Daily Archives

March 1, 2024

ଫାଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଂଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହ ନିକଟରୁ ୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଜବତ କରିଛି ପୁଲିସ । ଅଭିଯୋଗ ଅନୁଯାୟୀ ଗୋରୁମହିଷାଣୀ ଥାନା ଅର୍ନ୍ତଗତ ନାଉପଡା ଗ୍ରାମର ଜଗଦିଶ ଚନ୍ଦ୍ର ନାଏକ(୨୮)…
ଅଧିକ ଖବର ଦେଖନ୍ତୁ...

ହେଲିକପ୍ଟରରେ ଗଲା ମାଟ୍ରିକ ପ୍ରଶ୍ନପତ୍ର, କାହିଁକି ଜାଣନ୍ତୁ

ମାଲକାନଗିରି: ହେଲିକପ୍ଟରରେ ଗଲା ପ୍ରଶ୍ନପତ୍ର। ଏହି କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ। ଆଜି ଛତିଶଗରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେଇଥିବାବେଳେ ଜିଲ୍ଲାର ଜାଗରକଣ୍ଡାକୁ ହେଲିକପ୍ଟର…
ଅଧିକ ଖବର ଦେଖନ୍ତୁ...

ରାତିସାରା କଲେଜକୁ ସୁରକ୍ଷା ଦେଉଥିବା କର୍ମଚାରୀ ପାଇଲେ ସରକାରୀ ଚାକିରି: ମାସକୁ ଦରମା ୭୦ହଜାରୁ ଊର୍ଧ୍ବ

ନୂଆଦିଲ୍ଲୀ: ଇଚ୍ଛା, ଆତ୍ମବିଶ୍ବାସ ଥିଲେ କୌଣସି କାମ ବି ଅସମ୍ଭବ ନୁହେଁ। ନିକଟରେ ଜଣେ କଲେଜ ସୁରକ୍ଷାକର୍ମୀ ତାଙ୍କ ପରିଶ୍ରମ ବଳରେ ସରକାରୀ ଚାକିରି ପାଇ ପାରିଛନ୍ତି। ହାଇଦ୍ରାବାଦର ଓସ୍ମାନିଆ ବିଶ୍ବବିଦ୍ୟାଳୟରେ ପ୍ରବୀଣ କୁମାର ରାତିରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି। ଏହି କାମ…
ଅଧିକ ଖବର ଦେଖନ୍ତୁ...

ନିଜ ଅନୁଦାନ ରାଶି ୧.୨୨ କୋଟିରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ବଡ଼ସାହି ବିଧାୟକ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀ ତଥା ବେତନଟୀ ବ୍ଳକ ଅନ୍ତର୍ଗତ ବିଭିନ୍ନ କଲେଜ ଓ ଡାକ୍ତରଖାନାରେ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କଙ୍କ ଦ୍ୱାରା ଶୁକ୍ରବାର ନିର୍ମାଣ ସରିଥିବା ଏକାଧିକ ପ୍ରକଳ୍ପ ଗୁଡିକର ଶୁଭ ଉଦ୍‌ଘାଟନ ହୋଇଯାଇଛି। ପ୍ରଥମେ ବିଧାୟକ ବୈଶିଙ୍ଗା…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ-କିରାଣି

ଆସିକା: ଜଣେ ଗାଡ଼ି ମାଲିକଙ୍କ ବକେୟା ବିଲ୍‌ ପାସ୍‌ କରିବା ପାଇଁ ଲାଞ୍ଚ ନେଉଥିଲେ। ଏତିକିବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳସମ୍ପଦ ବିଭାଗ ଆସିକା ସିଏଡି ଭିଜିଜନ୍‌-୮ (ସେଚାଞ୍ଚଳ ଉନ୍ନୟନ ଖଣ୍ଡ) ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା। ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଗୋଟାଏ ଦିନରେ ୩ଥର ଗୌରୀଙ୍କୁ ବିବାହ କରିଥିଲେ ଶାହରୁଖ-ଗୌରୀ

ମୁମ୍ବାଇ: ଡିସେମ୍ବର ୨୧, ୨୦୨୩ରେ ମୁକ୍ତିଲାଭ କରିଥିଲା ବାଦଶାହ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡଙ୍କି’। ଫିଲ୍ମର ଟିଜର ଓ ଟ୍ରେଲର ଦର୍ଶକଙ୍କ ଉତ୍ସାହ ବଢ଼ାଇଥିବା ବେ‌ଳେ ମୁକ୍ତିଲାଭ ପରେ ଶାହରୁଖଙ୍କ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଯଦି ଆମେ ୨୦୨୩ବର୍ଷକୁ ଦେଖିବା, ତେବେ…
ଅଧିକ ଖବର ଦେଖନ୍ତୁ...

ବିଆରଏସ୍ ଏମପି ଧରିଲେ ପଦ୍ମ

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକସ୍ତରରେ ଭଙ୍ଗାଗଢ଼ା ରାଜନୀତି ଜାରି ରହିଛି। ଏପରିସ୍ଥଳେ ଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି(ବିଆରଏସ)କୁ ବଡ଼ ଝଟକା ଲାଗିଛି। ଦଳର ଏମପି ଭୀମରାଓ ବସନ୍ତରାଓ ପାଟିଲ(ବିବି ପାଟିଲ) ବାଡ଼ ଡେଇଁ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି। ରାଜ୍ୟରେ…
ଅଧିକ ଖବର ଦେଖନ୍ତୁ...

ଜାମନଗରରେ ପୁଅର ବିବାହକୁ ନେଇ ମା’ ନୀତାଙ୍କ ପ୍ରତିକ୍ରିୟା

ମୁମ୍ବାଇ: କିଛିଦିନ ହେବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନନ୍ତଙ୍କ ବିବାହ ଆସନ୍ତା ଜୁଲାଇ ୧୨ରେ ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ମୁମ୍ବାଇରେ ହେବ। ବିବାହକୁ ଆଉ କିଛି ମାସ ବାକି…
ଅଧିକ ଖବର ଦେଖନ୍ତୁ...

ଟାଟାନଗର-ବାଦାମପାହାଡ ସନ୍ଧ୍ୟାକାଳୀନ ମେମୁ ଟ୍ରେନର ଆଭାସୀ ମାଧ୍ୟମରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ରାଇରଙ୍ଗପୁର/ବାଦାମପାହାଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଝାଡଖଣ୍ଡର ସିନ୍ଦରିଠାରୁ ଟାଟାନଗରରୁ ବାଦାମପାହାଡ ମେମୁ ରେଳସେବାର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ…
ଅଧିକ ଖବର ଦେଖନ୍ତୁ...

ଆଚରଣ ବିଧିର ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ରାଜନୈତିକ ଦଳଙ୍କ ପାଇଁ ଇସିଙ୍କ ମାଗଦର୍ଶିକା ଜାରି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ(ଇସି) ବିଭିନ୍ନ ରାଜନୈତିକ ଦଳଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ପ୍ରଚାର ସମୟରେ ଶିଷ୍ଟାଚାର ଏବଂ ସଂଯମତା ଆଚରଣ ବଜାୟ ରଖିବାକୁ ଇସି କହିଛନ୍ତି। ପ୍ରଚାରରେ ପ୍ରସଙ୍ଗ ଭିତ୍ତିକ ଭାଷଣ ଉପରେ ଇସି ଗୁରୁତ୍ବାରୋପ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...