ୍ୟା ପରେ ମଧ୍ୟ ଦଳ ଚିହ୍ନିଲା ନାହିଁ। ଏହା ଆମେ କହୁନାହୁଁ, ଏହି ଉକ୍ତି ହେଉଛି ବିଜେଡିର ଆଗଧାଡିର ନେତା ଜଗନ୍ନାଥ ନୁଣ୍ଡ୍ରୁକାଙ୍କର। ଆଜି ସେ ଶଂଖର ହାତ…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଲଦାଖ ବିବାଦୀୟ ଅଞ୍ଚଳର ଶୀଘ୍ର ହେବ ସମାଧାନ, ରାଜି ହେଲା ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ

ବେଜିଂ: ପୂର୍ବ ଲଦାଖରେ ଥିବା ଭାରତ ଏବଂ ଚୀନର ବିବାଦୀୟ ଅଞ୍ଚଳ ପ୍ରସଙ୍ଗ ନେଇ ଏକ ବଡ଼ ବିବୃତ୍ତି ଏବେ ସାମ୍ନାକୁ ଆସିଛି। ପୂର୍ବ ଲଦାଖରେ ବିବାଦର ସମାଧାନ ପାଇଁ ପାରସ୍ପରିକ ସମାଧାନ ପାଇଁ ଚୀନ ଏବଂ ଭାରତ ଯୋଗାଯୋଗ ବଜାୟ ରଖିଛନ୍ତି। ଚୀନର ସେନା କହିଛି ଆମେ ଭାରତ ସହ ସମ୍ପର୍କକୁ ଗୁରୁତ୍ୱ…
ଅଧିକ ଖବର ଦେଖନ୍ତୁ...

ସୁରତ ବ୍ୟବସାୟୀଙ୍କୁ ହତ୍ୟା ଘଟଣା: ଦୁଇ ହତ୍ୟାକାରୀ ଗିରଫ, ପିସ୍ତଲ ଜବତ

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରାରେ ବିଜେଡି ନଗର ସଭାପତି ରଞ୍ଜିତ କୁମାର ସାହୁଙ୍କ ଘ‌ରେ ସୁରତ ବ୍ୟବସାୟୀ ଗୋହିଲ ହେମନ୍ତ ସିଂଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୁଲିସ। ଏହି ହତ୍ୟାକାଣ୍ଡ ପଛରେ ବେଆଇନ ମଦ କାରବାର ରହିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାଙ୍କ ଇଚ୍ଛା ପୁରଣ ପାଇଁ ପ୍ରେମିକ ମାଇନସ ୨୫ଡିଗ୍ରି ସେଲସିୟସରେ ବିବାହ ପାଇଁ ସ୍ଥାନ ବାଛିଲେ

ନୂଆଦିଲ୍ଲୀ: ଆଜିକାଲିର ଯୁବପିଢ଼ିମାନେ ବିବାହ ପାଇଁ ଏମିତି କିଛି ସ୍ଥାନକୁ ବାଛୁଛନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ସୋସିଆଲ ମିଡିଆରେ ଏହି କିଛିଦିନ ହେବ ଏମିତି ଏକ ଭିଡିଓ ଘୁରି ବୁଲିଛି। ତେବେ ଭିଡିଓରେ ବର-ବଧୂ ବସିଥିବା ମଣ୍ଡପ ଚାରିପଟେ ବରଫ ଆଚ୍ଛାଦିତ ହୋଇଯାଇଥିବା…
ଅଧିକ ଖବର ଦେଖନ୍ତୁ...

ନିଜ ପିଲାଙ୍କୁ ଏହି ଜିନିଷ ଶିଖାଇବାକୁ ଚାହାନ୍ତି ଦୀପିକା

ମୁମ୍ବାଇ: ଗୁରୁବାର ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂ। ଖୁବଶୀଘ୍ର ଦୁହେଁ ମାତାପିତା ହେବେ ବୋଲି ଜଣାଇଥିଲେ ଦୀପିକା। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଗର୍ଭବତୀ ଥିବା ଦୀପିକା ଘୋଷଣା କରିଥିଲେ। ଦୀପିକାଙ୍କ ଗର୍ଭଧାରଣ…
ଅଧିକ ଖବର ଦେଖନ୍ତୁ...

ମୁକୁଳା ଡ୍ରେନ୍‌ରେ ପଡ଼ି ଆହତ ସାଇକେଲ ଆରୋହୀଙ୍କ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ବଜାରରେ ଗତ ୨୪ ତାରିଖ ଦିନ ପୂର୍ତ୍ତରାସ୍ତାର ମୁକୁଳା ଡ୍ରେନ୍‌ରେ ପଡ଼ି ଗୁରୁତର ଆହତ ହୋଇଥିବା ସୁଶୀଳ କର୍ଣ୍ଣ (୫୫) ନାମକ ଜଣେ ସାଇକେଲ ଆରୋହୀଙ୍କ ଗତ ବୁଧବାର ରାତିରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଗତ ୨୪ ତାରିଖ ସକାଳେ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ସମସ୍ୟା ପ୍ରତିବାଦରେ ରାସ୍ତା ଅବରୋଧ, ୩ ଘଣ୍ଟା ଧରି ଯାତାୟାତ ଠପ୍

ଲାଞ୍ଜିଗଡ଼: ବିଦ୍ୟୁତ୍‌ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କନ୍ଦସାର୍ଲି ଗ୍ରାମବାସୀ ଶୁକ୍ରବାର ରାସ୍ତା ଅବରୋଧ କରିଥିଲେ। ବିଶ୍ୱନାଥପୁରରୁ କଲ୍ୟାଣସିଂହପୁର ରାସ୍ତା ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। ଗ୍ରାମବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

ଚୀନର ନୂଆ ରଣନୀତି: ବିକଶିତ କଲା ରୋବଟ କୁକୁର, ଶତ୍ରୁଙ୍କ ଉପରେ କରିବ ଗୁଳି ବର୍ଷା

ବେଜିଂ: ଚୀନ ନିଜର ବିସ୍ତାରବାଦୀ ନୀତି ଜାରି ରଖିଛି। ଏହା ଅନ୍ତର୍ଗତ ଚାଇନା ସବୁବେଳେ ଭିନ୍ନ ଭିନ୍ନ ଉତ୍ପାଦ ବିକଶିତ କରିବା ଉପରେ ଗୁରୁତ୍ବ ପ୍ରଦାନ କରୁଛି। ଏବେ ଚୀନ ଏକ ନୂଆ ରୋବଟ କୁକୁର ବିକଶିତ କରିଛି। ଏହି କୁକୁର ଶତ୍ରୁ ସେନାଙ୍କ ଉପରେ ଗୁଳି ବର୍ଷା କରିବାକୁ ସକ୍ଷମ ହେବ। ଏହି କୁକୁର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକଠାରେ ବ୍ରହ୍ମକୁମାରୀଙ୍କ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଭାରତରେ ଆଧ୍ୟାତ୍ମିକ ଚେତନାର ପ୍ରସାର ପାଇଁ ଅନେକ ଆଧ୍ୟାତ୍ମିକ ଓ ଧାର୍ମିକ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନାଗାବଳୀ ନଦୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ

ରାୟଗଡା: ଆଜି ରାୟଗଡା ଜିଲ୍ଲା ଚାନ୍ଦିଲି ନିକଟସ୍ଥ ନାଗାବଳୀ ନଦୀରେ ଦୁଇ ନାବାଳିକା ବୁଡି ମୃତ୍ୟୁବରଣ କରିଛନ୍ତି। ଘଟଣା ଅନୁଯାୟୀ ଚାନ୍ଦିଲି ମହିମା ପଡା ଅଂଚଳର ରାଜକୁାମର ସୁନାଙ୍କ ଝିଅ ହେମାବତୀ ସୁନା(୧୧) ଏବଂ ତୁଳସା ଅବଦୁଲଙ୍କ ଝିଅ ଅନୁ ଅବଦୁଲ(୧୦) ସ୍କୁଲ ଛୁଟି ପରେ ଗାଧୋଇବା ପାଇଁ…
ଅଧିକ ଖବର ଦେଖନ୍ତୁ...