Daily Archives

March 14, 2024

ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଆରୋହୀ ସ୍ୱାମୀ ସ୍ତ୍ରୀ ଗୁରୁତର; ନିଶାରେ ଚୁର ଟ୍ରକ୍‌ ଚାଳକ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଗଡ଼ଦେଉଳିଆ ଛକ ଉପକଣ୍ଠ ମ୍ୟାନେଜର ସିଂ ହୋଟେଲ ସମ୍ମୁଖରେ ଗୁରୁବାର ସନ୍ଧ୍ୟାରେ ବୁଲେଟରେ ଯାଉଥିବା ଦମ୍ପତିଙ୍କୁ ପଛପଟୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବାରୁ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ଟ୍ରକ୍‌…
ଅଧିକ ଖବର ଦେଖନ୍ତୁ...

ଇଡି ଅଧିକାରୀଙ୍କୁ ସମନ କଲା ଝାଡ଼ଖଣ୍ଡ ପୁଲିସ୍

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପକ୍ଷରୁ ଇଡି ଅଧିକାରୀଙ୍କ ବିରୋଧରେ ଦାୟର କରିଥିବା ଏସସି/ଏସଟି ମାମଲାରେ ଝାଡ଼ଖଣ୍ଡ ପୁଲିସ ସମ୍ପୃକ୍ତ ଅଧିକାରୀମାନଙ୍କୁ ସମନ କରିଛି। ଇଡି ଅଧିକାରୀମାନଙ୍କୁ ମାର୍ଚ୍ଚ ୨୧ ତାରିଖ ପୂର୍ବାହ୍ନ ୧୧ଟାରେ ଥାନାରେ ଉପସ୍ଥିତ…
ଅଧିକ ଖବର ଦେଖନ୍ତୁ...

ରାଜନୀତିରେ ରାମଗୋପାଳଙ୍କ ଏଣ୍ଟ୍ରି: ତାଙ୍କର ସମ୍ପତ୍ତି କେତେ ଜାଣନ୍ତି କି?

ନୂଆଦିଲ୍ଲୀ:ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ରାଜନୀତିରେ ପ୍ରବେଶ ପାଇଁ ରାସ୍ତା ସଫା ହୋଇଯାଇଛି। ସେ ଆନ୍ଧ୍ରପ୍ରଦେଶର ପିଠାପୁରମ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- 'ହଠାତ୍ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ସମାଜସେବୀ ଚିଦାତ୍ମିକା ଖଟୁଆଙ୍କୁ ମିଳିବ ୱାର୍ଲଡ୍ ଓଡ଼ିଶା ସୋସାଇଟିର ପ୍ରଥମ ମହାନାରୀ ସମ୍ମାନ

ନୂଆଦିଲ୍ଲୀ: ବିଶିଷ୍ଟ ସମାଜସେବୀ ଡଃ ଚିଦାତ୍ମିକା ଖଟୁଆ ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ)ର ପ୍ରଥମ ମହାନାରୀ ସମ୍ମାନ ପାଇବେ ବୋଲି ଜଣାଯାଇଛି। ୱାଓସୋ ତରଫରୁ ମାର୍ଚ୍ଚ ୧୬ ତାରିଖରେ ଜାତୀୟ ରାଜଧାନୀ କ୍ଷେତ୍ରର ଗାଜିଆବାଦଠାରେ ଆନ୍ତର୍ଜାତୀକ ମହିଳା ଦିବସ ପାଳନ ଉପଲକ୍ଷେ ଆୟୋଜନ କରାଯାଉଥିବା…
ଅଧିକ ଖବର ଦେଖନ୍ତୁ...

‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଉପରେ ସେମିନାର ଆୟୋଜିତ

କୋରାପୁଟ: ଆଗାମୀ ନିର୍ବାଚନରେ ଯୁବଗୋଷ୍ଠୀଙ୍କ ସାର୍ବଜନୀନ ଏବଂ ଜ୍ଞାନପ୍ରଦ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଅଭିଯାନ "ମେରା ପେହଲା ଭୋଟ୍ ଦେଶ କେ ଲିଏ"ର ଏକ ଅଂଶ ଭାବରେ ଓଡ଼ିଶା କେନ୍ଦ୍ରୀୟ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ଦେଇ ଚାଲିବ ତିନି ହୋଲି ସ୍ବତନ୍ତ୍ର ଟ୍ରେନ୍‌

ରାଉରକେଲା: ଆସନ୍ତା ହୋଲି ପର୍ବରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ୧୪ ହୋଲି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବାକୁ ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ନିଷ୍ପତ୍ତ ନିଆଯାଇଛି। ଏଥିମଧ୍ୟରୁ ୩ଟି ସ୍ବତନ୍ତ୍ର ଟ୍ରେନ୍‌ ରାଉରକେଲା ଦେଇ ଚଳାଚଳ କରିବ। ସନ୍ତ୍ରାଗାଚ୍ଛି- ହୁବ୍‌ବାଲି ହୋଲି…
ଅଧିକ ଖବର ଦେଖନ୍ତୁ...

ସରିଲା ରାଜ୍ୟସ୍ତରୀୟ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା: ୪୫ଟି ଦକ୍ଷତାରେ ପ୍ରତିଭା ଦେଖାଇଲେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକର ୮ଟି କେନ୍ଦ୍ରରେ ଦୁଇଦିନ ଧରି ଚାଲିଥିବା ‘ଓଡ଼ିଶା ସ୍କିଲ୍ସ’ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଶେଷ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇ, ପଲିଟେକନିକ୍‌ ଏବଂ ବିଭିନ୍ନ ଦକ୍ଷତା ବିକାଶ ତାଲିମ ଅନୁଷ୍ଠାନରୁ ଆସିଥିବା ୭୦୦ରୁ ଅଧିକ ଛାତ୍ରଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ଭାରତର ଲୋକେ ଏବେ ବଞ୍ଚୁଛନ୍ତି ୫ ବର୍ଷ ଅଧିକ,ରୋଜଗାରରେ ହୋଇଛି ବୃଦ୍ଧି : ୟୁଏନଡିପି ରିପୋର୍ଟ

ଜେନେଭା: ଭାରତରେ ଲୋକଙ୍କ ହାରାହାରି ଜୀବନଧାରଣ ବୟସ ବଢ଼ିବାରେ ଲାଗିଛି। ଏବେ ଦେଶରେ ଲୋକଙ୍କ ହାରାହାରି ଜୀବନଧାରଣ ବୟସ ୬୭.୭ ବର୍ଷ ହୋଇଯାଇଛି। ପୂର୍ବରୁ ଏହା ୬୨.୭ ବର୍ଷଥିଲା। ଫଳରେ ଏବେ ଦେଶର ଲୋକେ ହାରାହାରି ୫ ବର୍ଷ ଅଧିକ ବଞ୍ଚୁଛନ୍ତି। ସେହିପରି ଦେଶର ପ୍ରତି ଲୋକଙ୍କର ମୁଣ୍ଡପିଛା…
ଅଧିକ ଖବର ଦେଖନ୍ତୁ...

ଛାତ୍ରବୃତ୍ତି ପାଇଁ ଆଧାର ଅନିବାର୍ଯ୍ୟ: ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କ ନୂଆ ନିୟମ

ନୂଆଦିଲ୍ଲୀ: ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ଯୋଜନାର ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାର ଆଧାରକୁ ଅନିବାର୍ଯ୍ୟ କରିଛନ୍ତି। କେନ୍ଦ୍ର ସରକାର ଗୁରୁବାର କହିଛନ୍ତି ଦିବ୍ୟାଙ୍ଗଙ୍କ ପାଇଁ ଆଧାରର ବିବରଣୀ ପ୍ରଦାନ କରିବା ଏଣିକି ଜରୁରୀ ହେବ। ସରକାର ସ୍ପଷ୍ଟ କରିଛନ୍ତି ଆଧାର ନ ଥିଲେ…
ଅଧିକ ଖବର ଦେଖନ୍ତୁ...

୨ ଟଙ୍କା ଲେଖାଏଁ କମିଲା ପେଟ୍ରୋଲ, ଡିଜେଲ, ମାର୍ଚ୍ଚ ୧୫ରୁ ଲାଗୁ ହେବ

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ୨ ଟଙ୍କା ଲେଖାଏଁ ହ୍ରାସ ପାଇଛି । ନୂଆ ଦର ମାର୍ଚ୍ଚ ୧୫ ସକାଳ ୬ଟାରୁ ଲାଗୁ ହେବ। ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ଦ୍ୱାରା ସାଧାରଣ ଲୋକ ଉପକୃତ ହେବେ । ଏହା ସହିତ  ଦେଶରେ ଚାଲୁଥିବା ୫୮ ଲକ୍ଷରୁ ଅଧିକ ଡିଜେଲ ଚାଳିତ ଭାରୀ ମାଲବାହୀ ଯାନ, ୬…
ଅଧିକ ଖବର ଦେଖନ୍ତୁ...